Luke 10:39 in Oriya

Oriya Oriya Bible Luke Luke 10 Luke 10:39

Luke 10:39
ମାର୍ଥାର ମରିୟମ ନାମ ରେ ଗୋଟିଏ ଭଉଣୀ ଥିଲା। ମରିୟମ ଯୀଶୁଙ୍କ ପାଦ ପାଖ ରେ ବସି ତାହାଙ୍କ ଉପଦେଶ ଶୁଣୁଥିଲା, କିନ୍ତୁ ମାର୍ଥା ଘରର ସବୁ କାମ କରୁଥିଲା।

Luke 10:38Luke 10Luke 10:40

Luke 10:39 in Other Translations

King James Version (KJV)
And she had a sister called Mary, which also sat at Jesus' feet, and heard his word.

American Standard Version (ASV)
And she had a sister called Mary, who also sat at the Lord's feet, and heard his word.

Bible in Basic English (BBE)
And she had a sister, by name Mary, who took her seat at the Lord's feet and gave attention to his words.

Darby English Bible (DBY)
And she had a sister called Mary, who also, having sat down at the feet of Jesus was listening to his word.

World English Bible (WEB)
She had a sister called Mary, who also sat at Jesus' feet, and heard his word.

Young's Literal Translation (YLT)
and she had also a sister, called Mary, who also, having seated herself beside the feet of Jesus, was hearing the word,

And
καὶkaikay
she
τῇδεtēdeTAY-thay
had
ἦνēnane
a
sister
ἀδελφὴadelphēah-thale-FAY
called
καλουμένηkaloumenēka-loo-MAY-nay
Mary,
Μαριά,mariama-ree-AH
which
ay
also
καὶkaikay
sat
παρακαθίσασαparakathisasapa-ra-ka-THEE-sa-sa
at
παρὰparapa-RA

τοὺςtoustoos
Jesus'
πόδαςpodasPOH-thahs

τοῦtoutoo
feet,
Ἰησοῦ,iēsouee-ay-SOO
and
heard
ἤκουενēkouenA-koo-ane
his
τὸνtontone

λόγονlogonLOH-gone
word.
αὐτοῦautouaf-TOO

Cross Reference

Luke 8:35
ଲୋକମାନେ ଏହି ଘଟଣା ଦେଖିବା ପାଇଁ ବାହାରି ଆସିଲେ। ସମାନେେ ଯୀଶୁଙ୍କ ପାଦତଳେ ସହେି ଲୋକଟିକୁ ବସିଥିବାର ଦେଖିଲେ। ଲୋକଟି ଲୁଗା ପିନ୍ଧିଥିଲା ଓ ତା'ମନ ପୁରାପୁରୀ ବଦଳି ଯାଇଥିଲା। ତା' ଦହରେୁ ଭୂତମାନେ ବାହାରି ଯାଇଥିଲେ। ଏହା ଦେଖି ସମସ୍ତେ ଡରିଗଲେ।

Proverbs 8:34
ଯେକହେି ମାରେ କଥା ଶୁଣେ, ସେ ଖୁସି ହବେ। ସେ ମାେ ଦ୍ବାର ନିକଟକୁ ସବୁଦିନ ଶୀଘ୍ର ଆ ସେ ଏବଂ ମାରେ ଦ୍ବାର ବାହା ରେ ଅପେକ୍ଷା କରେ।

John 12:3
ମରିୟମ ଅଧ ଲିଟର ଅତି ମୂଲ୍ଯବାନ ବିଶୁଦ୍ଧ ଜଟାମାଂସର ଅତର ଆଣି ଯୀଶୁଙ୍କ ପାଦ ରେ ଢାଳି ଦେଲେ। ତା'ପରେ ସେ ତାହାଙ୍କ ପାଦ ନିଜ କେଶ ରେ ପୋଛି ଦେଲେ। ଘରଟି ଅତର ସୁବାସ ରେ ମହକି ଉଠିଲା।

Acts 22:3
ମୁଁ ଜଣେ ଯିହୂଦୀୟ ଲୋକ। ମାରେ ଜନ୍ମ କିଲିକିଆ ଦେଶର ତାର୍ଷ ନଗର ରେ। କିନ୍ତୁ ଏହି ନଗର ରେ ମାରେ ଲାଳନପାଳନ ହାଇେଥିଲା। ମୁଁ ଆମ୍ଭ ପିତୃପୁରୁଷଙ୍କ ନିୟମ ଗୁଡ଼ିକ ବିଷୟ ରେ ଗୁରୁ ଗମଲୀଯଲଙ୍କେ ପାଖରୁ ବହୁତ ଯତ୍ନ ସହକା ରେ ତାଲିମ ପାଇଛି। ତୁମ୍ଭମାନଙ୍କେ ପରି, ମୁଁ ମଧ୍ଯ ପରମେଶ୍ବରଙ୍କ ନିମନ୍ତେ ଅତି ଉତ୍ସାହୀ ଥିଲି।

Deuteronomy 33:3
ହଁ, ସେ ଲୋକମାନଙ୍କୁ ପ୍ ରମେ କରନ୍ତି। ତାଙ୍କର ସମସ୍ତ ପବିତ୍ର ଲୋକ ତୁମ୍ଭର ହସ୍ତଗତ ଓ ସମାନେେ ତୁମ୍ଭର ଚରଣ ତଳେ ବସିଲେ। ପ୍ରେତ୍ୟକକ ଲୋକ ତକ୍ସ୍ଟମ୍ଭ ବାକ୍ଯ ଗ୍ରହଣ କରିବେ।

Luke 2:46
ତିନିଦିନ ପରେ ସମାନେେ ଯୀଶୁଙ୍କୁ ପାଇଲେ। ଯୀଶୁ ମନ୍ଦିର ଭିତ ରେ ଧର୍ମଗୁରୁମାନଙ୍କ ସହିତ ବସିଥିଲେ। ସେ ସମାନଙ୍କେ କଥା ଶୁଣୁଥିଲେ ଓ ସମାନଙ୍କେୁ ପ୍ରଶ୍ନ ସବୁ ପଚାରୁଥିଲେ।

1 Corinthians 7:32
ତୁମ୍ଭମାନେେ ଯେପରି ଚିନ୍ତା ନ କର ଏହା ମାରଇେଚ୍ଛା। ଅବିବାହିତ ଲୋକ ପ୍ରଭୁଙ୍କ କାମ ରେ ଲାଗିଥାଏ ଓ ସେ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରେ।