Judges 20:21 in Oriya

Oriya Oriya Bible Judges Judges 20 Judges 20:21

Judges 20:21
ଏହା ପରେ ବିନ୍ୟାମୀନର ସୈନ୍ୟଗଣ ଗିବିୟାର ଯୁଦ୍ଧ କ୍ଷେତ୍ରକୁ ବାହାରି ଆସିଲେ। ସେହି ଦିନ ଯୁଦ୍ଧରେ ବିନ୍ୟାମୀନର ସୈନ୍ୟମାନେ ଇସ୍ରାଏଲର 22,000 ସୈନ୍ୟଙ୍କୁ ହତ୍ୟା କଲେ।

Judges 20:20Judges 20Judges 20:22

Judges 20:21 in Other Translations

King James Version (KJV)
And the children of Benjamin came forth out of Gibeah, and destroyed down to the ground of the Israelites that day twenty and two thousand men.

American Standard Version (ASV)
And the children of Benjamin came forth out of Gibeah, and destroyed down to the ground of the Israelites on that day twenty and two thousand men.

Bible in Basic English (BBE)
Then the children of Benjamin came out from Gibeah, cutting down twenty-two thousand of the Israelites that day.

Darby English Bible (DBY)
The Benjaminites came out of Gib'e-ah, and felled to the ground on that day twenty-two thousand men of the Israelites.

Webster's Bible (WBT)
And the children of Benjamin came forth from Gibeah, and destroyed down to the ground of the Israelites that day twenty and two thousand men.

World English Bible (WEB)
The children of Benjamin came forth out of Gibeah, and destroyed down to the ground of the Israelites on that day Twenty-two thousand men.

Young's Literal Translation (YLT)
and the sons of Benjamin come out from Gibeah, and destroy in Israel on that day two and twenty thousand men -- to the earth.

And
the
children
וַיֵּֽצְא֥וּwayyēṣĕʾûva-yay-tseh-OO
of
Benjamin
בְנֵֽיbĕnêveh-NAY
came
forth
בִנְיָמִ֖ןbinyāminveen-ya-MEEN
of
out
מִןminmeen
Gibeah,
הַגִּבְעָ֑הhaggibʿâha-ɡeev-AH
and
destroyed
down
וַיַּשְׁחִ֨יתוּwayyašḥîtûva-yahsh-HEE-too
ground
the
to
בְיִשְׂרָאֵ֜לbĕyiśrāʾēlveh-yees-ra-ALE
of
the
Israelites
בַּיּ֣וֹםbayyômBA-yome
that
הַה֗וּאhahûʾha-HOO
day
שְׁנַ֨יִםšĕnayimsheh-NA-yeem
twenty
וְעֶשְׂרִ֥יםwĕʿeśrîmveh-es-REEM
and
two
אֶ֛לֶףʾelepEH-lef
thousand
אִ֖ישׁʾîšeesh
men.
אָֽרְצָה׃ʾārĕṣâAH-reh-tsa

Cross Reference

Judges 20:25
ଦ୍ବିତୀୟ ଦିନ ରେ ବିନ୍ଯାମୀନ ପରିବାରବର୍ଗର ସୈନ୍ଯଗଣ ଇଶ୍ରାୟେଲ ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଗିବିଯାରକ୍ସ୍ଟ ବାହାରି ଆସିଲେ। ଏହିଥର ବିନ୍ଯାମୀନ ତାଲିମ୍ପ୍ରାଲ୍ଗ ସୈନ୍ଯଗଣ ଇଶ୍ରାୟେଲର 18,000 ସୈନ୍ଯ ହତ୍ଯା କଲେ। ଯେଉଁମାନେ କି ସମାନଙ୍କେର ତାଲିମ ପ୍ରାଲ୍ଗ ସୈନିକ ଥିଲେ।

Hosea 10:9
ଇଶ୍ରାୟେଲ, ତୁମ୍ଭେ ଗିବିଯାଙ୍କ ସମୟରୁ ପାପ କରି ଗ୍ଭଲିଛ ଏବଂ ତୁମ୍ଭ ଲୋକମାନେ ସଠାେ ରେ ଲଗାତାର ପାପ କରି ଗ୍ଭଲିଛନ୍ତି। ୟୁଦ୍ଧ ପ୍ରକୃତ ରେ ସହେି ମନ୍ଦ ଲୋକମାନଙ୍କୁ ଗିବିଯା ରେ ଧରିବ।

Jeremiah 12:1
ହେ ସଦାପ୍ରଭୁ, ମୁଁ ଯେତବେେଳେ ତୁମ୍ଭ ବିପକ୍ଷ ରେ ଅଭିଯୋଗ ଆଣେ, ତୁମ୍ଭେ ସର୍ବଦା ଉଚିତ୍ ଅଟ, କିନ୍ତୁ ତଥାପି ତୁମ୍ଭ ନିଷ୍ପତ୍ତି ବିରୁଦ୍ଧ ରେ ମୁଁ ପ୍ରତିବାଦ କରିବି। ଦୁଷ୍ଟ ଲୋକମାନେ କାହିଁକି କୃତକାର୍ୟ୍ଯ ହୁଅନ୍ତି ? ଅତି ବିଶ୍ବାସଘାତକ କାହିଁକି ନିରାପଦ ରେ ରହନ୍ତି ?

Ecclesiastes 9:1
ମୁଁ ଏହିସବୁ ବିଷଯ ରେ ମନୋନିବେଶ କରି ଅନୁସନ୍ଧାନ କଲି। ଧାର୍ମିକ ଓ ଜ୍ଞାନୀ, ଆଉ ସମାନଙ୍କେ କାର୍ୟ୍ଯ ପରମେଶ୍ବରଙ୍କ ହାତ ରେ। କହେି ଜାଣେ ନାହିଁ, ତାକୁ ପ୍ ରମେ କରାୟିବ କି ଘୃଣା କରାୟିବ। ଏସବୁ ଭବିଷ୍ଯତ ଉପ ରେ ନିର୍ଭର କରେ। ଏପରିକି ସମାନଙ୍କେର ପ୍ ରମେ ଓ ଘୃଣା ପରମେଶ୍ବରଙ୍କ ହାତ ରେ ଅଛି।

Psalm 77:19
ହେ ପରମେଶ୍ବର, ସମୁଦ୍ରରେ ତୁମ୍ଭେ ପାଦରେ ଚାଲି ପାର କିନ୍ତୁ ତୁମ୍ଭର ପାଦ ଚିହ୍ନ ଦଖାଗେଲା ନାହିଁ।

Psalm 73:18
ହେ ପରମେଶ୍ବର, ତୁମ୍ଭେ ନିଶ୍ଚିତରେ ସହେି ଲୋକମାନଙ୍କୁ ଏକ ବିପଦପୂର୍ଣ୍ଣ ଅବସ୍ଥାରେ ରଖିଛ। ତୁମ୍ଭେ ସମାନଙ୍କେୁ ଧ୍ବଂସ ମୁଖରୁ ପଲେି ଦିଅ।

Psalm 33:16
ଜଣେ ରାଜା ନିଜର ଶକ୍ତିଦ୍ବାରା ସୁରକ୍ଷିତ ହୁଏ ନାହିଁ। ଜଣେ ଶକ୍ତିଶାଳୀ ସୈନିକ କବଳେ ତା'ର ନିଜର ବଳ ଉପରେ ନିର୍ଭର କରି ଉଦ୍ଧାର ପାଏ ନାହିଁ।

2 Chronicles 28:10
ତୁମ୍ଭମାନେେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ ତୁମ୍ଭର କ୍ରୀତଦାସରୂପେ ରଖିବା ନିମନ୍ତେ ଯୋଜନା କରିଅଛ। ଏହା କରି ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ବିରୁଦ୍ଧ ରେ ମଧ୍ଯ ପାପ କରିଅଛ।

Deuteronomy 23:9
ଯେତବେେଳେ ତୁମ୍ଭମାନେେ ଆପଣା ଶତୃମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବ। ତୁମ୍ଭମାନଙ୍କୁ ଯାହା ଅପବିତ୍ର କରିବ ତାହାଠାରକ୍ସ୍ଟ ଦୂ ରଇେ ରହିବ।

Genesis 49:27
ବିନ୍ଯାମୀନ ଏକ ଭୋକିଲା ଗଧିଆ ତୁଲ୍ଯ। ପ୍ରଭାତ ରେ ସେ ଶୀକାର କରି ଖାଏ। ଅବଶିଷ୍ଟାଂଶ ସନ୍ଧ୍ଯା ରେ ସେ ଦୁ ହେଁ ଭାଗ କରନ୍ତି।