Job 3:23 in Oriya

Oriya Oriya Bible Job Job 3 Job 3:23

Job 3:23
କିନ୍ତୁ ପରମେଶ୍ବର ସମାନଙ୍କେର ଭବିଷ୍ଯତକୁ ଗୋପନ ରଖନ୍ତି ଏବଂ ସହେିମାନଙ୍କୁ ରକ୍ଷା କରିବା ନିମନ୍ତେ ଏକ ପ୍ରାଚୀର ନିର୍ମାଣ କରନ୍ତି।

Job 3:22Job 3Job 3:24

Job 3:23 in Other Translations

King James Version (KJV)
Why is light given to a man whose way is hid, and whom God hath hedged in?

American Standard Version (ASV)
`Why is light given' to a man whose way is hid, And whom God hath hedged in?

Bible in Basic English (BBE)
To a man whose way is veiled, and who is shut in by God?

Darby English Bible (DBY)
To the man whose way is hidden, and whom +God hath hedged in?

Webster's Bible (WBT)
Why is light given to a man whose way is hid, and whom God hath hedged in?

World English Bible (WEB)
Why is light given to a man whose way is hid, Whom God has hedged in?

Young's Literal Translation (YLT)
To a man whose way hath been hidden, And whom God doth shut up?

Why
is
light
given
to
a
man
לְ֭גֶבֶרlĕgeberLEH-ɡeh-ver
whose
אֲשֶׁרʾăšeruh-SHER
way
דַּרְכּ֣וֹdarkôdahr-KOH
is
hid,
נִסְתָּ֑רָהnistārânees-TA-ra
and
whom
וַיָּ֖סֶךְwayyāsekva-YA-sek
God
אֱל֣וֹהַּʾĕlôahay-LOH-ah
hath
hedged
in?
בַּֽעֲדֽוֹ׃baʿădôBA-uh-DOH

Cross Reference

Job 19:8
ପରମେଶ୍ବର ମାରେ ପଥରୋଧ କରିଛନ୍ତି। ମୁଁ ତାହାକୁ ଅତିକ୍ରମ କରିବି ନାହିଁ। ସେ ମାରେ ବାଟକୁ ଅନ୍ଧକାର ରେ ବୁଡ଼ାଇ ରଖିଛନ୍ତି।

Lamentations 3:7
ସଦାପ୍ରଭୁ ମାେତେ ଭାରି ଶୃଙ୍ଖଳ ରେ ବାନ୍ଧି ଭିତ ରେ ଅବରୁଦ୍ଧ କରିଅଛନ୍ତି, ଫଳ ରେ ମୁଁ ବାହାରି ୟାଇପାରିବି ନାହିଁ।

Isaiah 40:27
ହେ ଯାକୁବ, ତୁମ୍ଭେ କାହିଁକି ଅଭିଯୋଗ କରୁଛ ? ହେ ଇଶ୍ରାୟେଲ, ତୁମ୍ଭେ କାହିଁକି ଏହା ପ୍ରଚାର କରୁଛ ? ମାରେପଥ, ସଦାପ୍ରଭୁଙ୍କଠାରୁ ଗୁପ୍ତ ବୋଲି ଓ ମାରେ ବିଚାର ପରମେଶ୍ବରଙ୍କର ଜ୍ଞାନର ଅତୀତ ବୋଲି କହୁଅଛି।'

Hosea 2:6
ତେଣୁ ଆମ୍ଭେ ସଦାପ୍ରଭୁ ତୁମ୍ଭର ପଥ କଣ୍ଟା ଦ୍ବାରା ଅବ ରୋଧ କରିବା। ତା'ର ଚତୁର୍ଦ୍ଦିଗ ରେ ପ୍ରାଚୀର ନିର୍ମାଣ କରିବା, ଯାହା ଫଳ ରେ ସେ ଆଉ ପଥ ପାଇବ ନାହିଁ।

Lamentations 3:9
ସେ ପଥରଦ୍ବାରା ମାରେ ପଥ ଅବରୋଧ କରିଅଛନ୍ତି ଓ ମାରେ ପଥକୁ ଜଟିଳ କରିଅଛନ୍ତି।

Psalm 88:8
ମାରେ ବନ୍ଧୁମାନେ ମାେତେ ଛାଡ଼ିଗଲେ, ମୁଁ ଅଛୁଆଁ ପରି ସମାନେେ ମାଠାରୁେ ଦୂରଇେ ଗଲେ। ମୁଁ ଏକ ଗୃହରେ ବନ୍ଦୀ ଅଛି, ମୁଁ ବାହାରକୁ ୟାଇପାରିବି ନାହିଁ।

Psalm 31:8
ତୁମ୍ଭେ ମାରେ ଶତ୍ରୁଙ୍କ ହସ୍ତରେ ମାେତେ ଅର୍ପଣ କରିବ ନାହିଁ। ତୁମ୍ଭେ ସମାନଙ୍କେ ୟନ୍ତାରୁ ମାେତେ ମୁକ୍ତ କରିବ।

Job 19:12
ପରମେଶ୍ବର ତାଙ୍କର ସୈନ୍ଯଦଳମାନଙ୍କୁ ମାେ ବିରୁଦ୍ଧ ରେ ଆକ୍ରମଣ କରିବାକୁ ପଠାଇଛନ୍ତି। ସମାନେେ ମାରେ ଚତୁଃପାଶର୍‌ବ ରେ ଆକ୍ରମଣ ପାଇଁ ଦୁର୍ଗ ନିର୍ମାଣ କରିଛନ୍ତି। ଏବଂ ସମାନେେ ମାରେ ଛାଉଣୀର ଚତୁଃପାଶର୍‌ବ ରେ ଛାଉଣୀ କରିଛନ୍ତି।

Job 19:6
କିନ୍ତୁ ସେ ପରମେଶ୍ବର ମାେ ପ୍ରତି ଭୁଲ କରିଛନ୍ତି ? ସେ ମାେତେ ଧରିବାକୁ ନିଜର ଫାନ୍ଦ ବସାଇଲେ।

Job 12:14
ଯଦି ପରମେଶ୍ବର କିଛି ଚିରି ଦିଅନ୍ତି, ଲୋକେ ତାହାକୁ ଆଉ ପୁଣି ତିଆରି କରିପାରନ୍ତି ନାହିଁ। ଯଦି ପରମେଶ୍ବର ଜଣକୁ ବନ୍ଦୀଗୃହ ରେ ପକାଇ ଦିଅନ୍ତି, ଲୋକେ ଚେଷ୍ଟାକରି ମଧ୍ଯ ତାକୁ ମୁକୁଳାଇ ପାରନ୍ତି ନାହିଁ।