Job 20:3
ତୁମ୍ଭେ ତୁମ୍ଭର ଉତ୍ତର ରେ ଆମ୍ଭକୁ ଅପମାନିତ କରିଛ। କିନ୍ତୁ ମୁଁ ଜ୍ଞାନୀ, ତେଣୁ ତୁମ୍ଭକୁ କିପରି ଉତ୍ତର ଦବୋକୁ ହବେ ମୁଁ ଜାଣେ।
Job 20:3 in Other Translations
King James Version (KJV)
I have heard the check of my reproach, and the spirit of my understanding causeth me to answer.
American Standard Version (ASV)
I have heard the reproof which putteth me to shame; And the spirit of my understanding answereth me.
Bible in Basic English (BBE)
I have to give ear to arguments which put me to shame, and your answers to me are wind without wisdom.
Darby English Bible (DBY)
I hear a reproof putting me to shame; and [my] spirit answereth me by mine understanding.
Webster's Bible (WBT)
I have heard the check of my reproach, and the spirit of my understanding causeth me to answer.
World English Bible (WEB)
I have heard the reproof which puts me to shame; The spirit of my understanding answers me.
Young's Literal Translation (YLT)
The chastisement of my shame I hear, And the spirit of mine understanding Doth cause me to answer:
| I have heard | מוּסַ֣ר | mûsar | moo-SAHR |
| the check | כְּלִמָּתִ֣י | kĕlimmātî | keh-lee-ma-TEE |
| of my reproach, | אֶשְׁמָ֑ע | ʾešmāʿ | esh-MA |
| spirit the and | וְ֝ר֗וּחַ | wĕrûaḥ | VEH-ROO-ak |
| of my understanding | מִֽבִּינָתִ֥י | mibbînātî | mee-bee-na-TEE |
| causeth me to answer. | יַעֲנֵֽנִי׃ | yaʿănēnî | ya-uh-NAY-nee |
Cross Reference
Job 19:3
ତୁମ୍ଭେ ବର୍ତ୍ତମାନ ସୁଦ୍ଧା ମାେତେ ଦଶଥର ଅପମାନିତ କଲଣି। ତୁମ୍ଭକୁ ଟିକେ ଲଜ୍ଜା ଲାଗୁନି ଯେତବେେଳେ ମାେତେ ଆକ୍ରମଣ କରୁଛ।
Job 19:29
କିନ୍ତୁ ତୁମ୍ଭେ ନିଜେ ଖଡ୍ଗ ଦ୍ବାରା ଭୟଭୀତ ହବେ। କାରଣ ପରମେଶ୍ବର ଦୋଷୀକୁ ଦଣ୍ଡ ଦିଅନ୍ତି। ପରମେଶ୍ବର କବଳେ ତୁମ୍ଭକୁ ଦଣ୍ଡ ଦବୋକୁ ତାଙ୍କର ଖଡ୍ଗ ବ୍ଯବହାର କରିବେ। ସେତବେେଳେ ତୁମ୍ଭେ ଜାଣିବ ଯେ ଉପୟୁକ୍ତ ସମୟ ଆସିଲେ ସେ ହିଁ ନ୍ଯାଯ ପ୍ରଦାନ କରି ବିଚାର କରନ୍ତି।
Job 20:2
ମାରେ ଉଦବଗେ ଚିନ୍ତା ମାେତେ ବାଧ୍ଯ କରିଛି ତୁମକୁ ଉତ୍ତର ଦବୋ ପାଇଁ, କାରଣ ମୁଁ ଅତିରିକ୍ତ ବିଚଳିତ।
Job 27:11
ମୁଁ ତୁମ୍ଭକୁ ପରମେଶ୍ବରଙ୍କ ଶକ୍ତି ସମ୍ପର୍କ ରେ ଶିକ୍ଷା ଦବେି। ମୁଁ ପରମେଶ୍ବରଙ୍କ କୌଣସି ଯୋଜନା ତୁମ୍ଭଠା ରେ ଲୁଚାଇବି ନାହିଁ।
Job 33:3
ମାରେ ହୃଦଯ ନିର୍ମଳ। ସେଥିପାଇଁ ମୁଁ ସତ୍ ବାକ୍ଯ ହିଁ କହିବି। ମୁଁ ଜାଣିଥିବା ବିଷଯ ରେ ସତ୍ଯହିଁ କବଳେ କହିବି।
Psalm 49:3
ମୁଁ ତୁମ୍ଭକୁ ଅତି ଜ୍ଞାନଗର୍ଭକ ଓ ବୁଦ୍ଧିମାନର କଥା କହିବି।
Psalm 78:2
ମୁଁ ତୁମ୍ଭମାନଙ୍କୁ ଗୋଟିଏ ଗପ କହିବି। ମୁଁ ତୁମ୍ଭମାନଙ୍କୁ ଅତୀତର ଗପ କହିବି, ୟାହାକି ବୁଝିବା ପାଇଁ କଷ୍ଟକର।