Jeremiah 26:1 in Oriya

Oriya Oriya Bible Jeremiah Jeremiah 26 Jeremiah 26:1

Jeremiah 26:1
ଯୋଶିୟଯର ପୁତ୍ର ଯିହୁଦାର ରାଜା ଯିହାୟୋକୀମର ରାଜତ୍ବର ପ୍ରାରମ୍ଭ ରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ଯ ଉପସ୍ଥିତ ହେଲା।

Jeremiah 26Jeremiah 26:2

Jeremiah 26:1 in Other Translations

King James Version (KJV)
In the beginning of the reign of Jehoiakim the son of Josiah king of Judah came this word from the LORD, saying,

American Standard Version (ASV)
In the beginning of the reign of Jehoiakim the son of Josiah, king of Judah, came this word from Jehovah, saying,

Bible in Basic English (BBE)
When Jehoiakim, the son of Josiah, king of Judah, first became king, this word came from the Lord, saying,

Darby English Bible (DBY)
In the beginning of the reign of Jehoiakim the son of Josiah, the king of Judah, came this word from Jehovah, saying,

World English Bible (WEB)
In the beginning of the reign of Jehoiakim the son of Josiah, king of Judah, came this word from Yahweh, saying,

Young's Literal Translation (YLT)
In the beginning of the reign of Jehoiakim son of Josiah, king of Judah, hath this word been from Jehovah, saying:

In
the
beginning
בְּרֵאשִׁ֗יתbĕrēʾšîtbeh-ray-SHEET
reign
the
of
מַמְלְכ֛וּתmamlĕkûtmahm-leh-HOOT
of
Jehoiakim
יְהוֹיָקִ֥יםyĕhôyāqîmyeh-hoh-ya-KEEM
the
son
בֶּןbenben
Josiah
of
יֹאשִׁיָּ֖הוּyōʾšiyyāhûyoh-shee-YA-hoo
king
מֶ֣לֶךְmelekMEH-lek
of
Judah
יְהוּדָ֑הyĕhûdâyeh-hoo-DA
came
הָיָה֙hāyāhha-YA
this
הַדָּבָ֣רhaddābārha-da-VAHR
word
הַזֶּ֔הhazzeha-ZEH
from
מֵאֵ֥תmēʾētmay-ATE
the
Lord,
יְהוָ֖הyĕhwâyeh-VA
saying,
לֵאמֹֽר׃lēʾmōrlay-MORE

Cross Reference

2 Chronicles 36:4
ମିଶରର ରାଜା ଯିହାୟୋଦାରହସ୍ଙ୍କ ଭ୍ରାତା ଇଲୀଯାକୀମଙ୍କୁ ଯିହୁଦା ଓ ୟିରୁଶାଲମର ନୂତନ ରାଜା କଲେ। ଏହାପରେ ମିଶରର ରାଜା ଇଲୀଯାକୀମ୍ଙ୍କର ନାମକୁ ପରିବର୍ତ୍ତନ କରି ଯିହାୟୋଦାରକୀମ୍ ଦେଲେ। କିନ୍ତୁ ନଖୋ ଯିହାୟୋଦାରକୀମ୍ର ଭାଇ ଯିହାୟୋଦାରହସ୍ଙ୍କୁ ମିଶରକୁ ନଇଗେଲେ।

Jeremiah 27:1
ୟୋଶଯଙ୍କ ପୁତ୍ର ଯିହୁଦାର ରାଜା ଯିହାୟୋକୀମ୍ଙ୍କ ଶାସନର ଆରମ୍ଭ ରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।

2 Kings 23:34
ତହୁଁ ଫାରୋ-ନଖୋ ଯୋଶିୟଯଙ୍କର ପୁତ୍ର ଇଲିଯାକୀମ୍ ୟିଏ ଯୋଶିୟଯଙ୍କର ସ୍ଥାନ ରେ ନୂଆ ରାଜା ପଦ ରେ ଘୋଷଣା କଲେ, ସେ ତାଙ୍କର ନାମ ଯିହାୟୋଦାରକୀମ୍ ରଖିଲା। କିନ୍ତୁ ଯିହାୟୋଦାରହସ୍ଙ୍କୁ ସେ ମିଶରକୁ ନଇଗେଲେ ଓ ସହେିଠା ରେ ତାଙ୍କର ମୃତ୍ଯୁ ହେଲା।

Jeremiah 1:3
ଯେତବେେଳେ ଯୋଶିୟଙ୍କ ପୁତ୍ର ଯିହାୟୋକୀମ୍ ଯିହୁଦାର ରାଜା ଥିଲେ, ଯୋଶିୟଯଙ୍କ ପୁତ୍ର ଯିହୁଦାର ରାଜା ସିଦିକିଯଙ୍କ ରାଜତ୍ବର ଏକାଦଶ ବର୍ଷ ପଞ୍ଚମ ମାସ ରେ ଓ ୟିରୁଶାଲମକୁ ନିର୍ବାସିତ ହବୋ ପର୍ୟ୍ଯନ୍ତ ସଦାପ୍ରଭୁ ସହେି ବାକ୍ଯ ଯିରିମିୟଙ୍କୁ ଦେଲେ।

Jeremiah 25:1
ବାବିଲର ରାଜା ନବୂଖଦନିତ୍ସରର ଅଧିକାରର ପ୍ରଥମ ବର୍ଷ ରେ ଓ ଯୋଶିୟଯର ପୁତ୍ର, ଯିହୁଦାର ରାଜା ୟିହୋଯାକୀମର ଅଧିକାରର ଚତୁର୍ଥ ବର୍ଷ ରେ, ଯିହୁଦାର ସମଗ୍ର ଲୋକ ବିଷଯ ରେ ଯିରିମିୟଙ୍କ ନିକଟରେ ଏହି ବାକ୍ଯ ଉପସ୍ଥିତ ହେଲା।

Jeremiah 35:1
ଯୋଶିୟଯର ପୁତ୍ର ଯିହୁଦାର ରାଜା ଯିହାୟୋକୀମର ରାଜତ୍ବ କାଳ ରେ ସଦାପ୍ରଭୁଙ୍କ ଏହି ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।

Jeremiah 36:1
ଅନନ୍ତର ଯୋଶିୟର ପୁତ୍ର ଯିହୁଦାର ରାଜା ଯିହାୟୋଦାରମୀମର ରାଜତ୍ବର ଚତୁର୍ଥ ବର୍ଷ ରେ ସଦାପ୍ରଭୁଙ୍କଠାରୁ ଯିରିମିୟଙ୍କ ନିକଟରେ ଏହି ବାକ୍ଯ ଉପସ୍ଥିତ ହେଲା। ଯଥା :