Jeremiah 22:5 in Oriya

Oriya Oriya Bible Jeremiah Jeremiah 22 Jeremiah 22:5

Jeremiah 22:5
ମାତ୍ର ତୁମ୍ଭେ ଯଦି ଏହିସବୁ କଥା ଶୁଣିବ ନାହିଁ, ତବେେ ସଦାପ୍ରଭୁ କହନ୍ତି, ଆମ୍ଭେ ଆପଣା ନାମ ରେ ଶପଥ କରି କହୁଅଛୁ ଏହି ଗୃହ ଧ୍ବଂସ ସ୍ତୁପ ରେ ପରିଣତ ହବେ।

Jeremiah 22:4Jeremiah 22Jeremiah 22:6

Jeremiah 22:5 in Other Translations

King James Version (KJV)
But if ye will not hear these words, I swear by myself, saith the LORD, that this house shall become a desolation.

American Standard Version (ASV)
But if ye will not hear these words, I swear by myself, saith Jehovah, that this house shall become a desolation.

Bible in Basic English (BBE)
But if you do not give ear to these words, I give you my oath by myself, says the Lord, that this house will become a waste.

Darby English Bible (DBY)
But if ye will not hear these words, I have sworn by myself, saith Jehovah, that this house shall become a waste.

World English Bible (WEB)
But if you will not hear these words, I swear by myself, says Yahweh, that this house shall become a desolation.

Young's Literal Translation (YLT)
And if ye do not hear these words, By myself I have sworn -- an affirmation of Jehovah, That this house is for a desolation.

But
if
וְאִם֙wĕʾimveh-EEM
ye
will
not
לֹ֣אlōʾloh
hear
תִשְׁמְע֔וּtišmĕʿûteesh-meh-OO

אֶתʾetet
these
הַדְּבָרִ֖יםhaddĕbārîmha-deh-va-REEM
words,
הָאֵ֑לֶּהhāʾēlleha-A-leh
I
swear
בִּ֤יbee
saith
myself,
by
נִשְׁבַּ֙עְתִּי֙nišbaʿtiyneesh-BA-TEE
the
Lord,
נְאֻםnĕʾumneh-OOM
that
יְהוָ֔הyĕhwâyeh-VA
this
כִּיkee
house
לְחָרְבָּ֥הlĕḥorbâleh-hore-BA
shall
become
יִֽהְיֶ֖הyihĕyeyee-heh-YEH
a
desolation.
הַבַּ֥יִתhabbayitha-BA-yeet
הַזֶּֽה׃hazzeha-ZEH

Cross Reference

Hebrews 6:13
ପରମେଶ୍ବର ଅବ୍ରହାମଙ୍କୁ ପ୍ରତିଜ୍ଞା ଦଇେଥିଲେ। ପରମେଶ୍ବରଙ୍କ ବ୍ଯତୀତ ମହାନ ଲୋକ ଆଉ କହେି ନାହାଁନ୍ତି। ଅତଏବ ପରମେଶ୍ବର ନିଜ ନାମ ରେ ଯାହା ପ୍ରତିଜ୍ଞା କରିଛନ୍ତି, ତାହା ସାଧନା କରିବେ ବୋଲି କହିଛନ୍ତି।

Amos 6:8
ମାରେ ପ୍ରଭୁ ସଦାପ୍ରଭୁ ନିଜର ପବିତ୍ର ନାମକୁ ବ୍ଯବହାର କଲେ ଓ ଶପଥ ନେଲେ। ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ବର ଏହା ପ୍ରତିଜ୍ଞା କଲେ,

Jeremiah 17:27
'ମାତ୍ର ତୁମ୍ଭମାନେେ ଯବେେ ଆମ୍ଭର ବାକ୍ଯ ରେ ଅବଧାନ ନ କର। ବିଶ୍ରାମ ଦିନକୁ ପବିତ୍ରରୂପେ ପାଳନ ନ କର ଓ ବିଶ୍ରାମଦିନ ରେ ବୋଝ ବହନ କରି ୟିରୁଶାଲମର ଦ୍ବାର ରେ ପ୍ରବେଶ କର, ତବେେ ଆମ୍ଭେ ସହେି ଦ୍ବାର ସମୂହ ରେ ଅଗ୍ନି ଜଳାଇବା। ଏହା ୟିରୁଶାଲମର ଅଟ୍ଟାଳିକା ସବୁ ଗ୍ରାସ କରିବା ପର୍ୟ୍ଯନ୍ତ ଜଳି ରହିବ।'

Genesis 22:16
ସଦାପ୍ରଭୁଙ୍କର ଦୂତ କହିଲେ, ତୁମ୍ଭର ଏକମାତ୍ର ପୁତ୍ର ଆମ୍ଭକୁ ଦବୋକୁ ସମ୍ମତ ହେଲ, ତୁମ୍ଭେ ଏପରି କଲ କାରଣ ମାେ ପାଇଁ। ମୁଁ ତୁମ୍ଭକୁ ଏହି ପ୍ରତିଜ୍ଞା କରାଇଥିଲି। ମୁଁ ସହେି ସଦାପ୍ରଭୁ ପ୍ରତିଜ୍ଞା କରିଥିଲି ଯେ,

Deuteronomy 32:40
ଆମ୍ଭେ ଆକାଶ ଆଡେ ହାତ ଉଠାଇ କହକ୍ସ୍ଟ, ଏହି ପ୍ରତିଜ୍ଞା କରୁ। ଆମ୍ଭେ ଯେ ଅନନ୍ତ ଜୀବି ଅଟକ୍ସ୍ଟ।

Hebrews 6:17
ପରମେଶ୍ବର ନିଜ ପ୍ରତିଜ୍ଞାର ସତ୍ଯତା ପ୍ରମାଣିତ କରିବା ପାଇଁ ଇଚ୍ଛା କଲେ। ପରମେଶ୍ବରଙ୍କ ପ୍ରତିଜ୍ଞାର ଅଧିକାରୀମାନଙ୍କ ନିକଟରେ ପ୍ରମାଣିତ କରିବାକୁ ଇଚ୍ଛା କଲେ। ସେ ସମାନଙ୍କେୁ ସ୍ପଷ୍ଟ ଭାବରେ ବୁଝାଇ ଦବୋକୁ ଚାହିଁଲେ ଯେ ତାଙ୍କର ଯୋଜନା ରେ କୌଣସି ପରିବର୍ତ୍ତନ ଘଟେ ନାହିଁ। କାରଣ ପରମେଶ୍ବର ଯାହା କହନ୍ତି, ତାହା ନିଶ୍ଚିତ ହବେ ଏବଂ ଏହା ପ୍ରମାଣିତ କରିବାକୁ ସେ ପ୍ରତିଜ୍ଞା ସହ ଶପଥ ମଧ୍ଯ କରନ୍ତି।

Hebrews 3:18
ପରମେଶ୍ବରଙ୍କର କେଉଁ ଲୋକମାନେ ତାହାଙ୍କର ବିଶ୍ରାମସ୍ଥଳ ରେ ପ୍ରବେଶ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଥିଲେ ? ପରମେଶ୍ବରଙ୍କ ଆଜ୍ଞାର ଅବାଧ୍ଯ ହେଉଥିବା ଲୋକମାନଙ୍କୁ ସେ ଏହା କହିଥିଲେ।

Micah 3:12
ହେ ପ୍ରାଚୀନଗଣ, ତୁମ୍ଭମାନଙ୍କ ପାଇଁ ସିୟୋନ ଧ୍ବଂସ ହବେ। ଏହା ଗ୍ଭଷ ଭୂମିରେ ପରିଣତ ହବେ। ୟିରୁଶାଲମ ମଧ୍ଯ ପ୍ରସ୍ତର ସ୍ତୁପ ରେ ପରିଣତ ହବେ। ମନ୍ଦିରର ପର୍ବତ ଶୂନ୍ଯ ପାହାଡ ହାଇେ ବଣବୁଦା ରେ ଆବୃତ ହବେ।

Amos 8:7
ସଦାପ୍ରଭୁ ଯାକୁବର ଗର୍ବକୁ ନଇେ ଶପଥ କରି କହିଲେ, ସହେି ଲୋକମାନେ ଯାହା କଲେ ଆମ୍ଭେ କବେେ ତାହା ପାଶୋରି ପାରିବା ନାହିଁ।

Jeremiah 39:8
କଲଦୀଯମାନେ ରାଜଗୃହ ଓ ଲୋକମାନଙ୍କର ସମସ୍ତ ଗୃହ ଅଗ୍ନି ରେ ଦଗ୍ଧ କଲେ। ଆଉ ୟିରୁଶାଲମର ପ୍ରାଚୀର ସବୁ ଭାଙ୍ଗି ପକାଇଲେ।

Jeremiah 26:6
ଯବେେ ତୁମ୍ଭମାନେେ ଆମ୍ଭର ଆଜ୍ଞା ପାଳନ ନ କରିବ, ତବେେ ଆମ୍ଭେ ଏହି ଗୃହକୁ ଶୀଲୋର ତୁଲ୍ଯ କରିବା ଆଉ ଏହି ନଗରକୁ ପୃଥିବୀସ୍ଥ ସକଳ ଗୋଷ୍ଠୀର ଅଭିଶାପର ସ୍ଥାନ କରିବା।'

Jeremiah 7:13
ସଦାପ୍ରଭୁ କହନ୍ତି, ହେ ଇଶ୍ରାୟେଲର ଲୋକମାନେ, ତୁମ୍ଭମାନେେ ଏହିସବୁ ଦୁଷ୍କର୍ମ କରିଅଛ। ମୁଁ ତୁମ୍ଭମାନଙ୍କୁ ବାରମ୍ବାର କହିଲି, କିନ୍ତୁ ତୁମ୍ଭମାନେେ ମାେ କଥା ଶୁଣିଲ ନାହିଁ। ମୁଁ ତୁମ୍ଭମାନଙ୍କୁ ଡ଼ାକିଲି, କିନ୍ତୁ ତୁମ୍ଭମାନେେ ଉତ୍ତର ଦଲେ ନାହିଁ।

Isaiah 1:20
ଯଦି ତୁମ୍ଭମାନେେ ମାରେ ବାକ୍ଯ ପ୍ରତି ଧ୍ଯାନ ନ ଦିଅ ଏବଂ ମାରେ ବିରୁଦ୍ଧାଚରଣ କର, ତବେେ ତୁମ୍ଭର ଶତ୍ରୁ ତୁମ୍ଭକୁ ଧ୍ବଂସ କରିବେ।'

Psalm 95:11
ତଣେୁ ଆମ୍ଭେ ତାଙ୍କ ଉପରେ କୋର୍ଧିତ ହେଲୁ ଏବଂ ପ୍ରତିଜ୍ଞା କଲୁ, ସମାନେେ ଆଉ ଆମ୍ଭର ବିଶ୍ରାମ ଭୂମିକୁ ପ୍ରବେଶ କରିପାରିବେ ନାହିଁ।

2 Chronicles 7:22
ତବେେ ଲୋକମାନେ ଉତ୍ତର ଦଇେ କହିବେ, 'କାରଣ ଲୋକମାନେ ସହେି ସଦାପ୍ରଭୁ ପରମେଶ୍ବରଙ୍କୁ ପରିତ୍ଯାଗ କଲେ, ଯାହାଙ୍କୁ ସମାନଙ୍କେର ପୂର୍ବପୁରୁଷମାନେ ମାନୁଥିଲେ। ସହେି ପରମେଶ୍ବର ହିଁ ସମାନଙ୍କେୁ ମିଶର ଦେଶରୁ ବାହାର କରି ଆଣିଥିଲେ। କିନ୍ତୁ ଇସ୍ରାଯଲରେ ଲୋକମାନେ ଅନ୍ୟ ଲୋକମାନଙ୍କର ଦବେତାମାନଙ୍କୁ ଗ୍ରହଣ କଲେ। ସମାନେେ ଅନ୍ୟ ଦବେତାମାନଙ୍କର ଉପାସନା ଓ ସବୋ କଲେ। ଏଥି ନିମନ୍ତେ ସଦାପ୍ରଭୁ ଇଶ୍ରାୟେଲର ଲୋକମାନଙ୍କ ଉପରେ ଏପ୍ରକାର ଭୟଙ୍କର ବିପତ୍ତି ଘଟାଇଲେ।

2 Chronicles 7:19
କିନ୍ତୁ ଯଦି ତୁମ୍ଭେ ଆମ୍ଭେ ଦଇେଥିବା ଆଦେଶ ଓ ବ୍ଯବସ୍ଥାକୁ ବାଧ୍ଯ ହବେ ନାହିଁ, ଏବଂ ଯଦି ତୁମ୍ଭେ ଅନ୍ୟ ଦବେତାମାନଙ୍କର ସବୋ ଓ ଉପାସନା କରିବ,

Numbers 14:28
ସମାନଙ୍କେୁ କୁହ, 'ସଦାପ୍ରଭୁ ପ୍ରତିଜ୍ଞା କରନ୍ତି। ସମାନେେ ଯାହା ଅଭିଯୋଗ କରିଛନ୍ତି' ତାହାହିଁ ମୁଁ କରିବି।