Isaiah 6:8 in Oriya

Oriya Oriya Bible Isaiah Isaiah 6 Isaiah 6:8

Isaiah 6:8
ତା'ପ ରେ ମୁଁ ସଦାପ୍ରଭୁଙ୍କର ସ୍ବର ଶୁଣିଲି। ସେ କହିଲେ, ମୁଁ କାହାକୁ ପଠାଇବି ? କିଏ ଆମ୍ଭମାନଙ୍କ ପାଇଁ ୟିବ?'

Isaiah 6:7Isaiah 6Isaiah 6:9

Isaiah 6:8 in Other Translations

King James Version (KJV)
Also I heard the voice of the Lord, saying, Whom shall I send, and who will go for us? Then said I, Here am I; send me.

American Standard Version (ASV)
And I heard the voice of the Lord, saying, Whom shall I send, and who will go for us? Then I said, Here am I; send me.

Bible in Basic English (BBE)
And the voice of the Lord came to my ears, saying, Whom am I to send, and who will go for us? Then I said, Here am I, send me.

Darby English Bible (DBY)
And I heard the voice of the Lord saying, Whom shall I send, and who will go for us? And I said, Here am I; send me.

World English Bible (WEB)
I heard the Lord's voice, saying, "Whom shall I send, and who will go for us?" Then I said, "Here I am. Send me!"

Young's Literal Translation (YLT)
And I hear the voice of the Lord, saying: `Whom do I send? and who doth go for Us?' And I say, `Here `am' I, send me.'

Also
I
heard
וָאֶשְׁמַ֞עwāʾešmaʿva-esh-MA

אֶתʾetet
the
voice
ק֤וֹלqôlkole
Lord,
the
of
אֲדֹנָי֙ʾădōnāyuh-doh-NA
saying,
אֹמֵ֔רʾōmēroh-MARE

אֶתʾetet
Whom
מִ֥יmee
send,
I
shall
אֶשְׁלַ֖חʾešlaḥesh-LAHK
and
who
וּמִ֣יûmîoo-MEE
will
go
יֵֽלֶךְyēlekYAY-lek
said
Then
us?
for
לָ֑נוּlānûLA-noo
I,
Here
am
I;
וָאֹמַ֖רwāʾōmarva-oh-MAHR
send
הִנְנִ֥יhinnîheen-NEE
me.
שְׁלָחֵֽנִי׃šĕlāḥēnîsheh-la-HAY-nee

Cross Reference

Exodus 4:10
କିନ୍ତୁ ମାଶାେ ସଦାପ୍ରଭୁଙ୍କୁ କହିଲେ, ହେ ସଦାପ୍ରଭୁ, କଥା କହିବାର ଚାତୁର୍ୟ୍ଯ ମାଠାେ ରେ ନାହିଁ। ଏବଂ ଅତୀତ ରେ ମୁଁ ଜଣେ ଉତ୍ତମ ବକ୍ତା ନଥିଲି। ବର୍ତ୍ତମାନ ମଧ୍ଯ ମୁଁ ଜଣେ ଉତ୍ତମ ବକ୍ତା ନୁହେଁ, ଯଦିଓ ତୁମ୍ଭେ ମାେତେ କହିଲ। ଆପଣ ଜାଣନ୍ତି ଯେ, ମୁଁ ବହୁତ ଧିର କ ହେ ଏବଂ ଉତ୍ତମ ଶବ୍ଦ ବ୍ଯବହାର କରିପାରିବି ନାହିଁ।

Ephesians 3:8
ପରମେଶ୍ବରଙ୍କ ଲୋକମାନଙ୍କ ଭିତ ରେ ମୁଁ ଅତି କ୍ଷୁଦ୍ର ଲୋକ ଥିଲି, କିନ୍ତୁ ପରମେଶ୍ବର ମାେତେ ଏହି ଅନୁଗ୍ରହଦାନ ଦେଲେ ଯେପରି ମୁଁ ଅଣଯିହୂଦୀମାନଙ୍କୁ ଖ୍ରୀଷ୍ଟଙ୍କ ଐଶ୍ବର୍ୟ୍ଯପୂର୍ଣ୍ଣ ସୁସମାଚାର କହିବି। ସହେି ଐଶ୍ବର୍ୟ୍ଯଗୁଡ଼ିକ ଏତେ ମହାନ ଯେ ତାହାକୁ ସମ୍ପୂର୍ଣ୍ଣରୂପେ ବୁଝିବା ସମ୍ଭବପର ନୁହେଁ।

Acts 26:16
ତୁମ୍ଭେ ଏବେ ଠିଆହୁଅ। ମୁଁ ତୁମ୍ଭକୁ ଜଣେ ସବେକରୂପେ ନିୟୁକ୍ତ କରିବା ପାଇଁ ତୁମ୍ଭ ନିକଟରେ ଦଖାେ ଦଇେଅଛି। ତୁମ୍ଭେ ମାେ ବିଷୟ ରେ ଯାହା ଦେଖିଲ, ଓ ଯାହା ମୁଁ ତୁମ୍ଭକୁ ଦଖାଇବେି, ତୁମ୍ଭେ ତା'ର ସାକ୍ଷୀ ହବେ।

Isaiah 65:1
ସଦାପ୍ରଭୁ କହିଲେ, ଯେଉଁମାନେ ଆମ୍ଭ ବିଷଯ ରେ ପଚାରିଲେ ନାହିଁ, ସମାନଙ୍କେ ଦ୍ବାରା ଆମ୍ଭେ ଅନ୍ବଷେିତ ହେଲୁ, ଯେଉଁମାନେ ଆମ୍ଭକୁ ଖାଜେିଲେ ନାହିଁ, ଆମ୍ଭେ ସମାନଙ୍କେୁ ପ୍ରାପ୍ତ ହେଲୁ। ପୁଣି ଯେଉଁ ଦେଶୀଯମାନେ ଆମ୍ଭର ନାମ ଉଚ୍ଚାରଣ କରି ନ ଥିଲେ, ଆମ୍ଭେ ସମାନଙ୍କେୁ 'ଆମ୍ଭକୁ ଦେଖ, ଆମ୍ଭକୁ ଦେଖ' ବୋଲି କହିଲୁ।

Deuteronomy 4:33
ତୁମ୍ଭେ ଯେପରି ଶକ୍ସ୍ଟଣିଅଛ, ସପରେି ଅନ୍ୟ କୌଣସି ଦେଶୀଯ ଲୋକ ପରମେଶ୍ବରଙ୍କର କଥା ଅଗ୍ନି ମଧ୍ଯରକ୍ସ୍ଟ କହିବାର ଶକ୍ସ୍ଟଣି ବଞ୍ଚିଲେ?

Genesis 3:8
ସଂନ୍ଧ୍ଯା ସମୟରେ ସଦାପ୍ରଭୁ ପରମେଶ୍ବର ଉଦ୍ୟାନ ମଧିଅରେ ଭ୍ରମଣ କରୁଥିଲେ। ନର ଓ ନାରୀ ଏକଥା ଶୁଣିବାକୁ ପାଇଲେ ଏବଂ ସମାନେେ ପରମେଶ୍ବରଙ୍କ ଠାରୁ ନିଜ ନିଜକୁ ବୃକ୍ଷ ଆଢ଼ୁଆଳ ରେ ଲୁଚ଼ାଇ ରଖିଲେ।

Genesis 1:26
ଏହାପରେ ପରମେଶ୍ବର କହିଲେ, ଆମ୍ଭମାନେେ ଆପଣା ପ୍ରତିମୂର୍ତ୍ତୀ ରେ ଓ ଆପଣା ସାଦୃଶ୍ଯ ରେ ମନୁଷ୍ଯର ନିର୍ମାଣ କରୁ। ସମାନେେ ଜଳଚ଼ର ମତ୍ସ୍ଯଗଣ ଓ ଆକାଶର ପକ୍ଷୀଗଣ, ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରୋଗାମୀ ଜନ୍ତୁ ଉପରେ କତ୍ତୁର୍ତ୍ବ କରିବେ। ଏବଂ ପ୍ରେତ୍ୟକକ ଭୂଚ଼ର ପ୍ରାଣୀ ପୃଥିବୀ ଉପରେ ଗମନ କରୁଥିଲା।

Acts 28:25
ସମାନେେ ଶଷେ ରେ ନିଜ ନିଜ ଭିତ ରେ ତର୍କବିତର୍କ କରି ବିଦାୟ ନେଲେ। ସେତବେେଳେ ପାଉଲ ସମାନଙ୍କେୁ କହିଲେ, ପବିତ୍ର ଆତ୍ମା ଭାବବାଦୀ ୟିଶାୟଙ୍କ ଦ୍ବାରା ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ସତ୍ଯ କଥା କହିଥିଲେ। ସେ କହିଲେ,

Acts 22:21
କିନ୍ତୁ ପ୍ରଭୁ ମାେତେ କହିଲେ, 'ତୁମ୍ଭେ ଯାଅ। ମୁଁ ତୁମ୍ଭକୁ ବହୁତ ଦୂର ଅଣଯିହୂଦୀ ଦେଶଗୁଡ଼ିକୁ ପଠାଇବି।'

Acts 20:24
କିନ୍ତୁ, ମୁଁ ପ୍ରଭୁ ଯୀଶୁଙ୍କଠାରୁ ପରମେଶ୍ବରଙ୍କ ଅନୁଗ୍ରହଜନକ ସୁସମାଚ଼ାର ଘାଷେଣା କରିବାର ଯେଉଁ କାର୍ୟ୍ଯ ଓ ସବୋ ପଦ ପାଇଅଛି, ତାହା ସମ୍ପୂର୍ଣ୍ଣ କରିବା ନିମନ୍ତେ ପ୍ରାଣପଣେ ଚେ଼ଷ୍ଟା କରୁଛି। ଏଥିପାଇଁ ମାେ ନିଜର ଜୀବନକୁ ନିତାନ୍ତ ମୂଲ୍ଯହୀନ ମଣୁଅଛି।

Ezekiel 10:5
ଆଉ ସର୍ବଶକ୍ତିମାନ ପରମେଶ୍ବରଙ୍କର କଥା କହିବାର ସମୟରେ ସ୍ବର ବଜ୍ରରବ ତୁଲ୍ଯ, କିରୂବଦୂତମାନଙ୍କର ପକ୍ଷର ଶବ୍ଦ ବାହାର ପ୍ରାଙ୍ଗଣ ପର୍ୟ୍ଯନ୍ତ ଶୁଣାଗଲା।

1 Kings 22:20
ସଦାପ୍ରଭୁ କହିଲେ, 'ତୁମ୍ଭମାନଙ୍କ ମଧ୍ଯରୁ କିଏ ରାଜା ଆହାବ୍କୁ କୁମନ୍ତ୍ରଣା ଦବୋକୁ ୟିବ, ସେ ଯେପରି ରାମାେତ୍-ଗିଲିଯଦ୍କୁ ୟାଇ ଅରାମୀଯ ବିରୁଦ୍ଧ ରେ ୟୁଦ୍ଧ କରି ମୃତ୍ଯୁବରଣ କରିବ।' ଏଥି ରେ କହେି ସ୍ବର୍ଗଦୂତଗଣ ଏକମତ ହେଲେ ନାହିଁ, ସମାନଙ୍କେର କଣ କରିବା ଉଚିତ୍।

Acts 9:4
ସେ ଭୂମିରେ ପଡ଼ିଗଲେ। ସେ ଗୋଟିଏ ସ୍ବର ଶୁଣିବାକୁ ପାଇଲେ, ଶାଉଲ, ତୁମ୍ଭେ ମାେତେ କାହିଁକି ତାଡ଼ନା ଦେଉଛ?

Matthew 4:20
ସମାନେେ ସଙ୍ଗେ ସଙ୍ଗେ ତାହାଙ୍କ ଜାଲ ଛାଡିଦଇେ ଯୀଶୁଙ୍କୁ ଅନୁସରଣ କଲେ।

Ezekiel 1:24
ଏବଂ ସମାନେେ ଗମନ କଲା ସମୟରେ ମୁଁ ସମାନଙ୍କେର ପକ୍ଷର ଶବ୍ଦ ଶୁଣିଲି, ତାହା ମହାଜଳ ରାଶିର କଲ୍ଲୋଳ ତୁଲ୍ଯ, ସର୍ବଶକ୍ତିମାନ ପରମେଶ୍ବରଙ୍କର ସ୍ବର ତୁଲ୍ଯ ଓ ସୈନ୍ଯଦଳର କୋଳାହଳ ଶବ୍ଦ ତୁଲ୍ଯ ଥିଲା। ସମାନେେ ଅଟକିଲା ବେଳେ ନିଜ ନିଜ ପକ୍ଷ ସଙ୍କୋଚନ କଲେ।

Genesis 11:7
ତେଣୁ ଆସ ତଳକୁ ୟିବା ଏବଂ ସମାନଙ୍କେ ମଧିଅରେ ବିଭିନ୍ନ ଭାଷା ତିଆରି କରିବା। ତେଣୁ ସମାନେେ ପରସ୍ପର ଭାଷା ବୁଝିପାରିବେ ନାହିଁ।

Genesis 3:22
ସଦାପ୍ରଭୁ ପରମେଶ୍ବର କହିଲେ, ଦେଖ ମନୁଷ୍ଯ ଭଲ ଓ ମନ୍ଦର ବୋଧପ୍ରାପ୍ତ ହାଇେ ଆମ୍ଭମାନଙ୍କ ପରି ଜଣେ ହାଇେଅଛି। ଆଉ ଏବେ ସେ ଯେପରି ହାତବଢ଼ାଇ ଅମୃତ ବୃକ୍ଷର ଫଳ ମଧ୍ଯ ଖାଇବା ଉଚ଼ିତ୍ ନୁହଁ। ଯଦି ସେ ଏହା ଖାଇଥାନ୍ତା, ସେ ଅମର ହାଇେଥାନ୍ତା।