Isaiah 59:11
ଆମ୍ଭମାନେେ ନ୍ଯାଯ ପାଇଁ ଭାଲୁପରି ଗର୍ଜନ କରୁ ଓ କପୋତ କରି ଅତିଶଯ ବିଳାପ କରୁ। ଆମ୍ଭମାନେେ ନ୍ଯାଯକୁ ଅପେକ୍ଷା କରୁଁ ମାତ୍ର ତାହା ନ ଥାଏ। ପୁଣି ପରିତ୍ରାଣକୁ ଅପେକ୍ଷା କରୁ ମାତ୍ର ତାହା ଆମ୍ଭଠାରୁ ଦୂ ରଇେ ଥାଏ।
Isaiah 59:11 in Other Translations
King James Version (KJV)
We roar all like bears, and mourn sore like doves: we look for judgment, but there is none; for salvation, but it is far off from us.
American Standard Version (ASV)
We roar all like bears, and moan sore like doves: we look for justice, but there is none; for salvation, but it is far off from us.
Bible in Basic English (BBE)
We make noises of grief, like bears, and sad sounds like doves: we are looking for our right, but it is not there; for salvation, but it is far from us.
Darby English Bible (DBY)
We roar all like bears, and mourn grievously like doves: we look for judgment, and there is none; for salvation, [but] it is far from us.
World English Bible (WEB)
We roar all like bears, and moan sore like doves: we look for justice, but there is none; for salvation, but it is far off from us.
Young's Literal Translation (YLT)
We make a noise as bears -- all of us, And as doves we coo sorely; We wait for judgment, and there is none, For salvation -- it hath been far from us.
| We roar | נֶהֱמֶ֤ה | nehĕme | neh-hay-MEH |
| all | כַדֻּבִּים֙ | kaddubbîm | ha-doo-BEEM |
| like bears, | כֻּלָּ֔נוּ | kullānû | koo-LA-noo |
| mourn and | וְכַיּוֹנִ֖ים | wĕkayyônîm | veh-ha-yoh-NEEM |
| sore | הָגֹ֣ה | hāgō | ha-ɡOH |
| like doves: | נֶהְגֶּ֑ה | nehge | neh-ɡEH |
| we look | נְקַוֶּ֤ה | nĕqawwe | neh-ka-WEH |
| judgment, for | לַמִּשְׁפָּט֙ | lammišpāṭ | la-meesh-PAHT |
| but there is none; | וָאַ֔יִן | wāʾayin | va-AH-yeen |
| for salvation, | לִֽישׁוּעָ֖ה | lîšûʿâ | lee-shoo-AH |
| off far is it but | רָחֲקָ֥ה | rāḥăqâ | ra-huh-KA |
| from | מִמֶּֽנּוּ׃ | mimmennû | mee-MEH-noo |
Cross Reference
Isaiah 38:14
ମୁଁ କପୋତ, ଚାତକ ଓ ସାରସ ପକ୍ଷୀପରି ଶବ୍ଦ କଲି। ଉପରକୁ ଦୃଷ୍ଟି କରି କରି ମାରଚେକ୍ଷୁ କ୍ଲାନ୍ତ ହାଇଗେଲା। ହେ ସଦାପ୍ରଭୁ, ମୁଁ ବିପଦଗ୍ରସ୍ତ, ତୁମ୍ଭେ ମାେତେ ସାହାୟ୍ଯ କର।'
Ezekiel 7:16
କିନ୍ତୁ ସମାନଙ୍କେ ମଧ୍ଯରୁ ଯେଉଁମାନେ ରକ୍ଷା ପାଇବେ, ସମାନେେ ପର୍ବତ ଆଡ଼କୁ ଦୌଡ଼ିବେ। ଏବଂ ସମାନେେ ସମାନଙ୍କେର ପାପ ପାଇଁ ଶାେକ କରିବେ ଓ ପର୍ବତ ଉପ ରେ କରୁଣ ଭାବରେ ବିଳାପ କରିବେ, ଉପତ୍ୟକା ରେ କପୋତ ବାହୁନିବା ପରି।
Hosea 7:14
ସମାନେେ କବେେ ଆନ୍ତରିକତା ସହ ଆମ୍ଭଙ୍କୁ ଡାକନ୍ତି ନାହିଁ। ସମାନେେ ସମାନଙ୍କେ ବିଛଣା ରେ କ୍ରନ୍ଦନ କରନ୍ତି। ଯେତବେେଳେ ସମାନେେ ମୂର୍ତ୍ତିଗୁଡିକୁ ଖାଦ୍ୟ ଓ ଦ୍ରାକ୍ଷାରସ ପାଇଁ ପୂଜା କରନ୍ତି। ସମାନେେ ନିଜେ ନିଜକୁ ହତ୍ଯା କରନ୍ତି। କିନ୍ତୁ ସମାନଙ୍କେ ଅନ୍ତରସବୁ ମାଠାରୁେ ଦୂ ରଇେ ୟାଇଛି।
Jeremiah 9:1
ଯବେେ ମାରେ ମସ୍ତକ କଳମଯ ଓ ମାରେ ଚକ୍ଷୁ ଲୋତକର ଝରଣାସ୍ବରୂପ ହୁଅନ୍ତା, ତବେେ ମୁଁ ମାହେର ନିହତ ଲୋକମାନଙ୍କ ପାଇଁ ଅହୋରାତ୍ର କ୍ରନ୍ଦନ କରିପାରନ୍ତି।
Jeremiah 8:15
ଆମ୍ଭମାନେେ ଶାନ୍ତି ଆଶା କଲୁ, ମାତ୍ର କିଛି ମଙ୍ଗଳ ହେଲା ନାହିଁ। ସେ ଆମ୍ଭମାନଙ୍କୁ କ୍ଷମା ଦବେେ ବୋଲି ଇଚ୍ଛା କଲୁ, ମାତ୍ର କବଳେ ବିପଦ ମାଡ଼ି ଆସିଲା।
Isaiah 59:9
ଏଥି ସକାେଶ ନ୍ଯାଯ ବିଚାର ଆମ୍ଭଠାରୁ ଦୂର ରେ ଥାଏ ଓ ଧାର୍ମିକତା ଆମ୍ଭମାନଙ୍କ ପାଖ ମାଡ଼େ ନାହିଁ। ଆମ୍ଭମାନେେ ଦୀପ୍ତି ପାଇଁ ଅପେକ୍ଷା କରୁ, ମାତ୍ର କବଳେ ଅନ୍ଧକାର ଦେଖୁ। ଆଲୋକକୁ ଅପେକ୍ଷା କରୁ, ମାତ୍ର ଅନ୍ଧକାର ରେ ଭ୍ରମଣ କରୁ।
Isaiah 51:20
ତୁମ୍ଭର ସନ୍ତାନଗଣ ମୂର୍ଚ୍ଛିତ ହାଇେଅଛନ୍ତି। ସମାନେେ ପ୍ରେତ୍ୟକକ ସଡ଼କ ମୁଣ୍ଡ ରେ ପଡ଼ିଛନ୍ତି ଯେପରି ହରିଣ ଜାଲ ପାଶ ରେ ଆବଦ୍ଧ ହୁଏ। ସମାନେେ ସଦାପ୍ରଭୁଙ୍କ କୋପ ରେ ଓ ତୁମ୍ଭ ପରମେଶ୍ବରଙ୍କ ଧମକରେ ପରିପୂର୍ଣ୍ଣ।
Psalm 119:155
ଦୁଷ୍ଟଗଣ କବେେ ବିଜଯୀ ହବେେ ନାହିଁ। କାରଣ ସମାନେେ ତୁମ୍ଭର ବ୍ଯବସ୍ଥା ଅନୁସରଣ କରନ୍ତି ନାହିଁ।
Psalm 85:9
ପରମେଶ୍ବର ତାଙ୍କର ଅନୁସରଣକାରୀଙ୍କୁ ଶୀଘ୍ର ରକ୍ଷା କରିବେ। ଆମ୍ଭେ ଖୁବ୍ ଶୀଘ୍ର ଆମ୍ଭ ଦେଶରେ ସମ୍ମାନର ସହ ବାସ କରିବୁ।
Psalm 38:8
ମାେତେ ଏତେ କଷ୍ଟ ହେଉଥିଲା, ମୁଁ କିଛି ଅନୁଭବ କରିପାରୁ ନ ଥିଲି। ମୁଁ ହୃଦଯର ଅସ୍ଥିରତା ହତେୁରୁ ଆର୍ତ୍ତନାଦ କରୁଥିଲି।
Psalm 32:3
ପ୍ରଭୁ ମୁଁ ବାରମ୍ବାର ତୁମ୍ଭକୁ ପ୍ରାର୍ଥନା କଲି କିନ୍ତୁ ମୁଁ ମାରେ ଗୋପନ ପାପ ବିଷଯରେ ତୁମ୍ଭକୁ କିଛି କହିଲି ନାହିଁ। ମୁଁ କବଳେ ଦୁର୍ବଳ ହାଇେ ପଡ଼ିଲି, ପ୍ରେତ୍ୟକକ ଥର ଯେତବେେଳେ ମୁଁ ପ୍ରାର୍ଥନା କଲି।
Job 30:28
ଶାେକ କରି ମୁଁ ଚାରିଆଡ଼େ ବୁଲେ, କିନ୍ତୁ ସାନ୍ତ୍ବନା ପାଏ ନାହିଁ। ମୁଁ ପ୍ରାର୍ଥନା ସଭା ରେ ଛିଡ଼ା ହୁଏ ଓ ସାହାୟ୍ଯ ପାଇଁ ଆର୍ତ୍ତନାଦ କରେ।