Isaiah 43:7 in Oriya

Oriya Oriya Bible Isaiah Isaiah 43 Isaiah 43:7

Isaiah 43:7
ଆମ୍ଭ ନାମ ରେ ଖ୍ଯାତ ଓ ଯାହାକୁ ଆମ୍ଭେ ଆମ୍ଭର ଗୌରବାର୍େଥ ସୃଷ୍ଟି କରିଅଛୁ, ଏହିପରି ପ୍ରତ୍ଯକ ଲୋକଙ୍କୁ ଆଣ। ଆମ୍ଭେ ତାହାକୁ ଗଢ଼ିଅଛୁ ଓ ଆମ୍ଭେ ତାହାକୁ ନିର୍ମାଣ କରିଅଛୁ।'

Isaiah 43:6Isaiah 43Isaiah 43:8

Isaiah 43:7 in Other Translations

King James Version (KJV)
Even every one that is called by my name: for I have created him for my glory, I have formed him; yea, I have made him.

American Standard Version (ASV)
every one that is called by my name, and whom I have created for my glory, whom I have formed, yea, whom I have made.

Bible in Basic English (BBE)
Every one who is named by my name, and whom I have made for my glory, who has been formed and designed by me.

Darby English Bible (DBY)
every one that is called by my name, and whom I have created for my glory: I have formed him, yea, I have made him.

World English Bible (WEB)
everyone who is called by my name, and whom I have created for my glory, whom I have formed, yes, whom I have made.

Young's Literal Translation (YLT)
Every one who is called by My name, Even for My honour I have created him, I have formed him, yea, I have made him.

Even
every
one
כֹּ֚לkōlkole
that
is
called
הַנִּקְרָ֣אhanniqrāʾha-neek-RA
name:
my
by
בִשְׁמִ֔יbišmîveesh-MEE
for
I
have
created
וְלִכְבוֹדִ֖יwĕlikbôdîveh-leek-voh-DEE
glory,
my
for
him
בְּרָאתִ֑יוbĕrāʾtîwbeh-ra-TEEOO
I
have
formed
יְצַרְתִּ֖יוyĕṣartîwyeh-tsahr-TEEOO
yea,
him;
אַףʾapaf
I
have
made
עֲשִׂיתִֽיו׃ʿăśîtîwuh-see-TEEV

Cross Reference

Ephesians 2:10
ଆମ୍ଭେ ଯାହା, ତାହା କବଳେ ପରମେଶ୍ବରଙ୍କ ଦ୍ବାରା ହାଇେଅଛୁ। ଆମ୍ଭେ ଯେପରି ଭଲ କାମ କରିପାରୁ, ସେଥିପାଇଁ ପରମେଶ୍ବର ଆମ୍ଭକୁ ଖ୍ରୀଷ୍ଟ ଯୀଶୁଙ୍କ ମଧିଅରେ ନୂତନ ବ୍ଯକ୍ତି କଲେ। ଏହି ଭଲ କାମଗୁଡ଼ିକୁ ମଧ୍ଯ ସେ ଆମ୍ଭପାଇଁ ପୂର୍ବରୁ ଯୋଜନା କରି ରଖିଅଛନ୍ତି। ସେ ହିଁ ଯୋଜନା କରିଛନ୍ତି ଆମ୍ଭେ ସହେି ଭଲକାମ କରି ଜୀବନଯାପନ କରିବା।

Isaiah 43:1
ହେ ଯାକୁବ, ଯେଉଁ ସଦାପ୍ରଭୁ ତୁମ୍ଭକୁ ସୃଷ୍ଟି କଲେ, ହେ ଇଶ୍ରାୟେଲ, ଯେଉଁ ସଦାପ୍ରଭୁ ତୁମ୍ଭକୁ ନିର୍ମାଣ କଲେ, ସହେି ସଦାପ୍ରଭୁ ଏହି କଥା କୁହନ୍ତି, ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ। ଆମ୍ଭେ ତୁମ୍ଭର ନାମଧରି ଆହ୍ବାନ କରୁଅଛୁ, ତୁମ୍ଭେ ଆମ୍ଭର।

Isaiah 43:21
ସହେି ଲୋକମାନଙ୍କୁ ଆମ୍ଭର ପ୍ରଶଂସାଗାନ କରିବାକୁ ଆମ୍ଭେ ସୃଷ୍ଟି କରିଅଛୁ।

Psalm 100:3
ତୁମ୍ଭମାନେେ ଜାଣ ସଦାପ୍ରଭୁ ହିଁ ପରମେଶ୍ବର ଅଟନ୍ତି। ସେ ଆମ୍ଭକୁ ସୃଷ୍ଟି କରିଛନ୍ତି। ଆମ୍ଭେ ତାଙ୍କର ଲୋକ, ଆମ୍ଭେ ତାଙ୍କର ମଷେ।

Isaiah 29:23
ସେ ଯେତବେେଳେ ମାରେ ହସ୍ତକୃତ କର୍ମ ସ୍ବରୂପ ତାହାର ସନ୍ତାନଗଣଙ୍କୁ ନିଜ ମଧିଅରେ ଦେଖିବ ସେତବେେଳେ ସମାନେେ ମାରେ ନାମକୁ ପବିତ୍ର ବୋଲି ମାନିବେ। ଆଉ ମଧ୍ଯ ଯାକୁବର ଧର୍ମସ୍ବରୂପକୁ ପବିତ୍ର ବୋଲି ମାନିବେ ଓ ଇଶ୍ରାୟେଲର ପରମେଶ୍ବରଙ୍କୁ ସମ୍ମାନ ଓ ଭକ୍ତି କରିବେ।

Isaiah 63:19
ଯେଉଁମାନଙ୍କୁ ତୁମ୍ଭେ କବେେ ଶାସନ କରି ନାହଁ ଓ ଯେଉଁମାନେ ତୁମ୍ଭ ନାମ ରେ କବେେ ଖ୍ଯାତ ହାଇେ ନ ଥିଲେ, ଦୀର୍ଘକାଳ ସହେି ଲୋକମାନଙ୍କ ପରି ଆମ୍ଭେ ହାଇେଅଛୁ।

John 15:8
ତୁମ୍ଭମାନେେ ପ୍ରଚୁର ଫଳ ଉତ୍ପାଦନା କର ଓ ମାରେ ଶିଷ୍ଯ ବୋଲି ଦର୍ଶାଇ ଦିଅ। ଏହା ଦ୍ବାରା ମାରେ ପରମପିତା ଗୌରବ ପାଇବେ।

Ephesians 1:12
ଆମ୍ଭେ ହେଉଛୁ ପ୍ରଥମ ଲୋକ ଯେଉଁମାନେ ଖ୍ରୀଷ୍ଟଙ୍କଠା ରେ ଭରସା ପ୍ରତିଷ୍ଠିତ କରିଥିଲୁ, ଏବଂ ପରମେଶ୍ବରଙ୍କ ମହିମାର ପ୍ରଶଂସା କରିବା ଲାଗି ଆମ୍ଭକୁ ବଛା ଯାଇଥିଲା।

Ephesians 2:4
କିନ୍ତୁ ପରମେଶ୍ବର ଆମ୍ଭକୁ ଅତିଶୟ ପ୍ ରମେ କଲେ କାରଣ ତାହାଙ୍କ ଦୟା ଅତି ମହାନ୍।

James 2:7
ଏବଂ ଯେଉଁ ମହତ ନାମ ରେ ତୁମ୍ଭମାନେେ ନାମିତ ହାଇେଅଛ ଓ ଯେ ତୁମ୍ଭମାନଙ୍କୁ ଆପଣାର କରିଅଛନ୍ତି, ସମାନେେ ତାହାଙ୍କର ନିନ୍ଦା କରନ୍ତି।

Revelation 3:12
ଯେ ବିଜଯୀ ହୁଏ, ତାହାକୁ ମୁଁ ମାରେ ପରମେଶ୍ବରଙ୍କ ମନ୍ଦିର ରେ ଗୋଟିଏ ସ୍ତମ୍ଭ ସ୍ବରୂପ ରଖିବି। ସେ କଦାପି ସଠାରୁେ ସ୍ଥାନଚ୍ଯୁତ ହବେ ନାହିଁ। ମୁଁ ସହେି ଲୋକ ଉପରେ ପରମେଶ୍ବରଙ୍କ ନାମ ଲେଖିବି। ମାେ ପରମେଶ୍ବରଙ୍କର ନଗରର ନାମ ମଧ୍ଯ ମୁଁ ତା' ଉପରେ ଲେଖିବି। ଏହି ନଗରର ନାମ ନୂତନ ୟିରୁଶାଲମ। ସହେି ନଗର ମାହେର ପରମେଶ୍ବରଙ୍କଠାରୁ ସ୍ବର୍ଗରୁ ଆସୁଅଛି। ମୁଁ ମାରେନୂତନ ନାମ ମଧ୍ଯ ସହେି ଲୋକ ଉପରେ ଲେଖିବି।

1 Peter 4:14
ଖ୍ରୀଷ୍ଟଙ୍କୁ ଅନୁସରଣ କରୁଛ ବୋଲି ଲୋକେ ତୁମ୍ଭକୁ ମନ୍ଦକଥା କହିଲେ, ତୁମ୍ଭେ ଧନ୍ଯ ବୋଲି ଜାଣିବ। ତୁମ୍ଭ ଭିତ ରେ ଗୌରବମୟ ଆତ୍ମା ଅଛନ୍ତି ବୋଲି ତୁମ୍ଭେ ଧନ୍ଯ। ତାହା ହିଁ ହେଉଛି ପରମେଶ୍ବରଙ୍କ ଆତ୍ମା।

1 Peter 4:11
ଯେଉଁ ଲୋକ କହିବାକୁ ଚା ହେଁ, ସେ ପରମେଶ୍ବରଙ୍କ ବାକ୍ଯରୁ କଥା କହୁ। ଯେଉଁ ଲୋକ ସବୋ କରିବ, ସେ ପରମେଶ୍ବରଙ୍କ ପ୍ରଦତ୍ତ ଶକ୍ତି ସାହାୟ୍ଯ ରେ ସବୋ କରୁ। ତୁମ୍ଭେ ଏହି ସବୁ କାମ ଏପରି ଭାବରେ କରିବା ଉଚିତ ଯେ, ଖ୍ରୀଷ୍ଟଙ୍କ ମାଧ୍ଯମ ରେ ଯେପରି ପରମେଶ୍ବର ସମସ୍ତ ବିଷୟ ରେ ପ୍ରଶଂସା ପାଇବେ। କ୍ଷମତା ଓ ମହିମା ସଦାସର୍ବଦା ପାଇଁ ତାହାଙ୍କର ଅଟେ। ଆମେନ୍।

1 Peter 2:9
କିନ୍ତୁ ତୁମ୍ଭମାନେେ ମନୋନୀତ ଲୋକ ଅଟ। ତୁମ୍ଭମାନେେ ରାଜାଙ୍କର ଯାଜକ। ତୁମ୍ଭମାନେେ ପବିତ୍ର ଜାତି ଅଟ। ତୁମ୍ଭମାନେେ ପରମେଶ୍ବରଙ୍କ ଲୋକ। ପରମେଶ୍ବର କରିଥିବା ଆଶ୍ଚର୍ୟ୍ଯ ଘଟଣାମାନ କହିବା ପାଇଁ ପରମେଶ୍ବର ତୁମ୍ଭକୁ ମନୋନୀତ କରିଛନ୍ତି। ସେ ଅନ୍ଧକାରରୁ ତୁମ୍ଭମାନଙ୍କୁ ତାହାଙ୍କର ଆଶ୍ଚର୍ୟ୍ଯ ଜନକ ଆଲୋକକୁ ଆଣିଛନ୍ତି।

Ephesians 1:6
ପରମେଶ୍ବରଙ୍କ ଆଶ୍ଚର୍ୟ୍ଯଜନକ ଅନୁଗ୍ରହ ସକାେଶ ତାହାଙ୍କର ପ୍ରଶଂସା ହୁଏ। ଯାହାଙ୍କୁ ପରମେଶ୍ବର ପ୍ ରମେ କରନ୍ତି, ସହେି ଖ୍ରୀଷ୍ଟଙ୍କ ଦ୍ବାରା ସେ ଆମ୍ଭକୁ ସହେି ଅନୁଗ୍ରହ ମୁକ୍ତ ଭାବରେ ଦଇେଥାନ୍ତି।

Psalm 50:23
ୟେକହେି ମାେତେ ଧନ୍ଯବାଦାର୍ଥକ ନବୈେଦ୍ଯ ଉତ୍ସର୍ଗ କରେ, ମାେତେ ସମ୍ମାନ ପ୍ରଦର୍ଶନ କରେ ଏବଂ ୟିଏ କହେି ସତ୍ମାର୍ଗରେ ଚାଲିବାକୁ ନିଷ୍ପତ୍ତି ନିଏ, ସେ ମାରେ ରକ୍ଷା କରିବାର ଶକ୍ତି ଦେଖିପାରିବ।

Psalm 95:6
ଆସ, ଆମ୍ଭେ ସମସ୍ତେ ତାଙ୍କ ଆଗରେ ନଇଁ ପଡ଼ି ପ୍ରଣାମ କରିବା ଓ ଉପାସନା କରିବ! ଆସ, ସହେି ଆମ୍ଭର ସୃଷ୍ଟିକର୍ତ୍ତା ପରମେଶ୍ବରଙ୍କ ଆଗରେ ଆଣ୍ଠୁମାଡ଼ି ପ୍ରଶଂସା କରିବା।

Isaiah 48:11
ଆମ୍ଭେ କବଳେ ନିଜ ପାଇଁ, ନିଜ ସକାେଶ ଏହା କରିବା। କାରଣ ଆମ୍ଭର ନାମକୁ ଅପବିତ୍ର କାହିଁକି କରିବା ? ପୁଣି ଆମ୍ଭେ ନିଜର ମହିମା ଅନ୍ୟକୁ ଦବୋ ନାହିଁ।

Isaiah 56:5
ସମାନଙ୍କେୁ ଆମ୍ଭେ ଆମ୍ଭ ମନ୍ଦିର ମଧିଅରେ ଓ ଆମ୍ଭ ପ୍ରାଚୀର ଭିତ ରେ ପୁତ୍ର କନ୍ଯା ଅପେକ୍ଷା ଉତ୍ତମ ସ୍ମରଣାର୍ଥକ ସ୍ତମ୍ଭ ଓ ନାମ ଦବୋ।'

Isaiah 62:2
ସେତବେେଳେ ଅନ୍ୟ ଦେଶୀଯମାନେ ତୁମ୍ଭର ଧର୍ମ ଓ ରାଜାମାନେ ତୁମ୍ଭର ମହିମା ଦେଖିବେ ; ଆଉ ତୁମ୍ଭେ ସଦାପ୍ରଭୁଙ୍କ ମୁଖ ରେ ଏକ ନୂତନ ନାମ ରେ ଖ୍ଯାତ ହବେ।

Jeremiah 33:16
ସହେି ସମୟରେ ସେ ଯିହୁଦା ପରିତ୍ରାଣ ପାଇବ ଓ ୟିରୁଶାଲମ ନିରାପଦ ରେ ବାସ କରିବ। ଆଉ 'ସଦାପ୍ରଭୁ ଆମ୍ଭମାନଙ୍କର ପରିଚାଳକ ହବେେ, ସଦାପ୍ରଭୁ ଆମ୍ଭର ନ୍ଯାଯବାନ।'

John 3:3
ଯୀଶୁ ତାହାଙ୍କୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ପ୍ରେତ୍ୟକକ ବ୍ଯକ୍ତି ନିଶ୍ଚିତ ରୂପେ ପୁନର୍ବାର ଜନ୍ମ ହବୋ ଆବଶ୍ଯକ। ଯଦି କୌଣସି ଲକେ ପୁନର୍ବାର ଜନ୍ମ ନହୁଏ, ତବେେ ସେ ଲୋକ ପରମେଶ୍ବରଙ୍କର ରାଜ୍ଯ ରେ କଦାପି ପ୍ରବେଶ କରିପାରିବ ନାହିଁ।

Acts 11:26
ଯେତବେେଳେ ସେ ତାହାଙ୍କୁ ପାଇଲେ, ସେ ତାହାଙ୍କୁ ଆନ୍ତିୟଖିଆକୁ ନଇେ ଆସିଲେ। ଶାଉଲ ଓ ବର୍ଣ୍ଣବ୍ବା ସଠାେରେ ବର୍ଷେ ପର୍ୟ୍ଯନ୍ତ ରହିଲେ ଓ ଯେତେଥର ବିଶ୍ବାସୀମାନଙ୍କ ଦଳ ସମାନଙ୍କେ ନିକଟକୁ ଆସିଲେ, ସମାନେେ ସମାନଙ୍କେୁ ସାକ୍ଷାତ କଲେ ଓ ବହୁତ ଲୋକଙ୍କୁ ଉପଦେଶ ଦେଲେ। ଆନ୍ତିୟଖିଆ ରେ ଯୀଶୁଙ୍କ ଅନୁଗମନକାରୀମାନେ ପ୍ରଥମ ରେ ଖ୍ରୀଷ୍ଟିଆନ ନାମ ରେ ନାମିତ ହେଲେ।

Romans 9:23
ପରମେଶ୍ବର ତାହାଙ୍କର ଦୟାପାତ୍ର ମାନଙ୍କୁ ନିଜ ମହିମାର ଧନ ଦଖାଇବୋ ଲାଗି ର୍ଧୈୟ୍ଯପୂର୍ବକ ଅପେକ୍ଷା କରିଥୀଲେ।

2 Corinthians 5:17
ଯଦି କୌଣସି ଲୋକ ଖ୍ରୀଷ୍ଟଙ୍କ ଠା ରେ ଅଛି, ସେ ନୂତନ ଭାବରେ ସୃଷ୍ଟି ହାଇେ ଅଛି। ପୁରୁଣା ବିଷୟ ସମସ୍ତ ଚାଲି ଯାଇଅଛି, ଓ ପ୍ରେତ୍ୟକକ ବିଷୟ ନୂଆ ହାଇେ ଯାଇଛି।

Galatians 6:15
ଜଣେ ମନୁଷ୍ଯ ସୁନ୍ନତ ହେଉ ବା ଅସୁନ୍ନତ ହେଉ, ସେଥି ରେ କିଛି ଗୁରୁତ୍ବ ନାହିଁ। କବଳେ ପରମେଶ୍ବରଙ୍କ ଦ୍ବାରା ସୃଷ୍ଟ ନୂତନ ମନୁଷ୍ଯ ହବୋ ଗୁରୁତ୍ବପୂର୍ଣ୍ଣ।

Titus 3:5
ପରମେଶ୍ବରଙ୍କ ସହିତ ସୁସଂପର୍କ ରଖିବା ପାଇଁ ଆମ୍ଭେ କରିଥିବା ଉତ୍ତମ କାର୍ୟ୍ଯଗୁଡ଼ିକ ହତେୁ ଆମ୍ଭେ ରକ୍ଷା ପାଇ ନ ଥିଲୁ। ସେ ଆମ୍ଭକୁ ଧୋଇ କରି ନୂଆ ମଣିଷ କରିଅଛନ୍ତି। ଏହି ଉଦ୍ଧାର ଓ ନୂତନତା ପବିତ୍ର ଆତ୍ମାଙ୍କ ମାଧ୍ଯମ ରେ ଆସିଥିଲା।