Isaiah 10:8
ଅଶୂର ନିଜକୁ ନିଜେ କହିହୁଏ, ମାରେ ସମସ୍ତ ପ୍ରାଚୀନଗଣ ରାଜା ସଦୃଶ।
Isaiah 10:8 in Other Translations
King James Version (KJV)
For he saith, Are not my princes altogether kings?
American Standard Version (ASV)
For he saith, Are not my princes all of them kings?
Bible in Basic English (BBE)
For he says, Are not all my captains kings?
Darby English Bible (DBY)
For he saith, Are not my princes all kings?
World English Bible (WEB)
For he says, Aren't my princes all of them kings?
Young's Literal Translation (YLT)
For he saith, `Are not my princes altogether kings?
| For | כִּ֖י | kî | kee |
| he saith, | יֹאמַ֑ר | yōʾmar | yoh-MAHR |
| Are not | הֲלֹ֥א | hălōʾ | huh-LOH |
| my princes | שָׂרַ֛י | śāray | sa-RAI |
| altogether | יַחְדָּ֖ו | yaḥdāw | yahk-DAHV |
| kings? | מְלָכִֽים׃ | mĕlākîm | meh-la-HEEM |
Cross Reference
2 Kings 18:24
ତୁମ୍ଭେ ମାରେ ମହାଶୟଙ୍କ ଦାସମାନଙ୍କ ମଧ୍ଯରୁ ଏପରିକି ସବୁଠାରୁ ଦୁର୍ବଳ, କ୍ଷୁଦ୍ରତମ ସୈନ୍ଯକୁ ପରାସ୍ତ କରି ପାରିବ ନାହିଁ। ତୁମ୍ଭେ ରଥ ଓ ଅଶ୍ବାରୋହୀ ନିମନ୍ତେ ମିଶର ଦେଶ ଉପରେ ନିର୍ଭର କରୁଛ।
2 Kings 19:10
ତୁମ୍ଭମାନେ ଯିହୁଦାର ରାଜା ହିଜକିଙ୍କୁ ଏହିକଥା କହିବ,
Isaiah 36:8
ଏହା ସତ୍ତ୍ବେ, ଯଦି ତୁମ୍ଭେ ୟୁଦ୍ଧ କରିବାକୁ ଚାହୁଁଛ, ଅଶୂରର ରାଜାଙ୍କ ସହିତ ସମ୍ପର୍କ କର, ସମାନଙ୍କେ ପାଇଁ ଯଦି ଅଶ୍ବ ଆରୋହଣକାରୀମାନଙ୍କୁ ଖାଜେି ପାରିବ, ତବେେ ମୁଁ ତୁମ୍ଭଙ୍କୁ 200 ଅଶ୍ବ ଦବେି।
Ezekiel 26:7
ମାରେପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଉତ୍ତର ଦିଗରୁ ନବୁଖଦନିତ୍ସରଙ୍କୁ ସୋର ବିରୁଦ୍ଧ ରେ ଆଣିବା। ସେ ରାଜାଧିରାଜ ବାବିଲର ରାଜା ଅଶ୍ବରଥ, ଅଶ୍ବାରୋହୀ, ସମାଜ ଓ ବିପୁଳ ସୈନ୍ଯବାହିନୀ ସହ ଆସିବେ।
Daniel 2:37
ହେ ମହାରାଜ, ଆପଣ ଜଣେ ମହାନ୍ ରାଜା। ସ୍ବର୍ଗସ୍ଥ ପରମେଶ୍ବର ଆପଣଙ୍କୁ ରାଜ୍ଯ, ପରାକ୍ରମ, କ୍ଷମତା ଓ ମହିମା ଦଇେଅଛନ୍ତି।