Hosea 8:4
ଇଶ୍ରାୟେଲୀୟମାନେ ତାଙ୍କର ରାଜା ବାଛିଲେ କିନ୍ତୁ ସମାନେେ ଆମ୍ଭ ଉପଦେଶ ମାନି ନ ଥିଲେ। ଇଶ୍ରାୟେଲୀୟମାନେ ସମାନଙ୍କେର ନେତା ବାଛିଲେ କିନ୍ତୁ ସମାନେେ ଆମ୍ଭେ ଜାଣିଥିବା ଲୋକକୁ ବାଛି ନଥିଲେ। ସମାନେେ ସୁନା ରୂପା ବ୍ଯବହାର କରି ସମାନଙ୍କେ ପାଇଁ ପ୍ରତିମା ଗଢିଲେ। ତେଣୁ ସମାନେେ ଧ୍ବଂସ ହବେେ।
Hosea 8:4 in Other Translations
King James Version (KJV)
They have set up kings, but not by me: they have made princes, and I knew it not: of their silver and their gold have they made them idols, that they may be cut off.
American Standard Version (ASV)
They have set up kings, but not by me; they have made princes, and I knew it not: of their silver and their gold have they made them idols, that they may be cut off.
Bible in Basic English (BBE)
They have put up kings, but not by me; they have made princes, but I had no knowledge of it; they have made images of silver and gold, so that they may be cut off.
Darby English Bible (DBY)
They have set up kings, but not by me; they have made princes, and I knew it not; of their silver and their gold have they made them idols, that they may be cut off.
World English Bible (WEB)
They have set up kings, but not by me. They have made princes, and I didn't approve. Of their silver and their gold they have made themselves idols, That they may be cut off.
Young's Literal Translation (YLT)
They have made kings, and not by Me, They have made princes, and I have not known, Their silver and their gold they have made to them idols, So that they are cut off.
| They | הֵ֤ם | hēm | hame |
| have set up kings, | הִמְלִיכוּ֙ | himlîkû | heem-lee-HOO |
| not but | וְלֹ֣א | wĕlōʾ | veh-LOH |
| by | מִמֶּ֔נִּי | mimmennî | mee-MEH-nee |
| princes, made have they me: | הֵשִׂ֖ירוּ | hēśîrû | hay-SEE-roo |
| and I knew | וְלֹ֣א | wĕlōʾ | veh-LOH |
| not: it | יָדָ֑עְתִּי | yādāʿĕttî | ya-DA-eh-tee |
| of their silver | כַּסְפָּ֣ם | kaspām | kahs-PAHM |
| and their gold | וּזְהָבָ֗ם | ûzĕhābām | oo-zeh-ha-VAHM |
| made they have | עָשׂ֤וּ | ʿāśû | ah-SOO |
| them idols, | לָהֶם֙ | lāhem | la-HEM |
| that | עֲצַבִּ֔ים | ʿăṣabbîm | uh-tsa-BEEM |
| they may be cut off. | לְמַ֖עַן | lĕmaʿan | leh-MA-an |
| יִכָּרֵֽת׃ | yikkārēt | yee-ka-RATE |
Cross Reference
Hosea 13:2
ବର୍ତ୍ତମାନ ଇଶ୍ରାୟେଲ ଲୋକମାନେ ଅଧିକରୁ ଅଧିକ ପାପ କଲେ। ସମାନେେ ନିଜ ନିଜ ପାଇଁ ପ୍ରତିମା ତିଆରି କରନ୍ତି। କାରିଗରମାନେ ସୁନ୍ଦର ମୂର୍ତ୍ତି ରୂପା ରେ ତିଆରି କରନ୍ତିଏବଂ ସହେି ଲୋକମାନେ ସହେି ପ୍ରତିମାମାନଙ୍କ ସହିତ କଥା ହୁଅନ୍ତି। ସମାନେେ ସେ ମୂର୍ତ୍ତିମାନଙ୍କୁ ବଳିଦାନ ଦିଅନ୍ତି। ସହେି ସୁବର୍ଣ୍ଣ ନିର୍ମିତ ବାଛୁରୀଗୁଡିକୁ ଚୁମ୍ବନ କରନ୍ତି।
Hosea 2:8
ସେ ଜାଣି ନ ଥିଲା ଆମ୍ଭେ ୟିଏକି ତା'କୁ ଶସ୍ଯ, ଦ୍ରାକ୍ଷାରସ ଓ ତୈଳ ଦେଉଥିଲୁ। ଆମ୍ଭେ ଅଧିକରୁ ଅଧିକ ସୁନା ରୂପା ତାକୁ ଦଇେ ଗ୍ଭଲିଥିଲୁ। କିନ୍ତୁ ଇଶ୍ରାୟେଲୀୟମାନେ ସହେି ସୁନା ଓ ରୂପାକୁ ବାଲ୍ଙ୍କ ମୂର୍ତ୍ତି ତିଆରି ରେ ବ୍ଯବହାର କଲେ।
2 Kings 15:10
ଆଉ ୟାବେଶଙ୍କ ପୁତ୍ର ଶଲ୍ଲମ ୟିଖରିଯଙ୍କ ବିରୁଦ୍ଧ ରେ ଚକ୍ରାନ୍ତ କଲେ ଓ ତାଙ୍କୁ ସମସ୍ତଙ୍କ ସମ୍ମୁଖ ରେ ବଧ କଲେ ଓ ନୂତନ ରୂପେ ରାଜା ହେଲେ।
Galatians 4:9
କିନ୍ତୁ ଏବେ ତୁମ୍ଭମାନେେ ପ୍ରକୃତ ପରମେଶ୍ବରଙ୍କ ପରିଚୟ ପାଇଅଛ। ପ୍ରକୃତ ରେ ପରମେଶ୍ବରଙ୍କ ଦ୍ବାରା ପରିଚୟ ପାଇଅଛ। ତବେେ ତୁମ୍ଭମାନେେ ପୂର୍ବରୁ ପାଳନ କରୁଥିବା ଦୁର୍ବଳ ଓ ଅଦରକାରୀ ନିୟମଗୁଡ଼ିକ ପ୍ରତି କାହିଁକି ପୁଣି ଆକୃଷ୍ଟ ହେଉଛ ? ତୁମ୍ଭମାନେେ କ'ଣ ପୁଣି ଦାସ ହବୋକୁ ଇଚ୍ଛା କର ?
John 10:14
ମୁଁ ମଷେପାଳକ ୟିଏ କି ମଷେମାନଙ୍କର ଯତ୍ନ ନିଏ। ମୁଁ ମାରେ ମେଣ୍ଢାକୁ ଜାଣେ ଯେପରି ପରମପିତା ମାେତେ ଜାଣନ୍ତି।
Luke 13:27
ତା'ପରେ ତୁମ୍ଭମାନଙ୍କୁ କହିବେ, 'ମୁଁ ତୁମ୍ଭମାନଙ୍କୁ ଜାଣିନାହିଁ। ତୁମ୍ଭମାନେେ କେଉଁଠାରୁ ଆସିଛ? ତୁମ୍ଭମାନେେ ମନ୍ଦ କାମ କରୁଥିବା ଲୋକ। ମାେ'ପାଖରୁ ଦୂର ହୁଅ।'
Luke 13:25
ଯଦି ଜଣେ ଲୋକ ତା'ର ଘରର କବାଟ ବନ୍ଦ କରି ଦିଏ ତବେେ ତୁମ୍ଭମାନେେ ବାହା ରେ ଠିଆ ହାଇେ କବାଟ ବାଡଇବେ। କିନ୍ତୁ ସେ କବାଟ ଖାଲିବେ ନାହିଁ। ତୁମ୍ଭମାନେେ କହିବ, 'ଆଜ୍ଞା, ଆମ୍ଭ ପାଇଁ ଦ୍ବାର ଫିଟାନ୍ତୁ।' କିନ୍ତୁ ଲୋକଟି କହିବ, 'ମୁଁ ତୁମ୍ଭକୁ ଜାଣିନାହିଁ। ତୁମ୍ଭମାନେେ କେଉଁଠାରୁ ଆସିଛ?'
Matthew 25:12
କିନ୍ତୁ ବର ଉତ୍ତର ଦେଲେ, 'ମୁଁ ତୁମ୍ଭକୁ ସତ୍ଯ କହୁଛି, ମୁଁ ତୁମ୍ଭକୁ ଚିହ୍ନିନାହିଁ।'
Hosea 13:9
ହେ ଇଶ୍ରାୟେଲ, ଆମ୍ଭେ ତୁମ୍ଭକୁ ସାହାୟ୍ଯ କଲୁ କିନ୍ତୁ ତୁମ୍ଭେ ଆମ୍ଭର ବିରୁଦ୍ଧ ରେ ଗଲ। ତେଣୁ ଆମ୍ଭେ ତୁମ୍ଭକୁ ଧ୍ବଂସ କରିବା।
Ezekiel 18:31
ତୁମ୍ଭମାନେେ ତୁମ୍ଭମାନଙ୍କର ସମସ୍ତ ପାପ ଦୂର କରିଦିଅ। ନିଜର ଅନ୍ତଃକରଣ ଓ ଆତ୍ମାକୁ ନୂତନ ଭାବରେ ପ୍ରସ୍ତୁତ କର। ଆଉ ହେ ଇଶ୍ରାୟେଲ ବଂଶ, ତୁମ୍ଭମାନେେ ନିଜେ ତୁମ୍ଭମାନଙ୍କର ମୃତ୍ଯୁର କାରଣ ହୁଅ ନାହିଁ।
Jeremiah 44:7
ତେଣୁ ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, ତୁମ୍ଭମାନେେ କାହିଁକି ଏହି ମହାପାପ କରି ନିଜ ନିଜ ଜୀବନକୁ ଆଘାତ କରୁଛ ? ଏହାଦ୍ବାରା ତୁମ୍ଭମାନେେ ନିଜ ନିଜ ସର୍କୀଯ ପୁରୁଷ, ସ୍ତ୍ରୀ, ବାଳକ ଓ ସ୍ତନ୍ଯପାଯୀ ଶିଶୁମାନଙ୍କୁ ଯିହୁଦା ପରିବାରରୁ ବିଚ୍ଛିନ୍ନ କରୁଅଛ। ଆଉ କାହାରିକୁ ଯିହୁଦାର ଅବଶିଷ୍ଟ ରଖୁ ନାହଁ।
1 Kings 16:31
ନବାଟଙ୍କ ପୁତ୍ର ୟାରବିଯାମଙ୍କ ପରି ପାପ କରିବା ତାଙ୍କ ପାଇଁ ୟଥେଷ୍ଟ ନଥିଲା। ସେ ସୀଦୋନର ରାଜା ଇତ୍ବାଲଙ୍କର କନ୍ଯା ଈଷବଲକେୁ ବିବାହ କଲେ ଓ ସୀଦୋନର ବାଲ ଦବେତାଙ୍କୁ ପୂଜା କରିବାକୁ ଓ ସବୋ କରିବାକୁ ଆରମ୍ଭ କଲେ।
1 Kings 13:34
ସହେି ପାପ ୟାରବିଯାମ ବଂଶକୁ ଓ ତା'ର ରାଜ୍ଯକୁ ଧ୍ବଂସ ଓ ବିଲୋପ କରିବାର କାରଣ ହେଲା।
1 Kings 12:28
ତହୁଁ ରାଜା ତାଙ୍କର ଉପଦେଷ୍ଟାମାନଙ୍କ ସହିତ ବିଗ୍ଭର ବିମର୍ଷ କଲେ ଓ ସମାନେେ ତାଙ୍କୁ ଦୁଇଟି ସୁବର୍ଣ୍ଣର ଗୋବତ୍ସ ନିର୍ମାଣ କରିବାକୁ କହିଲେ। ପୁଣି ସେ ଲୋକମାନଙ୍କୁ କହିଲେ, ତୁମ୍ଭର ୟିରୁଶାଲମକୁ ଉପାସନା କରିବା ପାଇଁ ୟିବା ଦରକାର ନାହିଁ। ହେ ଇଶ୍ରାୟେଲର ସନ୍ତାନଗଣ, ତୁମ୍ଭ ଦବେତାମାନଙ୍କୁ ଦେଖ, ସମାନେେ ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲେ।
1 Kings 12:16
ସେତବେେଳେ ସମଗ୍ର ଇଶ୍ରାୟେଲ ଦେଖିଲେ ଯେ ନୂଆରାଜା ସମାନଙ୍କେ କଥା ଶୁଣିଲେ ନାହିଁ। ତେଣୁ ସମାନେେ ରାଜାଙ୍କୁ ଉତ୍ତର କରି କହିଲେ, ଆମ୍ଭମାନେେ କ'ଣ ଦାଉଦ ସାମ୍ରାଜ୍ଯର ଏକ ଅଂଶ? ଆମ୍ଭେ ୟିଶୀର କିଛି ଭୂମି ପାଉ କି? ନା, ତେଣୁ ଇଶ୍ରାୟେଲ ଲୋକମାନେ ନିଜ ନିଜ ଘରକୁ ଫରେି ୟାଅ। ଦାଉଦଙ୍କ ପୁତ୍ରଙ୍କୁ ତାଙ୍କ ଲୋକମାନଙ୍କୁ ଶାସନ କରିବାକୁ ଦିଅ। ତେଣୁ ଇଶ୍ରାୟେଲର ଲୋକମାନେ ସମାନଙ୍କେର ଘରକୁ ଫରେି ଗଲେ।