Habakkuk 2:1
ମୁଁ ଜଣେ ରକ୍ଷୀ ପରି ଛିଡା ହବେି। ମୁଁ ନଗର ପ୍ରାଚୀର ରେ ଜଗିବି। ସଦାପ୍ରଭୁ ମାେତେ କ'ଣ କହିବେ, ମୁଁ ତାହା ଦେଖିବାକୁ ଅପେକ୍ଷା କରିବି। ସେ ମାରେ ପ୍ରଶ୍ନର ଉତ୍ତର କିପରି କରୁଛନ୍ତି, ମୁଁ ତାହା ଶିକ୍ଷା କରିବାକୁ ଅପେକ୍ଷା କରିବି।
Habakkuk 2:1 in Other Translations
King James Version (KJV)
I will stand upon my watch, and set me upon the tower, and will watch to see what he will say unto me, and what I shall answer when I am reproved.
American Standard Version (ASV)
I will stand upon my watch, and set me upon the tower, and will look forth to see what he will speak with me, and what I shall answer concerning my complaint.
Bible in Basic English (BBE)
I will take my position and be on watch, placing myself on my tower, looking out to see what he will say to me, and what answer he will give to my protest.
Darby English Bible (DBY)
I will stand upon my watch, and set me upon the tower, and will look forth to see what he will say unto me, and what I shall answer as to my reproof.
World English Bible (WEB)
I will stand at my watch, and set myself on the ramparts, and will look out to see what he will say to me, and what I will answer concerning my complaint.
Young's Literal Translation (YLT)
On my charge I stand, and I station myself on a bulwark, and I watch to see what He doth speak against me, and what I do reply to my reproof.
| I will stand | עַל | ʿal | al |
| upon | מִשְׁמַרְתִּ֣י | mišmartî | meesh-mahr-TEE |
| my watch, | אֶעֱמֹ֔דָה | ʾeʿĕmōdâ | eh-ay-MOH-da |
| and set | וְאֶֽתְיַצְּבָ֖ה | wĕʾetĕyaṣṣĕbâ | veh-eh-teh-ya-tseh-VA |
| upon me | עַל | ʿal | al |
| the tower, | מָצ֑וֹר | māṣôr | ma-TSORE |
| and will watch | וַאֲצַפֶּ֗ה | waʾăṣappe | va-uh-tsa-PEH |
| see to | לִרְאוֹת֙ | lirʾôt | leer-OTE |
| what | מַה | ma | ma |
| he will say | יְדַבֶּר | yĕdabber | yeh-da-BER |
| what and me, unto | בִּ֔י | bî | bee |
| I shall answer | וּמָ֥ה | ûmâ | oo-MA |
| when | אָשִׁ֖יב | ʾāšîb | ah-SHEEV |
| I am reproved. | עַל | ʿal | al |
| תּוֹכַחְתִּֽי׃ | tôkaḥtî | toh-hahk-TEE |
Cross Reference
Isaiah 21:8
ତା'ପ ରେ ଦିନେ, ସେ ପ୍ରହରୀ କହିଲା, ହେ ମାରେ ପ୍ରଭୁ, ପ୍ରତିଦିନ ଦିନ ବେଳେ ମୁଁ ନିରନ୍ତର ଦୁର୍ଗ ରେ ଠିଆ ହାଇେ ଜଗିି ରହିଥାଏ ଓ ପ୍ରତି ରାତି ରେ। ମୁଁ ଆପଣା ପହରା ସ୍ଥାନ ରେ ସତର୍କ ଦୃଷ୍ଟି ରଖିଥାଏ।
Psalm 85:8
ସଦାପଭ୍ରୁ ପରମେଶ୍ବର ୟାହା କହିବେ ମୁଁ ଶୁଣିବି। ସେ ପ୍ରତିଜ୍ଞା କରିଛନ୍ତି ୟେ, ଆପଣା ଲୋକମାନଙ୍କ ଓ ଆପଣା ଅନୁସରଣକାରୀମାନଙ୍କ ପାଇଁ ଶାନ୍ତି ବିରାଜମାନ କରିବେ। ସମାନେେ ପୁନର୍ବାର ମୂର୍ଖତା ଜୀବନୟାପନ କରିବା ପାଇଁ ଫରେି ନ ୟାଆନ୍ତୁ।
Galatians 1:16
ପରମେଶ୍ବର ତାହାଙ୍କ ପୁତ୍ରଙ୍କ ବିଷୟ ରେ କହିଲେ। ଯେତବେେଳେ ପରମେଶ୍ବର ମାେତେ ଡାକିଲେ, ମୁଁ କୌଣସି ମଣିଷର ପରାମର୍ଶ ବା ସାହାୟ୍ଯ ନଇେ ନ ଥିଲି।
2 Corinthians 13:3
ମାେ ଦ୍ବାରା ଖ୍ରୀଷ୍ଟ କହୁଛନ୍ତି କି ନାହିଁ, ଏଥିର ତୁମ୍ଭମାନେେ ପ୍ରମାଣ ଚାହୁଁଛ। ମାରେ ପ୍ରମାଣ ଏହି ଯେ, ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଦଣ୍ଡ ପ୍ରଦାନ କରିବା ରେ ଦୁର୍ବଳ ନୁହଁନ୍ତି। କିନ୍ତୁ ସେ ତୁମ୍ଭମାନଙ୍କ ମଧିଅରେ ଶକ୍ତିଶାଳୀ ଅଟନ୍ତି।
Habakkuk 1:12
ତା'ପ ରେ ହବକୂକ୍ କହିଲେ, ହେ ସଦାପ୍ରଭୁ, ତୁମ୍ଭେ ପୁରାତନ କାଳର ସଦାପ୍ରଭୁ ଅଟ। ତୁମ୍ଭ ଏକମାତ୍ର ପବିତ୍ର ଅଟ, ୟିଏ କବେେ ଅନ୍ତର୍ହିତ କରିବ ନାହିଁ। ହେ ସଦାପ୍ରଭୁ, ତୁମ୍ଭେ ସମାନଙ୍କେୁ ବିଗ୍ଭର କରିବା ପାଇଁ ନିୟୁକ୍ତି କଲ କି? ହେ ଶୈଳ, ଲୋକମାନଙ୍କୁ ଦଣ୍ତ ଦବୋ ପାଇଁ ତୁମ୍ଭେ ସମାନଙ୍କେୁ ପଠାଇଲ କି?
Jeremiah 12:1
ହେ ସଦାପ୍ରଭୁ, ମୁଁ ଯେତବେେଳେ ତୁମ୍ଭ ବିପକ୍ଷ ରେ ଅଭିଯୋଗ ଆଣେ, ତୁମ୍ଭେ ସର୍ବଦା ଉଚିତ୍ ଅଟ, କିନ୍ତୁ ତଥାପି ତୁମ୍ଭ ନିଷ୍ପତ୍ତି ବିରୁଦ୍ଧ ରେ ମୁଁ ପ୍ରତିବାଦ କରିବି। ଦୁଷ୍ଟ ଲୋକମାନେ କାହିଁକି କୃତକାର୍ୟ୍ଯ ହୁଅନ୍ତି ? ଅତି ବିଶ୍ବାସଘାତକ କାହିଁକି ନିରାପଦ ରେ ରହନ୍ତି ?
Isaiah 62:6
ହେ ୟିରୁଶାଲମ, ଆମ୍ଭେ ତୁମ୍ଭ ପ୍ରାଚୀର ଉପ ରେ ପ୍ରହରିଗଣ ନିୟୁକ୍ତ କରିଅଛୁ ; ସମାନେେ କି ଦିନ କି ରାତି ନୀରବ ରହିବେ ନାହିଁ। ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବେ ଓ ତୁମ୍ଭମାନେେ ନିଶ୍ଚିତ ତାଙ୍କର ପ୍ରତିଜ୍ଞା ସ୍ମରଣ କରିବ।
Isaiah 21:11
ଦୁମା ବିଷଯ ରେ ଶାେକବାର୍ତ୍ତା। ଜଣେ ସଯେୀରଠାରୁ ମାେତେ ଡ଼ାକି କହିଲେ, ହେ ପ୍ରହରି, ଆଉ ରାତ୍ରି କେତେ ରହିଲା ?'
Isaiah 21:5
ଲୋକମାନେ ଭାବନ୍ତି ସବୁ ସୁନ୍ଦର। ତେଣୁ ସମାନେେ, ମଜେ ସଜାନ୍ତି, ଭୋଜନ ଓ ପାନ କରନ୍ତି।' ସହେି ସମୟରେ ସୈନ୍ଯମାନେ କୁହନ୍ତି, ପ୍ରହରି ନିୟୁକ୍ତ କର, ହେ ଅଧିପତିଗଣ ଉଠ, ଢ଼ାଲ ତୈଳାନ୍ତ କର।'
Psalm 73:16
ମୁଁ ଏହିକଥା ବୁଝିବାକୁ ବହୁତ ଚେଷ୍ଟା କଲି, କିନ୍ତୁ ଏହା ବୁଝିବା ମାେ ପାଇଁ ଅତି କଷ୍ଟକର ଥିଲା।
Psalm 5:3
ପ୍ରତିଦିନ ସକାଳେ ହେ ସଦାପ୍ରଭୁ, ମାରେ ରବ ଶୁଣିବେ ଓ ତୁମ୍ଭ ଉଦ୍ଦେଶ୍ଯରେ ଆପଣା ପ୍ରାର୍ଥନା ସଜାଏ ଏବଂ ପ୍ରତିଦିନ ସକାଳେ ତୁମ୍ଭେ ମାରେ ପ୍ରାର୍ଥନା ଶୁଣ।
Job 31:37
ଯଦି ପରମେଶ୍ବର ତାହା କରନ୍ତି, ତବେେ ମୁଁ ଯାହା କରିଛି ସବୁକିଛି ବୁଝାଇ ଦବେି। ଜଣେ ନେତାଭଳି ମାରେ ମୁଣ୍ଡ ଟକେି ମୁଁ ପରମେଶ୍ବରଙ୍କ ପାଖକୁ ଆସିବି।
Job 31:35
ମୁଁ କାମନା କରେ ମାେ କଥା ଜଣେ କହେି ଶୁଣ। ମାେ ପକ୍ଷର କଥା କହିବାକୁ ମାେତେ ଦିଆଯାଉ। ମୁଁ ଚା ହେଁ ସର୍ବଶକ୍ତିମାନ ପରମେଶ୍ବର ମାେତେ ଉତ୍ତର ଦିଅନ୍ତୁ। ମୁଁ କ'ଣ ଭୁଲ୍ କରିଛି ବୋଲି ସେ ଭାବନ୍ତି। ମୁଁ ଚା ହେଁ ସେ ତାହା ଲେଖି ଦିଅନ୍ତୁ।
Job 23:5
ମୁଁ ଜାଣିବାକୁ ଚା ହେଁ ପରମେଶ୍ବର ମାେ ୟୁକ୍ତିର କିପରି ଉତ୍ତର ଦବେେ। ପରମେଶ୍ବରଙ୍କ ଉତ୍ତରକୁ ମୁଁ ବୁଝିବାକୁ ଚା ହେଁ।
2 Kings 17:9
ଆଉମଧ୍ଯ ଇଶ୍ରାୟେଲୀମାନେ ସଦାପ୍ରଭୁ ଆପଣା ପରମେଶ୍ବରଙ୍କ ବିରୁଦ୍ଧ ରେ ଗୁପ୍ତ ପାପରେ ଲିପ୍ତ ହେଲେ।
2 Kings 9:17
ଜଣେ ବିଶ୍ବାସ ଯୋଗ୍ଯ ପ୍ରହରୀ ୟିଷ୍ରିଯଲରେ ଦୁର୍ଗ ଉପରେ ଛିଡା ହାଇେ ଦେଖିଲା, ଯହେୂର ବଡ ଦଳ ଆସୁଅଛନ୍ତି। ସେ ଯୋରାମ ନିକଟକୁ ୟାଇ କହିଲେ, ମୁଁ ଏକ ବଡ ଦଳ ଲୋକ ଆସିବାର ଦେଖୁଛି।
2 Samuel 18:24
ଦାଉଦ ନଗରର ଦକ୍ସ୍ଟଇ ଫାଟକର ମଧିଅରେ ବସିଥିଲେ। ତା'ପରେ ଜଣେ ପ୍ରହରୀ ଦ୍ବାର ଛାତର କାନ୍ଥ ଉପରକକ୍ସ୍ଟ ୟାଇ ଦେଖିଲା ଜଣେ ଲୋକ ଦୌଡି ଦୌଡି ଆସକ୍ସ୍ଟଅଛି।