Genesis 49:8 in Oriya

Oriya Oriya Bible Genesis Genesis 49 Genesis 49:8

Genesis 49:8
ଯିହୁଦା, ତୁମ୍ଭର ଭାଇମାନେ ତୁମ୍ଭର ପ୍ରଶଂସା କରିବେ। ତୁମ୍ଭେ ତୁମ୍ଭର ଶତୃମାନଙ୍କୁ ପରାସ୍ତ କରିବ। ତୁମ୍ଭର ଭାଇମାନେ ତୁମ୍ଭକୁ ପ୍ରଣାମ କରିବେ।

Genesis 49:7Genesis 49Genesis 49:9

Genesis 49:8 in Other Translations

King James Version (KJV)
Judah, thou art he whom thy brethren shall praise: thy hand shall be in the neck of thine enemies; thy father's children shall bow down before thee.

American Standard Version (ASV)
Judah, thee shall thy brethren praise: Thy hand shall be on the neck of thine enemies; Thy father's sons shall bow down before thee.

Bible in Basic English (BBE)
To you, Judah, will your brothers give praise: your hand will be on the neck of your haters; your father's sons will go down to the earth before you.

Darby English Bible (DBY)
Judah -- [as to] thee, thy brethren will praise thee; Thy hand will be upon the neck of thine enemies; Thy father's children will bow down to thee.

Webster's Bible (WBT)
Judah, thou art he whom thy brethren shall praise; thy hand shall be on the neck of thy enemies: thy father's children shall bow down before thee.

World English Bible (WEB)
"Judah, your brothers will praise you: Your hand will be on the neck of your enemies; Your father's sons will bow down before you.

Young's Literal Translation (YLT)
Judah! thou -- thy brethren praise thee! Thy hand `is' on the neck of thine enemies, Sons of thy father bow themselves to thee.

Judah,
יְהוּדָ֗הyĕhûdâyeh-hoo-DA
thou
אַתָּה֙ʾattāhah-TA
brethren
thy
whom
he
art
יוֹד֣וּךָyôdûkāyoh-DOO-ha
shall
praise:
אַחֶ֔יךָʾaḥêkāah-HAY-ha
thy
hand
יָֽדְךָ֖yādĕkāya-deh-HA
neck
the
in
be
shall
בְּעֹ֣רֶףbĕʿōrepbeh-OH-ref
of
thine
enemies;
אֹֽיְבֶ֑יךָʾōyĕbêkāoh-yeh-VAY-ha
father's
thy
יִשְׁתַּחֲוּ֥וּyištaḥăwwûyeesh-ta-HUH-woo
children
לְךָ֖lĕkāleh-HA
shall
bow
down
בְּנֵ֥יbĕnêbeh-NAY
before
thee.
אָבִֽיךָ׃ʾābîkāah-VEE-ha

Cross Reference

1 Chronicles 5:2
ପରିବାରର ଇତିହାସ ରେ ଜନ୍ମଗତ ଅଧିକାର ଅନୁସାରେ, ପ୍ରଥମଜାତ ପୁତ୍ର ଭାବରେ ରୁବନ୍ଙ୍କେ ନାମ ଲିଖିତ ହୁଏ ନାହିଁ। ଯଦିଓ ଯିହୁଦା ତାଙ୍କର ଭ୍ରାତାମାନଙ୍କ ମଧିଅରେ ଅଧିକ ଶକ୍ତିଶାଳୀ ହେଲେ ଏବଂ ଜଣେ ଶାସକ ତାଙ୍କ ବଂଶରୁ ଆସିଲେ ଜନ୍ମଗତ ଅଧିକାର ଓ ଆଶୀର୍ବାଦ ଯୋଷଫଙ୍କେ ପରିବାର ପାଇଲା।

Hebrews 7:14
କାରଣ ଏହା ସ୍ପଷ୍ଟ ଯେ, ଆମ୍ଭମାନଙ୍କର ପ୍ରଭୁ ୟିହୂଦାଙ୍କ ଗୋଷ୍ଠୀ ରେ ଜାତ। ମାତ୍ର ସହେି ଗୋଷ୍ଠୀର ଯାଜକମାନଙ୍କ ବିଷୟ ରେ ମାଶାେ କହିନାହାଁନ୍ତି।

Genesis 27:29
ସବୁ ଲୋକ ତୁମ୍ଭର ସବୋ କରନ୍ତୁ। ସବୁ ଜାତି ତୁମ୍ଭ ନିକଟରେ ମସ୍ତକ ଅବନତ କରନ୍ତୁ। ତୁମ୍ଭର ଭାଇ ଉପରେ ତୁମ୍ଭେ ଶାସନ କର। ତୁମ୍ଭର ମା'ର ସନ୍ତାନ ତୁମ୍ଭକୁ ମାନୁ।

Deuteronomy 33:7
ୟିହକ୍ସ୍ଟଦାଙ୍କ ପ୍ରତି ଆଶୀର୍ବାଦ ଏହି, ହେ ସଦାପ୍ରଭୁ, ୟିହକ୍ସ୍ଟଦା ଯେତବେେଳେ ସାହାୟ୍ଯ ପ୍ରାର୍ଥନା କରିବ ତାଙ୍କୁ ସାଦାୟ୍ଯ କର। ତା'ର ନିଜ ଲୋକଙ୍କ ନିକଟକକ୍ସ୍ଟ ତାଙ୍କୁ ଆଣ। ତାଙ୍କୁ ଶକ୍ତିଶାଳୀ କରାଅ ଏବଂ ତାଙ୍କର ଶତୃମାନଙ୍କୁ ପରାସ୍ତ କରିବା ପାଇଁ ତାଙ୍କୁ ସାହାୟ୍ଯ କର।

Genesis 29:35
ଏହାପରେ ଲୟୋ ଅନ୍ୟ ଏକ ସନ୍ତାନ ଜନ୍ମ ଦେଲେ। ସେ ତାହାର ନାମ ଦଲୋ ଯିହୁଦା, ସେ କହିଲେ, ବର୍ତ୍ତମାନ ମୁଁ ସଦାପ୍ରଭୁଙ୍କର ପ୍ରଶଂସା କରିବି। ଏହାପରେ ଲୟୋ ପିଲା ଜନ୍ମ କରିବା ବନ୍ଦ କରି ଦେଲେ।

Psalm 76:1
ପରମେଶ୍ବର ଯିହୁଦା ମଧ୍ୟରେ ପରିଚିତ ଅଟନ୍ତି। ଇଶ୍ରାୟେଲ ମଧ୍ୟରେ ତାଙ୍କ ନାମ ମହତ୍।

Psalm 18:40
ତୁମ୍ଭେ ମାେତେ ସୁଯୋଗ ଦଇେଛ, ମାରେ ଶତ୍ରୁମାନଙ୍କୁ ଧରିବା ପାଇଁ ଓ ମୁଁ ମାରେ ଶତ୍ରୁମାନଙ୍କୁ ଧ୍ବଂସ କରିଅଛି।

2 Chronicles 30:11
କିନ୍ତୁ ଆଶେର୍, ମନଃଶି ଓ ସବୂଲୂନ୍ର କେତକେ ଲୋକ ସମାନଙ୍କେୁ ନମ୍ର କଲେ ଓ ୟିରୁଶାଲମକୁ ଗଲେ।

2 Chronicles 17:14
ସହେି ସୈନ୍ଯମାନଙ୍କୁ ସମାନଙ୍କେ ପରିବାରବର୍ଗ ରେ ତାଲିକାଭୁକ୍ତ କରାଗଲା। ୟିରୁଶାଲମ ରେ ଅବସ୍ଥାପିତ ସହେି ସୈନ୍ଯମାନଙ୍କର ତାଲିକା ଏହି :

Psalm 78:68
ନାଁ, ପରମେଶ୍ବର ଯିହୁଦା ଗୋଷ୍ଠୀକୁ ମନୋନୀତ କଲେ ଓ ଆପଣାର ପ୍ରିଯ ସଯୋନ୍ ପର୍ବତକୁ ମନୋନୀତ କଲେ।

Isaiah 9:7
ତାଙ୍କ ରାଜ୍ଯ ରେ କତ୍ତୃର୍ତ୍ବ ଓ ଶାନ୍ତି ବିରାଜମାନ କରିବ। ଏହା ଦାଉଦଙ୍କ ପରିବାରର ଶାସକଙ୍କର କ୍ଷମତା ବୃଦ୍ଧି କରିବ। ସହେି ରାଜା ନ୍ଯାଯ ଓ ଧାର୍ମିକତା ବଳ ରେ ଅନନ୍ତକାଳ ପର୍ୟ୍ଯନ୍ତ ରାଜ୍ଯ ଶାସନ କରିବେ।

Ezekiel 21:29
ତୁମ୍ଭମାନଙ୍କର ଦର୍ଶନଗୁଡ଼ିକ ଅର୍ଥହୀନ ଓ ତୁମ୍ଭର ମିଥ୍ଯା ମନ୍ତ୍ର ତୁମ୍ଭକୁ ସହାୟ ହବେ ନାହିଁ। ଦୁଷ୍ଟ ଲୋକମାନଙ୍କର ଗଳା ରେ ଖଣ୍ଡାଟିକୁ ରଖାୟିବ, ଯେଉଁମାନେ ହତ ହବୋକୁ ଅଛନ୍ତି, ସହେିମାନଙ୍କ ପାଇଁ ଦଣ୍ଡିତ ହବୋର ଦିନ ପହଞ୍ଚିୟାଇଛି। ଏବଂ ସମାନଙ୍କେର ଦୋଷର ଅବସାନ ଘଟିବ।

Philippians 2:10
ଏପରି କରିବାର ଉଦ୍ଦେଶ୍ଯ ଥିଲା ଯେ ସ୍ବର୍ଗର, ପୃଥିବୀର ଓ ପାତାଳର ପ୍ରେତ୍ୟକକ ଲୋକ ଯେପରି ଯୀଶୁଙ୍କ ନାମ ଆଗ ରେ ମୁଣ୍ଡ ନୁଆଇଁବେ।

Hebrews 10:13
ତା'ପରେ ଖ୍ରୀଷ୍ଟ ପରମେଶ୍ବରଙ୍କ ଡାହାଣ ପଟେ ବସିଲେ। ସଠାେରେ ଖ୍ରୀଷ୍ଟ ଏବେ ନିଜ ଶତ୍ରୁମାନଙ୍କୁ ତାହାଙ୍କ ଶକ୍ତି ତଳେ ରହିବା ପାଇଁ ଅପେକ୍ଷା ରେ ଅଛନ୍ତି।

Revelation 5:5
କିନ୍ତୁ ସହେି ପ୍ରାଚୀନମାନଙ୍କ ମଧ୍ଯରୁ ଜଣେ ମାେତେ କହିଲେ, କାନ୍ଦ ନାହିଁ ! ୟିହୂଦା ବଂଶଜାତ ସିଂହ (ଖ୍ରୀଷ୍ଟ) ଏହି କାର୍ୟ୍ଯ କରିବାକୁ ବିଜଯୀ ହାଇେଛନ୍ତି। ସେ ଦାଉଦଙ୍କ ବଂଶଧର। ସେ ଏହି ଚର୍ମପତ୍ର ଓ ଏହାର ସାତାଟେି ମୁଦ୍ରା ଫିଟାଇବାକୁ ସକ୍ଷମ ଅଟନ୍ତି।

Revelation 11:15
ସପ୍ତମ ଦୂତ ତାହାଙ୍କ ତୂରୀ ବଜାଇଲେ। ସ୍ବର୍ଗ ରେ ଉଚ୍ଚ ସ୍ବରମାନ ଶୁଣାଗଲା। ସମାନେେ କହିଲେ,

2 Chronicles 17:2
ଯିହୁଦାର ଯେଉଁ ସହରଗୁଡ଼ିକ ଦୁର୍ଗମାନଙ୍କ ରେ ପରିଣତ ହାଇେଥିଲା, ସେ ସଠାେରେ ସୈନ୍ଯମାନଙ୍କୁ ସ୍ଥାପନ କଲେ। ୟିହୋଶାଫଟ୍ ତାଙ୍କର ପିତା ଆସା ଅଧିକାର କରିଥିବା ଯିହୁଦା ଓ ଇଫ୍ରଯିମର ସହରଗୁଡ଼ିକରେ ଦୁର୍ଗମାନ ନିର୍ମାଣ କଲେ।

2 Chronicles 15:9
ଏହାପରେ ଆସା ଯିହୁଦା ଓ ବିନ୍ଯାମୀନର ସମସ୍ତ ଲୋକଙ୍କୁ ଏକତ୍ରୀତ କଲେ। ସେ ଆହୁରି ମଧ୍ଯ ଇଫ୍ରଯିମ, ମନଃଶି ଓଶିମିଯୋନ ବଂଶର ଲୋକମାନଙ୍କୁ ଏକତ୍ରୀତ କଲେ, ଯେଉଁମାନେ ଇଶ୍ରାୟେଲ ଦେଶରୁ ବାହାରି ଯିହୁଦା ଦେଶ ରେ ବାସ କରିବାକୁ ଆସିଥିଲେ, ସହେି ଲୋକମାନଙ୍କ ମଧିଅରେ ଅଧିକାଂଶ ଲୋକ ଯିହୁଦା ଦେଶକୁ ଚାଲି ଆସିଥିଲେ, କାରଣ ସମାନେେ ଦେଖିଲେ ଯେ, ସଦାପ୍ରଭୁ, ଆସାଙ୍କର ପରମେଶ୍ବର, ଆସାଙ୍କର ସହିତ ଅଛନ୍ତି।

2 Chronicles 14:8
ଆସାଙ୍କର ଯିହୁଦା ବଂଶରୁ 3,00,000 ଓ ବିନ୍ଯାମୀନ ବଂଶରୁ 2 ,80,000 ଲୋକଙ୍କର ଏକ ସୈନ୍ଯଦଳ ଥିଲା। ଯିହୁଦାର ଲୋକମାନେ ବିରାଟକାଯ ଢ଼ାଲ ଓ ବର୍ଚ୍ଛାମାନ ବହନ କରୁଥିଲେ। ବିନ୍ଯାମୀନର ଲୋକମାନେ େଛାଟ େଛାଟ ଢ଼ାଲ ଧରୁଥିଲେ ଓ ଧନୁରୁ ତୀର ନିକ୍ଷପେ କରୁଥିଲେ। ଏହି ସମସ୍ତ ଲୋକ ଶକ୍ତିଶାଳୀ ଓ ସାହସୀ ଥିଲେ।

Genesis 42:6
ସହେି ସମୟରେ ମିଶର ରେ ଯୋଷଫେ ଅଧ୍ଯକ୍ଷ୍ଯ ଥିଲେ। ଯେଉଁମାନେ ମିଶରରୁ ଖାଦ୍ୟ ଶସ୍ଯ କ୍ରଯ କରୁଥିଲେ ସମାନଙ୍କେୁ ଯୋଷଫେ ଖାଦ୍ୟ ବିକ୍ରୀ କରୁଥିଲେ। ତେଣୁ ଯୋଷଫେର ଭାଇମାନେ ଆସିଲେ ଏବଂ ସମାନଙ୍କେର ମୁଖ ଭୂମି ଆଡ଼କୁ କରି ଯୋଷଫେକୁ ପ୍ରଣାମ କଲେ।

Genesis 44:18
ଏହାପରେ ଯିହୁଦା ଯୋଷଫଙ୍କେ ନିକଟକୁ ୟାଇ କହିଲେ, ହେ ମହାଶୟ, ମାେତେ ଟିକେ କହିବାକୁ ଦିଅନ୍ତୁ। ଦୟାକରି ମାେ ଉପରେ କୋରଧ କର ନାହିଁ। ମୁଁ ଜାଣେ ଆପଣ ଫାରୋଙ୍କ ତୁଲ୍ଯ।

Genesis 46:12
ଯିହୁଦାର ପୁତ୍ର, ଏର, ଓନନ୍, ଶଲୋ, ପରେସ୍ ଓ ସରହେ। କିନ୍ତୁ ଏର, ଓନନ୍ କିଣାନ ଦେଶ ରେ ମରିଥିଲେ, ପରେସର ପୁତ୍ର ହିଷ୍ରୋଣ ଓ ହାମୂଲ ଥିଲେ।

Numbers 1:27
ଯିହୁଦା ଗୋଷ୍ଠୀର ପୁରୁଷ ଲୋକମାନଙ୍କ ମାଟେ ସଂଖ୍ଯା 74,600

Numbers 10:14
ପ୍ରଥମେ ଯିହୁଦା ଗୋଷ୍ଠୀର ଧ୍ବଜା ଆଗେ ଆଗେ ଗତିକଲା; ଆଉ ଅମ୍ମୀନାଦବର ପୁତ୍ର ନ ହଶାେନ ସମାନଙ୍କେର ଅଧିନାଯକ ଥିଲେ।

Numbers 26:22
ଯିହୁଦାର ପରିବାରବର୍ଗର ପୁରୁଷମାନଙ୍କ ସଂଖ୍ଯା 76,500 ଥିଲେ।

Joshua 10:24
ସମାନେେ ସହେି ରାଜାଗଣଙ୍କକ୍ସ୍ଟ ଯିହାଶୂେୟ ନିକଟକକ୍ସ୍ଟ ଆଣିଲେ ଏବଂ ଯିହାଶୂେୟ ତାଙ୍କର ସମସ୍ତ ଇଶ୍ରାୟେଲ ଲୋକମାନଙ୍କୁ ସଠାେକକ୍ସ୍ଟ ପଠାଇଲେ। ଯିହାଶୂେୟ ତାଙ୍କର ସୈନ୍ଯ ବାହିନୀର ସମସ୍ତ ସନୋପତିମାନଙ୍କୁ କହିଲେ, ଯେଉଁମାନେ ତାଙ୍କ ସହିତ ଆସିଲେ, ପାଖକକ୍ସ୍ଟ ଆସ ଏବଂ ଏ ରାଜାମାନଙ୍କ ବକରେେ ପାଦ ଦିଅ। ତହିଁରେ ସମାନେେ ନିକଟକକ୍ସ୍ଟ ଆସି ସମାନଙ୍କେ ବକରେେ ପାଦ ଦେଲେ।

Judges 1:1
ଯିହାଶୂେୟଙ୍କର ମୃତକ୍ସ୍ଟ୍ଯପରେ ଇଶ୍ରାୟେଲର ଲେୀକମାନେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ, ସମାନେେ ସଦାପ୍ରଭୁଙ୍କର ଆଦେଶ ମାଗିଲେ, ପ୍ରଥମେ କେଉଁ ପରିବାରବର୍ଗର ଲୋକମାନେ କିଣାନୀଯ ଲୋକମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଯିବେ?

Judges 20:18
ଏହାପରେ ଇଶ୍ରାୟେଲ ଲୋକମାନେ ବୈଥଲହମେକକ୍ସ୍ଟ ଗଲେ ଓ ସଦାପ୍ରଭୁଙ୍କୁ ପଚାରିଲେ, ବିନ୍ଯାମୀନ ପରିବାରବର୍ଗ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ଆମ୍ଭମାନଙ୍କ ମଧ୍ଯରକ୍ସ୍ଟ ପ୍ରଥମେ କିଏ ୟିବ।

2 Samuel 5:3
ତେଣୁ ଇଶ୍ରାୟେଲର ସମସ୍ତ ନେତାମାନେ ରାଜା ଦାଉଦଙ୍କ ସାକ୍ଷାତ ପାଇଁ ହିବ୍ରୋଣକକ୍ସ୍ଟ ଆସିଲେ। ତହିଁରେ ରାଜା ଦାଉଦ ହିବ୍ରୋଣ ରେ ସଦାପ୍ରଭୁ ସମ୍ମକ୍ସ୍ଟଖ ରେ ସମାନଙ୍କେ ସହିତ ଚକ୍ସ୍ଟକ୍ତି କଲେ ଓ ସମାନେେ ଇଶ୍ରାୟେଲର ରାଜା ରୂପେ ଦାଉଦଙ୍କକ୍ସ୍ଟ ଅଭିଷିକ୍ତ କଲେ।

2 Samuel 22:41
ତୁମ୍ଭେ ମାେତେ ସକ୍ସ୍ଟ ଯୋଗ ଦଇେଛ ମାରେ ଶତୃର ବକେକକ୍ସ୍ଟ ଧରିବା ପାଇଁ ଓ ମୁ ମାରେ ଶତୃକକ୍ସ୍ଟ ଧ୍ବଂସ କରିଅଛି।

2 Samuel 24:9
ଯୋୟାବ ରାଜାଙ୍କକ୍ସ୍ଟ ଗଣନାର ଚିଠା ଦେଲେ। ଇଶ୍ରାୟେଲ ରେ ଖଡ୍ଗଧାରୀ 8,00,000 ବଳବାନ ଲୋକ ଓ ୟିହକ୍ସ୍ଟଦାର 5 ,00,000 ଲୋକ ଥିଲେ।

1 Kings 4:1
ଏହିପରି ଶଲୋମନ ରାଜା ସମଗ୍ର ଇଶ୍ରାୟେଲ ଉପରେ ରାଜତ୍ବ କଲେ।

1 Chronicles 12:1
ଦାଉଦ ସିଲ୍ଲଗ ରେ ଥିବା ସମୟରେ ଯେଉଁ ବ୍ଯକ୍ତିମାନେ ତାହାଙ୍କ ନିକଟକୁ ଆସିଥିଲେ, ସମାନଙ୍କେର ତାଲିକା ଏହା ଥିଲା। ଦାଉଦ ଯେତବେେଳେ କୀଶଙ୍କ ପୁତ୍ର ଶାଉଲଙ୍କଠାରୁ ଲୁଚି ରହିଥିଲେ, ସେତବେେଳେ ଏହା ଘଟିଥିଲା। ଏହି ଲୋକମାନେ ଦାଉଦଙ୍କୁ ୟୁଦ୍ଧ ସମୟରେ ସାହାୟ୍ଯ କରିଥିଲେ।

2 Chronicles 11:12
ଆହୁରି ମଧ୍ଯ, ରିହବିଯାମ୍ ପ୍ରେତ୍ୟକକ ନଗର ରେ ଢ଼ାଲ ଓ ବର୍ଚ୍ଛାମାନ ଗଚ୍ଛିତ ରଖିଲେ ଓ ନଗରଗୁଡ଼ିକୁ ଅତ୍ଯନ୍ତ ଦୃଢ଼ କଲେ। ରିହବିଯାମ୍ ଯିହୁଦା ଓ ବିନ୍ଯାମୀନର ନଗର ଓ ତାହାର ଲୋକମାନଙ୍କୁ ନିଜ ଅଧୀନ ରେ ରଖିଲେ।

Genesis 37:7
ଆମ୍ଭେ ସମସ୍ତେ କ୍ଷତେ ରେ କାର୍ୟ୍ଯ କରୁଥିଲୁ। ଆମ୍ଭେ କ୍ଷତେ ରେ ବିଡ଼ା ବାନ୍ଧୁଥିଲୁ। ତହିଁରେ ମୁଁ ଦେଖିଲି ମାରେ ବିଡ଼ା ଉଠି ଛିଡ଼ା ହେଲା। ତୁମ୍ଭମାନଙ୍କର ବିଡ଼ା ସବୁ ମାେ ବିଡ଼ାକୁ ଚାରିଆଡ଼େ ଘରେି ପ୍ରଣାମ କଲେ।