Genesis 47:10
ଏହାପରେ ଯାକୁବ ଫାରୋଙ୍କୁ ଆଶୀର୍ବାଦ କଲେ। ତାଙ୍କ ଛାମୁ ରେ ବିଦାଯ ନେଲେ।
Genesis 47:10 in Other Translations
King James Version (KJV)
And Jacob blessed Pharaoh, and went out from before Pharaoh.
American Standard Version (ASV)
And Jacob blessed Pharaoh, and went out from the presence of Pharaoh.
Bible in Basic English (BBE)
And Jacob gave Pharaoh his blessing, and went out from before him.
Darby English Bible (DBY)
And Jacob blessed Pharaoh, and went out from Pharaoh.
Webster's Bible (WBT)
And Jacob blessed Pharaoh, and went out from before Pharaoh.
World English Bible (WEB)
Jacob blessed Pharaoh, and went out from the presence of Pharaoh.
Young's Literal Translation (YLT)
And Jacob blesseth Pharaoh, and goeth out from before Pharaoh.
| And Jacob | וַיְבָ֥רֶךְ | waybārek | vai-VA-rek |
| blessed | יַֽעֲקֹ֖ב | yaʿăqōb | ya-uh-KOVE |
| אֶת | ʾet | et | |
| Pharaoh, | פַּרְעֹ֑ה | parʿō | pahr-OH |
| out went and | וַיֵּצֵ֖א | wayyēṣēʾ | va-yay-TSAY |
| from before | מִלִּפְנֵ֥י | millipnê | mee-leef-NAY |
| Pharaoh. | פַרְעֹֽה׃ | parʿō | fahr-OH |
Cross Reference
Genesis 47:7
ଏହାପରେ ଯୋଷଫେ ତାଙ୍କର ପିତା ଯାକୁବଙ୍କୁ ଫାରୋଙ୍କ ସହିତ ସାକ୍ଷାତ କରାଇଲେ। ଯାକୁବ ଫାରୋଙ୍କୁ ଆଶୀର୍ବାଦ କଲେ।
Hebrews 7:7
ସମସ୍ତେ ଜାଣନ୍ତେ ଯେ, ସାନ ବଡ଼ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଏ।
Psalm 129:8
ତାଙ୍କ ବାଟ ଦଇେ ଯାଉଥିବା ଲୋକମାନେ କହନ୍ତି ନାହିଁ, ସଦାପ୍ରଭୁ ତୁମ୍ଭର ମଙ୍ଗଳ କରନ୍ତୁ। କିଅବା ଆମ୍ଭେ ସଦାପ୍ରଭୁଙ୍କ ନାମରେ ତୁମ୍ଭକୁ ଆଶୀର୍ବାଦ କରୁଛୁ।
2 Samuel 19:39
ରାଜା ବର୍ସିଲ୍ଲଯକକ୍ସ୍ଟ ଚକ୍ସ୍ଟମ୍ବନସଦଇ ବିଦାଯସଦଲଲ ଓ ଆଶୀର୍ବାଦ କଲଲ। ବର୍ସିଲ୍ଲଯ ଗୃହକକ୍ସ୍ଟସଫରିଗଲା ଓ ରାଜା ଓ ସମସ୍ତସଲାକ ୟର୍ଦ୍ଦନ ପାରସହଲଲ।
2 Samuel 8:10
ତେଣୁ ତୋହି ତାଙ୍କର ପକ୍ସ୍ଟତ୍ର ଯୋରାମକକ୍ସ୍ଟ ରାଜା ଦାଉଦଙ୍କକ୍ସ୍ଟ ଅଭ୍ଯର୍ଥନା କରିବା ପାଇଁ ଓ ୟକ୍ସ୍ଟଦ୍ଧ ରେ ହଦଦଷେର ବିରକ୍ସ୍ଟଦ୍ଧ ରେ ଜଯଲାଭ କରିଥିବାରକ୍ସ୍ଟ ଶକ୍ସ୍ଟଭେଚ୍ଛା ଜଣାଇବା ପାଇଁ ପଠାଇଲେ। ପୂର୍ବରକ୍ସ୍ଟ ହଦଦଷେର ତୋହି ସହିତ ୟକ୍ସ୍ଟଦ୍ଧ ରେ ରତ ଥିଲେ। ଯୋରାମ ନିଜ ସଙ୍ଗ ରେ ସକ୍ସ୍ଟନା, ରୂପା ଓ ପିତ୍ତଳ ଉପହାରମାନ ମଧ୍ଯ ଆଣିଥିଲେ।
Deuteronomy 33:1
ମାଶାେ ଏହି ଆଶୀର୍ବାଦମାନ ଦଇେଥିଲେ, ଯେ କି ପରମେଶ୍ବରଙ୍କର ଲୋକ ଇଶ୍ରାୟେଲକକ୍ସ୍ଟ ମଲା ପୂର୍ବରକ୍ସ୍ଟ ଦଇେଥିଲେ।
Numbers 6:23
ତୁମ୍ଭେ ହାରୋଣ ଓ ତା'ର ପୁତ୍ରଗଣଙ୍କୁ କୁହ, ତୁମ୍ଭମାନେେ ଇଶ୍ରାୟେଲ ସନ୍ତାନଗଣଙ୍କୁ ଏହିପରି ଆଶୀର୍ବଦ କରିବ; ତୁମ୍ଭମାନେେ ସମାନଙ୍କେୁ କହିବ,
Genesis 14:19
ସେ ଅବ୍ରାମଙ୍କୁ ଆଶୀର୍ବାଦ କରି କହିଲେ, ଅବ୍ରାମ ସ୍ବର୍ଗ ଓ ପୃଥିବୀର ଅଧିକାରୀ ସର୍ବୋପରିସ୍ଥ ପରମେଶ୍ବରଙ୍କର ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ।
Psalm 119:46
ମୁଁ ରାଜାମାନଙ୍କ ସହିତ ତୁମ୍ଭର ବାକ୍ଯ ବିଷଯରେ ଆଲୋଚନା କରିବି। ଏବଂ ମୁଁ ଲଜ୍ଜିତ ହବେି ନାହିଁ।
Ruth 2:4
ଏହାପରେ ବୋୟଜ ବୈଥଲହମରେକ୍ସ୍ଟ ନିଜର କ୍ଷତକେକ୍ସ୍ଟ ଆସିଲା। ଏବଂ ଶ୍ରମିକମାନଙ୍କୁ ଅଭ୍ଯର୍ଥନା କଲା, ସଦାପ୍ରଭୁ ତୁମ୍ଭମାନଙ୍କର ସହିତ ଥାଆନ୍ତକ୍ସ୍ଟ। ସମାନେେ ଉତ୍ତର ଦେଲେ, ଏବଂ ସଦାପ୍ରଭୁ ଆପଣଙ୍କକ୍ସ୍ଟ ଆଶୀର୍ବାଦ କରନ୍ତକ୍ସ୍ଟ।