Genesis 42:10
କିନ୍ତୁ ସମାନଙ୍କେର ଭାଇମାନେ ତାଙ୍କୁ କହିଲେ, ନା ମାହାଶଯ, ଆମ୍ଭମାନେେ ତୁମ୍ଭର ଦାସତୁଲ୍ଯ ଆସିଅଛୁ। ଆମ୍ଭେ କବଳେ ଖାଦ୍ୟ ସଂଗ୍ରହ କରିବାକୁ ଆସିଅଛୁ।
Genesis 42:10 in Other Translations
King James Version (KJV)
And they said unto him, Nay, my lord, but to buy food are thy servants come.
American Standard Version (ASV)
And they said unto him, Nay, my lord, but to buy food are thy servants come.
Bible in Basic English (BBE)
And they said to him, Not so, my lord: your servants have come with money to get food.
Darby English Bible (DBY)
And they said to him, No, my lord; but to buy food are thy servants come.
Webster's Bible (WBT)
And they said to him, No, my lord, but to buy food have thy servants come.
World English Bible (WEB)
They said to him, "No, my lord, but your servants have come to buy food.
Young's Literal Translation (YLT)
And they say unto him, `No, my lord, but thy servants have come to buy food;
| And they said | וַיֹּֽאמְר֥וּ | wayyōʾmĕrû | va-yoh-meh-ROO |
| unto | אֵלָ֖יו | ʾēlāyw | ay-LAV |
| him, Nay, | לֹ֣א | lōʾ | loh |
| my lord, | אֲדֹנִ֑י | ʾădōnî | uh-doh-NEE |
| buy to but | וַֽעֲבָדֶ֥יךָ | waʿăbādêkā | va-uh-va-DAY-ha |
| food | בָּ֖אוּ | bāʾû | BA-oo |
| are thy servants | לִשְׁבָּר | lišbār | leesh-BAHR |
| come. | אֹֽכֶל׃ | ʾōkel | OH-hel |
Cross Reference
Genesis 37:8
ତା'ର ଭାଇମାନେ ତାଙ୍କୁ କହିଲେ, ତୁ କ'ଣ ଭାବୁଛୁ, ରାଜା ହାଇେ ଆମ୍ଭମାନଙ୍କୁ ଶାସନ କରିବୁ? ତା'ର ଭାଇମାନେ ଏହି ସ୍ବପ୍ନର କଥା ଶୁଣି ତାକୁ ଅଧିକ ଘୃଣା କଲେ।
Genesis 27:29
ସବୁ ଲୋକ ତୁମ୍ଭର ସବୋ କରନ୍ତୁ। ସବୁ ଜାତି ତୁମ୍ଭ ନିକଟରେ ମସ୍ତକ ଅବନତ କରନ୍ତୁ। ତୁମ୍ଭର ଭାଇ ଉପରେ ତୁମ୍ଭେ ଶାସନ କର। ତୁମ୍ଭର ମା'ର ସନ୍ତାନ ତୁମ୍ଭକୁ ମାନୁ।
Genesis 27:37
ଇସ୍ହାକ ଉତ୍ତର ଦେଲେ, ହାଇଗେଲା, ତୁମ୍ଭକୁ ଶାସନ କରିବା ପାଇଁ, ମୁଁ ଯାକୁବକୁ କ୍ଷମତା ଦଲେି। ଏବଂ ମୁଁ ତାଙ୍କୁ କହିଲି ତୁମ୍ଭର ସମସ୍ତ ଭାଇ ତୁମ୍ଭର ସବୋ କରିବେ। ଏବଂ ମୁଁ ତାଙ୍କୁ ପ୍ରବଳ ଫସଲ ଓ ପ୍ରଚୁର ଦ୍ରାକ୍ଷାରସ ଜାତ ହବୋ ପାଇଁ ଆଶୀର୍ବାଦ କରିସାରିଛି। କଣ ମୁଁ କରିପାରିବି, ମାେ ପୁତ୍ର।
Genesis 44:9
ଯଦି ତୁମ୍ଭେ କୌଣସି ଲୋକର ଥଳିରୁ ରୂପା କପ୍ ପାଇବ, ତୁମ୍ଭେ ତାଙ୍କୁ ହତ୍ଯା କରିପାରିବ ଏବଂ ଆମ୍ଭେ ଅବଶିଷ୍ଟାଂଶ ତୁମ୍ଭ ମୁନିବଙ୍କର ସବେକଗଣ ହବେୁ।
1 Samuel 26:17
ଶାଉଲ ଦାଉଦଙ୍କ ସ୍ବର ଜାଣିଥିଲେ। ଶାଉଲ କହିଲେ, ଏହା କ'ଣ ତକ୍ସ୍ଟମ୍ଭ ସ୍ବର ହେ ମାହେର ପକ୍ସ୍ଟତ୍ର ଦାଉଦ?
1 Kings 18:7
ଓବଦିଯ ପଥ ମଧିଅରେ ଯାଉ ଯାଉ ଏଲିଯଙ୍କୁ ଭଟେିଲେ। ସେ ସଙ୍ଗେ ସଙ୍ଗେ ଏଲିଯଙ୍କୁ ଚିହ୍ନିଲେ ଓ ମୁଣ୍ତ ନିଆଁଇ ପ୍ରଣାମ କରି କହିଲେ, ତୁମ୍ଭେ କ'ଣ ମାରେ ମହାଶୟ ଏଲିଯ?