Genesis 30:22
ଏହାପରେ ପରମେଶ୍ବର ରାହେଲର ପ୍ରାର୍ଥନା ଗ୍ରହଣ କଲେ, ପରମେଶ୍ବର ରାହେଲକୁ ମାତୃତ୍ବ ଦେଲେ।
Genesis 30:22 in Other Translations
King James Version (KJV)
And God remembered Rachel, and God hearkened to her, and opened her womb.
American Standard Version (ASV)
And God remembered Rachel, and God hearkened to her, and opened her womb.
Bible in Basic English (BBE)
Then God gave thought to Rachel, and hearing her prayer he made her fertile.
Darby English Bible (DBY)
And God remembered Rachel, and God listened to her, and opened her womb.
Webster's Bible (WBT)
And God remembered Rachel, and God hearkened to her, and rendered her fruitful.
World English Bible (WEB)
God remembered Rachel, and God listened to her, and opened her womb.
Young's Literal Translation (YLT)
And God remembereth Rachel, and God hearkeneth unto her, and openeth her womb,
| And God | וַיִּזְכֹּ֥ר | wayyizkōr | va-yeez-KORE |
| remembered | אֱלֹהִ֖ים | ʾĕlōhîm | ay-loh-HEEM |
| אֶת | ʾet | et | |
| Rachel, | רָחֵ֑ל | rāḥēl | ra-HALE |
| and God | וַיִּשְׁמַ֤ע | wayyišmaʿ | va-yeesh-MA |
| hearkened | אֵלֶ֙יהָ֙ | ʾēlêhā | ay-LAY-HA |
| to | אֱלֹהִ֔ים | ʾĕlōhîm | ay-loh-HEEM |
| her, and opened | וַיִּפְתַּ֖ח | wayyiptaḥ | va-yeef-TAHK |
| אֶת | ʾet | et | |
| her womb. | רַחְמָֽהּ׃ | raḥmāh | rahk-MA |
Cross Reference
Genesis 29:31
ସଦାପ୍ରଭୁ ଦେଖିଲେ ଲଯା ଘୃଣିତ ହେଉଛି, ସେଥିପାଇଁ ସଦାପ୍ରଭୁ ଲୟୋକୁ ଗର୍ଭବତୀ କରାଇଲେ। ରାହେଲର କୌଣସି ସନ୍ତାନ ଜନ୍ମ ହେଲା ନାହିଁ।
Genesis 8:1
ପରମେଶ୍ବର ନୋହ ଏବଂ ତାଙ୍କ ସହିତ ଜାହାଜ ରେ ଥିବା ସମସ୍ତ ଜୀବିତ ପ୍ରାଣୀକୁ ମନେ ପକାଇଲେ। ପରମେଶ୍ବର ପୃଥିବୀ ଉପରେ ପବନ ବୁହାଇଲେ ଏବଂ ବନ୍ଯା ଜଳ କମିଗଲା।
1 Samuel 1:19
ତା'ପରେ ଇଲ୍କାନା ଆପଣା ସ୍ତ୍ରୀ ହାନ୍ନା ସହିତ ସହବାସ କଲା ଏବଂ ସଦାପ୍ରଭୁ ହାନ୍ନାକକ୍ସ୍ଟ ସ୍ମରଣ କଲେ।
Genesis 21:1
ସଦାପ୍ରଭୁ ସାରାଙ୍କଠା ରେ କରିଥିବା ତାଙ୍କର ପ୍ରତିଜ୍ଞା ରକ୍ଷା କଲେ। ସେ ସାରାକୁ ଯାହା ପ୍ରତିଜ୍ଞା କରିଥିଲେ ତାଙ୍କ ପାଇଁ ସପରେି କଲେ।
Genesis 25:21
ଇସ୍ହାକଙ୍କର ସହେି ସ୍ତ୍ରୀ ବନ୍ଧ୍ଯା ହବୋରୁ ସେ ତାହା ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲୋ ତିହିଁ ରେ ସଦାପ୍ରଭୁ ପ୍ରାର୍ଥନା ଶୁଣନ୍ତେ ତାଙ୍କର ସ୍ତ୍ରୀ ରିବିକା ଗର୍ଭବତୀ ହେଲା।
Genesis 30:2
ଯାକୁବ ରାହେଲ ଉପରେ କୋରଧ କଲେ। ସେ କହିଲେ, ମୁଁ ପରମେଶ୍ବର ନୁହେଁ। କବଳେ ପରମେଶ୍ବର ହିଁ ତୁମ୍ଭକୁ ସନ୍ତାନ ଦଇେ ପାରିବେ।
Psalm 105:42
ପରମେଶ୍ବର ଆପଣା ପବିତ୍ର ବାକ୍ଯ ଓ ଆପଣା ଦାସ ଅବ୍ରହାମଠାରେ କରିଥିବା ପ୍ରତିଜ୍ଞା ମନେ କଲେ।
Psalm 113:9
ଜଣେ ସ୍ତ୍ରୀ ବନ୍ଧ୍ଯା ହାଇପୋରେ । କିନ୍ତୁ ପରମେଶ୍ବର ତା' କୋଳରେ ସନ୍ତାନ ଦଇେ ତାକୁ ଖୁସି କରାନ୍ତି। ସଦାପ୍ରଭୁଙ୍କର ପ୍ରଶଂସା କର !
Psalm 127:3
ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଉପହାର। ଗର୍ଭାଶଯରୁ ଶିଶୁମାନେ ସଦାପ୍ରଭୁଙ୍କର ପୁରସ୍କାର ଅଟନ୍ତି।