Exodus 25:18 in Oriya

Oriya Oriya Bible Exodus Exodus 25 Exodus 25:18

Exodus 25:18
ଏହାପରେ ତୁମ୍ଭମାନେେ ପିଟା ସୁବର୍ଣ୍ଣରୁ ଦୁଇଟି କିରୁବ ଦୂତ କରିବ। ଏବଂ ସଗେୁଡିକୁ ସହେି ପାପାଚ୍ଛାଦନର ଦୁଇ ମୁଣ୍ଡ ରେ ଦବେ।

Exodus 25:17Exodus 25Exodus 25:19

Exodus 25:18 in Other Translations

King James Version (KJV)
And thou shalt make two cherubim of gold, of beaten work shalt thou make them, in the two ends of the mercy seat.

American Standard Version (ASV)
And thou shalt make two cherubim of gold; of beaten work shalt thou make them, at the two ends of the mercy-seat.

Bible in Basic English (BBE)
And at the two ends of the cover you are to make two winged ones of hammered gold,

Darby English Bible (DBY)
And thou shalt make two cherubim of gold; [of] beaten work shalt thou make them, at the two ends of the mercy-seat.

Webster's Bible (WBT)
And thou shalt make two cherubim of gold, of beaten work shalt thou make them, in the two ends of the mercy-seat.

World English Bible (WEB)
You shall make two cherubim of hammered gold. You shall make them at the two ends of the mercy seat.

Young's Literal Translation (YLT)
and thou hast made two cherubs of gold, beaten work dost thou make them, at the two ends of the mercy-seat;

And
thou
shalt
make
וְעָשִׂ֛יתָwĕʿāśîtāveh-ah-SEE-ta
two
שְׁנַ֥יִםšĕnayimsheh-NA-yeem
cherubims
כְּרֻבִ֖יםkĕrubîmkeh-roo-VEEM
gold,
of
זָהָ֑בzāhābza-HAHV
of
beaten
work
מִקְשָׁה֙miqšāhmeek-SHA
make
thou
shalt
תַּֽעֲשֶׂ֣הtaʿăśeta-uh-SEH
them,
in
the
two
אֹתָ֔םʾōtāmoh-TAHM
ends
מִשְּׁנֵ֖יmiššĕnêmee-sheh-NAY
of
the
mercy
seat.
קְצ֥וֹתqĕṣôtkeh-TSOTE
הַכַּפֹּֽרֶת׃hakkappōretha-ka-POH-ret

Cross Reference

Genesis 3:24
ସଦାପ୍ରଭୁ ପରମେଶ୍ବର ଏହିପରି ମନୁଷ୍ଯକୁ ତଡ଼ି ଦେଲେ। ପୁଣି ଅମୃତ ବୃକ୍ଷର ପଥ ପହରା ଦବୋପାଇଁ ସେ କିରୁବଦୂତମାନଙ୍କୁ ଏବଂ ଗୋଟିଏ ଘୂର୍ଣ୍ଣଯମାନ ଖଡ୍ଗ ଏଦୋନ ଉଦ୍ୟାନର ପ୍ରବେଶ ସ୍ଥାନ ରେ ରଖିଲେ।

Ezekiel 41:18
ପୁଣି ତହିଁରେ କିରୂବ ଓ ଖଜୁର୍ର ବୃକ୍ଷର ଶିଳ୍ପକାର୍ୟ୍ଯ ଥିଲା ଓ ଦୁଇ କିରୂବ ମଧିଅରେ ଏକ ଖଜୁର ବୃକ୍ଷ ଥିଲା। ଆଉ ପ୍ରେତ୍ୟକକ କିରୂବର ଦୁଇ ଦୁଇ ମୁଖ ଥିଲା।

Ezekiel 10:20
ମୁଁ କବାର ନଦୀ କୂଳ ରେ ପରମେଶ୍ବରଙ୍କର ମହିମା ରେ ଏହି ଜୀବିତ ପ୍ରାଣୀମାନଙ୍କୁ ଦେଖିଥିଲି। ଏବଂ ସମାନେେ କିରୁବଦୂତଗଣ ବୋଲି ମୁଁ ଜାଣିଲି।

Ezekiel 10:2
ଏବଂ ସେ ସହେି ଶୁକ୍ଲବସ୍ତ୍ର ପରିହିତ ପୁରୁଷକୁ କହିଲେ, କିରୁବଦୂତଗଣର ନମ୍ନ ରେ ଥିବା ତୁମ୍ଭେ ସହେି ଘୂର୍ଣ୍ଣିଯମାନ ଚକ୍ର ମଧିଅରେ ଥିବା ସ୍ଥାନକୁ ପ୍ରବେଶ କର ଏବଂ ଏକ ଅଞ୍ଜଳିପୂର୍ଣ୍ଣ ଜ୍ବଳନ୍ତ ଅଙ୍ଗାର ସଂଗ୍ରହ କର ଓ ସଗେୁଡ଼ିକ ଉପ ରେ ବିଞ୍ଚି ଦିଅ।

1 Chronicles 28:18
ସୁଗନ୍ଧିଧୂପର ୟଜ୍ଞବଦେୀ ନିମନ୍ତେ କେତେ ପରିମାଣର ଶୁଦ୍ଧ ସୁବର୍ଣ୍ଣ ଆବଶ୍ଯକ ହବେ, ତାହା ଦାଉଦ କହିଲେ। ଦାଉଦ ଆହୁରି ମଧ୍ଯ ଶଲୋମନଙ୍କୁ ପରମେଶ୍ବରଙ୍କ ରଥ-ଦୟାସନ ସହିତ ନିଯମସିନ୍ଦୁକ ଉପରେ କିରୂବଦୂତଗଣ ପକ୍ଷ ବିସ୍ତାର କରି ରହିଥିବାର ଯୋଜନା ମଧ୍ଯ ପ୍ରଦାନ କଲେ। କିରୂବ ଦୂତଗଣ ସୁବର୍ଣ୍ଣ ନିର୍ମିତ ଥିଲେ।

1 Kings 8:6
ତତ୍ପରେ ଯାଜକମାନେ ସଦାପ୍ରଭୁଙ୍କ ନିଯମ ସିନ୍ଦୁକକୁ ଯଥା ସ୍ଥାନ ରେ ଅର୍ଥାତ୍ ମନ୍ଦିରର ଗର୍ଭାଗାର ମହାପବିତ୍ର ସ୍ଥାନସ୍ଥ କିରୁବମାନଙ୍କ ପକ୍ଷତଳେ ରଖିଲେ।

1 Kings 6:23
ବଢଇମାନେେ ଜିତ କାଠ ରେ ଦଶହାତ ଉଚ୍ଚତା ବିଶିଷ୍ଟ ଦୁଇଟି କିରୁବ ଦୂତଗଣ ନିର୍ମାଣ କଲେ ଓ ସହେି ପକ୍ଷବିଶିଷ୍ଟ କିରୁବ ଦୂତ ଦୁଇଟିକୁ ସହେି ମହାପବିତ୍ର ସ୍ଥାନ ରେ ସ୍ଥାପନ କଲେ।

1 Samuel 4:4
ତା'ପରେ ସମାନେେ ଲୋକମାନଙ୍କୁ ଶୀଲୋକକ୍ସ୍ଟ ପଠାଇ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିଯମ-ସିନ୍ଦକ୍ସ୍ଟକ ଆଣିଲେ। ସିନ୍ଦକ୍ସ୍ଟକର ଉପରେ କିରୂବ ଦୂତଗଣ ଥିଲେ। ସମାନେେ ପରମେଶ୍ବରଙ୍କ ସିଂହାସନ ପରି ଏଲିଙ୍କର ଦକ୍ସ୍ଟଇପକ୍ସ୍ଟତ୍ର ହଫ୍ନି ଓ ପୀନହସ୍ ପରମେଶ୍ବରଙ୍କ ନିଯମ-ସିନ୍ଦକ୍ସ୍ଟକ ସଙ୍ଗେ ଆସିଲେ।

Exodus 37:7
ଏହାପରେ ବତ୍ସଲଲେ ପିଟାସୁବର୍ଣ୍ଣ ରେ ଦୁଇ କିରୂବ ଦୂତଗଣ ନିର୍ମାଣ କରି ପାପାଚ୍ଛାଦନ ଦୁଇ ମୁଣ୍ଡ ରେ ରଖିଲେ।

Hebrews 9:5
ବାକ୍ସ ଉପରେ କିରୁବ ସ୍ବର୍ଗଦୂତଗଣ ପରମେଶ୍ବରଙ୍କ ମହିମା ପ୍ରଦର୍ଶିତ କରୁଥିଲେ। ଏମାନେ 'ଦୟାର ଆସନ'317 ରେ ଉପବିଷ୍ଟ ଥିଲେ। କିନ୍ତୁ ଆମ୍ଭେ ଏବେ ବିସ୍ତାର ପୂର୍ବକ ସେ ବିଷୟ ରେ କହି ପାରିବୁ ନାହିଁ।