Exodus 21:13 in Oriya

Oriya Oriya Bible Exodus Exodus 21 Exodus 21:13

Exodus 21:13
ଯଦି ସେ ତାକୁ ହତ୍ଯା କରିବାକୁ ଚାହୁଁ ନଥିଲା କିନ୍ତୁ ପରମେଶ୍ବର ତାକୁ ସମର୍ପଣ କଲେ, ସେ ଯେଉଁଠାକୁ ଗଲେ ସମାନେେ ତାକୁ ଉପୟୁକ୍ତ ଜାଗା ଦବେେ।

Exodus 21:12Exodus 21Exodus 21:14

Exodus 21:13 in Other Translations

King James Version (KJV)
And if a man lie not in wait, but God deliver him into his hand; then I will appoint thee a place whither he shall flee.

American Standard Version (ASV)
And if a man lie not in wait, but God deliver `him' into his hand; then I will appoint thee a place whither he shall flee.

Bible in Basic English (BBE)
But if he had no evil purpose against him, and God gave him into his hand, I will give you a place to which he may go in flight.

Darby English Bible (DBY)
But if he have not lain in wait, and God have delivered [him] into his hand, I will appoint thee a place to which he shall flee.

Webster's Bible (WBT)
And if a man shall not lie in wait, but God shall deliver him into his hand; then I will appoint thee a place whither he shall flee.

World English Bible (WEB)
but not if it is unintentional, but God allows it to happen: then I will appoint you a place where he shall flee.

Young's Literal Translation (YLT)
as to him who hath not laid wait, and God hath brought to his hand, I have even set for thee a place whither he doth flee.

And
if
וַֽאֲשֶׁר֙waʾăšerva-uh-SHER
wait,
in
not
lie
man
a
לֹ֣אlōʾloh

צָדָ֔הṣādâtsa-DA
but
God
וְהָֽאֱלֹהִ֖יםwĕhāʾĕlōhîmveh-ha-ay-loh-HEEM
deliver
אִנָּ֣הʾinnâee-NA
hand;
his
into
him
לְיָד֑וֹlĕyādôleh-ya-DOH
then
I
will
appoint
וְשַׂמְתִּ֤יwĕśamtîveh-sahm-TEE
place
a
thee
לְךָ֙lĕkāleh-HA
whither
מָק֔וֹםmāqômma-KOME

אֲשֶׁ֥רʾăšeruh-SHER
he
shall
flee.
יָנ֖וּסyānûsya-NOOS
שָֽׁמָּה׃šāmmâSHA-ma

Cross Reference

Joshua 20:2
ମୁ ମାଶାଙ୍କେ ଦ୍ବାରା ତୁମ୍ଭକୁ ନିର୍ଦ୍ଦେଶ ଦଇେଥିଲି। ମାଶାେ ତୁମ୍ଭକୁ କହିଥିଲେ, ତୁମ୍ଭମାନେେ ନିଜ ନିଜ ପାଇଁ ନିରାପତ୍ତା ସହର ବାଛିବା ପାଇଁ।

1 Samuel 24:18
ତୁମ୍ଭେ ମାେତେ କହିଲ, ତୁମ୍ଭେ ଯେଉଁ ଭଲ କାର୍ୟ୍ଯ କରିଛ, ସଦାପ୍ରଭୁ ମାେତେ ତୁମ୍ଭକୁ ଦଇେଥିଲେ କିନ୍ତୁ ତୁମ୍ଭେ ମାେତେ ହତ୍ଯା କଲ ନାହିଁ।

1 Samuel 24:10
ମୁ ଗ୍ଭହିଁ ନଥିଲି ତୁମ୍ଭକୁ ମାରିବା ପାଇଁ। ତୁମ୍ଭେ ତୁମ୍ଭର ସ୍ବଚକ୍ଷକ୍ସ୍ଟ ରେ ଦେଖିଲ। ସଦାପ୍ରଭୁ ତୁମ୍ଭକୁ ଆଜି ଗକ୍ସ୍ଟମ୍ଫା ଭିତ ରେ ମାେ ପାଖ ରେ ତୁମ୍ଭକୁ ମାରିବା ପାଇଁ ସକ୍ସ୍ଟୟୋଗ ଦଇେଥିଲେ। କିନ୍ତୁ ମୁ ତୁମ୍ଭକୁ ମାରିବାକକ୍ସ୍ଟ ଇଚ୍ଛା କଲି ନାହିଁ। ମାରେତକ୍ସ୍ଟମ୍ଭ ପ୍ରତିଦୟା ଆସିଲା। ମୁ କହିଲି, 'ମୁ ମାରେ ପ୍ରଭକ୍ସ୍ଟଙ୍କକ୍ସ୍ଟ ମାରିବି ନାହିଁ। ଶାଉଲ ହେଉଛନ୍ତି ସଦାପ୍ରଭୁଙ୍କଦ୍ବାରା ବଛା ୟାଇଥିବା ରାଜା।'

1 Samuel 24:4
ଦାଉଦର ଲୋକମାନେ କହିଲେ, ସଦାପ୍ରଭୁ ଯେଉଁଦିନ ବିଷଯ ରେ କହିଥିଲେ, ଆଜି ହେଉଛି ସହେି ବିଶଷେ ଦିନ। ସଦାପ୍ରଭୁ ତକ୍ସ୍ଟମ୍ଭଙ୍କକ୍ସ୍ଟ କହିଥିଲେ, ମୁ ତୁମ୍ଭର ଶତୃକକ୍ସ୍ଟ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କରିବି। ତୁମ୍ଭକୁ ଯାହା ଭଲ ଦିଶିବ ତାହା ତା'ର ପ୍ରତି କର। ତା'ପରେ ଦାଉଦ ଗକ୍ସ୍ଟରକ୍ସ୍ଟଣ୍ତି ଗକ୍ସ୍ଟରକ୍ସ୍ଟଣ୍ତି ଶାଉଲଙ୍କ ପାଖକକ୍ସ୍ଟ ଗଲେ। ସେ ଶାଉଲ ପିନ୍ଧିଥିବା ବସ୍ତ୍ରର ଏକ କାନିକକ୍ସ୍ଟ କାଟି ଦେଲେ।

Deuteronomy 4:41
ଏହାପରେ ମାଶାେ ୟର୍ଦ୍ଦନ ନଦୀର ପୂର୍ବ ଦିଗ ରେ ତିନୋଟି ନଗର ସଂରକ୍ଷଣ କଲେ।

Deuteronomy 19:1
ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭକୁ ଯେଉଁ ଦେଶ ଦବେେ ତାହା ଅନ୍ୟ ଦେଶୀଯମାନଙ୍କର ଅଟେ। ସଦାପ୍ରଭୁ ସହେି ଜାତିମାନଙ୍କୁ ଧ୍ବଂସ କରିବେ। ତୁମ୍ଭମାନେେ ସହେିଠା ରେ ବାସ କରିବ। ତୁମ୍ଭମାନେେ ତାଙ୍କର ଗୃହ ଓ ସହରଗକ୍ସ୍ଟଡିକ ଅଧିକାର କରିବ। ଏବଂ ଏଗକ୍ସ୍ଟଡିକ ହବୋପରେ,

Numbers 35:10
ଇଶ୍ରାୟେଲର ଲୋକମାନଙ୍କୁ କୁହ, ତୁମ୍ଭମାନେେ ୟର୍ଦ୍ଦନ ପାର ହାଇେ କିଣାନ ଦେଶ ରେ ଉପସ୍ଥିତ ହେଲେ,

Micah 7:2
ମୁଁ ବୁଝୁଛି, ଦେଶରୁ ସମସ୍ତ ବିଶ୍ବସ୍ତ ଓ ଉତ୍ତମ ଲୋକ ଗ୍ଭଲି ୟାଇଛନ୍ତି। ପ୍ରେତ୍ୟକକ ଅନ୍ୟକୁ ମାରିବାକୁ ଅପେକ୍ଷା କରି ରହିଛନ୍ତି। ପ୍ରେତ୍ୟକକ ନିଜର ଭାଇକୁ ମଧ୍ଯ ଜାଲ ରେ ପକାଇବାକୁ ଚେଷ୍ଟା କରୁଛନ୍ତି।

Isaiah 10:7
ମାତ୍ର ମୁଁ ଅଶୂରକୁ ବ୍ଯବହାର କରିବି ସେ ଜାଣେ ନାହିଁ, ଅଶୂର ଭାବେ ନାହିଁ ଯେ ସେ ମାେ ପାଇଁ ଏକ ଅସ୍ତ୍ର। ଅଶୂର କବଳେ ଲୋକମାନଙ୍କୁ ଧ୍ବଂସ କରିବାକୁ ଇଚ୍ଛାକରେ। ସେ କବଳେ ଅନକେ ଗୋଷ୍ଠୀକୁ ଧ୍ବଂସ କରିବାକୁ ମନ୍ତ୍ରଣା କରେ।

2 Samuel 16:10
କିନ୍ତୁ ରାଜା କହିଲେ, ସରକ୍ସ୍ଟଯାର ପକ୍ସ୍ଟତ୍ରମାନେ, କାହିଁକି ତୁମ୍ଭମାନେେ ମାେ ବିଷଯ ରେ ଅନ୍ୟଥା ଚର୍ଚ୍ଚା କରୁଛ? ଶିମଯି ମାେତେ ଅଭିଶାପ ଦେଉଛି, କିନ୍ତୁ ସଦାପ୍ରଭୁ ତାକକ୍ସ୍ଟ କହିଛନ୍ତି, ମାେତେ ଅଭିଶାପ ଦବୋ ପାଇଁ। ଏବଂ କିଏ ସଦାପ୍ରଭୁଙ୍କୁ ପ୍ରଶ୍ନ କରିପାରିବ, ଜିନିଷଗକ୍ସ୍ଟଡିକ ବିଷଯ ରେ ସେ କରନ୍ତି?