Ecclesiastes 2:17 in Oriya

Oriya Oriya Bible Ecclesiastes Ecclesiastes 2 Ecclesiastes 2:17

Ecclesiastes 2:17
ସେଥିପାଇଁ ମୁଁ ଜୀବନକୁ ଘୃଣା କଲି। ସେଥି ନିମନ୍ତେ ମୁଁ ଅନୁଭବ କଲି, ସୂର୍ୟ୍ଯତଳେ ସମସ୍ତ ବିଷଯ ମନ୍ଦ। କାରଣ ଅର୍ଥହୀନ ଏବଂ ପବନକୁ ଧରିବା ପାଇଁ ଚେଷ୍ଟା କରିବା ପରି।

Ecclesiastes 2:16Ecclesiastes 2Ecclesiastes 2:18

Ecclesiastes 2:17 in Other Translations

King James Version (KJV)
Therefore I hated life; because the work that is wrought under the sun is grievous unto me: for all is vanity and vexation of spirit.

American Standard Version (ASV)
So I hated life, because the work that is wrought under the sun was grievous unto me; for all is vanity and a striving after wind.

Bible in Basic English (BBE)
So I was hating life, because everything under the sun was evil to me: all is to no purpose and desire for wind.

Darby English Bible (DBY)
And I hated life; for the work that is wrought under the sun was grievous unto me; for all is vanity and pursuit of the wind.

World English Bible (WEB)
So I hated life, because the work that is worked under the sun was grievous to me; for all is vanity and a chasing after wind.

Young's Literal Translation (YLT)
And I have hated life, for sad to me `is' the work that hath been done under the sun, for the whole `is' vanity and vexation of spirit.

Therefore
I
hated
וְשָׂנֵ֙אתִי֙wĕśānēʾtiyveh-sa-NAY-TEE

אֶתʾetet
life;
הַ֣חַיִּ֔יםhaḥayyîmHA-ha-YEEM
because
כִּ֣יkee
work
the
רַ֤עraʿra
that
is
wrought
עָלַי֙ʿālayah-LA
under
הַֽמַּעֲשֶׂ֔הhammaʿăśeha-ma-uh-SEH
sun
the
שֶׁנַּעֲשָׂ֖הšennaʿăśâsheh-na-uh-SA
is
grievous
תַּ֣חַתtaḥatTA-haht
unto
הַשָּׁ֑מֶשׁhaššāmešha-SHA-mesh
me:
for
כִּֽיkee
all
הַכֹּ֥לhakkōlha-KOLE
is
vanity
הֶ֖בֶלhebelHEH-vel
and
vexation
וּרְע֥וּתûrĕʿûtoo-reh-OOT
of
spirit.
רֽוּחַ׃rûaḥROO-ak

Cross Reference

Ecclesiastes 2:11
ତହୁଁ ମାହେର ହସ୍ତ ଯେଉଁ ସମସ୍ତ କାର୍ୟ୍ଯ କରିଥିଲା ଓ ଯେଉଁ ପରିଶ୍ରମ ମୁଁ କରିଥିଲି, ତହିଁ ପ୍ରତି ମୁଁ ଦୃଷ୍ଟିପାତ କଲି ଏବଂ ଦେଖିଲି ଯେ, ସବୁ ଅସାର ଓ ପବନକୁ ଧରିବା ପାଇଁ ଚେଷ୍ଟା କରିବା ପରି ଏବଂ ସୂର୍ୟ୍ଯ ତଳେ କୌଣସି ଲାଭ ନ ଥିଲା।

Philippians 1:23
ଜୀବନ ଓ ମୁତ୍ଯୁ ମଧ୍ଯରୁ ଗୋଟିକୁ ବାଛିବା କଷ୍ଟକର। ମୁଁ ଏହି ଜୀବନକୁ ଛାଡ଼ି ଖ୍ରୀଷ୍ଟଙ୍କ ସହିତ ରହିବାକୁ ଇଚ୍ଛା କରେ। ଏହା ଅଧିମ ଭଲ।

Habakkuk 1:3
ଲୋକମାନେ ଜିନିଷ ଧ୍ବଂସ କରୁଛନ୍ତି ଓ ଅନ୍ୟକୁ ଆଘାତ କରୁଛନ୍ତି। ସମାନେେ ୟୁକ୍ତି କରୁଛନ୍ତି ଓ ଲଢୁଛନ୍ତି। ଏହି ଅନ୍ଯାଯ ସବୁ ମୁଁ କାହିଁକି ଦେଖିବି? ଏହି ଖରାପ ଦ୍ରବ୍ଯ ମୁଁ କାହିଁକି ଦେଖିବି?

Jonah 4:8
ସୂର୍ୟ୍ଯ ମୁଣ୍ତ ଉପରକୁ ଆସିଲା ପ ରପରେମେଶ୍ବର ଉତ୍ତପ୍ତ ପୁନଇେ ପବନ ବହିବାକୁ ନିର୍ଦ୍ଦେଶ ଦେଲେ। ସୂର୍ୟ୍ଯଙ୍କର ପ୍ରଖର କିରଣ ୟୂନସର ମୁଣ୍ତ ଉପ ରେ ପଡି ୟୂନସକୁ ଅତି ଦୁର୍ବଳ କରି ଦଲୋ। ୟୂନସ ପରମେଶ୍ବରଙ୍କୁ ପ୍ରାର୍ଥନା କରି କହିଲେ, ହେ ପ୍ରଭୁ, ମାରେ ବଞ୍ଚିବା ଅପେକ୍ଷା ବରଂ ମରିବା ଭଲ।

Jonah 4:3
ତେଣୁ ମୁଁ ବର୍ତ୍ତମାନ ପ୍ରାର୍ଥନା କରୁଛି, ହେ ସଦାପ୍ରଭୁ, ମାେତେ ବରଂ ମାରି ଦିଅ। ବଞ୍ଚିବା ଅପେକ୍ଷା ବରଂ ମାରେମରିବା ଭଲ ହବେ।

Ezekiel 3:14
ତା'ପ ରେ ଆତ୍ମା ମାେତେ ଉପରକୁ ଉଠାଇ ନଇଗେଲା। ମୁଁ ଦୁଃଖିତ ହୃଦଯ ରେ କୋରଧିତ ହାଇେ ଗମନ କଲି ଏବଂ ସଦାପ୍ରଭୁଙ୍କର ହସ୍ତ ମାେତେ ଧରିଥିଲା।

Jeremiah 20:14
ମାରେ ଜନ୍ମଦିନ ଶାପଗ୍ରସ୍ତ ହେଉ ଓ ଯେଉଁଦିନ ମାରେ ମାତା ମାେତେ ଜନ୍ମ ଦଲୋ, ସେ ଦିନଟି ଆଶୀର୍ବାଦ ପ୍ରାପ୍ତ ନ ହେଉ।

Ecclesiastes 6:9
ଏହା ନିତାନ୍ତ ଖୁସିର କଥା ଯେ ତୁମ୍ଭର ଯାହା ଅଛି ଅଧିକ ଆଶା କରିବା ଅପେକ୍ଷା ସେଥି ରେ ସନ୍ତୁଷ୍ଟ ହବୋ ଭଲ। ଏହା ମଧ୍ଯ ଅସାର ଅଟେ। ଏହା ବାଯୁକୁ ଧରିବା ତୁଲ୍ଯ ହବେ।

Ecclesiastes 4:2
ମୁଁ ନିଷ୍ପତ୍ତି ନଲେି, ଯେ ଜୀବିତ ଲୋକମାନଙ୍କ ଅପେକ୍ଷା ମୃତ ଲୋକମାନେ ଅଧିକ ଭାଗ୍ଯବାନ୍।

Ecclesiastes 3:16
ପୁଣି ଥରେ ମୁଁ ସୂର୍ୟ୍ଯ ତଳେ ଆଉ ଗୋଟିଏ ଜିନିଷ ଦେଖିଲି: ନ୍ଯାଯ ସ୍ଥାନ ରେ, ଦୁଷ୍ଟତା ସଠାେ ରେ ଥିଲା, ଏବଂ ଯେଉଁଠା ରେ ଧାର୍ମିକତା ରହିବା ଉଚିତ୍ ଥିଲା, ସଠାେ ରେ ଜଣେ ଦୁରାଚାର ଥିଲା।

Ecclesiastes 2:22
ସୂର୍ୟ୍ଯ ତଳେ ଜଣେ ମନୁଷ୍ଯ ପରିଶ୍ରମ କରି ଓ ହୃଦଯକୁ ଦୁଃଖ ଦଇେ କ'ଣ ପାଏ ?

Ecclesiastes 1:14
ସୂର୍ୟ୍ଯ ତଳେ ଘଟୁଥିବା ସମସ୍ତ କାର୍ୟ୍ଯ ମୁଁ ନୀରିକ୍ଷଣ କରିଅଛି। ଆଉ ଦେଖ ସବୁ ଅସାର, ପବନକୁ ଧରିବା ପରି।

Psalm 89:47
ଏହା ସ୍ମରଣ କର ୟେ, ମାରେ ଜୀବନ କେତେ କ୍ଷୀଣ। ତୁମ୍ଭେ ଆମ୍ଭକୁ ସୃଷ୍ଟି କରିଛ ଅଳ୍ପ ଦିନ ପାଇଁ, ଏହାପରେ ଆମ୍ଭେ ମରିବୁ।

Job 14:13
ମୁଁ ଇଚ୍ଛାକରେ, ତୁମ୍ଭେ ମାେତେ ପାତାଳ ରେ ଲୁଚାଇ ରଖନ୍ତ। ମୁଁ ଇଚ୍ଛାକରେ, ତୁମ୍ଭେ ମାେତେ ଲୁଚାଇ ରଖନ୍ତ, ଯେ ପର୍ୟ୍ଯନ୍ତ ତୁମ୍ଭର ରାଗ ଶାନ୍ତ ନ ହାଇେଛି। ତା'ପରେ ତୁମ୍ଭେ ମାେତେ ମନକରେିବା ପାଇଁ ଗୋଟେ ସମୟ ଠିକ୍ କରିବ।

Job 7:15
ତେଣୁ ମୁଁ ବଞ୍ଚିବାଠାରୁ ଶ୍ବାସ ରୋଧ ହାଇେ ମରିବାକୁ ଅଧିକ ପସନ୍ଦ କରେ।

Job 3:20
କାହିଁକି ଜଣେ ପୀଡ଼ିତ ବ୍ଯକ୍ତି ବଞ୍ଚିରହିବା ଉଚିତ ? କାହିଁକି ଜଣେ ବ୍ଯକ୍ତିକୁ ଜୀବନ ଦବୋ ଯାହାର ଆତ୍ମା ତିକ୍ତ।

1 Kings 19:4
ଏଲିଯ ପ୍ରାନ୍ତର ଭିତ ରେ ଦିନସାରା ଗ୍ଭଲି ଏକ ରୋତମ ବୃକ୍ଷମୂଳ ରେ ବସି ପଡିଲେ ଓ ନିଜର ମୃତ୍ଯୁ ପାଇଁ ପ୍ରାର୍ଥନା କରି କହିଲେ, ଏହା ୟଥେଷ୍ଟ ହେଲାଣି, ହେ ସଦାପ୍ରଭୁ, ମାରେ ପ୍ରାଣ ନିଅ, କାରଣ ମୁଁ ମାରେ ପୂର୍ବପୁରୁଷଙ୍କଠାରୁ ଭଲ ନୁହେଁ।

Numbers 11:15
ଆଉ ଯଦି ତୁମ୍ଭେ ମାେ ପ୍ରତି ଏପରି ପଥରେ ବ୍ଯବହାର କରିବାକୁ ଯାଉଅଛ, ତବେେ ବିନଯ କରୁଅଛି, ମୁଁ ଯଦି ତୁମ୍ଭ ଅନୁଗ୍ରହର ପାତ୍ର, ତବେେ ମାେତେ ମାରିଦିଅ ପେଛ, ଏପରି ଦୁର୍ଗତି ଦେଖିବାକୁ ଦିଅ ନାହିଁ।