Amos 7:5 in Oriya

Oriya Oriya Bible Amos Amos 7 Amos 7:5

Amos 7:5
କିନ୍ତୁ ମୁଁ ପ୍ରାର୍ଥନା କଲି ଓ କହିଲି, ହେ ମାରେ ସଦାପ୍ରଭୁ ପରମେଶ୍ବର, ମୁଁ ପ୍ରାର୍ଥନା କରୁଛି ବନ୍ଦ କର। ଯାକୁବ ବଞ୍ଚିବ ନାହିଁ। ସେ ଅତି କ୍ଷୁଦ୍ର।

Amos 7:4Amos 7Amos 7:6

Amos 7:5 in Other Translations

King James Version (KJV)
Then said I, O Lord GOD, cease, I beseech thee: by whom shall Jacob arise? for he is small.

American Standard Version (ASV)
Then said I, O Lord Jehovah, cease, I beseech thee: how shall Jacob stand? for he is small.

Bible in Basic English (BBE)
Then said I, O Lord God, let there be an end: how will Jacob be able to keep his place? for he is small.

Darby English Bible (DBY)
Then said I, O Lord Jehovah, cease, I beseech thee! How shall Jacob arise? for he is small.

World English Bible (WEB)
Then I said, "Lord Yahweh, stop, I beg you! How could Jacob stand? For he is small."

Young's Literal Translation (YLT)
`Lord Jehovah, cease, I pray Thee, How doth Jacob arise -- for he `is' small?'

Then
said
וָאֹמַ֗רwāʾōmarva-oh-MAHR
I,
O
Lord
אֲדֹנָ֤יʾădōnāyuh-doh-NAI
God,
יְהוִה֙yĕhwihyeh-VEE
cease,
חֲדַלḥădalhuh-DAHL
thee:
beseech
I
נָ֔אnāʾna
by
whom
מִ֥יmee
shall
Jacob
יָק֖וּםyāqûmya-KOOM
arise?
יַעֲקֹ֑בyaʿăqōbya-uh-KOVE
for
כִּ֥יkee
he
קָטֹ֖ןqāṭōnka-TONE
is
small.
הֽוּא׃hûʾhoo

Cross Reference

Psalm 85:4
ହେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ବର, ଆମ୍ଭମାନଙ୍କୁ ତୁମ୍ଭ ପାଖକୁ ଫରୋଇ ଆଣ ଏବଂ ଆମ୍ଭ ଉପରେ ଅପ୍ରସନ୍ନ ହବୋ ବନ୍ଦ କର।

Isaiah 1:9
ଏହା ସତ୍ଯ ଅଟେ। ମାତ୍ର ସଦାପ୍ରଭୁ ସର୍ବଶକ୍ତିମାନ ଅବଶିଷ୍ଟ ଅଳ୍ପ ଲୋକଙ୍କୁ ବଞ୍ଚିବାକୁ ଦେଲେ। ତା ନ ହାଇେଥିଲେ ଆମ୍ଭମାନେେ ସଦୋମ ଓ ହ ମାରୋର ପରି ସମ୍ପୂର୍ଣ୍ଣରୂପେ ଧ୍ବଂସ ପାଇଥାନ୍ତୁ।

Isaiah 10:25
ଯେତବେେଳେ ସଦାପ୍ରଭୁ ଜାଣିବେ ଯେ ଅଶୂର ତୁମ୍ଭମାନଙ୍କୁ ବହୁ ଦଣ୍ଡ ଦଇେସାରିଛି, ସେତବେେଳେ ମାରେ କୋର୍ଧ ପ୍ରଶମିତ ହବେ।'

Jeremiah 30:19
ସହେି ସ୍ଥାନମାନଙ୍କରୁ ଧନ୍ଯବାଦ ଓ ଆନନ୍ଦର ଧ୍ବନି ବାହାରିବ। ଆମ୍ଭେ ସମାନଙ୍କେୁ ଅସଂଖ୍ଯ କରିବା। ସମାନେେ ଅଳ୍ପ ସଂଖ୍ଯକ ହାଇେ ରହିବେ ନାହିଁ ଆଉ ଆମ୍ଭେ ସମାନଙ୍କେୁ ଗୌରବନ୍ବିତ କରିବା। କହେି ସମାନଙ୍କେୁ ଘୃଣା କରିବେ ନାହିଁ।

Joel 2:17
ସଦାପ୍ରଭୁଙ୍କର ସବେକଗଣ, ଯାଜକମାନେ ମଣ୍ତପ ଓ ୟଜ୍ଞବଦେୀ ରେ ନିଶ୍ଚିତ କାନ୍ଦିବେ ଓ ଆକୁଳ ରେ ସଦାପ୍ରଭୁଙ୍କୁ ନିବଦନେ କରିବେ, ହେ ସଦାପ୍ରଭୁ, ଆପଣଙ୍କର ଲୋକମାନଙ୍କୁ ଦୟାକର, ଏବଂ ଆପଣଙ୍କର ଲୋକମାନଙ୍କୁ ଲଜ୍ଜିତ କରାଅ ନାହିଁ। ଅନ୍ୟମାନଙ୍କ ଦ୍ବାରା ନିଜର ଲୋକଙ୍କୁ ପରିହାସ କରିବାକୁ ଦିଅ ନାହିଁ ଏବଂ ଅନ୍ୟ ଦେଶର ଲୋକମାନଙ୍କ ଦ୍ବାରା ଆପଣାର ଲୋକଙ୍କୁ ଶାସନ କରିବାକୁ ଦିଅନାହିଁ ଏବଂ ସମାନଙ୍କେୁ କହିବାକୁ ସୁଯୋଗ ଦିଅ ନାହିଁ ଯେ, 'ତୁମ୍ଭର ସଦାପ୍ରଭୁ କାହାନ୍ତି।'

Amos 7:2
ପଙ୍ଗପାଳ ଦଳ ରାଜ୍ଯର ସମସ୍ତ ତୃଣ ଖାଇଗଲେ। ତା'ପ ରେ ମୁଁ କହିଲି, ହେ ମାରେ ପ୍ରଭୁ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରାର୍ଥନା କରୁଛି। ଆମ୍ଭମାନଙ୍କୁ କ୍ଷମା କର। ଯାକୁବ କବେେ ତିଷ୍ଠିବ ନାହିଁ। କାରଣ ସେ ଅତି କ୍ଷୁଦ୍ର।