Amos 3:6
ଯଦି ନଗର ରେ ତୂରୀ ବାଜି ଉଠିବ ତବେେ ଲୋକମାନେ ଭୟ ରେ ଥରହର ହବେେ। ସଦାପ୍ରଭୁ ନ ଗ୍ଭହିଁଲା ପର୍ୟ୍ଯନ୍ତ ନଗର ମଧିଅରେ କୌଣସି ଅସୁବିଧା ଘଟିବ ନାହିଁ।
Amos 3:6 in Other Translations
King James Version (KJV)
Shall a trumpet be blown in the city, and the people not be afraid? shall there be evil in a city, and the LORD hath not done it?
American Standard Version (ASV)
Shall the trumpet be blown in a city, and the people not be afraid? shall evil befall a city, and Jehovah hath not done it?
Bible in Basic English (BBE)
If the horn is sounded in the town will the people not be full of fear? will evil come on a town if the Lord has not done it?
Darby English Bible (DBY)
Shall a trumpet be blown in the city, and the people not be afraid? Shall there be evil in a city, and Jehovah not have done [it]?
World English Bible (WEB)
Does the trumpet alarm sound in a city, Without the people being afraid? Does evil happen to a city, And Yahweh hasn't done it?
Young's Literal Translation (YLT)
Is a trumpet blown in a city, And do people not tremble? Is there affliction in a city, And Jehovah hath not done `it'?
| Shall a trumpet | אִם | ʾim | eem |
| be blown | יִתָּקַ֤ע | yittāqaʿ | yee-ta-KA |
| city, the in | שׁוֹפָר֙ | šôpār | shoh-FAHR |
| and the people | בְּעִ֔יר | bĕʿîr | beh-EER |
| not | וְעָ֖ם | wĕʿām | veh-AM |
| be afraid? | לֹ֣א | lōʾ | loh |
| be there shall | יֶחֱרָ֑דוּ | yeḥĕrādû | yeh-hay-RA-doo |
| evil | אִם | ʾim | eem |
| in a city, | תִּהְיֶ֤ה | tihye | tee-YEH |
| Lord the and | רָעָה֙ | rāʿāh | ra-AH |
| hath not | בְּעִ֔יר | bĕʿîr | beh-EER |
| done | וַיהוָ֖ה | wayhwâ | vai-VA |
| it? | לֹ֥א | lōʾ | loh |
| עָשָֽׂה׃ | ʿāśâ | ah-SA |
Cross Reference
Isaiah 45:7
ଆମ୍ଭେ ଆଲୋକ ସୃଷ୍ଟିକରୁ ଓ ଆମ୍ଭେ ଅନ୍ଧକାର ମଧ୍ଯ ସୃଷ୍ଟି କରୁ। ଆମ୍ଭେ ଶାନ୍ତି ରଚନା କରୁ ଓ ଅନିଷ୍ଟ ମଧ୍ଯ ସୃଷ୍ଟି କରୁ। ଆମ୍ଭେ ସଦାପ୍ରଭୁ ଏ ସମସ୍ତ ସାଧନ କରୁ।
Zephaniah 1:16
ଏହା ୟୁଦ୍ଧ ସମୟ ପରି ଏକ ସମୟ ହବେ, ଯେତବେେଳେ ଲୋକମାନେ ପ୍ରତିରକ୍ଷା ଦୁର୍ଗ ଓ ସୁରକ୍ଷିତ ନଗରୀ ରେ ତୂରୀର ଓ ୟୁଦ୍ଧର କାନ୍ଦଣା ଶୁଣିବେ।
Isaiah 14:24
ସର୍ବଶକ୍ତିମାନ ସଦାପ୍ରଭୁ ଶପଥ କରି କହିଲେ, ମୁଁ ଶପଥ କରୁଛି, ମୁଁ ଯାହା ଚାହିଁଥିଲି ତାହାହିଁ ଘଟିବ। ମୁଁ ଯେପରି ମନ୍ତ୍ରଣା କରିଛି ସହେିପରି ମଧ୍ଯ ଘଟିବ।
Hosea 5:8
ଗିବିଯା ରେ ଶିଙ୍ଗା ବଜାଅ। ରାମା ରେ ତୂରୀ ବଜାଅ। ବୈଥ-ଆବନ ରେ ସତର୍କ କରିଦିଅ। ହେ ବିନ୍ଯାମୀନ, ତୁମ୍ଭର ପଛ ରେ ଶତୃଗଣ ଅଛନ୍ତି।
Jeremiah 6:1
ହେ ବିନ୍ଯାମୀନ ସନ୍ତାନଗଣ, ତୁମ୍ଭମାନେେ ରକ୍ଷା ପାଇବା ପାଇଁ ୟିରୁଶାଲମରୁ ପଳାଯନ କର। ତିକୋଯ ନଗର ରେ ତୂରୀ ବଜାଅ ଓ ବୈଥହକରମେ ରେ ଧ୍ବଜା ଟକେ। କାରଣ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ଆସୁଅଛି।
Jeremiah 4:5
ତୁମ୍ଭମାନେେ ଯିହୁଦାର ଲୋକମାନଙ୍କୁ ଏହି ବାର୍ତ୍ତା ଦିଅ ଓ ୟିରୁଶାଲମ ରେ ଏହିକଥା ପ୍ରଚାର କର। 'ସମଗ୍ର ଦେଶ ରେ ତୂରୀ ବଜାଅ' ଓ ଉଚ୍ଚସ୍ବର ରେ ଚିତ୍କାର କର, 'ତୁମ୍ଭମାନେେ ଏକତ୍ରୀତ ହୁଅ। ଆଉ କୁହ, ଆସ ସୁଦୃଢ଼ ନଗରକୁ ପଳାଇବା।'
Genesis 50:20
ଏହା ସତ୍ଯ ଯେ ତୁମ୍ଭମାନେେ ମାେ ବିରୁଦ୍ଧ ରେ ମନ୍ଦ ଯୋଜନା କରିଥିଲ। କିନ୍ତୁ ବାସ୍ତବ ରେ ପରମେଶ୍ବରଙ୍କର ଯୋଜନା ଥିଲାଉତ୍ତମ। ପରମେଶ୍ବରଙ୍କର ଯୋଜନା ଥିଲା ଯେ, ସେ ମାେ ଦ୍ବାରା ବହୁତ ଜୀବନ ରକ୍ଷା କରିବେ। ଏବଂ ଯେଉଁଥି ପାଇଁ ଏସବୁ ହେଲା।
2 Corinthians 5:11
ଆମ୍ଭେ ଜାଣୁ ଯେ, ପ୍ରଭୁଙ୍କୁ ଭୟ କରିବା ଅର୍ଥ କ'ଣ ଅଟେ। ସେଥିପାଇଁ ଲୋକମାନଙ୍କୁ ସତ୍ଯ ଗ୍ରହଣ କରିବା ପାଇଁ ଆମ୍ଭେ ବୁଝାଉଁ। ପରମେଶ୍ବର ଜାଣନ୍ତି ଯେ, ଆମ୍ଭେ ପ୍ରକୃତ ରେ କ'ଣ ଓ ମୁଁ ଆଶା କରେ, ତୁମ୍ଭେ ମଧ୍ଯ ଆମ୍ଭର ପ୍ରକୃତ ପରିଚୟ ପାଇପାରିବ।
Acts 4:28
ଏହି ଯେଉଁ ଲୋକମାନେ ଯୀଶୁଙ୍କ ବିରୁଦ୍ଧ ରେ ଏକତ୍ର ମନ୍ତ୍ରଣା କଲେ ସମାନେେ ତୁମ୍ଭର ଯୋଜନାକୁ ସଫଳ କଲେ। ତୁମ୍ଭର ଇଚ୍ଛା ଓ ଶକ୍ତି ଅନୁସାରେ ଏହା ଘଟିଲା।
Acts 2:23
ତୁମ୍ଭମାନେେ ସମସ୍ତେ ଏସବୁ ଦିଖିଛ ଓ ଏସବୁ ଯେ ନିରାଟ ସତ୍ଯ ତାହା ଜାଣିଛ। ଏହି ଯୀଶୁଙ୍କୁ ଇଶ୍ବର ନିଶ୍ଚିତ ଯୋଜନା ଓ ପୂର୍ବ ଜ୍ଞାନ ଅନୁସାରେ ତୁମ୍ଭମାନଙ୍କୁ ସମର୍ପି ଦିଆ ଯାଇଥିଲା। କିନ୍ତୁ ତୁମ୍ଭମାନେେ ଦୁଷ୍ଟମାନଙ୍କ ସାହାୟ୍ଯ ରେ ତାହାଙ୍କୁ କୃଶ ରେ ଚ଼ଢ଼ଇେ କଣ୍ଟା ବାଡ଼ଇେ ହତ୍ଯା କରିଦଲେ।
Ezekiel 33:3
ଆଉ ସେ ଯଦି ଦେଶ ବିରୁଦ୍ଧ ରେ ଖଡ୍ଗ ଆଣିବାର ଦେଖେ, ତବେେ ସେ ତୂରୀ ବଜାଇ ଲୋକମାନଙ୍କୁ ସଚତନେ କରାଏ।
Jeremiah 10:7
ତେଣୁ ହେ ପରମେଶ୍ବର, ତୁମ୍ଭେ ସର୍ବଦେଶୀଯମାନଙ୍କ ମଧିଅରେ ମହାନ୍। ତୁମ୍ଭକୁ କିଏ ଭୟ ନ କରିବ ? ତୁମ୍ଭେ ତାହାର ଯୋଗ୍ଯ। ସର୍ବଦେଶୀଯ ମଧିଅରେ ବହୁ ଜ୍ଞାନୀ ଲୋକ ଅଛନ୍ତି, ମାତ୍ର ସମଗ୍ର ରାଜକୀଯ, ଐଶ୍ବର୍ୟ୍ଯଶାଳୀ ଓ ଜ୍ଞାନୀମାନଙ୍କ ମଧିଅରେ ତୁମ୍ଭ ତୁଲ୍ଯ କହେି ନାହାନ୍ତି।
Jeremiah 5:22
ନିଶ୍ଚିତଭାବରେ ତୁମ୍ଭମାନେେ ଆମ୍ଭକୁ ଭୟ କରିବାର କାରଣ ଅଛି, ସଦାପ୍ରଭୁ କହନ୍ତି। ହଁ, ତୁମ୍ଭମାନେେ ଆମ୍ଭ ସମ୍ମୁଖ ରେ ଭୟ ରେ ଥରିବାର କାରଣ ଅଛି। ଆମ୍ଭେ ବାଲୁକାସ୍ତୁପ ସ୍ଥାପନ କଲୁ, ଯେପରି ସମୁଦ୍ର ତା'ର ସୀମା ଲଙ୍ଘନ ନ କରିବ। ସମୁଦ୍ର ରେ ଢ଼େଉ ଉେଠ ଏବଂ ଏହାର କୌଣସି କ୍ଷତି କରେ ନାହିଁ। ଏହା ଘାରେ ଗର୍ଜନ କରେ, ମାତ୍ର ଆମ୍ଭେ ସ୍ଥାପନ କରିଥିବା ସୀମା ଲଙ୍ଘନ କରେ ନାହିଁ।