Job 17:1
ମାରେ ଆତ୍ମା ଭାଙ୍ଗି ୟାଇଛି। ମୁଁ ସବୁ ତ୍ଯାଗ କରିବାକୁ ପ୍ରସ୍ତୁତ ଅଛି। ମାରଜେୀବନ ପ୍ରାଯ ନଷ୍ଟ ହାଇୟୋଇଛି। ମାେ ପାଇଁ କବର ଅପେକ୍ଷା କରିଛି।
Job 17:1 in Other Translations
King James Version (KJV)
My breath is corrupt, my days are extinct, the graves are ready for me.
American Standard Version (ASV)
My spirit is consumed, my days are extinct, The grave is `ready' for me.
Bible in Basic English (BBE)
My spirit is broken, my days are ended, the last resting-place is ready for me.
Darby English Bible (DBY)
My breath is corrupt, my days are extinct, the graves are mine.
Webster's Bible (WBT)
My breath is corrupt, my days are extinct, the graves are ready for me.
World English Bible (WEB)
"My spirit is consumed, my days are extinct, And the grave is ready for me.
Young's Literal Translation (YLT)
My spirit hath been destroyed, My days extinguished -- graves `are' for me.
| My breath | רוּחִ֣י | rûḥî | roo-HEE |
| is corrupt, | חֻ֭בָּלָה | ḥubbālâ | HOO-ba-la |
| my days | יָמַ֥י | yāmay | ya-MAI |
| extinct, are | נִזְעָ֗כוּ | nizʿākû | neez-AH-hoo |
| the graves | קְבָרִ֥ים | qĕbārîm | keh-va-REEM |
| are ready for me. | לִֽי׃ | lî | lee |
Cross Reference
Psalm 88:3
ମାରେ ପ୍ରାଣ ଦୁଃଖରେ ଭରପୁର। ମୁଁ ଶୀଘ୍ର ମରିୟିବି।
Isaiah 38:10
ମୁଁ ନିଜକୁ କହିଲି ମୁଁ ଆପଣା ଆଯୁର ମଧ୍ଯାହ୍ନ ସମୟରେ ପାତାଳପୁର ଦ୍ବାର ରେ ପ୍ରବେଶ କରିବି। ମୁଁ ନିଜର ଜୀବନ ସମୟର ଅବଶିଷ୍ଟାଂଶ ପ୍ରାପ୍ତିରୁ ବଞ୍ଚିତ ହଲିେ।
Job 6:11
ମାରେ କ'ଣ ଶକ୍ତି ବାକି ରହିଛି ଯେ ମୁଁ ଆଶା କରିବି ? ମୁଁ ଜାଣନୋ ମାରେ କ'ଣ ହବୋକୁ ଯାଉଛି। ସେଥିପାଇଁ ମାରେ ର୍ଧୈୟ୍ଯ ଧରିବା ପାଇଁ କୌଣସି କାରଣ ନାହିଁ।
Job 17:13
ମୁଁ ହୁଏତ କବରକୁ ମାରେ ନୂଆ ଘର ବୋଲି ଆଶା କରିବି। ମୁଁ ଆଶା କରୁଛି, ମାରେ ବିଛଣା ଅନ୍ଧକାର ବିବରଣ କରିବି।
Job 19:17
ମାରେ ପତ୍ନୀ ମାରେ ନିଶ୍ବାସର ପବନକୁ ମଧ୍ଯ ଘୃଣା କରେ। ଓ ନିଜ ଭାଇମାନେ ମାେତେ ଘୃଣା କରନ୍ତି।
Job 42:16
ଏହାପରେ ଆୟୁବ 140 ବର୍ଷ ଅଧିକା ବଞ୍ଚିଲା। ସେ ନିଜର ପିଲାମାନଙ୍କର, ନାତିନାତୁଣୀମାନଙ୍କର ଚାରିପୁରୁଷ ପର୍ୟ୍ଯନ୍ତ ଦେଖିଲା।
Isaiah 57:16
ଆମ୍ଭେ ସର୍ବଦା ବିରୋଧ କରିବା ନାହିଁ କିମ୍ବା ନିରନ୍ତର କୋର୍ଧ କରିବା ନାହିଁ। ଯଦି କରିବା ତାହା ହେଲେ ମାନବର ଆତ୍ମା ଓ ଆମ୍ଭ ନିର୍ମିତ ପ୍ରାଣୀସକଳ ଆମ୍ଭ ସମ୍ମୁଖ ରେ କ୍ଷୀଣ ହବେେ।