2 Timothy 3:11
ତୁମ୍ଭମାନେେ ମାେ ପ୍ରତି ନିର୍ୟ୍ଯାତନାଗୁଡ଼ିକ ଓ ମାରଦେୁଃଖଗୁଡ଼ିକ ବିଷୟ ରେ ଜାଣିଛ। ଆନ୍ତିୟଖିଆ, ଇକନିୟ ଓ ଲୁସ୍ତ୍ରା ରେ ମାେ ପ୍ରତି ଯାହା ସବୁ ଘଟିଲା, ତୁମ୍ଭେ ତାହା ଜାଣିଛ। ସହେି ସ୍ଥାନଗୁଡ଼ିକରେ ମୁଁ କିପରି ନିର୍ୟ୍ଯାତନା ଭୋଗ କଲି, ତାହା ତୁମ୍ଭେ ଜାଣିଛ। କିନ୍ତୁ ସହେିସବୁ କଷ୍ଟରୁ ପରମେଶ୍ବର ମାେତେ ରକ୍ଷା କଲେ।
2 Timothy 3:11 in Other Translations
King James Version (KJV)
Persecutions, afflictions, which came unto me at Antioch, at Iconium, at Lystra; what persecutions I endured: but out of them all the Lord delivered me.
American Standard Version (ASV)
persecutions, sufferings. What things befell me at Antioch, at Iconium, at Lystra; what persecutions I endured. And out of them all the Lord delivered me.
Bible in Basic English (BBE)
My punishments and pain; the things which came to me at Antioch, at Iconium, at Lystra; the cruel attacks made on me: and the Lord made me free from them all.
Darby English Bible (DBY)
persecutions, sufferings: what [sufferings] happened to me in Antioch, in Iconium, in Lystra; what persecutions I endured; and the Lord delivered me out of all.
World English Bible (WEB)
persecutions, and sufferings: those things that happened to me at Antioch, Iconium, and Lystra. I endured those persecutions. Out of them all the Lord delivered me.
Young's Literal Translation (YLT)
the persecutions, the afflictions, that befel me in Antioch, in Iconium, in Lystra; what persecutions I endured, and out of all the Lord did deliver me,
| τοῖς | tois | toos | |
| Persecutions, | διωγμοῖς | diōgmois | thee-oge-MOOS |
| τοῖς | tois | toos | |
| afflictions, | παθήμασιν | pathēmasin | pa-THAY-ma-seen |
| which | οἷά | hoia | OO-AH |
| came | μοι | moi | moo |
| me unto | ἐγένετο | egeneto | ay-GAY-nay-toh |
| at | ἐν | en | ane |
| Antioch, | Ἀντιοχείᾳ | antiocheia | an-tee-oh-HEE-ah |
| at | ἐν | en | ane |
| Iconium, | Ἰκονίῳ | ikoniō | ee-koh-NEE-oh |
| at | ἐν | en | ane |
| Lystra; | Λύστροις | lystrois | LYOO-stroos |
| what | οἵους | hoious | OO-oos |
| persecutions | διωγμοὺς | diōgmous | thee-oge-MOOS |
| I endured: | ὑπήνεγκα | hypēnenka | yoo-PAY-nayng-ka |
| but | καὶ | kai | kay |
| of out | ἐκ | ek | ake |
| them all | πάντων | pantōn | PAHN-tone |
| the | με | me | may |
| Lord | ἐῤῥύσατο | errhysato | are-RYOO-sa-toh |
| delivered | ὁ | ho | oh |
| me. | κύριος | kyrios | KYOO-ree-ose |
Cross Reference
Acts 13:45
ଯିହୂଦୀୟମାନେ ଲୋକମାନଙ୍କର ଭିଡ଼ ଦେଖି ଈର୍ଷା କଲେ। ସମାନେେ ପାଉଲଙ୍କ କଥାକୁ ବିରୋଧ କରି ଅପମାନଜନକ ଶବ୍ଦ ସବୁ ପ୍ରଯୋଗ କଲେ।
Acts 14:5
ଅନ୍ୟଜାତୀୟ ଓ ଯିହୂଦୀୟ ଲୋକମାନେ ସମାନଙ୍କେ ସହ ଖରାପ ବ୍ଯବହାର କରିବାପାଇଁ ଓ ସମାନଙ୍କେ ଉପରେ ପଥର ପକାଇବା ନିମନ୍ତେ ନେତାମାନଙ୍କ ସହିତ ମିଶିଲେ।
Psalm 34:19
ଧାର୍ମିକ ବ୍ଯକ୍ତିମାନଙ୍କ ଉପରେ ହୁଏତ ବହୁତ ବିପଦ ଆସିପାରେ କିନ୍ତୁ ସଦାପ୍ରଭୁ ସମାନଙ୍କେୁ ସମାନଙ୍କେର ପ୍ରେତ୍ୟକକ ବିପଦରୁ ଉଦ୍ଧାର କରିବେ।
2 Corinthians 11:23
ସମାନେେ କ'ଣ କବଳେ ଇଶ୍ରାୟେଲୀୟ ? ମୁଁ ମଧ୍ଯ। ସମାନେେ କ'ଣ କବଳେ ଅବ୍ରହାମଙ୍କ ବଂଶଧାରୀ ? ମୁଁ ମଧ୍ଯ। ସମାନେେ କ'ଣ କବଳେ ଖ୍ରୀଷ୍ଟଙ୍କ ସବେକ ? ମୁଁ ମଧ୍ଯ ମୁଁ କ'ଣ ପାଗଳ ସେଥିପାଇଁ ଏପରି ଦର୍ପ କରୁଛି ? ସମାନଙ୍କେ ତୁଳନା ରେ ମୁଁ ଅଧିକ କଠାେର ପରିଶ୍ରମ କରିଛି। ମୁଁ ଥରକୁ ଥର କାରାବରଣ କରିଛି। ମାେତେ ଥରକୁ ଥର ମାଡ଼ ମରାଯାଇଛି। ଅନକେ ଥର ମୁଁ ମୃତ୍ଯୁର ସନ୍ନିକଟ ହାଇେଛି।
Acts 13:14
ସମାନେେ ପର୍ଗିରୁ ଯାତ୍ରା କରି ପିସିଦିଆର ଆନ୍ତିୟଖିଆ ନଗର ରେ ଆସି ପହନ୍ଚିଲେ। ଆନ୍ତିୟଖିଆ ରେ ବିଶ୍ରାମ ଦିନ ରେ ସମାନେେ ୟିହୁଦୀମାନଙ୍କର ସମାଜଗୃହ ରେ ଯାଇ ବସିଲେ।
Acts 26:22
କିନ୍ତୁ ମାେତେ ପରମେଶ୍ବର ସାହାୟ୍ଯ କଲେ। ସେ ଆଜି ପର୍ୟ୍ଯନ୍ତ ମାେତେ ସାହାୟ୍ଯ କରିଆସୁଛନ୍ତି। ପରମେଶ୍ବରଙ୍କ ସାହାୟ୍ଯ ପାଇ ମୁଁ ଏଠା ରେ ଠିଆ ହାଇେଛି। ଉଭୟ ପ୍ରଭାବଶାଳୀ ଓ ସାଧାରଣ ଲୋକମାନଙ୍କୁ, ମୁଁ ଦେଖିଥିବା କଥା କହୁଛି। ମୁଁ କିଛି ନୂଆ କଥା କହୁନାହିଁ। ମାଶାେ ଓ ଭାବବାଦୀମାନେ ଯାହା ସବୁ ଘଟିବ ବୋଲି କହିଛନ୍ତି, ମୁଁ ସହେି କଥା କହୁଛି।
Acts 26:17
ମୁଁ ତୁମ୍ଭକୁ ତୁମ୍ଭ ନିଜ ଓ ଅନ୍ୟ ଦେଶର ଲୋକମାନଙ୍କଠାରୁ ରକ୍ଷା କରିବି। ସମାନଙ୍କେର ଆଖି ଖାଲିେ ଦବୋପାଇଁ ମୁଁ ତୁମ୍ଭକୁ ପଠାଉଛି।
Acts 25:3
ସମାନେେ ପାଉଲଙ୍କୁ ୟିରୁଶାଲମକୁ ପଠାଇଦବୋ ପାଇଁ ତାହାଙ୍କୁ ଅନୁ ରୋଧ କଲେ। କାରଣ ସମାନେେ ତାହାଙ୍କୁ ରାସ୍ତା ରେ ହତ୍ଯା କରିବାର ଷଡ଼ୟନ୍ତ୍ର କରିଥିଲେ।
Acts 23:12
ତହିଁ ଆରଦିନ କେତକେ ଯିହୂଦୀ ଗୋଟିଏ ଯୋଜନା କଲେ। ସମାନେେ ପାଉଲଙ୍କୁ ହତ୍ଯା କରିବା ପାଇଁ ଚାହିଁଲେ। ତାହାଙ୍କୁ ହତ୍ଯା ନକରିବା ପର୍ୟ୍ଯନ୍ତ ସମାନେେ ଅନ୍ନଜଳ ସ୍ପର୍ଶ କରିବେ ନାହିଁ ବୋଲି ଶପଥ କଲେ।
Acts 23:10
ଧୀ ରଧେୀ ରେ ଗଣ୍ଡଗୋଳ ବଢ଼ି ହିଂସ୍ରକ ହାଇେଉଠିଲା। ସନୋଧ୍ଯକ୍ଷ ଭାବିଲେ, ବୋଧେ ଲୋକେ ପାଉଲଙ୍କୁ ଖଣ୍ଡ ଖଣ୍ଡ କରି ପକାଇବେ। ତେଣୁ ପାଉଲଙ୍କୁ ସମାନଙ୍କେ ନିକଟରୁ ନଇେଆସି ସୈନ୍ଯ ନିବାସ ଭିତରୁ ନଇେ ୟିବା ନିମନ୍ତେ ସୈନିକମାନଙ୍କୁ ଆଦେଶ ଦେଲେ।
Romans 8:35
ଖ୍ରୀଷ୍ଟଙ୍କର ପ୍ ରମେ ଠାରୁ ଆମ୍ଭକୁ କିଏ କ'ଣ ଅଲଗା କରି ପା ରେ? ନା! କଷ୍ଟ କ'ଣ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ ରମରେୁ ଅଲଗା କରି ପା ରେ?ନା! ସମସ୍ଯା ବା ତାଡନା କ'ଣ ଖ୍ରୀଷ୍ଟଙ୍କର ଶତୃମାନଙ୍କ ଆଘାତ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ ରମରେୁ ଅଲଗା କରି ପା ରେ? ନା! ଯଦି ଆମ୍ଭ ପାଖ ରେ ଖାଦ୍ୟ ବା ଲୁଗାପଟା ନାହିଁ, ତା ହେଲେ ତାହା କ'ଣ ଖ୍ରୀଷ୍ଟଙ୍କର ପ୍ ରମରେୁ ଆମ୍ଭକୁ ଅଲଗା କରିପା ରେ? ନା! ବିପଦ ବା ମୁତ୍ଯୁ ହେଉନା କାହିଁକି ତାହା କ'ଣ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ ରମରେୁ ଅଲଗା କରି ପା ରେ? ନା!
1 Corinthians 4:9
କିନ୍ତୁ ମାରେ ମନେ ହୁଏ ଯେ, ପରମେଶ୍ବର ଆମ୍ଭ ପ୍ ରରେିତମାନଙ୍କୁ ସର୍ବଶଷେ ରେ ରଖିଅଛନ୍ତି। ଆମ୍ଭମାନେେ ଯେପରି ମୃତ୍ଯୁଦଣ୍ଡ ରେ ଦଣ୍ଡିତ କରା ହାଇେଛୁ ଏବଂ ସମସ୍ତ ଜଗତ ଏହା ଦେଖୁଛନ୍ତି। ସମଗ୍ର ଜଗତ, ସ୍ବର୍ଗଦୂତ ଓ ଲୋକମାନଙ୍କ ସମ୍ମୁଖ ରେ ଆମ୍ଭମାନେେ ଯେପରି ଏକ ନାଟକ କରୁଛୁ।
2 Corinthians 1:8
ଭାଇ ଓ ଭଉଣୀମାନେ ! ଏସିଆ ଦେଶ ରେ ଆମ୍ଭେ ଯେଉଁ ଯାତନା ସହିଲୁ ଆମ୍ଭେ ଚାହୁଁ ଯେପରି ସହେି ବିଷୟ ରେ ତୁମ୍ଭମାନେେ ମଧ୍ଯ ଜାଣ। ଆମ୍ଭମାନେେ ଭାରାକ୍ରାନ୍ତ ହାଇେ ପଡ଼ିଲୁ। ଏପରିକି ଏହା ଏତେ ଅଧିକ ଥିଲା ଯେ, ଆମ୍ଭମାନେେ ଜୀବନର ସମସ୍ତ ଆଶା ହରାଇଥିଲୁ। ସହେି ଭାର ଆମ୍ଭମାନଙ୍କର ବହନ କରିବା ଶକ୍ତିଠାରୁ ଅଧିକ ଥିଲା।
2 Corinthians 4:8
ଆମ୍ଭ ଚତୁର୍ଦ୍ଦିଗରୁ ସମସ୍ଯା ଆମକୁ ଚାପି ପକାଇଛି, କିନ୍ତୁ ଆମ୍ଭେ ହାରି ଯାଇ ନାହୁଁ। ଅନକେ ସମୟରେ କ'ଣ କରିବାକୁ ହବେ ତାହା ଆମ୍ଭେ ଜାଣି ପାରୁନାହୁଁ।
2 Timothy 4:7
ମୁଁ ଦୌଡ଼ ପୂର୍ଣ୍ଣ କରିସାରିଛି। ମୁଁ ବିଶ୍ବାସ ବଜାୟ ରଖିଛି।
2 Timothy 4:17
ଅଣୟହଦୂଦୀମାନଙ୍କୁ ସୁସମାଚାର ପୂର୍ଣ୍ଣ ଭାବରେ ପ୍ରଚାର କରିବା ବେଳେ ପ୍ରଭୁ ମାେତେ ଶକ୍ତି ପ୍ରଦାନ କଲେ। ସମସ୍ତ ଅଣଯିହୂଦୀ ଲୋକେ ସୁସମାଚାର ଶୁଣନ୍ତୁ ବୋଲି ପ୍ରଭୁ ଚାହିଁଥିଲେ। ମୁଁ ସିଂହ ମୁଖରୁ ରକ୍ଷା ପାଇଲି।
Hebrews 10:33
ସେତବେେଳେ ଲୋକେ ତୁମ୍ଭମାନଙ୍କୁ ଘୃଣାପୂର୍ଣ୍ଣ କଥାମାନ କହିଥିଲେ, ଓ ଅନକେ ଲୋକଙ୍କ ଆଗ ରେ ତୁମ୍ଭମାନଙ୍କୁ ଅପଦସ୍ତ କରିଥିଲେ। େ ବେଳବେଳେ ଏହି ଭଳି ଖରାପ ବ୍ଯବହାର ମଧ୍ଯ ଦଇେ ଗତି କରୁଥିବା ଲୋକଙ୍କୁ ତୁମ୍ଭମାନେେ ସାହାୟ୍ଯ କଲ।
2 Peter 2:9
ପରମେଶ୍ବର ଏହି ସମସ୍ତ କାର୍ୟ୍ଯ କଲେ। ଅତଏବ ଯେଉଁମାନେ ତାହାଙ୍କୁ ସବୋ କରୁଛନ୍ତି, ପ୍ରଭୁ ସର୍ବଦା ସମାନଙ୍କେୁ ରକ୍ଷା କରିବେ। ସମସ୍ଯା ରେ ପଡ଼ିଥିଲା ବେଳେ ସେ ସମାନଙ୍କେୁ ରକ୍ଷା କରିବେ। ଏହା ସହିତ, ପ୍ରଭୁ ମନ୍ଦ ଲୋକମାନଙ୍କୁ ବିଚାର ଦିନ ରେ ଦଣ୍ଡ ଦବେେ।
Acts 21:32
ସେ ସଙ୍ଗେ ସଙ୍ଗେ କେତକେ ସୈନ୍ଯ ଓ ଅଧିକାରୀମାନଙ୍କ ସହିତ ଆସି ପହନ୍ଚିଲେ। ସେ ପାଉଲଙ୍କୁ ହତ୍ଯା କରିବାକୁ ଉଦ୍ଯମ ହେଉଥିବା ଯିହୂଦୀମାନଙ୍କ ପାଖକୁ ଗଲେ। ସମାନେେ ସନୋପତି ଓ ସୈନ୍ଯସାମନ୍ତଙ୍କୁ ଦେଖି ପାଉଲଙ୍କୁ ମାଡ଼ ମାରିବା ବନ୍ଦ କଲେ।
Acts 20:23
ମାେତେ ପବିତ୍ର ଆତ୍ମା ଜଣାଉଅଛନ୍ତି ଯେ ପ୍ରତି ନଗର ରେ ମୁଁ କାରାବରଣ ଓ ଅସୁବିଧା ଭୋଗ କରିବି।
2 Samuel 22:1
ଯେଉଁ ସମୟରେ ସଦାପ୍ରଭୁ ୟାବତୀଯ ଶତୃ ହସ୍ତରକ୍ସ୍ଟ ଓ ଶାଉଲଙ୍କର ହସ୍ତରକ୍ସ୍ଟ ଦାଉଦଙ୍କକ୍ସ୍ଟ ଉଦ୍ଧାର କଲେ। ସେ ସମୟରେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଏହି ଗୀତ ନିବଦନେ କଲେ।
2 Samuel 22:49
ପରମେଶ୍ବର ମାେ ଶତୃଗଣଠାରକ୍ସ୍ଟ ମାେତେ ରକ୍ଷା କରନ୍ତି। ଯେଉଁଲୋକମାନେ ମାେ ବିରକ୍ସ୍ଟଦ୍ଧ ରେ ଉଠିଛନ୍ତି, ସମାନଙ୍କେୁ ପରାସ୍ତ କରିବା ରେ ତୁମ୍ଭେ ମାେତେ ସାହାୟ୍ଯ କଲ। ତୁମ୍ଭେ ମାେତେ ସହେି ନିର୍ଦ୍ଦଯ ଲୋକମାନଙ୍କଠାରକ୍ସ୍ଟ ରକ୍ଷା କଲ।
Job 5:19
ସେ ତୁମ୍ଭକୁ ବିପଦରୁ ଉଦ୍ଧାର କରିପାରିବେ। ହଁ, ଦରକାର ପଡ଼ିଲେ ବିନା ଆଘାତ ରେ ସାତାଟେି ଦୁର୍ବିପାକରୁ ରକ୍ଷା କରିପାରିବେ।
Psalm 37:40
ସଦାପ୍ରଭୁ ଧାର୍ମିକ ଲୋକମାନଙ୍କୁ ସାହାୟ୍ଯ କରନ୍ତି ଓ ସମାନଙ୍କେୁ ରକ୍ଷା କରନ୍ତି। ସଦାପ୍ରଭୁ ସହେି ଲୋକମାନଙ୍କୁ ଦୁଷ୍ଟ ଲୋକଙ୍କ କବଳରୁ ରକ୍ଷା କରନ୍ତି କାରଣ ସମାନେେ ତାଙ୍କ ଉପରେ ନିର୍ଭରଶୀଳ।
Psalm 91:2
ମୁଁ ସଦାପ୍ରଭୁଙ୍କୁ କହିଲି, ତୁମ୍ଭେ ମାରେ ଆଶ୍ରଯ ଓ ଦୁର୍ଗ, ମାରେ ପରମେଶ୍ବର, ମୁଁ ତୁମ୍ଭ ନିକଟରେ ବିଶ୍ବାସ ରେଖ।
Psalm 91:14
ସଦାପ୍ରଭୁ କହନ୍ତି, ୟଦି କୌଣସି ଲୋକ ଆମ୍ଭଙ୍କୁ ପ୍ରମେ କରେ ଆମ୍ଭେ ତାଙ୍କୁ ରକ୍ଷା କରିବା ଓ ଯେଉଁମାନେ ଆମ୍ଭଙ୍କୁ ପ୍ରକୃତରେ ଜାଣନ୍ତି, ସମାନଙ୍କେୁ ଆମ୍ଭେ ଉଚ୍ଚରେ ରଖିବା।
Isaiah 41:10
ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗ ରେ ଅଛୁ। ନିରାଶ ହୁଅ ନାହିଁ କାରଣ ଆମ୍ଭେ ତୁମ୍ଭର ପରମେଶ୍ବର। ଆମ୍ଭେ ତୁମ୍ଭକୁ ସବଳ କରିବା, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବା। ପୁଣି ଆମ୍ଭେ ଆପଣା ଧର୍ମସ୍ବରୂପ ଦକ୍ଷିଣ ହସ୍ତ ରେ ତୁମ୍ଭକୁ ଧରି ରଖିବା।
Isaiah 41:14
ହେ କୀଟରୂପୀ ଯାକୁବ ଓ ହେ ଇଶ୍ରାୟେଲୀୟ ନରଗଣ, ଭୟ କର ନାହିଁ। ସଦାପ୍ରଭୁ କୁହନ୍ତି, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବା ଓ ଇଶ୍ରାୟେଲର ଧର୍ମସ୍ବରୂପ ତୁମ୍ଭର ମୁକ୍ତିଦାତା ଅଟନ୍ତି।
Isaiah 43:2
ତୁମ୍ଭେ ଯେତବେେଳେ ଦୁଃଖ ରେ ପଡ଼ିବ, ଆମ୍ଭେ ତୁମ୍ଭର ସହବର୍ତ୍ତୀ ହବେୁ। ଜଳ ମଧିଅରେ ଗମନ କଲା ବେଳେ ତୁମ୍ଭର ସଙ୍ଗୀ ହବେୁ। ଫଳ ରେ ତୁମ୍ଭେ ଜଳ ରେ ମଗ୍ନ ହବେ ନାହିଁ। ଅଗ୍ନି ରେ ଗମନ କଲା ବେଳେ ଦଗ୍ଧିଭୂତ ହବେ ନାହିଁ ଓ ଅଗ୍ନିଶିଖା ତୁମ୍ଭର କ୍ଷତି କରିବ ନାହିଁ।
Jeremiah 1:19
ଯଦିଓ ସମାନେେ ତୁମ୍ଭ ବିରୁଦ୍ଧ ରେ ୟୁଦ୍ଧ କରିବେ, ସମାନେେ ତୁମ୍ଭକୁ ଜଯ କରିପାରିବେ ନାହିଁ। କାରଣ ଆମ୍ଭେ ତୁମ୍ଭର ପାଖେ ପାଖେ ରହି ତୁମ୍ଭକୁ ଉଦ୍ଧାର କରିବା। ଏହା ସଦାପ୍ରଭୁ କହନ୍ତି।
Daniel 6:27
ସେ ଲୋକମାନଙ୍କୁ ଉଦ୍ଧାର କରନ୍ତି ଓ ରକ୍ଷା କରନ୍ତି। ସେ ସ୍ବର୍ଗ ରେ ଓ ପୃଥିବୀ ରେ ଅଦ୍ଭୁତ ଓ ଅଲୌକିକ କାର୍ୟ୍ଯ ସମ୍ପାଦନ କରନ୍ତି। ସେ ଦାନିୟେଲଙ୍କୁ ସିଂହମାନଙ୍କଠାରୁ ଉଦ୍ଧାର କରି ଅଛନ୍ତି।
Acts 9:16
ଅଣଯିହୂଦୀ, ରାଜା ଓ ଇଶ୍ରାୟେଲର ଲୋକମାନଙ୍କ ଆଗ ରେ ସେ ମାେ ନାମ ରେ ସାକ୍ଷ୍ଯ ଦବେ। ମାେ ନାମ ପାଇଁ ତାହାକୁ ଯେ, କେତେ କଷ୍ଟ ଦଇେ ୟିବାକୁ ହବେ ମୁଁ ନିଜେ ତାହାକୁ ଜଣାଇବି।
Acts 9:23
ଅନକେ ଦିନ ବିତିଗଲା ପରେ ଯିହୂଦୀମାନେ ଶାଉଲଙ୍କୁ ମାରିଦବୋ ପାଇଁ ଷଡ଼ୟନ୍ତ୍ର କଲେ।
Acts 13:50
ଯିହୂଦୀୟମାନେ ଯିହୂଦୀଧର୍ମର ଉଚ୍ଚବଂଶୀୟ ସ୍ତ୍ରୀ ଲୋକଙ୍କୁ ଓ ନଗରର ମୁଖ୍ଯ ବ୍ଯକ୍ତିମାନଙ୍କୁ ଉତ୍ତଜେିତ କରାଇଲେ। ସମାନେେ ପାଉଲ ଓ ବର୍ଣ୍ଣବ୍ବା ବିରୁଦ୍ଧ ରେ ଅନ୍ୟମାନଙ୍କୁ ପ୍ରବର୍ତ୍ତାଇଲେ। ସମାନେେ ସମାନଙ୍କେୁ ତାଡ଼ନା କରିବା ଆରମ୍ଭ କଲେ ଓ ସମାନଙ୍କେୁ ସହେି ଅଞ୍ଚଳରୁ ବାହାର କରି ଦେଲେ।
Acts 14:1
ପାଉଲ ଓ ବର୍ଣ୍ଣବ୍ବା ଦୁ ହେଁ ଇକନିୟ ନଗର ରେ ଯିହୂଦୀୟମାନଙ୍କର ସମାଜଗୃହକୁ ଗଲେ। ସଠାେରେ ସମାନେେ ଏଭଳି ଭାବରେ ପ୍ରଭୁଙ୍କ ବାକ୍ଯ ପ୍ରଚ଼ାର କଲେ ଯେ, ଉଭୟ ଯିହୂଦୀୟ ଓ ଅନ୍ୟ ଜାତିର ଅନକେ ଲୋକ ବିଶ୍ବାସ କଲେ।
Acts 14:19
କିନ୍ତୁ ତା'ପରେ କେତକେ ଯିହୂଦୀ ଆନ୍ତିୟଖିଆ ଓ ଇକନିୟରୁ ଆସିଲେ। ସମାନେେ ଲୋକମାନଙ୍କୁ ମତାଇ ପାଉଲଙ୍କୁ ପଥର ମାରିଲେ। ସେ ମରିଗଲଣେି ଭାବି ସମାନେେ ତାହାଙ୍କୁ ନଗର ବାହାରକୁ ଟାଣି ଆଣିଲେ।
Acts 20:19
ଯିହୂଦୀମାନେ ମାେ ବିରୁଦ୍ଧ ରେ ବହୁତ ଷଡ଼ୟନ୍ତ୍ର କରିଛନ୍ତି। ସମାନେେ ମାେତେ ବହୁତ ଅସୁବିଧା ରେ ପକାଇଛନ୍ତି। ତଥାପି ମୁଁ ସମ୍ପୂର୍ଣ୍ଣ ନମ୍ରତାର ସହିତ ଅଶ୍ରୁପାତ କରି ପ୍ରଭୁଙ୍କର ସବୋ କରିଛି।
Genesis 48:16
ସେ ଦୂତ ଥିଲେ ୟିଏ ମାେତେ ବିପଦରୁ ଉଦ୍ଧାର କରିଛନ୍ତି। ମୁଁ ପ୍ରାର୍ଥନା କରୁଛି ସେ ଏହି ବାଳକମାନଙ୍କୁ ଆଶୀର୍ବାଦ କରନ୍ତୁ। ସମାନେେ ମାେ ନାମ ରେ ମାରେ ପୂର୍ବପୁରୁଷ ଅବ୍ରହାମ ଓ ଇସ୍ହାକଙ୍କ ନାମ ବହନ କରିବେ। ମୁଁ ପ୍ରାର୍ଥନା କରୁଛି, ସମାନେେ ବୃଦ୍ଧି ପାଇବେ ଏବଂ ଦେଶ ସମାନଙ୍କେର ପରିବାର ଦ୍ବାରା ଜନପୂର୍ଣ୍ଣ ହାଇଯେିବ।