2 Peter 3:3 ପ୍ରଥମେ, ଶଷେ ଦିନଗୁଡ଼ିକରେ କ'ଣ କ'ଣ ଘଟିବ, ସଗେୁଡ଼ିକ ବୁଝିବା ତୁମ୍ଭର ଦରକାର। ଲୋକେ ତୁମ୍ଭକୁ ପରିହାସ କରିବେ। ସମାନେେ ନିଜ ଇଚ୍ଛା ରେ ମନ୍ଦ କାର୍ୟ୍ଯ କରି ଜୀବନଧାରଣ କରିବେ।
2 Peter 3:3 in Other Translations
King James Version (KJV) Knowing this first, that there shall come in the last days scoffers, walking after their own lusts,
American Standard Version (ASV) knowing this first, that in the last days mockers shall come with mockery, walking after their own lusts,
Bible in Basic English (BBE) Having first of all the knowledge that in the last days there will be men who, ruled by their evil desires, will make sport of holy things,
Darby English Bible (DBY) knowing this first, that there shall come at [the] close of the days mockers with mocking, walking according to their own lusts,
World English Bible (WEB) knowing this first, that in the last days mockers will come, walking after their own lusts,
Young's Literal Translation (YLT) this first knowing, that there shall come in the latter end of the days scoffers, according to their own desires going on,
Read Full Chapter :
2 Peter 3
Cross Reference
ଯିହୂଦାଙ୍କ ପତ୍ର 1:18
ପ୍ ରରେିତମାନେ ତୁମ୍ଭକୁ କହିଥିଲେ, ଶଷେ କାଳ ରେ ପରମେଶ୍ବରଙ୍କୁ ଉପହାସ କରୁଥିବା ଲୋକମାନେ ଉଠିବେ। ଏହି ଲୋକମାନେ କବଳେ ନିଜ ଇଚ୍ଛା ଅନୁସାରେ ପରମେଶ୍ବରଙ୍କ ବିରୁଦ୍ଧ ରେ କାର୍ୟ୍ଯ କରନ୍ତି।
ପିତରଙ୍କ ଦିତୀୟ ପତ୍ର 2:10
ଯେଉଁମାନେ ନିଜର ପାପପୂର୍ଣ୍ଣ ପ୍ରକୃତିଗୁଡ଼ିକର ଇଚ୍ଛା ପୂରଣ ପାଇଁ ମନ୍ଦକାର୍ୟ୍ଯ କରିବ ଜୀବିତ ରହିଛନ୍ତି ଓ ପ୍ରଭୁଙ୍କର କତ୍ତୃର୍ତ୍ବକୁ ଅବମାନନା କରନ୍ତି, ସମାନେେ ଏଭଳି ଦଣ୍ଡର ଯୋଗ୍ଯ।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 4:1
ପବିତ୍ର ଆତ୍ମା ସ୍ପଷ୍ଟ ଭାବରେ କୁହନ୍ତି ଯେ ପରବର୍ତ୍ତୀ କାଳ ରେ କେତେ ଲୋକ ସତ୍ଯ ବିଶ୍ବାସକୁ ପରିତ୍ଯାଗ କରିବେ। ସମାନେେ ସମାନଙ୍କେୁ ପ୍ରତାରଣା କରୁଥିବା ଦୁଷ୍ଟାତ୍ମାମାନଙ୍କ ଉପଦେଶଗୁଡ଼ିକୁ ମାନିବେ।
ଯିହୂଦାଙ୍କ ପତ୍ର 1:16
ଏହି ଲୋକମାନେ ସର୍ବଦା ଅନ୍ୟ ଲୋକମାନଙ୍କ ବିରୁଦ୍ଧ ରେ ଅଭିଯୋଗ କରନ୍ତି ଓ ସମାନଙ୍କେର ଦୋଷ ବାହାର କରନ୍ତି। ସମାନେେ ସବୁବେଳେ ନଜ ଇଚ୍ଛା ଅନୁସାରେ ମନ୍ଦ କର୍ମମାନ କରିଥାଆନ୍ତି। ସମାନେେ ନିଜ ବିଷୟ ରେ ଅହଙ୍କାର କରି କଥା କୁହନ୍ତି। ସମାନେେ ନିଜ ସ୍ବାର୍ଥ ହାସଲ କରିବା ପାଇଁ କବଳେ ଅନ୍ୟ ଲୋକମାନଙ୍କ ସପକ୍ଷ ରେ ଭଲକଥା କୁହନ୍ତି।
ପିତରଙ୍କ ଦିତୀୟ ପତ୍ର 1:20
ଶାସ୍ତ୍ରର କୌଣସି ଭାବବାଣୀ ମନୁଷ୍ଯର ନିଜର ବ୍ଯାଖ୍ଯା ନୁହେଁ।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 4:2
ଆମ୍ଭେ ଲଜ୍ଜାପୂର୍ଣ୍ଣ ଓ ଗୁପ୍ତ କାର୍ୟ୍ଯଗୁଡ଼ିକୁ ଛାଡ଼ି ଦଇେଛୁ। ଆମ୍ଭେ କପଟ କରୁ ନାହୁଁ, ପରମେଶ୍ବରଙ୍କ ବାକ୍ଯ ରେ ପରିବର୍ତ୍ତନ କରୁ ନାହୁଁ, ବରଂ ଆମ୍ଭେ ସତ୍ଯକୁ ସରଳ ଭାବରେ ପ୍ରକାଶ କରୁଛୁ। ଏହାଦ୍ବାରା ଲୋକମାନଙ୍କଠା ରେ ଆମ୍ଭେ ନିଜର ବ୍ଯକ୍ତିତ୍ବ ପ୍ରତିପାଦନ କରୁଛୁ, ଯାହା ଦ୍ବାରା ସମସ୍ତେ ନିଜ ହୃଦୟ ରେ ଜାଣି ପାରିବେ ଯେ, ପରମେଶ୍ବରଙ୍କ ସମ୍ମୁଖ ରେ ଆମ୍ଭମାନେେ ସତ୍ଯ ବାକ୍ଯ ପ୍ରଚାର କରୁଅଛୁ।
ଯିଶାଇୟ 28:14
ହେ ୟିରୁଶାଲମସ୍ଥ ଲୋକମାନଙ୍କର ଶାସନକାରୀ ନିନ୍ଦୁକମାନେ, ତୁମ୍ଭମାନେେ ସଦାପ୍ରଭୁଙ୍କର ବାକ୍ଯ ଶୁଣ।
ଯିଶାଇୟ 29:20
ନିଷ୍ଠୁର ଲୋକ ଦଣ୍ଡ ଭୋଗିବେ। ନିନ୍ଦୁକମାନେ ଶାନ୍ତ ହାଇେଛନ୍ତି ଓ ଅଧର୍ମକାର୍ୟ୍ଯ କରୁଥିବା ବ୍ଯକ୍ତି ଧ୍ବଂସ ହାଇେଛନ୍ତି।
ହୋଶେୟ 7:5
ଆମ୍ଭ ରାଜାଙ୍କ ରାଜତ୍ବକାଳ ରେ ସମାନେେ ନିଆଁକୁ ଉତ୍ତପ୍ତ କରି ଗ୍ଭଲନ୍ତି। ସମାନେେ ଭୋଜି ରେ ପାନୀଯ ଦିଅନ୍ତି। ଦ୍ରାକ୍ଷାରସର ଉତ୍ତାପ ରେ ନତେୃମଣ୍ତଳୀ ଅସୁସ୍ଥ ହାଇପଡେନ୍ତି। ତେଣୁ ରାଜା ପରମେଶ୍ବରଙ୍କୁ ଉପହାସ କରୁଥିବା ଲୋକମାନଙ୍କ ସହିତ ହାତ ମିଳାନ୍ତି।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 3:1
ଏହା ମନରେଖ ଯେ ଶଷେ ଦିନଗୁଡ଼ିକରେ ଅନକେ କଷ୍ଟକର ପରିସ୍ଥିତି ଆସିବ।
ହିତୋପଦେଶ 1:22
ହେ ନିର୍ବୋଧଗଣ। କେତକୋଳ ପର୍ୟ୍ଯନ୍ତ ତୁମ୍ଭେ ନିରର୍ଥକ କାର୍ୟ୍ଯ କରିବାକୁ ଭଲ ପାଇବ ? କେତକୋଳ ପର୍ୟ୍ଯନ୍ତ ନିନ୍ଦୁକ ଜ୍ଞାନକୁ ପରିହାସ କରିବ ? ହେ ମୂର୍ଖମାନେ ଆଉ କେତକୋଳ ବିଦ୍ଯାକୁ ଘୃଣା କରିବ ?
ହିତୋପଦେଶ 14:6
ନିନ୍ଦୁକମାନେ ଜ୍ଞାନ ଲୋଡ଼ିଲେ ପାଆନ୍ତି ନାହିଁ। ମାତ୍ର ବୁଦ୍ଧିମାନ୍ ପାଇଁ ବିଦ୍ଯା ସହଜ ଅଟେ।
ହିତୋପଦେଶ 3:34
ସଦାପ୍ରଭୁ ନିନ୍ଦକମାନଙ୍କୁ ନିନ୍ଦା କରନ୍ତି। ଏବଂ ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି।
ଯିଶାଇୟ 5:19
ସସହିସଲାକମାଲନ କୁହନ୍ତି, "ଆମ୍ଲଭମାଲନ ଇଚ୍ଛା କରୁଛୁସଯ ପରଲମଶ୍ବର ତାଙ୍କରସଯାଜନାମୂଳକ କାର୍ୟ୍ଯ ତ୍ବରାନ୍ବିତ କରନ୍ତୁ। ତା'ପସର ଆମ୍ଲଭମାଲନ କ'ଣ ଘଟିବ ଜାଣିବୁ। ଆମ୍ଲଭମାଲନ ଆଶା କରୁ ପରଲମଶ୍ବରଙ୍କ ଇଚ୍ଛା ତୁରନ୍ତ ଘଟୁ। ତାହାସହଲଲ ତାଙ୍କର ଇଚ୍ଛା କ'ଣ ଆମ୍ଲଭମାଲନ ଜାଣିପାରିବୁ।
ଯୋହନଙ୍କ ପ୍ରଥମ ପତ୍ର 2:18
ପିଲାମାନେ ! ବର୍ତ୍ତମାନ ଶଷେକାଳ ଆସି ପହଞ୍ଚିଲାଣି। ତୁମ୍ଭେ ଯେପରି ଶୁଣିଥିଲ, ଖ୍ରୀଷ୍ଟଙ୍କ ଶତ୍ରୁ ଆସୁଛନ୍ତି, ଏବେ ସହେିପରି ଅନକେ ସଂଖ୍ଯା ରେ ଖ୍ରୀଷ୍ଟ ବିରୋଧୀମାନେ ଦଖାେ ଦେଲଣେି। ଏଥିରୁ ଆମ୍ଭେ ଜାଣି ପାରୁଛୁ ଯେ, ପ୍ରକୃତ ରେ ଶଷେ କାଳ ଆସି ପହଞ୍ଚିଛି।