2 Kings 18:3 in Oriya

Oriya Oriya Bible 2 Kings 2 Kings 18 2 Kings 18:3

2 Kings 18:3
ହିଜକିଯ ତାଙ୍କର ପୁର୍ବପୁରୁଷ ଦାଉଦଙ୍କ ସମସ୍ତ କ୍ରିଯାନୁସା ରେ ସଦାପ୍ରଭୁଙ୍କ ଦୃଷ୍ଟି ରେ ଯଥାର୍ଥ କର୍ମ କଲେ।

2 Kings 18:22 Kings 182 Kings 18:4

2 Kings 18:3 in Other Translations

King James Version (KJV)
And he did that which was right in the sight of the LORD, according to all that David his father did.

American Standard Version (ASV)
And he did that which was right in the eyes of Jehovah, according to all that David his father had done.

Bible in Basic English (BBE)
He did what was right in the eyes of the Lord as David his father had done.

Darby English Bible (DBY)
And he did what was right in the sight of Jehovah, according to all that David his father had done.

Webster's Bible (WBT)
And he did that which was right in the sight of the LORD, according to all that David his father did.

World English Bible (WEB)
He did that which was right in the eyes of Yahweh, according to all that David his father had done.

Young's Literal Translation (YLT)
And he doth that which `is' right in the eyes of Jehovah, according to all that David his father did,

And
he
did
וַיַּ֥עַשׂwayyaʿaśva-YA-as
right
was
which
that
הַיָּשָׁ֖רhayyāšārha-ya-SHAHR
in
the
sight
בְּעֵינֵ֣יbĕʿênêbeh-ay-NAY
Lord,
the
of
יְהוָ֑הyĕhwâyeh-VA
according
to
all
כְּכֹ֥לkĕkōlkeh-HOLE
that
אֲשֶׁרʾăšeruh-SHER
David
עָשָׂ֖הʿāśâah-SA
his
father
דָּוִ֥דdāwidda-VEED
did.
אָבִֽיו׃ʾābîwah-VEEV

Cross Reference

2 Kings 20:3
ହେ ସଦାପ୍ରଭୁ ମୁଁ ବିନଯ କରି କହୁଛି, ମୁଁ ସତ୍ଯତା ଓ ସର୍ବାନ୍ତଃକରଣ ରେ ତୁମ୍ଭ ସବୋ କରି ଆସିଛି ଓ ତୁମ୍ଭ ଦୃଷ୍ଟି ରେ ଉତ୍ତମ କର୍ମମାନ କରିଅଛି। ଏହା ଏବେ ସ୍ମରଣ କର। ତା'ପରେ ହିଜକିଯ ଅତିଶଯ ରୋଦନ କଲେ।

Ephesians 6:1
ହେ ସନ୍ତାନଗଣ ! ପ୍ରଭୁଙ୍କ ଇଚ୍ଛାନୁସା ରେ ମାତା ପିତାଙ୍କ କଥାର ବାଧ୍ଯ ହୁଅ। କାରଣ ଏହି ପ୍ରକାର କରିବା ତୁମ୍ଭମାନଙ୍କର ଉଚିତ୍।

Romans 7:12
ଅତଏବ ବ୍ଯବସ୍ଥା ହେଉଛି ପବିତ୍ର ଓ ଆଜ୍ଞା ମଧ୍ଯ ପବିତ୍ର, ଠିକ୍ ଓ ଉତ୍ତମ।

Psalm 119:128
ମୁଁ ଯତ୍ନର ସହକାରେ ତୁମ୍ଭର ନିର୍ଦ୍ଦେଶକୁ ଅନୁସରଣ କରେ। ମୁଁ ମିଥ୍ଯା ଉପଦେଶକୁ ଘୃଣା କରେ।

Job 33:27
ତା'ପରେ ସହେି ବ୍ଯକ୍ତି ସମସ୍ତଙ୍କ ସମ୍ମୁଖ ରେ ସ୍ବୀକାର କରି କହିବ, 'ମୁଁ ପାପ କରିଛି। ମୁଁ ଭଲକୁ ମନ୍ଦ ରେ ପରିଣତ କରିଛି। କିନ୍ତୁ ପରମେଶ୍ବର ମାେତେ ଦଣ୍ଡ ଦଇେ ନାହାଁନ୍ତି ଯାହାର କି ମୁଁ ହକତାର ଥିଲି।

2 Chronicles 31:20
ଅତଏବ ରାଜା ହିଜକିଯ ଯିହୁଦା ରେ ଏହି ସମସ୍ତ ଉତ୍ତମ କାର୍ୟ୍ଯ କଲେ। ସେ ତାଙ୍କର ସଦାପ୍ରଭୁ ପରମେଶ୍ବରଙ୍କ ଦୃଷ୍ଟି ରେ ଉତ୍ତମ ଓ ଯଥାର୍ଥ କର୍ମ କଲେ ଓ ବିଶ୍ବସ୍ତ ଥିଲେ।

2 Chronicles 29:2
ହିଜକିଯ ସଦାପ୍ରଭୁଙ୍କ ଇଚ୍ଛାନୁୟାଯୀ କାର୍ୟ୍ଯ କଲେ। ସେ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ଯଥାର୍ଥ କର୍ମ କଲେ।

2 Kings 22:2
ଯୋଶିୟଯ ସଦାପ୍ରଭୁଙ୍କ ଦୃଷ୍ଟି ରେ ସୁକର୍ମ କଲେ। ଏବଂ ସେ ଦାଉଦଙ୍କର ପୂର୍ବପୁରୁଷ ପରି ବାସ କଲେ। ସେ ସଦାପ୍ରଭୁଙ୍କୁ ଶିକ୍ଷା ମାନ୍ଯ କଲେ। ପରମେଶ୍ବର ଯାହା ଗ୍ଭହୁଁଥିଲେ ସେ ଠିକ୍ ତାହାସବୁ କଲେ।

1 Kings 15:11
ଆସା ନିଜ ପୂର୍ବପୁରୁଷ ଦାଉଦଙ୍କ ପରି ଯାହା ସଦାପ୍ରଭୁଙ୍କ ଦୃଷ୍ଟି ରେ ନ୍ଯାଯ ଓ ଯଥାର୍ଥ ଥିଲା, ସହେିପରି ଉତ୍ତମ କାର୍ୟ୍ଯମାନ କଲେ।

1 Kings 15:5
ସଦାପ୍ରଭୁଙ୍କ ପ୍ରୀତି ନିମନ୍ତେ ଦାଉଦ ସର୍ବଦା ଯଥାର୍ଥ କାର୍ୟ୍ଯ କରୁଥିଲେ। କବଳେ ହିତ୍ତୀଯ ଉରିଯର କଥା ଛଡା ଆଉ କୌଣସି ବିଷଯ ରେ ସେ ନିଜ ଜୀବନକାଳ ରେ ସଦାପ୍ରଭୁଙ୍କ ଆଜ୍ଞାରୁ ବିମୁଖ ହାଇେ ନଥିଲେ।

1 Kings 11:38
ଆଉ ଯଦି ତୁମ୍ଭେ ମାରେ ଦାସ ଦାଉଦଙ୍କ ପରି ମାରେ ବିଧି ଓ ଆଜ୍ଞା ପାଳନ କରିବ, ମାେ ପଥରେ ଗ୍ଭଲିବ ଓ ଠିକ୍ ଭାବରେ ଜୀବନ ଧାରଣ କରିବ, ତବେେ ମୁଁ ତୁମ୍ଭମାନଙ୍କ ସହିତ ରହିବି ଓ ମୁଁ ତୁମ୍ଭପାଇଁ ଏକ ସାମାନ୍ଯ ପ୍ରତିଷ୍ଠା କରିବି ଓ ଦାଉଦ ପରି କଲାପରି ତୁମ୍ଭକୁ ଇଶ୍ରାୟେଲେ ଶାସନ କରିବାକୁ ଦବେି।

1 Kings 11:4
ଶଲୋମନ ଯେତବେେଳେ ବୃଦ୍ଧ ହେଲେ ତାଙ୍କର ପତ୍ନୀମାନେ ଅନ୍ୟ ଦବେତାଗଣଙ୍କୁ ଅନୁସରଣ କରିବା ପ୍ରଭାବ ପକାଇଲେ। ତାଙ୍କର ପିତା ଦାଉଦଙ୍କ ପରି ସେ ସର୍ବାନ୍ତଃକରଣ ରେ ସଦାପ୍ରଭୁଙ୍କୁ ଅନୁସରଣ କଲେ ନାହିଁ।

1 Kings 3:14
ତୁମ୍ଭ ପିତା ଦାଉଦଙ୍କ ପରି ତୁମ୍ଭେ ଯଦି ଆମ୍ଭର ବ୍ଯବସ୍ଥା ଓ ଆଜ୍ଞା ପାଳନ କରିବ ଓ ଆମ୍ଭକୁ ଅନୁସରଣ କରିବ, ତବେେ ଆମ୍ଭେ ତୁମ୍ଭକୁ ଦୀର୍ଘଜିବୀ କରିବା।

Deuteronomy 6:18
ଏହାପରେ ସଦାପ୍ରଭୁଙ୍କ ଦୃଷ୍ଟି ରେ ଯାହା ନ୍ଯାଯ ଓ ଉତ୍ତମ ତୁମ୍ଭେ ତାହା କରିବ, ତହିଁରେ ତୁମ୍ଭର ମଙ୍ଗଳ ହବେ ଓ ତୁମ୍ଭମାନେେ ଆସିବ ଓ ଉତ୍ତମ ଭୂମି ଅଧିକାର କରିବ ଯାହାକି ସଦାପ୍ରଭୁ ତୁମ୍ଭର ପୂର୍ବପୁରୁଷମାନଙ୍କଠା ରେ ପ୍ରତିଜ୍ଞା କରିଥିଲେ।

Exodus 15:26
ତା'ପରେ ସେ କହିଲେ, ତୁମ୍ଭେ ଯବେେ ସଦାପ୍ରଭୁ ଆପଣା ପରମେଶ୍ବରଙ୍କ ବାକ୍ଯ ରେ ମନୋୟୋଗ କର ଏବଂ ତାଙ୍କ ଦୃଷ୍ଟି ରେ ଯାହା ଉଚିତ୍ ତାହା କର, ତାଙ୍କର ଆଜ୍ଞା ପାଳନ କର ଏବଂ ତାଙ୍କର ବ୍ଯବସ୍ଥାସବୁ ପାଳନ କର, ତବେେ ମିଶରୀଯମାନେ ଯେଉଁ ସବୁ ରୋଗ ରେ ପିଡୀତ ହେଲେ, ତୁମ୍ଭମାନେେ ସହେି ରୋଗ ରେ ପିଡୀତ ହବେ ନାହିଁ। କାରଣ ମୁଁ ସଦାପ୍ରଭୁ ତୁମ୍ଭର ଆରୋଗ୍ୟକାରୀ।