2 Chronicles 34:31
ଏହାପରେ ରାଜା ତାଙ୍କ ସ୍ଥାନ ରେ ଉଠି ଛିଡ଼ା ହେଲେ ଓ ସେ ସଦାପ୍ରଭୁଙ୍କ ସହିତ ଗୋଟିଏ ନିଯମ କଲେ। ସେ ସଦାପ୍ରଭୁଙ୍କ ଅନୁଗମନ କରିବା ଓ ସଦାପ୍ରଭୁଙ୍କ ଆଦେଶ, ନିଯମ ଓ ନୀତିକୁ ମାନିବା ପାଇଁ ସମସ୍ତ ହୃଦଯ ଓ ଆତ୍ମାର ସହିତ ପୁସ୍ତକରେ ଥିବା ନିଯମର ବାକ୍ଯକୁ ମାନିବା ନିମନ୍ତେ ସମ୍ମତ ହେଲେ।
2 Chronicles 34:31 in Other Translations
King James Version (KJV)
And the king stood in his place, and made a covenant before the LORD, to walk after the LORD, and to keep his commandments, and his testimonies, and his statutes, with all his heart, and with all his soul, to perform the words of the covenant which are written in this book.
American Standard Version (ASV)
And the king stood in his place, and made a covenant before Jehovah, to walk after Jehovah, and to keep his commandments, and his testimonies, and his statutes, with all his heart, and with all his soul, to perform the words of the covenant that were written in this book.
Bible in Basic English (BBE)
Then the king, taking his place by the pillar, made an agreement before the Lord, to go in the way of the Lord, and to keep his orders and his decisions and his rules with all his heart and with all his soul, and to keep the words of the agreement recorded in this book.
Darby English Bible (DBY)
And the king stood in his place, and made a covenant before Jehovah, to walk after Jehovah, and to keep his commandments and his testimonies and his statutes with all his heart and with all his soul, to perform the words of the covenant that are written in this book.
Webster's Bible (WBT)
And the king stood in his place, and made a covenant before the LORD, to walk after the LORD, and to keep his commandments, and his testimonies, and his statutes, with all his heart, and with all his soul, to perform the words of the covenant which are written in this book.
World English Bible (WEB)
The king stood in his place, and made a covenant before Yahweh, to walk after Yahweh, and to keep his commandments, and his testimonies, and his statutes, with all his heart, and with all his soul, to perform the words of the covenant that were written in this book.
Young's Literal Translation (YLT)
And the king standeth on his station, and maketh the covenant before Jehovah, to walk after Jehovah, and to keep His commands, and His testimonies, and His statutes, with all his heart, and with all his soul, to do the words of the covenant that are written on this book.
| And the king | וַיַּֽעֲמֹ֨ד | wayyaʿămōd | va-ya-uh-MODE |
| stood | הַמֶּ֜לֶךְ | hammelek | ha-MEH-lek |
| in | עַל | ʿal | al |
| his place, | עָמְד֗וֹ | ʿomdô | ome-DOH |
| made and | וַיִּכְרֹ֣ת | wayyikrōt | va-yeek-ROTE |
| אֶֽת | ʾet | et | |
| a covenant | הַבְּרִית֮ | habbĕrît | ha-beh-REET |
| before | לִפְנֵ֣י | lipnê | leef-NAY |
| Lord, the | יְהוָה֒ | yĕhwāh | yeh-VA |
| to walk | לָלֶ֜כֶת | lāleket | la-LEH-het |
| after | אַֽחֲרֵ֣י | ʾaḥărê | ah-huh-RAY |
| the Lord, | יְהוָ֗ה | yĕhwâ | yeh-VA |
| keep to and | וְלִשְׁמ֤וֹר | wĕlišmôr | veh-leesh-MORE |
| אֶת | ʾet | et | |
| his commandments, | מִצְוֹתָיו֙ | miṣwōtāyw | mee-ts-oh-tav |
| testimonies, his and | וְעֵֽדְוֹתָ֣יו | wĕʿēdĕwōtāyw | veh-ay-deh-oh-TAV |
| and his statutes, | וְחֻקָּ֔יו | wĕḥuqqāyw | veh-hoo-KAV |
| with all | בְּכָל | bĕkāl | beh-HAHL |
| heart, his | לְבָב֖וֹ | lĕbābô | leh-va-VOH |
| and with all | וּבְכָל | ûbĕkāl | oo-veh-HAHL |
| his soul, | נַפְשׁ֑וֹ | napšô | nahf-SHOH |
| perform to | לַֽעֲשׂוֹת֙ | laʿăśôt | la-uh-SOTE |
| אֶת | ʾet | et | |
| the words | דִּבְרֵ֣י | dibrê | deev-RAY |
| covenant the of | הַבְּרִ֔ית | habbĕrît | ha-beh-REET |
| which are written | הַכְּתוּבִ֖ים | hakkĕtûbîm | ha-keh-too-VEEM |
| in | עַל | ʿal | al |
| this | הַסֵּ֥פֶר | hassēper | ha-SAY-fer |
| book. | הַזֶּֽה׃ | hazze | ha-ZEH |
Cross Reference
2 Chronicles 23:16
ଏହାପରେ ଯିହାୟୋଦାରଦା ସମସ୍ତ ଲୋକ ଓ ରାଜାଙ୍କ ସହିତ ଏକ ନିଯମ କଲେ। ସମାନେେ ସମସ୍ତେ ଯେ ସଦାପ୍ରଭୁଙ୍କ ଲୋକ ହବେେ, ଏଥି ରେ ସମ୍ମତ ହେଲେ।
2 Kings 11:14
ଅଥଲିଯା ଦେଖିଲେ ରାଜା ବିଧି ଅନୁସାରେ ଯେଉଁଠି ଛିଡା ହବୋ କଥା ସେଠି ଛିଡା ହାଇେଛନ୍ତି। ରାଜାଙ୍କ ନିକଟରେ ସନୋପତିମାନେ ଥିଲେ, ଲୋକମାନେ ତୂରୀ ବଜାଉଥିଲେ। ଦେଶର ସମସ୍ତ ଲୋକ ଆନନ୍ଦ କରୁଥିଲେ। ଏଥି ରେ ଅଥଲିଯା ନିଜର ବସ୍ତ୍ର ଚିରି ରାଜଦ୍ରୋହ! ରାଜଦ୍ରୋହ! ବୋଲି ଚିତ୍କାର କଲା।
2 Kings 23:3
ଏଥି ରେ ରାଜା ସ୍ତମ୍ଭ ସମ୍ମୁଖ ରେ ଠିଆ ହେଲେ। ସଦାପ୍ରଭୁଙ୍କ ସହିତ ଗୋଟିଏ ୟୁକ୍ତି କଲେ ଏବଂ ସଦାପ୍ରଭୁଙ୍କୁ ଅନୁକରଣ କରିବାକୁ ତାଙ୍କର ଆଜ୍ଞାମାନ, ସାକ୍ଷକଥା ଓ ନିଯମମାନ ତାଙ୍କ ସମସ୍ତ ହୃଦଯ ଓ ମନ ସହିତ ପ୍ରତିଜ୍ଞା କଲେ ଏବଂ ପ୍ରେତ୍ୟକକ ଲୋକ ଏହା କରିବାକୁ ରାଜି ହେଲେ।
2 Chronicles 6:13
ଶଲୋମନ 26 ମିଟର ଲମ୍ବ ଓ 26 ମଟର ପ୍ରସ୍ଥ ଓ 15 ମିଟର ଉଚ୍ଚତା ବିଶିଷ୍ଟ ପିତ୍ତଳର ଏକ ମଞ୍ଚ ନିର୍ମାଣ କରିଥିଲେ ଓ ତାହାକୁ ବାହାର ପ୍ରାଙ୍ଗଣର ମଧ୍ଯଭାଗ ରେ ସ୍ଥାପିତ କରିଥିଲେ। ଏହାପରେ, ସେ ସହେି ମଞ୍ଚ ଉପରେ ଠିଆ ହେଲେ ଓ ଏକତ୍ରୀତ ହାଇେଥିବା ସମଗ୍ର ଇଶ୍ରାୟେଲର ଲୋକମାନଙ୍କ ସମ୍ମୁଖ ରେ ଆଣ୍ଠାଇେ ପଡ଼ିଲେ। ଶଲୋମନ ଆକାଶ ଆଡ଼େ ଆପଣା ଦୁଇ ହସ୍ତ ବିସ୍ତାର କଲେ।
2 Chronicles 15:12
ସମାନେେ ସମାନଙ୍କେର ସମସ୍ତ ହୃଦଯ ଓ ସମସ୍ତ ଆତ୍ମା ସହିତ ସଦାପ୍ରଭୁ ପରମେଶ୍ବରଙ୍କର ସବୋ କରିବେ ବୋଲି ଏକ ଚୁକ୍ତି କଲେ। ସମାନଙ୍କେର ପୂର୍ବପୁରୁଷମାନେ ସହେି ପରମେଶ୍ବରଙ୍କର ହିଁ ସବୋ ଆରାଧନା କରୁଥିଲେ।
2 Chronicles 29:10
ତେଣୁ ବର୍ତ୍ତମାନ ମୁଁ ହିଜକିଯ, ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କ ସହିତ ଏକ ନିଯମ କରିବାକୁ ମନସ୍ଥ କରିଅଛି। ତବେେ ସେ ଆମ୍ଭମାନଙ୍କ ଉପରେ ଆଉ କୋର୍ଧ କରିବେ ନାହିଁ।
Hebrews 8:6
କିନ୍ତୁ ଯୀଶୁଙ୍କୁ ଯେଉଁ କାମ କରିବାକୁ ଦିଆ ହାଇେଛି ତାହା ସହେି ଯାଜକମାନଙ୍କ କାମଠାରୁ ଉତ୍କୃଷ୍ଟତର। ସେପ୍ରକା ରେ, ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବର ଆପଣା ଲୋକଙ୍କ ପ୍ରତି କରିଥିବା ନୂତନ ନିୟମ ପୁରାତନ ନିୟମ ଅପେକ୍ଷା ଉତ୍କୃଷ୍ଟ ଅଟେ। ଏହି ନୂତନ ନିୟମ ଅପେକ୍ଷାକୃତ ଉତ୍ତମ ପ୍ରତିଜ୍ଞା ସମ୍ବଳିତ ଅଟେ।
Luke 10:27
ସେ ଉତ୍ତର ଦେଲେ, 'ତୁମ୍ଭେ ନିଜର ସମସ୍ତ ହୃଦୟ, ସମସ୍ତ ଆତ୍ମା, ସମସ୍ତ ଶକ୍ତି ଓ ସମସ୍ତ ମନ ଦଇେ ତୁମ୍ଭର ପ୍ରଭୁ ପରମେଶ୍ବରଙ୍କୁ ପ୍ ରମେ କର' ଏବଂ, 'ତୁମ୍ଭେ ନିଜକୁ ପ୍ ରମେ କରିଲା ଭଳି ଅନ୍ୟମାନଙ୍କୁ ପ୍ ରମେ କର।'
Ezekiel 46:2
ପୁଣି ଅଧିପତି ବାହାର ଦ୍ବାରର ବାରଣ୍ଡା ଦଇେ ପ୍ରବେଶ କରିବେ ଓ ଦ୍ବାର ଚୌକାଠ ନିକଟରେ ଠିଆ ହବେେ। ଆଉ ଯାଜକମାନେ ତାଙ୍କର ହାମାେର୍ଥକ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ। ସେ ଦ୍ବାର ପ୍ରବେଶ ସ୍ଥାନ ରେ ପ୍ରଣାମ କରିବେ ଓ ତା'ପ ରେ ବାହାରି ଯିବେ। କିନ୍ତୁ ସନ୍ଧ୍ଯା ପର୍ୟ୍ଯନ୍ତ ଦ୍ବାର ବନ୍ଦ କରାୟିବ ନାହିଁ।
Jeremiah 50:5
ସମାନେେ ସିୟୋନକୁ ୟିବାକୁ ପଥ ପଚାରିବେ। ସହେିଆଡ଼େ ମୁଖକରି ସମାନେେ କହିବେ, 'ତୁମ୍ଭମାନେେ ଆସ, ଆମ୍ଭମାନଙ୍କ ସହିତ ଅନନ୍ତକାଳସ୍ଥାଯୀ ଅବିସ୍ମରଣୀଯ ନିଯମ ଦ୍ବାରା ସଦାପ୍ରଭୁଙ୍କଠା ରେ ଆସକ୍ତ ହୁଅ।'
Psalm 119:111
ସଦାପ୍ରଭୁ ମୁଁ ତୁମ୍ଭର ନିଯମକୁ ସବୁଦିନ ଦଖାଇବୋକୁ ଉପହାର ଆକାରରେ ଗ୍ରହଣ କରିଅଛି। ଏହା ମାେତେ ବହୁ ଆନନ୍ଦ ଦିଏ।
Psalm 119:106
ତୁମ୍ଭର ବିଚାର ଉତ୍ତମ ଏବଂ ମୁଁ ତାହାସବୁ ମାନିବା ପାଇଁ ଶପଥ କରେ।
Nehemiah 10:29
ସମାନେେ ହେଲେ, ଲୋକମାନଙ୍କର ଅବଶିଷ୍ଟାଂଶ ଯାଜକମାନେ, ଲବେୀୟମାନେ, ଦ୍ବାରପାଳମାନେ, ଗାଯକମାନେ, ନଥୀନୀଯମାନେ ଓ ଯେ ସମସ୍ତ ଲୋକ ଯେଉଁମାନେ ସମାନଙ୍କେୁ ଅନ୍ୟ ସ୍ଥାନ ରେ ଲୋକମାନଙ୍କଠାରୁ ଅଲଗା କଲେ, କାରଣ ସମାନେେ ପରମେଶ୍ବରଙ୍କର ବ୍ଯବସ୍ଥା ରଖିପାରିବେ। ସମାନେେ ସମାନଙ୍କେର ସ୍ତ୍ରୀଗଣ, ସମାନଙ୍କେର ପୁତ୍ରଗଣ ଓ ସମାନଙ୍କେର କନ୍ଯାଗଣ, ପ୍ରେତ୍ୟକକ ଜ୍ଞାନବାନ ଓ ବୁଦ୍ଧିମାନ ଲୋକ, ସମାନେେ ସମାନଙ୍କେର ଭାତୃଗଣ, ସମାନଙ୍କେର କୁଳୀନଗଣ ଏହି ଶପଥ ନବୋ ପାଇଁ ରାଜି ଥିଲେ।
Exodus 24:6
ମାଶାେ ସମସ୍ତ ରକ୍ତ ସଂଗ୍ରହ କଲେ, ଏହାର ଅଧା ପାତ୍ର ରେ ରଖିଲେ ଏବଂ ଆଉ ଅର୍ଦ୍ଧକେ ରକ୍ତ ବଦେୀ ଉପରେ ଢାଳିଲେ।
Deuteronomy 6:5
ଏଣୁ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ଓ ସମସ୍ତ ଶକ୍ତି ସହିତ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶଓରଙ୍କୁ ପ୍ ରମେ କରିବ।
Deuteronomy 29:10
ଆଜି ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭର ପରମେଶ୍ବଙ୍କର ସମ୍ମକ୍ସ୍ଟଖ ରେ ଛିଡା ହାଇେଅଛ। ତୁମ୍ଭର ପ୍ରଧାନଗଣ, ତୁମ୍ଭମାନଙ୍କ ବଂଶ ସମୂହ, ତୁମ୍ଭମାନଙ୍କର ପ୍ରାଚୀନବର୍ଗ, ତୁମ୍ଭମାନଙ୍କ ଅଧ୍ଯକ୍ଷଗଣ ଓ ଇଶ୍ରାୟେଲର ସମସ୍ତ ପୁରୁଷ ଏହିଠା ରେ ଉପସ୍ଥିତ ଅଛନ୍ତି।
Joshua 24:25
ତେଣୁ ସହେିଦିନ ଯିହାଶୂେୟ ସହେି ଲୋକମାନଙ୍କ ସହିତ ଏକ ଚକ୍ସ୍ଟକ୍ତି କଲେ। ୟିହୋଶୂଯ ଏହି ଚକ୍ସ୍ଟକ୍ତିନାମା ଶିଖିମ୍ ସହର ରେ କଲେ। ଏହା ସମାନଙ୍କେ ପାଇଁ ଅନକ୍ସ୍ଟସରଣ କରିବାର ଏକ ନିଯମ ସ୍ବରୂପ ହେଲା।
2 Kings 11:4
ଏହାପରେ ସପ୍ତମ ବର୍ଷ ରେ ଯିହାୟୋଦାରଦା ଲୋକ ପଠାଇ କରୀଯମାନଙ୍କର ଓ ପ୍ରହରିବର୍ଗର ଅଧ୍ଯକ୍ଷମାନଙ୍କୁ ଅଣାଇ ସମାନଙ୍କେୁ ଏକତ୍ରିତ କରି ସଦାପ୍ରଭୁଙ୍କ ମନ୍ଦିରକୁ ଆପଣା ନିକଟକୁ ନଲୋ, ଆଉ ସେ ସମାନଙ୍କେ ସହିତ ଏକ ଚୁକ୍ତି କରାଇଲା ଓ ସଦାପ୍ରଭୁଙ୍କ ମନ୍ଦିର ରେ ସମାନଙ୍କେୁ ଶପଥ କରାଇ ରାଜପୁତ୍ର ୟୋଯାଶକୁ ଦଖାଇେଲା।
2 Chronicles 15:15
ଯିହୁଦାର ସମସ୍ତ ଲୋକ ଯେତବେେଳେ ଏହି ଶପଥ ବିଷଯ ରେ ଶୁଣିଲେ ଅତି ଆନନ୍ଦିତ ହେଲେ, କାରଣ ସମାନେେ ସମାନଙ୍କେର ସମସ୍ତ ହୃଦଯ ସହିତ ପରମେଶ୍ବରଙ୍କର ଅନୁସରଣ କଲେ। ସମାନେେ ପରମେଶ୍ବରଙ୍କୁ ଖାଜେିଲେ ଓ ତାଙ୍କୁ ପାଇଲେ। ତେଣୁ ସଦାପ୍ରଭୁ ସମାନଙ୍କେୁ ଚତୁର୍ଦ୍ଦିଗ ରେ ଶାନ୍ତି ପ୍ରଦାନ କଲେ।
2 Chronicles 30:16
ପରମେଶ୍ବରଙ୍କ ଲୋକ ମାଶାଙ୍କେ ବ୍ଯବସ୍ଥା ନିଯମ ରେ ଯେଉଁ ପ୍ରକାର କୁହାୟାଇଥିଲା, ସମାନେେ ସହେି ପ୍ରକା ରେ ସମାନଙ୍କେର ନିଯମିତ ସ୍ଥାନ ଗ୍ରହଣ କଲେ। ଲବେୀୟମାନେ ଯାଜକମାନଙ୍କୁ ରକ୍ତ ଦେଲେ। ତା'ପରେ ଯାଜକମାନେ ୟଜ୍ଞବଦେୀ ଉପରେ ରକ୍ତକୁ ସିଞ୍ଚନ କଲେ।
2 Chronicles 31:21
ଯେଉଁ ପ୍ରେତ୍ୟକକ କାର୍ୟ୍ଯ ସେ ଆରମ୍ଭ କଲେ, ଯଥା :- ପରମେଶ୍ବରଙ୍କ ମନ୍ଦିରର ସବୋକାର୍ୟ୍ଯ ଓ ବ୍ଯବସ୍ଥା ନିଯମ ଓ ଆଦେଶର ବାଧ୍ଯ ହବୋ ଏବଂ ତାଙ୍କର ପରମେଶ୍ବରଙ୍କର ଅନୁଗମନ କରିବା ରେ ସେ ସଫଳ ହେଲେ। ହିଜକିଯ ଏହି ସମସ୍ତ ବିଷଯ ତାଙ୍କର ହୃଦଯର ସହିତ କଲେ।
Nehemiah 9:38
ତଥାପି ଏସବୁ ଘଟିଲେ ହେଁ ଆମ୍ଭମାନେେ ଏକ ନିଶ୍ଚିତ ନିଯମ କରି ତାହା ଲେଖିଅଛୁ। ଆଉ ଆମ୍ଭମାନଙ୍କର ଅଧିପତିମାନେ, ଆମ୍ଭମାନଙ୍କ ଲବେୀୟମାନେ ଓ ଆମ୍ଭମାନଙ୍କ ଯାଜକମାନେ ତାହା ମାହେରାଙ୍କିତ କରୁଅଛନ୍ତି।
Deuteronomy 29:1
ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କ ସହିତ ହାରେବେ ପର୍ବତ ରେ ଏକ ଚକ୍ସ୍ଟକ୍ତି କରିଥିଲେ। ତାହାଛଡା ସେ ମାୟୋବ ଦେଶ ରେ ତାଙ୍କ ସହିତ ଆଉ ଏକ ଚକ୍ସ୍ଟକ୍ତି କରିଥିଲେ। ତାହାସବୁ ଏହି ଯେ,