2 Chronicles 33:24 in Oriya

Oriya Oriya Bible 2 Chronicles 2 Chronicles 33 2 Chronicles 33:24

2 Chronicles 33:24
ଆମାେନ୍ଙ୍କ ଭୃତ୍ଯମାନେ ତାଙ୍କ ବିରୁଦ୍ଧ ରେ ଷଡ଼ୟନ୍ତ୍ର କଲେ। ସମାନେେ ଆମାେନ୍ଙ୍କୁ ତାଙ୍କର ନିଜ ଗୃହ ରେ ହତ୍ଯା କଲେ।

2 Chronicles 33:232 Chronicles 332 Chronicles 33:25

2 Chronicles 33:24 in Other Translations

King James Version (KJV)
And his servants conspired against him, and slew him in his own house.

American Standard Version (ASV)
And his servants conspired against him, and put him to death in his own house.

Bible in Basic English (BBE)
And his servants made a secret design against him, and put him to death in his house.

Darby English Bible (DBY)
And his servants conspired against him, and slew him in his own house.

Webster's Bible (WBT)
And his servants conspired against him, and slew him in his own house.

World English Bible (WEB)
His servants conspired against him, and put him to death in his own house.

Young's Literal Translation (YLT)
And his servants conspire against him, and put him to death in his own house,

And
his
servants
וַיִּקְשְׁר֤וּwayyiqšĕrûva-yeek-sheh-ROO
conspired
עָלָיו֙ʿālāywah-lav
against
עֲבָדָ֔יוʿăbādāywuh-va-DAV
slew
and
him,
וַיְמִיתֻ֖הוּwaymîtuhûvai-mee-TOO-hoo
him
in
his
own
house.
בְּבֵיתֽוֹ׃bĕbêtôbeh-vay-TOH

Cross Reference

2 Samuel 4:5
ରେଖବ୍ ଓ ବାନା, ୟିଏ କି ବରେୋତୀଯ ରିମ୍ମୋଣର ପକ୍ସ୍ଟତ୍ର। ସମାନେେ ମଧ୍ଯାନ୍ନ ସମୟରେ ଈଶ୍ବୋଶତ୍ଙ୍କ ଗୃହ ରେ ପ୍ରବେଶ କଲେ। ସହେି ସମୟରେ ଇଶ୍ବୋତ୍ ବିଶ୍ରାମ ନେଉଥିଲେ, କାରଣ ସହେି ଅପରାହ୍ନ ବହକ୍ସ୍ଟତ ଗରମ ଥିଲା।

2 Kings 21:23
ଆମାେନ୍ଙ୍କର ଦାସମାନେ ତାଙ୍କ ବିରୁଦ୍ଧ ରେ ଚକ୍ରାନ୍ତ କଲେ ଓ ତାଙ୍କ ନିଜ ଗୃହ ରେ ତାଙ୍କୁ ବଧ କଲେ।

2 Chronicles 24:25
ଅରାମୀଯମାନେ ୟୋଯାଶ୍ଙ୍କ ନିକଟରୁ ଯେତବେେଳେ ପ୍ରସ୍ଥାନ କଲେ, ସେ ଗୁରୁତର ଭାବରେ ଆହତ ହାଇେଥିଲେ। ୟୋଯାଶ୍ଙ୍କର ନିଜ ଭୃତ୍ଯମାନେ ତାଙ୍କ ବିରୁଦ୍ଧ ରେ ଷଡ଼ୟନ୍ତ୍ର କଲେ। ଯୋୟାଶ୍ ଯିହାୟୋଦାରଦା ଯାଜକଙ୍କର ପୁତ୍ର ଜିଖରିଯଙ୍କୁ ହତ୍ଯା କରିଥିବାରୁ ସମାନେେ ଏହିପରି କଲେ। ସହେି ଭୃତ୍ଯମାନେ ୟୋଯାଶ୍ଙ୍କୁ ତାଙ୍କର ଶୟ୍ଯା ଉପରେ ହିଁ ବଧ କଲେ। ଯୋୟାଶ୍ ମୃତ୍ଯୁ ଭୋଗ କରିବା ପରେ ଲୋକମାନେ ତାଙ୍କୁ ଦାଉଦଙ୍କ ନଗର ରେ କବର ଦେଲେ, କିନ୍ତୁ ସମାନେେ ତାଙ୍କୁ ରାଜାମାନେ ଯେଉଁ ସ୍ଥାନ ରେ କବର ପାଆନ୍ତି, ସେ ସ୍ଥାନ ରେ କବର ଦେଲେ ନାହିଁ।

2 Chronicles 25:27
ଯେତବେେଳେ ଅମତ୍ସିଯ ସଦାପ୍ରଭୁଙ୍କର ବାଧ୍ଯ ହବୋ ବନ୍ଦ କରି ଦେଲେ, ୟିରୁଶାଲମର ଲୋକମାନେ ଅମତ୍ସିଯଙ୍କ ବିରୁଦ୍ଧ ରେ ଷଡ଼ୟନ୍ତ୍ର କଲେ। ସେ ଲାଖୀଶ୍ ସହରକୁ ଲୋକମାନଙ୍କୁ ପଠାଇଲେ ଓ ସମାନେେ ସଠାେରେ ଅମତ୍ସିଯଙ୍କୁ ହତ୍ଯା କଲେ।

Psalm 55:23
ତୁମ୍ଭର ଚୁକ୍ତିର ଅଂଶ ରୂପେ ପରମେଶ୍ବର ସହେି ମିଥ୍ଯାବାଦୀମାନଙ୍କୁ ଓ ହତ୍ଯାକାରୀମାନଙ୍କୁ ସମାନଙ୍କେର ଜୀବନ ଅଧା ମଧ୍ଯ ଶଷେ ନ ହାଇେଥିବା ପୂର୍ବରୁ କବରକୁ ପଠଇେ ଦିଅନ୍ତି ! ମାରେ ଚୁକ୍ତିର ଅଂଶ ରୂପେ ମୁଁ ମାରେ ବିଶ୍ବାସ ତୁମ୍ଭଠାରେ କରିବି।

Romans 11:22
ଅତଏବ ବୁଝିବା ଦରକାର ଯେ, ପରମେଶ୍ବର ଅତି ଦୟାଳୁ, କିନ୍ତୁ ସେ ଅତି କଠାେର ମଧ୍ଯ ହାଇପୋରିବେ। ପରମେଶ୍ବରତାହାଙ୍କୁ ଅନୁସରଣ ନ କରୁଥିବା ଲୋକମାନଙ୍କୁ ଦଣ୍ତ ଦିଅନ୍ତି, କିନ୍ତୁ ତୁମ୍ଭେ ମାନେ ତାହାଙ୍କ ଅନୁଗ୍ର ରେ ରହିଲେ ସେ, ତୁମ୍ଭମାନଙ୍କ ପ୍ରତି ଦୟାଳୁ ହୁଅନ୍ତି। ଅନ୍ୟ ପକ୍ଷ ରେ ଯଦି ତୁମ୍ଭମାନେେ ତାହାଙ୍କୁ ଅନୁସରଣ ନ କର ତା' ହେଲେ ତୁମ୍ଭମାନେେ ମଧ୍ଯ କଟାଯାଇ ଫିଙ୍ଗି ଦିଆୟିବ।