1 Samuel 31:2
ପଲେଷ୍ଟୀୟମାନେ ଶାଉଲ ଓ ତାଙ୍କର ପକ୍ସ୍ଟତ୍ର ବିରକ୍ସ୍ଟଦ୍ଧ ରେ ଭୟଙ୍କର ୟକ୍ସ୍ଟଦ୍ଧ କଲେ। ପଲେଷ୍ଟୀୟମାନେ ଶାଉଲର ପକ୍ସ୍ଟତ୍ର ଯୋନାଥନ, ଅବୀନାଦବ ଏବଂ ମଲକୀଶୂଯଙ୍କକ୍ସ୍ଟ ହତ୍ଯା କଲେ।
1 Samuel 31:2 in Other Translations
King James Version (KJV)
And the Philistines followed hard upon Saul and upon his sons; and the Philistines slew Jonathan, and Abinadab, and Melchishua, Saul's sons.
American Standard Version (ASV)
And the Philistines followed hard upon Saul and upon his sons; and the Philistines slew Jonathan, and Abinadab, and Malchishua, the sons of Saul.
Bible in Basic English (BBE)
And the Philistines overtook Saul and his sons; and they put to death Jonathan and Abinadab and Malchi-shua, the sons of Saul.
Darby English Bible (DBY)
And the Philistines followed hard upon Saul and upon his sons; and the Philistines smote Jonathan, and Abinadab, and Malchishua, Saul's sons.
Webster's Bible (WBT)
And the Philistines followed hard upon Saul and upon his sons; and the Philistines slew Jonathan, and Abinadab, and Malchi-shua, Saul's sons.
World English Bible (WEB)
The Philistines followed hard on Saul and on his sons; and the Philistines killed Jonathan, and Abinadab, and Malchishua, the sons of Saul.
Young's Literal Translation (YLT)
and the Philistines follow Saul and his sons, and the Philistines smite Jonathan, and Abinadab, and Malchishua, sons of Saul.
| And the Philistines | וַיַּדְבְּק֣וּ | wayyadbĕqû | va-yahd-beh-KOO |
| followed hard upon | פְלִשְׁתִּ֔ים | pĕlištîm | feh-leesh-TEEM |
| אֶת | ʾet | et | |
| Saul | שָׁא֖וּל | šāʾûl | sha-OOL |
| and upon his sons; | וְאֶת | wĕʾet | veh-ET |
| Philistines the and | בָּנָ֑יו | bānāyw | ba-NAV |
| slew | וַיַּכּ֣וּ | wayyakkû | va-YA-koo |
| פְלִשְׁתִּ֗ים | pĕlištîm | feh-leesh-TEEM | |
| Jonathan, | אֶת | ʾet | et |
| Abinadab, and | יְהֽוֹנָתָ֧ן | yĕhônātān | yeh-hoh-na-TAHN |
| and Malchi-shua, | וְאֶת | wĕʾet | veh-ET |
| Saul's | אֲבִֽינָדָ֛ב | ʾăbînādāb | uh-vee-na-DAHV |
| sons. | וְאֶת | wĕʾet | veh-ET |
| מַלְכִּישׁ֖וּעַ | malkîšûaʿ | mahl-kee-SHOO-ah | |
| בְּנֵ֥י | bĕnê | beh-NAY | |
| שָׁאֽוּל׃ | šāʾûl | sha-OOL |
Cross Reference
1 Chronicles 8:33
ନେର୍ କୀଶ୍ଙ୍କ ପିତା ଥିଲେ। କୀଶ୍ ଶାଉଲଙ୍କ ପିତା ଥିଲେ। ଏବଂ ଶାଉଲ ଯୋନାଥନ, ମଲକୀଶୂଯ, ଅବୀନାଦବ୍ ଓ ଇଶବାଲାଙ୍କ ପିତା ଥିଲେ।
1 Samuel 14:49
ଯୋନାଥନ, ୟିଶ୍ବି ଓ ମଲୀଶୂଯ ଶାଉଲଙ୍କର ତିନି ପକ୍ସ୍ଟତ୍ର ଥିଲେ। ମରେବ୍ ଓ ମୀଖଲ୍ ତାଙ୍କର ଜ୍ଯୋଷ୍ଠା ଓ କନିଷ୍ଠା କନ୍ଯା।
1 Chronicles 9:39
ନେର୍ କୀଶ୍ଙ୍କ ପିତା ଥିଲେ। କୀଶ୍ ଶାଉଲଙ୍କ ପିତା ଥିଲେ ଏବଂ ଶାଉଲ ଯୋନାଥନ୍, ମଲକୀଶୂଯ, ଅବୀନାଦବ ଓ ଈଶ୍-ବାଲ୍ଙ୍କ ପିତା ଥିଲେ।
2 Kings 25:7
ସମାନେେ ସିଦିକିଯଙ୍କର ପୁତ୍ରମାନଙ୍କୁ ତାଙ୍କ ସମ୍ମୁଖ ରେ ବଧ କଲେ। ତା'ପରେ ସମାନେେ ସିଦିକିଯଙ୍କର ଚକ୍ଷୁ ଉପାଡି ପକାଇଲେ ଓ ତାଙ୍କୁ ଶୃଙ୍ଖଳ ରେ ବାନ୍ଧି ବାବିଲକୁ ନଇେ ଗଲେ।
2 Samuel 1:6
ୟକ୍ସ୍ଟବକ ଜଣକ କହିଲା, ମୁ ଯେତବେେଳେ ଗିଲ୍ବୋଯ ପର୍ବତ ଉପରେ ଥିଲି, ମୁ ଦେଖିଲି, ଶାଉଲ ନିଜର ବର୍ଚ୍ଛା ଉପରେ ଆଉଜିଛନ୍ତି ଏବଂ ପଲେଷ୍ଟୀୟ ରଥସବୁ ଓ ଅଶ୍ବାରୋହୀମାନେ ତାଙ୍କର ପାଖକକ୍ସ୍ଟ ଆସକ୍ସ୍ଟଛନ୍ତି।
1 Samuel 23:17
ଯୋନାଥନ ଦାଉଦଙ୍କକ୍ସ୍ଟ କହିଲା, ଭୟ କର ନାହିଁ। ମାରେ ପିତା ତୁମ୍ଭକୁ ମାରି ପାରିବେ ନାହିଁ। ତୁମ୍ଭେ ଇଶ୍ରାୟେଲର ରାଜା ହବେ। ଏବଂ ମୁ ତୁମ୍ଭର ଦ୍ବିତୀୟ ହବେି। ଏହା ମଧ୍ଯ ମାରେ ବାପା ଶାଉଲ ଜାଣନ୍ତି।
1 Samuel 18:1
ଦାଉଦ ଶାଉଲଙ୍କ ସହିତ କଥାବାର୍ତ୍ତା କରିସାରିବା ପରେ ଯୋନାଥନର ଦାଉଦଙ୍କ ସହିତ ଏକ ଦୃତ ବନ୍ଧକ୍ସ୍ଟତା ବାନ୍ଧିଲେ। ଆଉ ଯୋନାଥନ ଆପଣା ପ୍ରାଣପରି ତାଙ୍କୁ ସ୍ନହେ କଲା।
1 Samuel 14:22
ସହେି ଇଶ୍ରାୟେଲୀୟ ଯେଉଁ ସୈନ୍ଯମାନେ ଇଫ୍ରଯିମ ପର୍ବତମଯ ଅଞ୍ଚଳ ରେ ଲକ୍ସ୍ଟଚି ଥିଲେ, ସମାନେେ ମଧ୍ଯ ସମ୍ବାଦ ଶକ୍ସ୍ଟଣି ୟକ୍ସ୍ଟଦ୍ଧ କ୍ଷେତ୍ର ରେ ପହନ୍ଚିଲେ ଓ ପଲେଷ୍ଟୀୟଙ୍କକ୍ସ୍ଟ ଗୋଡ଼ାଇଲେ।
1 Samuel 14:1
ଏକଦିନ ଶାଉଲଙ୍କ ପକ୍ସ୍ଟତ୍ର ଯୋନାଥନ ଆପଣା ଅସ୍ତ୍ରବାହକ ୟକ୍ସ୍ଟବାକକ୍ସ୍ଟ କହିଲା, ଗ୍ଭଲ ଆମ୍ଭେ ଉପତ୍ୟକାର ବିପରୀତ ଦିଗରକ୍ସ୍ଟ ପଲେଷ୍ଟୀୟଙ୍କ ଶିବିର ଆଡକକ୍ସ୍ଟ ୟିବା। କିନ୍ତୁ ଯୋନାଥନ ଏକଥା ତାଙ୍କ ବାପା ଶାଉଲଙ୍କକ୍ସ୍ଟ କହିଲେ ନାହିଁ।
1 Samuel 13:16
ଶାଉଲ ଏବଂ ତାଙ୍କ ପକ୍ସ୍ଟଅ ଯୋନାଥନ ସୈନ୍ଯମାନଙ୍କ ସହିତ ବିନ୍ଯାମୀନର ଗିବିଯାକକ୍ସ୍ଟ ୟାତ୍ରା କଲେ।
1 Samuel 13:2
ଶାଉଲ ଇଶ୍ରାୟେଲରକ୍ସ୍ଟ 3,000 ପୁରୁଷମାନଙ୍କୁ ନିର୍ବାଚିତ କଲେ। ଏମାନଙ୍କ ମଧ୍ଯରକ୍ସ୍ଟ 2,000 ମିକ୍ମସ୍ ରେ ବୈଥେଲ୍ର ପାର୍ବତ୍ଯ ଅଞ୍ଚଳ ଶାଉଲଙ୍କ ସହ ରହିଲେ। ଏବଂ 1,000 ଗିବିଯାର ଯୋନାଥନ ସହିତ ବିନ୍ଯାମୀନର ଭୂମିରେ ଅବଶିଷ୍ଟ ରହିଲେ। ସେ ଅବଶିଷ୍ଟ ସୈନ୍ଯମାନଙ୍କୁ ଆପଣା ଗୃହକକ୍ସ୍ଟ ପ୍ରତ୍ଯାବର୍ତ୍ତନ କରିବାକୁ ଆଦେଶ ଦେଲେ।
Exodus 20:5
କୌଣସି ମୂର୍ତ୍ତିକୁ ଉପାସନା କରିବ ନାହିଁ କିମ୍ବା ତା'ର ସବୋ କରିବ ନାହିଁ। କାହିଁକି? କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ। ମୁଁ ଇର୍ଷାପରାଯଣ ପରମେଶ୍ବର। ଯେଉଁମାନେ ମାେତେ ଘୃଣା କରନ୍ତି ସମାନେେ ମାରେ ଶତୃ ରେ ଗଣାୟାନ୍ତି ଏବଂ ମୁଁ ସମାନଙ୍କେୁ ସମାନଙ୍କେର ତୃତୀୟ ପୁରୁଷ ଓ ଚତୁର୍ଥ ପୁରୁଷ ପର୍ୟ୍ଯନ୍ତ ଶାସ୍ତି ବିଧାନ କରିବି।