1 Samuel 18:17
କିନ୍ତୁ ଶାଉଲ ଦାଉଦଙ୍କକ୍ସ୍ଟ ମାରିଦବୋ ପାଇଁ ଚାହିଁଲେ ଏବଂ ଶାଉଲ ଏକ ଉପାଯ ଚିନ୍ତା କଲେ। ଶାଉଲ କହିଲେ, ଦାଉଦ ମରେବ୍ ନାମକ ମାରେଜେଷ୍ଠ କନ୍ଯାକକ୍ସ୍ଟ ଦେଖ। ମୁ ତାକକ୍ସ୍ଟ ତୁମ୍ଭକୁ ବିବାହ ଦବେି। ତା'ପରେ ତୁମ୍ଭେ ଜଣେ ବୀର ଯୋଦ୍ଧା ସୈନିକ ହବେ। ତୁମ୍ଭେ ମାରେ ସନ୍ତାନପରି, ତା'ପରେ ତୁମ୍ଭେ ସଦାପ୍ରଭୁଙ୍କ ପାଇଁ ୟକ୍ସ୍ଟଦ୍ଧ କର। ଶାଉଲ ଚିନ୍ତାକଲେ, ମୁ ତାକକ୍ସ୍ଟ ହତ୍ଯା କରିବା ପାଇଁ ହାତ ଉଠାଇବି ନାହିଁ, କିନ୍ତୁ ପଲେଷ୍ଟୀୟମାନେ ହକ୍ସ୍ଟଏତ ତାକକ୍ସ୍ଟ ହତ୍ଯା କରି ପାରନ୍ତି।
1 Samuel 18:17 in Other Translations
King James Version (KJV)
And Saul said to David, Behold my elder daughter Merab, her will I give thee to wife: only be thou valiant for me, and fight the LORD's battles. For Saul said, Let not mine hand be upon him, but let the hand of the Philistines be upon him.
American Standard Version (ASV)
And Saul said to David, Behold, my elder daughter Merab, her will I give thee to wife: only be thou valiant for me, and fight Jehovah's battles. For Saul said, Let not my hand be upon him, but let the hand of the Philistines be upon him.
Bible in Basic English (BBE)
And Saul said to David, Here is my oldest daughter Merab, whom I will give you for your wife: only be strong for me, fighting in the Lord's wars. For Saul said, Let it not be through me that his fate comes to him, but through the Philistines.
Darby English Bible (DBY)
And Saul said to David, Behold my eldest daughter Merab, her will I give thee to wife; only be thou valiant for me, and fight Jehovah's battles. But Saul thought, My hand shall not be upon him, but the hand of the Philistines shall be upon him.
Webster's Bible (WBT)
And Saul said to David, Behold, my elder daughter Merab, her will I give thee for a wife: only be thou valiant for me, and fight the LORD'S battles. For Saul said, Let not my hand be upon him, but let the hand of the Philistines be upon him.
World English Bible (WEB)
Saul said to David, Behold, my elder daughter Merab, her will I give you as wife: only be valiant for me, and fight Yahweh's battles. For Saul said, Don't let my hand be on him, but let the hand of the Philistines be on him.
Young's Literal Translation (YLT)
And Saul saith unto David, `Lo, my elder daughter Merab -- her I give to thee for a wife; only, be to me for a son of valour, and fight the battles of Jehovah;' and Saul said, `Let not my hand be on him, but let the hand of the Philistines be upon him.'
| And Saul | וַיֹּ֨אמֶר | wayyōʾmer | va-YOH-mer |
| said | שָׁא֜וּל | šāʾûl | sha-OOL |
| to | אֶל | ʾel | el |
| David, | דָּוִ֗ד | dāwid | da-VEED |
| Behold | הִנֵּה֩ | hinnēh | hee-NAY |
| elder my | בִתִּ֨י | bittî | vee-TEE |
| daughter | הַגְּדוֹלָ֤ה | haggĕdôlâ | ha-ɡeh-doh-LA |
| Merab, | מֵרַב֙ | mērab | may-RAHV |
| give I will her | אֹתָהּ֙ | ʾōtāh | oh-TA |
| thee to wife: | אֶתֶּן | ʾetten | eh-TEN |
| only | לְךָ֣ | lĕkā | leh-HA |
| be | לְאִשָּׁ֔ה | lĕʾiššâ | leh-ee-SHA |
| thou valiant | אַ֚ךְ | ʾak | ak |
| הֱיֵה | hĕyē | hay-YAY | |
| fight and me, for | לִּ֣י | lî | lee |
| the Lord's | לְבֶן | lĕben | leh-VEN |
| battles. | חַ֔יִל | ḥayil | HA-yeel |
| Saul For | וְהִלָּחֵ֖ם | wĕhillāḥēm | veh-hee-la-HAME |
| said, | מִלְחֲמ֣וֹת | milḥămôt | meel-huh-MOTE |
| Let not | יְהוָ֑ה | yĕhwâ | yeh-VA |
| mine hand | וְשָׁא֣וּל | wĕšāʾûl | veh-sha-OOL |
| be | אָמַ֗ר | ʾāmar | ah-MAHR |
| upon him, but let the hand | אַל | ʾal | al |
| Philistines the of | תְּהִ֤י | tĕhî | teh-HEE |
| be | יָדִי֙ | yādiy | ya-DEE |
| upon him. | בּ֔וֹ | bô | boh |
| וּתְהִי | ûtĕhî | oo-teh-HEE | |
| ב֖וֹ | bô | voh | |
| יַד | yad | yahd | |
| פְּלִשְׁתִּֽים׃ | pĕlištîm | peh-leesh-TEEM |
Cross Reference
1 Samuel 25:28
ଦୟାକରି ମାେତେ ମାରେ କରିଥିବା ଦୋଷ ପାଇଁ କ୍ଷମା କରନ୍ତକ୍ସ୍ଟ। ମୁ ଜାଣେ ସଦାପ୍ରଭୁ ତକ୍ସ୍ଟମ୍ଭ ପରିବାରକକ୍ସ୍ଟ ଶକ୍ତିଶାଳୀ କରିବେ। ସଦାପ୍ରଭୁ ଏପରି କରିଛନ୍ତି, କାରଣ ତୁମ୍ଭମାନେେ ତାଙ୍କର ପ୍ରତିରୋଧ ରେ ୟକ୍ସ୍ଟଦ୍ଧ କରିଅଛ, ତୁମ୍ଭେ ବଞ୍ଚିଥିବା ପର୍ୟ୍ଯନ୍ତ କୌଣସି ଲୋକ ତୁମ୍ଭର ଦୋଷ ବାଛି ପାରିବ ନାହିଁ।
1 Samuel 18:25
ଶାଉଲ ସମାନଙ୍କେୁ କହିଲେ, ତୁମ୍ଭେ ଦାଉଦଙ୍କକ୍ସ୍ଟ ଏକଥା କକ୍ସ୍ଟହ, 'ରାଜା ଗ୍ଭହାଁନ୍ତି ନାହିଁ ତୁମ୍ଭେ ତାଙ୍କର ଝିଅପାଇଁ ଅର୍ଥ ଦିଅ, ସେ ପଲେଷ୍ଟୀୟମାନଙ୍କଠାରକ୍ସ୍ଟ ପ୍ରତିଶୋଧ ନବୋକକ୍ସ୍ଟ ଗ୍ଭହାନ୍ତି ଏବଂ ସେ ପଲେଷ୍ଟୀୟମାନଙ୍କର 100 ସକ୍ସ୍ଟନ୍ନତ ଚର୍ମ ଗ୍ଭହାଁନ୍ତି।' ପଲେଷ୍ଟୀୟମାନଙ୍କ ଦ୍ବାରା ଦାଉଦକକ୍ସ୍ଟ ନିପାତ କରିବା ପାଇଁ ଶାଉଲଙ୍କର ବିଗ୍ଭର ଥିଲା।
1 Samuel 17:25
ଜଣେ ଇଶ୍ରାୟେଲର ଲୋକ କହିଲା, ତୁମ୍ଭମାନେେ ସହେି ବ୍ଯକ୍ତିକକ୍ସ୍ଟ ଦେଖିଲକି ୟିଏ ଇଶ୍ରାୟେଲକକ୍ସ୍ଟ ଅବମାନନା କରିବାକୁ ଆସିଥିଲା? ଏହାକକ୍ସ୍ଟ ଯେଉଁଲୋକ ହତ୍ଯା କରିବ, ରାଜା ତାହାଙ୍କକ୍ସ୍ଟ ବହକ୍ସ୍ଟତ ଧନ ରେ ଧନବାନ କରିବେ ଓ ତାହାକକ୍ସ୍ଟ ଆପଣା କନ୍ଯା ଦବେେ। ଆଉ ଇଶ୍ରାୟେଲ ମଧିଅରେ ତା'ର ପିତୃ ଗୃହକକ୍ସ୍ଟ ନିଷ୍କର କରିବେ।
1 Samuel 18:21
ଶାଉଲ ଭାବିଲେ, ମୁ ମୀଖଲ ମାଧ୍ଯମ ରେ ଦାଉଦକକ୍ସ୍ଟ ଫାସ ରେ ପକାଇ ଦବେି। ମୁ ମୀଖଲକକ୍ସ୍ଟ ଦାଉଦଙ୍କ ସହିତ ବିବାହ ଦବେି। ଏବଂ ତା'ପରେ ପଲେଷ୍ଟୀୟମାନେ ତାଙ୍କୁ ମାରି ଦବେେ। ତେଣୁ ଶାଉଲ ଦାଉଦଙ୍କକ୍ସ୍ଟ ଦ୍ବିତୀୟ ଥର ପାଇଁ କହିଲେ, ତୁମ୍ଭେ ଆଜି ମାରେ କନ୍ଯାକକ୍ସ୍ଟ ବିବାହ କରିପାର।
1 Samuel 17:47
ଏଠା ରେ ରକ୍ସ୍ଟଣ୍ତ ହାଇେଥିବା ସବୁ ଲୋକମାନେ ଜାଣିବେ, ଯେ ସଦାପ୍ରଭୁ ଖଡ୍ଗ ଓ ବର୍ଚ୍ଛାଦ୍ବାରା ରକ୍ଷା କରନ୍ତି ନାହିଁ, କାରଣ ଏହି ୟକ୍ସ୍ଟଦ୍ଧ ସଦାପ୍ରଭୁଙ୍କର ଓ ସେ ତୁମ୍ଭେ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବା ରେ ଆମ୍ଭମାନଙ୍କୁ ସାହାୟ୍ଯ କରିବେ।
Psalm 55:21
ମାରେ ଶତ୍ରୁ ତା'ର ସାଙ୍ଗମାନଙ୍କୁ ଆକ୍ରମଣ କରେ ଏବଂ ତା'ର ପ୍ରତିଜ୍ଞା ଭଂଗ କରେ। ତା'ର କଥାଗୁଡ଼ିକ ଲବଣୀ ତୁଲ୍ଯ ଚିକ୍କଣ। କିନ୍ତୁ ତା ହୃଦଯରେ ଘୃଣା ଅଛି। ତା'ର କଥାଗୁଡ଼ିକ ତଲେ ସଦୃଶ ଦିଛିଳ, କିନ୍ତୁ ସଗେୁଡ଼ିକ ଧାରୁଆ ଖଡ୍ଗ ତୁଲ୍ଯ କାଟନ୍ତି।
Psalm 12:2
ଲୋକମାନେ ନିଜ ପଡ଼ୋଶୀ ସହିତ ମିଥ୍ଯା କହନ୍ତି। ପ୍ରେତ୍ୟକକ ମଣିଷ ଆଜି ଚାଟୁକାର ସାଜି ପଡ଼ୋଶୀମାନଙ୍କୁ ମିଥ୍ଯା କଥାରେ ଭୁଲାଇ କହନ୍ତି।
2 Samuel 12:9
ତେଣୁ ତୁମ୍ଭେ କାହିଁକି ସଦାପ୍ରଭୁଙ୍କର ଆଦେଶକକ୍ସ୍ଟ ଅବଜ୍ଞା କଲ? ସେ ଯାହା ଭୂଲ୍ ବୋଲି କହନ୍ତି ତୁମ୍ଭେ ତାହା କାହିଁକି କଲ? ତୁମ୍ଭେ ହିତ୍ତୀଯ ଊରିଯକକ୍ସ୍ଟ ମାରି ତା' ସ୍ତ୍ରୀକକ୍ସ୍ଟ ତୁମ୍ଭେ ସ୍ତ୍ରୀ କରିଅଛ। ତୁମ୍ଭେ ଅେମ୍ମାନୀୟମାନଙ୍କ ଖଣ୍ତାଦ୍ବାରା ଊରିଯକକ୍ସ୍ଟ ମାରି ଅଛ।
2 Samuel 11:15
ଦାଉଦ ଏହା ପତ୍ର ରେ ଲେଖି ଥିଲେ, ଯେଉଁ କ୍ଷେତ୍ର ରେ ଘମାଘୋଟ ୟକ୍ସ୍ଟଦ୍ଧ ହକ୍ସ୍ଟଏ, ସଠାେରେ ଊରିଯକକ୍ସ୍ଟ ଆଗଧାଡି ରେ ରଖ। ତା'ପରେ ତାକକ୍ସ୍ଟ ସଠାେରେ ଏକା ଛାଡି ଦିଅ, ଯେପରି ସେ ୟକ୍ସ୍ଟଦ୍ଧ ରେ ହତ୍ଯା ହବେ।
Deuteronomy 17:7
ସାକ୍ଷୀମାନେ ପ୍ରଥମେ ସହେି ଲୋକକୁ ମାରିବା ପାଇଁ ପ୍ରଥମେ ପଥର ଫିଙ୍ଗିବେ। ଏହାପରେ ଅନ୍ୟ ସମସ୍ତ ଲୋକେ ତାକକ୍ସ୍ଟ ପଥରମାନ ଫିଙ୍ଗି ମାରିବେ। ଏହିପରି ଭାବରେ ତୁମ୍ଭମାନଙ୍କ ମଧ୍ଯରକ୍ସ୍ଟ ଦକ୍ସ୍ଟଷ୍ଟ ଲୋକମାନଙ୍କୁ ବାହାର କରିବ।
Numbers 32:29
ପୁଣି ମାଶାେ ସମାନଙ୍କେୁ କହିଲେ, ଯଦି ଗାଦ ଗୋଷ୍ଠୀର ଓ ରୁବନେ ପରିବାରର ସୈନ୍ଯମାନେ ତୁମ୍ଭ ସହିତ ୟୁଦ୍ଧ କରିବା ପାଇଁ ଓ ଦେଶ ଅଧିକାର କରିବାକୁ ସଦାପ୍ରଭୁଙ୍କ ଆଗ ରେ ୟାଆନ୍ତି, ତବେେ ତୁମ୍ଭମାନେେ ଅଧିକାରାର୍ଥେ ସୁତ୍ର ରେ ସମାନଙ୍କେୁ ଗିଲିଯଦ ଦେଶ ଦବୋ ଉଚିତ୍।
Numbers 32:27
ମାତ୍ର ଆମ୍ଭମାନଙ୍କ ସୈନ୍ଯମାନେ ସଦାପ୍ରଭୁଙ୍କ ଆଗ ରେ ୟର୍ଦ୍ଦନ ନଦୀ ପାର ହାଇେ ୟୁଦ୍ଧ କରିବାକୁ ଯିବେ, ଠିକ୍ ଯେପରି ମୂନିବ କହନ୍ତି।
Numbers 32:20
ତେଣୁ ମାଶାେ ସମାନଙ୍କେୁ କହିଲେ, ତୁମ୍ଭମାନେେ ଯବେେ ଏହିସବୁ କରିବ, ତବେେ ଏହି ଭୂମି ତୁମ୍ଭର ଅଧିକୃତ ହବେ। କିନ୍ତୁ ତୁମ୍ଭର ସୈନ୍ଯମାନେ ସସଜ୍ଜ ହାଇେ ସଦାପ୍ରଭୁଙ୍କ ସମ୍ମୁଖ ରେ ୟୁଦ୍ଧ କରିବାକୁ ଆଗଇେ ଯିବେ।
Numbers 21:14
ଏଥି ନିମନ୍ତେ ସଦାପ୍ରଭୁଙ୍କ ୟୁଦ୍ଧ ପୁସ୍ତକରେ କଥିତ ଅଛି, ଯଥା: