1 Samuel 14:49
ଯୋନାଥନ, ୟିଶ୍ବି ଓ ମଲୀଶୂଯ ଶାଉଲଙ୍କର ତିନି ପକ୍ସ୍ଟତ୍ର ଥିଲେ। ମରେବ୍ ଓ ମୀଖଲ୍ ତାଙ୍କର ଜ୍ଯୋଷ୍ଠା ଓ କନିଷ୍ଠା କନ୍ଯା।
1 Samuel 14:49 in Other Translations
King James Version (KJV)
Now the sons of Saul were Jonathan, and Ishui, and Melchishua: and the names of his two daughters were these; the name of the firstborn Merab, and the name of the younger Michal:
American Standard Version (ASV)
Now the sons of Saul were Jonathan, and Ishvi, and Malchishua; and the names of his two daughters were these: the name of the first-born Merab, and the name of the younger Michal:
Bible in Basic English (BBE)
Now the sons of Saul were Jonathan and Ishvi and Malchi-shua; and these are the names of his daughters: the older was named Merab and the younger Michal;
Darby English Bible (DBY)
And the sons of Saul were Jonathan, and Jishvi, and Malchi-shua. And the names of his two daughters: the name of the firstborn Merab, and the name of the younger Michal.
Webster's Bible (WBT)
Now the sons of Saul were Jonathan, and Ishui, and Melchi-shua: and the names of his two daughters were these; the name of the first-born Merab, and the name of the younger Michal:
World English Bible (WEB)
Now the sons of Saul were Jonathan, and Ishvi, and Malchishua; and the names of his two daughters were these: the name of the firstborn Merab, and the name of the younger Michal:
Young's Literal Translation (YLT)
And the sons of Saul are Jonathan, and Ishui, and Melchi-Shua; as to the name of his two daughters, the name of the first-born `is' Merab, and the name of the younger Michal;
| Now the sons | וַיִּֽהְיוּ֙ | wayyihĕyû | va-yee-heh-YOO |
| of Saul | בְּנֵ֣י | bĕnê | beh-NAY |
| were | שָׁא֔וּל | šāʾûl | sha-OOL |
| Jonathan, | יֽוֹנָתָ֥ן | yônātān | yoh-na-TAHN |
| Ishui, and | וְיִשְׁוִ֖י | wĕyišwî | veh-yeesh-VEE |
| and Melchi-shua: | וּמַלְכִּישׁ֑וּעַ | ûmalkîšûaʿ | oo-mahl-kee-SHOO-ah |
| and the names | וְשֵׁם֙ | wĕšēm | veh-SHAME |
| two his of | שְׁתֵּ֣י | šĕttê | sheh-TAY |
| daughters | בְנֹתָ֔יו | bĕnōtāyw | veh-noh-TAV |
| were these; the name | שֵׁ֤ם | šēm | shame |
| firstborn the of | הַבְּכִירָה֙ | habbĕkîrāh | ha-beh-hee-RA |
| Merab, | מֵרַ֔ב | mērab | may-RAHV |
| and the name | וְשֵׁ֥ם | wĕšēm | veh-SHAME |
| of the younger | הַקְּטַנָּ֖ה | haqqĕṭannâ | ha-keh-ta-NA |
| Michal: | מִיכַֽל׃ | mîkal | mee-HAHL |
Cross Reference
1 Samuel 31:2
ପଲେଷ୍ଟୀୟମାନେ ଶାଉଲ ଓ ତାଙ୍କର ପକ୍ସ୍ଟତ୍ର ବିରକ୍ସ୍ଟଦ୍ଧ ରେ ଭୟଙ୍କର ୟକ୍ସ୍ଟଦ୍ଧ କଲେ। ପଲେଷ୍ଟୀୟମାନେ ଶାଉଲର ପକ୍ସ୍ଟତ୍ର ଯୋନାଥନ, ଅବୀନାଦବ ଏବଂ ମଲକୀଶୂଯଙ୍କକ୍ସ୍ଟ ହତ୍ଯା କଲେ।
1 Chronicles 8:33
ନେର୍ କୀଶ୍ଙ୍କ ପିତା ଥିଲେ। କୀଶ୍ ଶାଉଲଙ୍କ ପିତା ଥିଲେ। ଏବଂ ଶାଉଲ ଯୋନାଥନ, ମଲକୀଶୂଯ, ଅବୀନାଦବ୍ ଓ ଇଶବାଲାଙ୍କ ପିତା ଥିଲେ।
2 Samuel 6:20
ଦାଉଦ ଆଶୀର୍ବାଦ ଦବୋକକ୍ସ୍ଟ ନିଜର ଘରକକ୍ସ୍ଟ ଗଲେ, କିନ୍ତୁ ଶାଉଲଙ୍କ କନ୍ଯା ମୀଖଲ ବାହାରକକ୍ସ୍ଟ ଆସି ତାଙ୍କୁ ସାକ୍ଷାତ କଲେ ଓ କହିଲେ, ଆଜି ଇଶ୍ରାୟେଲର ରାଜା ନିଜକକ୍ସ୍ଟ ନିଜେ ସମ୍ମାନ କଲେ ନାହିଁ। ତୁମ୍ଭେ ତୁମ୍ଭର ଦାସୀମାନଙ୍କ ସମ୍ମକ୍ସ୍ଟଖ ରେ ଲକ୍ସ୍ଟଗା କାଢି ପକାଇଲେ। ତୁମ୍ଭେ ଜଣେ ନିର୍ ବୋଧପରି କାର୍ୟ୍ଯ କଲ, ୟିଏ ନିଜର ବସ୍ତ୍ର ବିନା ଲଜ୍ଜା ରେ କାଢି ପକାଏ।
1 Chronicles 9:39
ନେର୍ କୀଶ୍ଙ୍କ ପିତା ଥିଲେ। କୀଶ୍ ଶାଉଲଙ୍କ ପିତା ଥିଲେ ଏବଂ ଶାଉଲ ଯୋନାଥନ୍, ମଲକୀଶୂଯ, ଅବୀନାଦବ ଓ ଈଶ୍-ବାଲ୍ଙ୍କ ପିତା ଥିଲେ।
1 Samuel 18:7
ଆଉ ସହେି ସ୍ତ୍ରୀମାନେ ନୃତ୍ଯ କରୁକରୁ ଗାଇଲେ,
1 Samuel 25:44
ଶାଉଲ ନିଜର କନ୍ଯା ମୀଖଲକକ୍ସ୍ଟ, ଦାଉଦଙ୍କର ସ୍ତ୍ରୀକକ୍ସ୍ଟ ଗଲିମ ନିବାସୀ ଲଯିସ ପକ୍ସ୍ଟତ୍ର ପଲ୍ଟିକି ନଇେଥିଲେ।
2 Samuel 3:13
ଦାଉଦ କହିଲେ, ଉତ୍ତମ, ମୁ ତକ୍ସ୍ଟମ୍ଭ ସହିତ ଚକ୍ସ୍ଟକ୍ତି କରୁଅଛି। କିନ୍ତୁ ମୁ ତୁମ୍ଭକୁ ଗୋଟିଏ କଥା ପଗ୍ଭରିବି, ତୁମ୍ଭେ ଶାଉଲଙ୍କର କନ୍ଯା ମୀଖଲକକ୍ସ୍ଟ ମାେ ସମ୍ମକ୍ସ୍ଟଖକକ୍ସ୍ଟ ନ ଆଣିବା ପର୍ୟ୍ଯନ୍ତ ମୁ ତୁମ୍ଭକୁ ସାକ୍ଷାତ କରିବି ନାହିଁ।