1 Samuel 14:44
ଶାଉଲ କହିଲେ, ମୁ ପରମେଶ୍ବରଙ୍କ ପାଖ ରେ ପ୍ରତିଜ୍ଞା କରିଛି ଏବଂ ମୁ ମାେ ପ୍ରତିଜ୍ଞା ନରେଖ, ତବେେ ମାେତେ ଦଣ୍ତିତ କରିବା ପାଇଁ ପରମେଶଓରଙ୍କୁ ଅନକ୍ସ୍ଟ ରୋଧ କରିଛି। ଯୋନାଥନ ନିଶ୍ଚଯ ମରିବ।
1 Samuel 14:44 in Other Translations
King James Version (KJV)
And Saul answered, God do so and more also: for thou shalt surely die, Jonathan.
American Standard Version (ASV)
And Saul said, God do so and more also; for thou shalt surely die, Jonathan.
Bible in Basic English (BBE)
And Saul said, May God's punishment be on me if death is not your fate, Jonathan.
Darby English Bible (DBY)
And Saul said, God do so [to me] and more also; thou shalt certainly die, Jonathan.
Webster's Bible (WBT)
And Saul answered, God do so, and more also: for thou shalt surely die, Jonathan.
World English Bible (WEB)
Saul said, God do so and more also; for you shall surely die, Jonathan.
Young's Literal Translation (YLT)
And Saul saith, `Thus doth God do, and thus doth He add, for thou dost certainly die, Jonathan.'
| And Saul | וַיֹּ֣אמֶר | wayyōʾmer | va-YOH-mer |
| answered, | שָׁא֔וּל | šāʾûl | sha-OOL |
| God | כֹּֽה | kō | koh |
| do so | יַעֲשֶׂ֥ה | yaʿăśe | ya-uh-SEH |
| אֱלֹהִ֖ים | ʾĕlōhîm | ay-loh-HEEM | |
| also: more and | וְכֹ֣ה | wĕkō | veh-HOH |
| יוֹסִ֑ף | yôsip | yoh-SEEF | |
| for | כִּי | kî | kee |
| thou shalt surely | מ֥וֹת | môt | mote |
| die, | תָּמ֖וּת | tāmût | ta-MOOT |
| Jonathan. | יֽוֹנָתָֽן׃ | yônātān | YOH-na-TAHN |
Cross Reference
Ruth 1:17
ତୁମ୍ଭେ ଯେଉଁଠା ରେ ମରିବ ଓ କବର ନବେ ମୁ ସହେିଠା ରେ ମରିବି ଓ କବର ନବେି। କବଳେ ମୃତକ୍ସ୍ଟ୍ଯଛଡା ଆଉ କିଛି ହିଁ ଯବେେ ତୁମ୍ଭକୁ ଓ ମାେତେ ବିଚ୍ଛଦେ କରଇ, ତବେେ ସଦାପ୍ରଭୁ ସହେି ଦଣ୍ତରକ୍ସ୍ଟ ମଧ୍ଯ ତହିଁରକ୍ସ୍ଟ ଅଧିକ ମାେତେ ଦିଅନ୍ତକ୍ସ୍ଟ।
1 Samuel 14:39
ମୁ ସଦାପ୍ରଭୁଙ୍କ ପାଖ ରେ ପ୍ରତିଜ୍ଞା କରୁଛି ୟିଏ ପାପ କରିଛି, ଏପରିକି ମାେ ପକ୍ସ୍ଟଅ ହାଇେଥିଲେ ବି ମୃତକ୍ସ୍ଟ୍ଯଦଣ୍ତ ରେ ଦଣ୍ତିତ ହବେ। ସମସ୍ତେ ନୀରବଦ୍ରଷ୍ଟା ରହିଲେ।
1 Samuel 25:22
ଯଦି ତାପରଦିନ ସକାଳ ପର୍ୟ୍ଯନ୍ତ ନାବଲ ପରିବାରର ଗୋଟିଏ ବି ଲୋକକୁ ମୁ ବଞ୍ଚିବାକକ୍ସ୍ଟ ଦିଏ, ତା ହେଲେ ପରମେଶ୍ବର ମାେତେ ଦଣ୍ତ ଦିଅନ୍ତକ୍ସ୍ଟ।
Genesis 38:24
ପ୍ରାଯ ତିନିମାସ ୟିବା ପରେ, କହେି ଲୋକ ଯିହୁଦାକୁ କହିଲେ, ତୁମ୍ଭର ପୁତ୍ରବଧୁ ତାମର ବେଶ୍ଯା ପରି ବର୍ଭଧାରଣ କରିଛି।
2 Samuel 3:9
ମୁ ବର୍ତ୍ତମାନ ଏହି ପ୍ରତିଜ୍ଞା କରୁଅଛି। ମୁ ବର୍ତ୍ତମାନ ନିଶ୍ଚିଚ ହେଉଅଛି ଯେ, ପରମେଶ୍ବର ଯାହା କହିଥିଲେ, ତାହା ଘଟିବାକକ୍ସ୍ଟ ଯାଉଛି। ସଦାପ୍ରଭୁ କହିଥିଲେ, ଯେ ସେ ଶାଉଲ ବଂଶଠାରକ୍ସ୍ଟ ରାଜ ସିଂହାସନ ନଇେ ଦାଉଦଙ୍କକ୍ସ୍ଟ ଦବେେ।
2 Samuel 12:5
ଏକଥା ଶକ୍ସ୍ଟଣି, ଧନୀ ଲୋକଟି ଉପରେ ଦାଉଦ ରାଗିଗଲେ, ପକ୍ସ୍ଟଣି ଦାଉଦ ନାଥନଙ୍କକ୍ସ୍ଟ କହିଲେ, ଯେଉଁ ବ୍ଯକ୍ତିଟି ଏପରି କରିଅଛି, ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ସେ ନିଶ୍ଚିତ ମରିବ।
2 Samuel 12:31
ସେ ସହରର ଲୋକମାନଙ୍କୁ ବାହାର କରି ଆଣି ସମାନଙ୍କେୁ କରତ ଓ ଲକ୍ସ୍ଟହାମଇ ଓ ଲକ୍ସ୍ଟହା କକ୍ସ୍ଟରାଢି ଦ୍ବାରା କଠିନ କାର୍ୟ୍ଯ କରାଇ ଦଣ୍ତ ଦେଲେ ଓ ସମାନଙ୍କେୁ ଇଟା ତିଆରି କରାଇଲେ। ସେ ଅେମ୍ମାନୀୟମାନଙ୍କ ସମକ୍ସ୍ଟଦାଯ ନଗର ପ୍ରତି ଏପରି କଲେ। ଏହାପରେ ଦାଉଦ ଓ ସମସ୍ତ ଲୋକ ଯିରୁଶାଲମକୁ ଫରେି ଆସିଲେ।
2 Samuel 19:13
ପକ୍ସ୍ଟଣି ତୁମ୍ଲଭ ୟାଅ ଅମାସାକକ୍ସ୍ଟ କକ୍ସ୍ଟହ, 'ତୁମ୍ଲଭସହଉଛସମାର ପରିବାର ଅଂଶ ସଦସ୍ଯ, ଯଦି ମୁସଯାୟାବଙ୍କ ସ୍ଥାନସର ତୁମ୍ଭକୁସସନାପତି ନ କଲର ପରଲମଶ୍ବରସମାଲତ ଦଣ୍ତସଦଲବ।'
Proverbs 25:16
ମଧୁ ନିଶ୍ଚିତ ଉତ୍ତମ। ମାତ୍ର ତୁମ୍ଭର ଆବଶ୍ଯକତାଠାରୁ ଅଧିକ ନିଅ ନାହିଁ। ଯଦି ତୁମ୍ଭେ ଅଧିକ ଖାଇବ, ତବେେ ତୁମ୍ଭେ ଅସୁସ୍ଥ ହବେ।