1 Samuel 14:16 in Oriya

Oriya Oriya Bible 1 Samuel 1 Samuel 14 1 Samuel 14:16

1 Samuel 14:16
ସେତବେେଳେ ବିନ୍ଯାମୀନ ପ୍ରଦେଶର ଗିବିଯା ରେ ଶାଉଲଙ୍କ ସୈନ୍ଯମାନେ ଦେଖିଲେ ପଲେଷ୍ଟୀୟ ସୈନ୍ଯମାନେ ଏଣତେଣେେ ଦୌଡ଼ନ୍ତିକ୍ସ୍ଟଛନ୍ତି।

1 Samuel 14:151 Samuel 141 Samuel 14:17

1 Samuel 14:16 in Other Translations

King James Version (KJV)
And the watchmen of Saul in Gibeah of Benjamin looked; and, behold, the multitude melted away, and they went on beating down one another.

American Standard Version (ASV)
And the watchmen of Saul in Gibeah of Benjamin looked; and, behold, the multitude melted away, and they went `hither' and thither.

Bible in Basic English (BBE)
And the watchmen of Saul, looking out from Geba in the land of Benjamin, saw all the army flowing away and running here and there.

Darby English Bible (DBY)
And the watchmen of Saul in Gibeah of Benjamin looked, and behold, the multitude melted away, and they went on slaying one another.

Webster's Bible (WBT)
And the watchmen of Saul in Gibeah of Benjamin looked; and behold, the multitude melted away, and they went on beating down one another.

World English Bible (WEB)
The watchmen of Saul in Gibeah of Benjamin looked; and, behold, the multitude melted away, and they went [here] and there.

Young's Literal Translation (YLT)
And the watchmen of Saul in Gibeah of Benjamin see, and lo, the multitude hath melted away, and it goeth on, and is beaten down.

And
the
watchmen
וַיִּרְא֤וּwayyirʾûva-yeer-OO
of
Saul
הַצֹּפִים֙haṣṣōpîmha-tsoh-FEEM
Gibeah
in
לְשָׁא֔וּלlĕšāʾûlleh-sha-OOL
of
Benjamin
בְּגִבְעַ֖תbĕgibʿatbeh-ɡeev-AT
looked;
בִּנְיָמִ֑ןbinyāminbeen-ya-MEEN
and,
behold,
וְהִנֵּ֧הwĕhinnēveh-hee-NAY
multitude
the
הֶֽהָמ֛וֹןhehāmônheh-ha-MONE
melted
away,
נָמ֖וֹגnāmôgna-MOɡE
went
they
and
וַיֵּ֥לֶךְwayyēlekva-YAY-lek
on
beating
down
וַֽהֲלֹֽם׃wahălōmVA-huh-LOME

Cross Reference

Judges 7:22
ଯେତବେେଳେ ଗିଦ୍ଦିୟୋନର 300 ସୈନିକମାନେ ସମାନଙ୍କେର ଶିଙ୍ଗାଗକ୍ସ୍ଟଡିକ ବଜାଇଲେ। ସଦାପ୍ରଭୁ ମିଦିଯନୀଯମାନଙ୍କୁ ସମାନଙ୍କେ ନିଜ ନିଜ ମଧିଅରେ ଖଡ୍ଗ ଦ୍ବାରା ୟକ୍ସ୍ଟଦ୍ଧ କରାଇଲେ। ସେଥି ରେ ସୈନ୍ଯଦଳ ସରୋଦାଆଡେ, ବୌଥ୍ ଶିଟା ପର୍ୟ୍ଯନ୍ତ ଟଦ୍ଦତ ନିକଟସ୍ଥ ଆବେଲ୍ ମହୋଲାର ସୀମା ପର୍ୟ୍ଯନ୍ତ ପଳାଯନ କଲେ।

1 Samuel 14:20
ଶାଉଲ ୈସନ୍ଯମାନଙ୍କୁ ଏକତ୍ରୀତ କରି ସମାନଙ୍କେୁ ୟକ୍ସ୍ଟଦ୍ଧଭୂମିକକ୍ସ୍ଟ ପଠାଇଲେ। ପଲେଷ୍ଟୀୟ ସୈନ୍ଯମାନେ ଏମିତି ଦ୍ବନ୍ଦ ରେ ପଡିଗଲେ ଯେ, ଏପରିକି ସମାନେେ ନିଜ ନିଜ ଖଡ୍ଗ ଆପଣା ସାଥୀ ସୈନ୍ଯ ବିରକ୍ସ୍ଟଦ୍ଧ ରେ ଉଠାଉଥିଲେ।

2 Chronicles 20:22
ସହେି ଲୋକମାନେ ପରମେଶ୍ବରଙ୍କର ପ୍ରଶଂସା ଓ ଗାନ କରିବା ସମୟରେ ସଦାପ୍ରଭୁ ଅମ୍ମାନେ, ମାୟୋବ ଓ ସଯେୀର ପାର୍ବତ୍ଯାଞ୍ଚଳର ଲୋକମାନଙ୍କର ଉପରେ ଅତର୍କିତ ଆକ୍ରମଣ କରାଇଲେ। ଯେଉଁ ଲୋକମାନେ ଯିହୁଦାକୁ ଆକ୍ରମଣ କରିବାକୁ ଆସିଥିଲେ, ସମାନେେ ପ୍ରହାରିତ ହେଲେ।

Psalm 58:7
ସମାନେେ ବହନ୍ତା ଜଳପରି ଅନ୍ତର୍ଦ୍ଧାନ ହାଇେ ୟାଆନ୍ତୁ। ରାସ୍ତାର ଘାସ ତୁଲ୍ଯ ସମାନେେ ପଦଦଳିତ ହୁଅନ୍ତୁ।

Psalm 68:2
ୟମେିତି ପବନ ଦ୍ବାରା ଧୂଆଁ ବିଚ୍ଛୁରିତ ହୁଏ, ସହେିପରି ତୁମ୍ଭର ଶତ୍ରୁ ଛିନ୍ନଭିନ୍ନ ହୁଅନ୍ତୁ। ୟପରେି ନିଆଁରେ ମହମ ତରଳି ୟାଏ, ଏହିପରି ତୁମ୍ଭର ଶତ୍ରୁମାନଙ୍କର ବିନାଶ ହେଉ।

Isaiah 19:2
ପରମେଶ୍ବର କୁହନ୍ତି, ମିଶରୀଯମାନେ ଆପଣା ଆପଣା ବିରୁଦ୍ଧ ରେ ୟୁଦ୍ଧ କରିବେ, ମୁଁ ତା'ର କାରଣ ହବେି। ଲୋକେ ସମାନଙ୍କେ ଭାଇ ବିପକ୍ଷ ରେ ସଂଗ୍ରାମ କରିବେ। ପଡ଼ୋଶୀ ପଡ଼ୋଶୀ ମଧିଅରେ ୟୁଦ୍ଧ ହବେ। ନଗର ନଗର ମଧିଅରେ ଓ ରାଜ୍ଯ ରାଜ୍ଯ ମଧିଅରେ ଲଢ଼ିବେ।