1 Kings 3:2
କିନ୍ତୁ ସେ ପର୍ୟ୍ଯନ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ମନ୍ଦିର ନିର୍ମାଣ କାର୍ୟ୍ଯ ଶଷେ ହାଇେ ନ ଥିଲା। ତେଣୁ ଲୋକମାନେ ନାନା ଉଚ୍ଚସ୍ଥାନ ରେ ବଳିଦାନ କରୁଥିଲେ।
1 Kings 3:2 in Other Translations
King James Version (KJV)
Only the people sacrificed in high places, because there was no house built unto the name of the LORD, until those days.
American Standard Version (ASV)
Only the people sacrificed in the high places, because there was no house built for the name of Jehovah until those days.
Bible in Basic English (BBE)
But all this time the people were making their offerings in the high places, because no house had been put up to the name of the Lord till those days.
Darby English Bible (DBY)
Only, the people sacrificed on the high places; for there was no house built to the name of Jehovah, until those days.
Webster's Bible (WBT)
Only the people sacrificed in high places, because there was no house built to the name of the LORD, until those days.
World English Bible (WEB)
Only the people sacrificed in the high places, because there was no house built for the name of Yahweh until those days.
Young's Literal Translation (YLT)
Only, the people are sacrificing in high places, for there hath not been built a house for the name of Jehovah till those days.
| Only | רַ֣ק | raq | rahk |
| the people | הָעָ֔ם | hāʿām | ha-AM |
| sacrificed | מְזַבְּחִ֖ים | mĕzabbĕḥîm | meh-za-beh-HEEM |
| places, high in | בַּבָּמ֑וֹת | babbāmôt | ba-ba-MOTE |
| because | כִּ֠י | kî | kee |
| there was no | לֹֽא | lōʾ | loh |
| house | נִבְנָ֥ה | nibnâ | neev-NA |
| built | בַ֙יִת֙ | bayit | VA-YEET |
| unto the name | לְשֵׁ֣ם | lĕšēm | leh-SHAME |
| Lord, the of | יְהוָ֔ה | yĕhwâ | yeh-VA |
| until | עַ֖ד | ʿad | ad |
| those | הַיָּמִ֥ים | hayyāmîm | ha-ya-MEEM |
| days. | הָהֵֽם׃ | hāhēm | ha-HAME |
Cross Reference
1 Kings 22:43
ୟିହୋଶାଫଟ୍ ଅତି ଉତ୍ତମ ଥିଲେ। ସେ ତାଙ୍କର ପିତା ଆସାଙ୍କର ପଥ ଅନୁସରଣ କଲେ ଓ ସଦାପ୍ରଭୁଙ୍କ ଦୃଷ୍ଟି ରେ ଯାହା ଯଥାର୍ଥ ତାହାହିଁ କଲେ। କିନ୍ତୁ ସେ ଉଚ୍ଚସ୍ଥଳୀଗୁଡିକୁ ଧ୍ବଂସ କଲେ ନାହିଁ। ସେ ସମୟରେ ଲୋକମାନେ ସହେି ଉଚ୍ଚସ୍ଥଳୀ ରେ ବଳିଦାନ ଉତ୍ସର୍ଗ କଲେ ଓ ଧୂପ ଜଳାଇଲେ।
Deuteronomy 12:2
ତୁମ୍ଭମାନେେ ଯେଉଁ ଗୋଷ୍ଠୀଯମାନଙ୍କୁ ଅଧିକାର କରିବ, ସମାନଙ୍କେର ଉଚ୍ଚ ପର୍ବତଗଣ ଉପରେ ଓ ଉପପର୍ବତ ସମକ୍ସ୍ଟହ ଉପରେ ଓ ପ୍ରେତ୍ୟକକ ସତଜେ ବୃକ୍ଷ ତଳେ, ଯେଉଁସବୁ ସ୍ଥାନ ରେ ନିଜ ନିଜ ଦବେତାମାନଙ୍କୁ ପୂଜା କଲେ, ସହେି ସକଳ ସ୍ଥାନ ନିଶ୍ଚଯ ବିନଷ୍ଟ କରିବ।
Leviticus 17:3
ଯଦି କହେି ଗାଈ କି ମଷେ କି ଛାଗ ଛାଉଣୀ ମଧିଅରେ ବା ଛାଉଣୀ ବାହା ରେ ବଧ କରେ,
Leviticus 26:30
ପୁଣି ଆମ୍ଭେ ତୁମ୍ଭମାନଙ୍କର ଉଚ୍ଚସ୍ଥଳ ସକଳ ଭାଙ୍ଗିବା ଓ ତୁମ୍ଭମାନଙ୍କ ସୂର୍ୟ୍ଯ ପ୍ରତିମା ସକଳ କାଟି ପକାଇବା ଓ ତୁମ୍ଭମାନଙ୍କ ପ୍ରତିମାଗଣଙ୍କ ଦହେ ଉପରେ ତୁମ୍ଭମାନଙ୍କ ମୃତଦହେ ପକାଇବା ଓ ଆମ୍ଭର ପ୍ରାଣ ତୁମ୍ଭମାନଙ୍କୁ ଘୃଣା କରିବ।
1 Kings 5:3
ଆପଣ ଜାଣନ୍ତି ମାରେପିତା ଦାଉଦ ସଦାପ୍ରଭୁ ତାଙ୍କ ପରମେଶ୍ବରଙ୍କ ନିମନ୍ତେ ଗୋଟିଏ ମନ୍ଦିର ନିର୍ମାଣ କରିପାରିଲେ ନାହିଁ। ସେ କରିବାକୁ ଅସମର୍ଥ ହେଲେ, କାରଣ ତାଙ୍କ ଚତୁର୍ଦ୍ଦିଗ ରେ ଘରେି ରହିଥିବା ଶତୃମାନଙ୍କ ସହିତ ବାସ ସର୍ବଦା ୟୁଦ୍ଧ ରେ ବ୍ଯସ୍ତ ଥିଲେ ଓ ସଦାପ୍ରଭୁ ଶତୃଗଣଙ୍କୁ ତାଙ୍କ ହସ୍ତ ରେ ପରାସ୍ତ କରାଇବେ ବୋଲି ଅପେକ୍ଷା କରି ରହିଥିଲେ।
1 Chronicles 17:4
ପରମେଶ୍ବର କହିଲେ, ୟାଅ ଓ ଏହିସବୁ ବିଷଯ ମାହେର ଦାସ ଦାଉଦକୁ ଜଣାଅ ; ସଦାପ୍ରଭୁ କହନ୍ତି, 'ଦାଉଦ, ଆମ୍ଭେ ଯେଉଁ ଗୃହ ରେ ବାସ କରିବା, ସହେି ଗୃହକୁ ନିର୍ମାଣ କରିବା ଲୋକ ତୁମ୍ଭେ ନୁହଁ।
1 Chronicles 28:3
କିନ୍ତୁ ପରମେଶ୍ବର ମାେତେ କହିଲେ, 'ନା, ଦାଉଦ, ତୁମ୍ଭେ ମାେ ନାମ ରେ ଆଦୌ ମନ୍ଦିର ନିର୍ମାଣ କରିବ ନାହିଁ। ତୁମ୍ଭେ ତାହା କରିବ ନାହିଁ, କାରଣ ତୁମ୍ଭେ ଜଣେ ସୈନିକ ଓ ତୁମ୍ଭେ ଅନକେ ଲୋକଙ୍କୁ ହତ୍ଯା କରିଅଛ।'
2 Chronicles 33:17
ଲୋକମାନେ ଉଚ୍ଚସ୍ଥାନମାନଙ୍କ ରେ ବଳି ଉତ୍ସର୍ଗ କରିବାକୁ ଲାଗିଲେ। କିନ୍ତୁ ସମାନେେ କବଳେ ସଦାପ୍ରଭୁ ସମାନଙ୍କେର ପରମେଶ୍ବରଙ୍କ ନିକଟରେ ସହେି ବଳି ଉତ୍ସର୍ଗ କରୁଥିଲେ।
Acts 7:47
କିନ୍ତୁ ଶଲୋମନ ତାହାଙ୍କ ପାଇଁ ଗୋଟିଏ ମନ୍ଦିର ନିର୍ମାଣ କଲେ।