1 Chronicles 12:22 in Oriya

Oriya Oriya Bible 1 Chronicles 1 Chronicles 12 1 Chronicles 12:22

1 Chronicles 12:22
ଦାଉଦ୍ଙ୍କୁ ସାହାୟ୍ଯ କରିବା ନିମନ୍ତେ ପ୍ରେତ୍ୟକକ ଦିନ ଅଧିକରୁ ଅଧିକ ସଂଖ୍ଯକ ଲୋକ ଆସିବାକୁ ଲାଗିଲେ। ତେଣୁ ଦାଉଦଙ୍କର ଏକ ବିଶାଳ ଓ ମହାପରାକ୍ରମୀ ସୈନ୍ଯଦଳ ହେଲା।

1 Chronicles 12:211 Chronicles 121 Chronicles 12:23

1 Chronicles 12:22 in Other Translations

King James Version (KJV)
For at that time day by day there came to David to help him, until it was a great host, like the host of God.

American Standard Version (ASV)
For from day to day men came to David to help him, until there was a great host, like the host of God.

Bible in Basic English (BBE)
And from day to day more supporters came to David, till he had a great army like the army of God.

Darby English Bible (DBY)
For day by day there came [men] to David to help him, until it was a great camp, like the camp of God.

Webster's Bible (WBT)
For at that time day by day there came to David to help him, until it was a great host, like the host of God.

World English Bible (WEB)
For from day to day men came to David to help him, until there was a great host, like the host of God.

Young's Literal Translation (YLT)
for at that time, day by day, they come in unto David to help him, till it is a great camp, like a camp of God.

For
כִּ֚יkee
at
that
time
לְעֶתlĕʿetleh-ET
day
י֣וֹםyômyome
day
by
בְּי֔וֹםbĕyômbeh-YOME
there
came
יָבֹ֥אוּyābōʾûya-VOH-oo
to
עַלʿalal
David
דָּוִ֖ידdāwîdda-VEED
help
to
לְעָזְר֑וֹlĕʿozrôleh-oze-ROH
him,
until
עַדʿadad
great
a
was
it
לְמַֽחֲנֶ֥הlĕmaḥăneleh-ma-huh-NEH
host,
גָד֖וֹלgādôlɡa-DOLE
like
the
host
כְּמַֽחֲנֵ֥הkĕmaḥănēkeh-ma-huh-NAY
of
God.
אֱלֹהִֽים׃ʾĕlōhîmay-loh-HEEM

Cross Reference

Genesis 32:2
ଯେତବେେଳେ ଯାକୁବ ସମାନଙ୍କେୁ ଦେଖିଲେ, ସେ କହିଲେ, ଏହା ହେଉଛି ପରମେଶ୍ବରଙ୍କର ଛାଉଣୀ ତେଣୁ ଯାକୁବ ସହେି ସ୍ଥାନର ନାମ ମହନଯୀମ୍ ରଖିଲେ।

Joshua 5:14
ଅସ୍ତ୍ର ଧରିଥିବା ଲୋକଟି ଉତ୍ତର ଦଲୋ, ମୁ ତୁମ୍ଭର ଶତୃ ନକ୍ସ୍ଟ ହେଁ, ମୁ ସଦାପ୍ରଭୁଙ୍କ ସୈନ୍ଯର ସନୋପତି ଅଟେ। ମୁ ବର୍ତ୍ତମାନ ତକ୍ସ୍ଟମ୍ଭ ପାଖକକ୍ସ୍ଟ ଆସିଲି।

2 Samuel 2:2
ତେଣୁ ଦାଉଦ ଓ ତାଙ୍କର ଦକ୍ସ୍ଟଇ ଜଣ ସ୍ତ୍ରୀଙ୍କ ସହିତ ହିବ୍ରୋଣକକ୍ସ୍ଟ ଗଲେ। ତାଙ୍କର ସ୍ତ୍ରୀମାନେ ଥିଲେ ୟିଷ୍ରିଯଲେୀଯା ଅହୀନୋଯମ୍ ଓ କର୍ମିଲୀଯ ନାବଲର ସ୍ତ୍ରୀ ଅବୀଗଲ।

2 Samuel 3:1
ଏହିପରି ଭାବରେ, ଦୀର୍ଘଦିନ ଧରି ଦାଉଦ ଓ ଶାଉଲଙ୍କ ପରିବାର ମଧିଅରେ କ୍ରମାଗତ ୟକ୍ସ୍ଟଦ୍ଧ ଗ୍ଭଲିଲା। ଦାଉଦ ଧି ରେ ଧି ରେ ଶକ୍ତିଶାଳୀ ହବୋକକ୍ସ୍ଟ ଲାଗିଲେ ଏବଂ ଶାଉଲର ପରିବାର, ଦିନକକ୍ସ୍ଟ ଦିନ ଦୁର୍ବଳ ହବୋକକ୍ସ୍ଟ ଲାଗିଲା।

Job 17:9
କିନ୍ତୁ ଧାର୍ମିକ ଲୋକମାନେ କ୍ରମାଗତ ଭାବରେ ସତ୍ଯପଥରେ ରହିବେ। ନିରୀହ ଲୋକମାନେ ଆହୁରି ଶକ୍ତିଶାଳୀ ହବେେ।

Psalm 148:2
ହେ ତାଙ୍କର ସମସ୍ତ ସ୍ବର୍ଗଦୂତଗଣ, ତାଙ୍କର ପ୍ରଶଂସା କର। ହେ ତାଙ୍କର ସମସ୍ତ ସୈନ୍ଯଗଣ, ତାଙ୍କର ପ୍ରଶଂସା କର।