1 Chronicles 12:15
ଗାଦ ଗୋଷ୍ଠୀର ଏହି ସୈନ୍ଯମାନେ ବର୍ଷର ପ୍ରଥମ ମାସ ରେ ୟର୍ଦ୍ଦନ ନଦୀ ପାର ହାଇୟୋଇଥିଲେ। ବର୍ଷର ଏହି ସମୟରେ ୟର୍ଦ୍ଦନ ନଦୀ ବନ୍ଯା ଜଳ ରେ ପୂର୍ଣ୍ଣ ହାଇେ ରହିଥିଲା। ସମାନେେ ଉପତ୍ୟକା ରେ ବା କରୁଥିବା ସମସ୍ତ ଲୋକଙ୍କୁ ତଡ଼ି ପକାଇଥିଲେ। ସମାନେେ ସହେି ଲୋକମାନଙ୍କୁ ପୂର୍ବ ଓ ପଶ୍ଚିମ ଦିଗକୁ ତଡ଼ି ପଠାଇ ଦଇେଥିଲେ।
1 Chronicles 12:15 in Other Translations
King James Version (KJV)
These are they that went over Jordan in the first month, when it had overflown all his banks; and they put to flight all them of the valleys, both toward the east, and toward the west.
American Standard Version (ASV)
These are they that went over the Jordan in the first month, when it had overflowed all its banks; and they put to flight all them of the valleys, both toward the east, and toward the west.
Bible in Basic English (BBE)
It was they who went over Jordan in the first month, when the river was overflowing, and put to flight all the people of the valleys, to the east and to the west.
Darby English Bible (DBY)
These are they that went over Jordan in the first month, when it overflows all its banks, and they put to flight all [them] of the valleys, toward the east and toward the west.
Webster's Bible (WBT)
These are they that went over Jordan in the first month, when it had overflowed all its banks; and they put to flight all them of the valleys, both towards the east, and towards the west.
World English Bible (WEB)
These are those who went over the Jordan in the first month, when it had overflowed all its banks; and they put to flight all them of the valleys, both toward the east, and toward the west.
Young's Literal Translation (YLT)
these `are' they who have passed over the Jordan in the first month, -- and it is full over all its banks -- and cause all `they of' the valley to flee to the east and to the west.
| them | אֵ֣לֶּה | ʾēlle | A-leh |
| are both | הֵ֗ם | hēm | hame |
| These | אֲשֶׁ֨ר | ʾăšer | uh-SHER |
| they that | עָֽבְר֤וּ | ʿābĕrû | ah-veh-ROO |
| went | אֶת | ʾet | et |
| over | הַיַּרְדֵּן֙ | hayyardēn | ha-yahr-DANE |
Jordan month, | בַּחֹ֣דֶשׁ | baḥōdeš | ba-HOH-desh |
| first | הָֽרִאשׁ֔וֹן | hāriʾšôn | ha-ree-SHONE |
| the in | וְה֥וּא | wĕhûʾ | veh-HOO |
| it when | מְמַלֵּ֖א | mĕmallēʾ | meh-ma-LAY |
| had | עַל | ʿal | al |
| overflown | כָּל | kāl | kahl |
all | גְּדיֹתָ֑יו | gĕdyōtāyw | ɡed-yoh-TAV |
| his banks; and they put | וַיַּבְרִ֙יחוּ֙ | wayyabrîḥû | va-yahv-REE-HOO |
| to | אֶת | ʾet | et |
| flight | כָּל | kāl | kahl |
all valleys, the | הָ֣עֲמָקִ֔ים | hāʿămāqîm | HA-uh-ma-KEEM |
| of toward the east, | לַמִּזְרָ֖ח | lammizrāḥ | la-meez-RAHK |
| and toward the west. | וְלַֽמַּעֲרָֽב׃ | wĕlammaʿărāb | veh-LA-ma-uh-RAHV |
Cross Reference
Joshua 3:15
ଯଦିଓ ଶସ୍ଯ ଅମଳ ସମୟରେ ୟର୍ଦ୍ଦନ ନଦୀ ସର୍ବଦା କୂଳ ଲଙ୍ଘନ କରୁଥାଏ, ଯାଜକମାନେ ନଦୀ ଶର୍ୟ୍ଯା ରେ ପ୍ରବେଶ କଲା ମାତ୍ ରେ ହଠାତ୍ ତା'ର ପ୍ରବାହ ବନ୍ଦ ହାଇଗେଲା।
Joshua 4:18
ଯାଜକମାନେ ଯିହାଶୂେୟଙ୍କକ୍ସ୍ଟ ମାନିଲେ। ସମାନେେ ସହେି ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ଧରି ନଦୀରକ୍ସ୍ଟ ନଦୀ କୂଳକକ୍ସ୍ଟ ଆସିଲେ। ଯେତବେେଳେ ଯାଜକମାନଙ୍କର ପାଦ ନଦୀରକ୍ସ୍ଟ ବାହାରି ଆସିଲା, ୟର୍ଦ୍ଦନ ନଦୀ ପୂର୍ବପରି ବହିବାକକ୍ସ୍ଟ ଲାଗିଲା। ଏହି ନଦୀ ପୂର୍ବପରି ତା'ର କୂଳ ଲଙ୍ଘନ କଲା।
Jeremiah 12:5
ହେ ଯିରିମିୟ ତୁମ୍ଭେ ଯଦି ପଦାତିକମାନଙ୍କ ପଛ ରେ ଦୌଡ଼ି କ୍ଲାନ୍ତ ହାଇପେଡ଼ିଛ, ତବେେ ଅଶ୍ବମାନଙ୍କ ସହିତ କିପରି ଋଣ କରିପାରିବ ? ତୁମ୍ଭେ ଯଦି ଶାନ୍ତି ଦେଶ ରେ ବିବ୍ରତ ହେଉଛ, ତବେେ ୟର୍ଦ୍ଦନର ଦର୍ପ ସ୍ଥାନ ରେ ତୁମ୍ଭେ କ'ଣ କରିବ ?
Jeremiah 49:19
ଏବଂ ୟର୍ଦ୍ଦନର ଘଞ୍ଚ ବୁଦାରୁ ଏକ ସିଂହ ଚିରସ୍ଥାଯୀ ଚାରଣ ଭୂମିରେ ଥିବା ସହେିମାନଙ୍କୁ ଦୂରକରି ଦବୋ ପାଇଁ ଆସିବା ପରି, ଆମ୍ଭେ ହଠାତ୍ ସମାନଙ୍କେ ସ୍ଥାନରୁ ଇଦୋମକୁ ଅନୁଧାବନ କରିବା। ଆଉ ଆମ୍ଭର ମନୋନୀତ ଲୋକ ତାହା ଉପ ରେ ଶାସନ କରିବା ପାଇଁ ଆମ୍ଭେ ନିୟୁକ୍ତ କରିବା। କାରଣ ମାେ ପରି କିଏ ଅଛି ? ଏପରି ପାଳକ କହେି ଅଛି, ୟିଏ କି ଆମ୍ଭ ସମ୍ମୁଖ ରେ ଠିଆ ହବେ ?