Ecclesiastes 2

fullscreen17 ସେଥିପାଇଁ ମୁଁ ଜୀବନକୁ ଘୃଣା କଲି। ସେଥି ନିମନ୍ତେ ମୁଁ ଅନୁଭବ କଲି, ସୂର୍ୟ୍ଯତଳେ ସମସ୍ତ ବିଷଯ ମନ୍ଦ। କାରଣ ଅର୍ଥହୀନ ଏବଂ ପବନକୁ ଧରିବା ପାଇଁ ଚେଷ୍ଟା କରିବା ପରି।

fullscreen18 ସୂର୍ୟ୍ଯତଳେ ମୁଁ ୟହିଁ ରେ ପରିଶ୍ରାନ୍ତ ହଲିେ, ମାହେର ସେସବୁ ପରିଶ୍ରମକୁ ମୁଁ ଘୃଣା କଲି, କାରଣ ମାରେଉତ୍ତରାଧିକାରୀ ପାଇଁ ତାହା ସବୁ ଛାଡ଼ି ୟିବାକୁ ହବେ।

fullscreen19 କହେି ଜଣେ ସବୁକିଛି ନିଯନ୍ତ୍ରଣ କରିବ, ଯାହା ପାଇଁ ମୁଁ ପରିଶ୍ରମ କରିଛି। ଏଇ ଜୀବନ ରେ ମୁଁ ଜ୍ଞାନ ବଳ ରେ ସବୁକିଛି ପାଇଛି। ସେ ଲୋକ ଜ୍ଞାନୀ କିଅବା ମୂର୍ଖ ହବେ, ଏହା ମୁଁ ଜାଣେ ନାହିଁ। ଏହା ମଧ୍ଯ ଅସାର ଅଟେ।

fullscreen20 ତେଣୁ ସୂର୍ୟ୍ଯ ତଳେ ମୁଁ ଯେଉଁ ପରିଶଯମ ରେ ପରିଶ୍ରାନ୍ତ ହଲିେ, ସେ ସବୁ ବିଷଯ ରେ ଆପଣା ଅନ୍ତକରଣକୁ ନିରାଶ କରାଇବାକୁ ପ୍ରବୃତ୍ତ ହଲିେ।

fullscreen21 କାରଣ ଜଣେ ବ୍ଯକ୍ତି ଜ୍ଞାନ, ବିଦ୍ଯା ଓ ଦକ୍ଷତା ସହିତ ପରିଶ୍ରମ କରେ, ତଥାପି ଯେଉଁ ବ୍ଯକ୍ତି ପରିଶ୍ରମ କରି ନାହିଁ, ତାହାର ଅଧିକାର ନିମନ୍ତେ ସେ ତାହା ଛାଡ଼ି ୟିବ। ଏ ମଧ୍ଯ ଅସାର ଏବଂ ପବନକୁ ଧରିବା ପରି।

fullscreen22 ସୂର୍ୟ୍ଯ ତଳେ ଜଣେ ମନୁଷ୍ଯ ପରିଶ୍ରମ କରି ଓ ହୃଦଯକୁ ଦୁଃଖ ଦଇେ କ'ଣ ପାଏ ?

fullscreen23 କାରଣ ତାହାର ଦିନସବୁ କବଳେ ଦୁଃଖମଯ ଓ ତାହାର ଆଯାସ ମନସ୍ତାପ ଜନକ ଅଟେ। ରାତ୍ରି ରେ ହିଁ ତା'ର ହୃଦଯ ବିଶ୍ରାମ ପାଏ ନାହିଁ। ଏହା ମଧ୍ଯ ଅସାର।

fullscreen24 ଏପରି କହେି ଲୋକ ଅଛି କି ଯେ କହେି ମାଠାରୁେ ସୁଖୀ ହବୋ ପାଇଁ ଅଧିକ ଚେଷ୍ଟା କରିଛି।

fullscreen25 ଏବଂ ଏହା ଯାହା ମୁଁ ଶିକ୍ଷା କରିଛି, ଏହା ହେଉଛି ସବୁଠାରୁ ଭଲକଥା ଖାଇବା ପିଇବା, ଏବଂ କରିଥିବା କାର୍ୟ୍ଯକୁ ଉପଭୋଗ କରିବା। ମୁଁ ଦେଖୁଛି ଯେ, ଏହା ପରମେଶ୍ବରଙ୍କଠାରୁ ଆ ସେ।

17 Therefore I hated life; because the work that is wrought under the sun is grievous unto me: for all is vanity and vexation of spirit.

18 Yea, I hated all my labour which I had taken under the sun: because I should leave it unto the man that shall be after me.

19 And who knoweth whether he shall be a wise man or a fool? yet shall he have rule over all my labour wherein I have laboured, and wherein I have shewed myself wise under the sun. This is also vanity.

20 Therefore I went about to cause my heart to despair of all the labour which I took under the sun.

21 For there is a man whose labour is in wisdom, and in knowledge, and in equity; yet to a man that hath not laboured therein shall he leave it for his portion. This also is vanity and a great evil.

22 For what hath man of all his labour, and of the vexation of his heart, wherein he hath laboured under the sun?

23 For all his days are sorrows, and his travail grief; yea, his heart taketh not rest in the night. This is also vanity.

24 There is nothing better for a man, than that he should eat and drink, and that he should make his soul enjoy good in his labour. This also I saw, that it was from the hand of God.

25 For who can eat, or who else can hasten hereunto, more than I?

Ecclesiastes 2 in Tamil and English

17 ସେଥିପାଇଁ ମୁଁ ଜୀବନକୁ ଘୃଣା କଲି। ସେଥି ନିମନ୍ତେ ମୁଁ ଅନୁଭବ କଲି, ସୂର୍ୟ୍ଯତଳେ ସମସ୍ତ ବିଷଯ ମନ୍ଦ। କାରଣ ଅର୍ଥହୀନ ଏବଂ ପବନକୁ ଧରିବା ପାଇଁ ଚେଷ୍ଟା କରିବା ପରି।
Therefore I hated life; because the work that is wrought under the sun is grievous unto me: for all is vanity and vexation of spirit.

18 ସୂର୍ୟ୍ଯତଳେ ମୁଁ ୟହିଁ ରେ ପରିଶ୍ରାନ୍ତ ହଲିେ, ମାହେର ସେସବୁ ପରିଶ୍ରମକୁ ମୁଁ ଘୃଣା କଲି, କାରଣ ମାରେଉତ୍ତରାଧିକାରୀ ପାଇଁ ତାହା ସବୁ ଛାଡ଼ି ୟିବାକୁ ହବେ।
Yea, I hated all my labour which I had taken under the sun: because I should leave it unto the man that shall be after me.

19 କହେି ଜଣେ ସବୁକିଛି ନିଯନ୍ତ୍ରଣ କରିବ, ଯାହା ପାଇଁ ମୁଁ ପରିଶ୍ରମ କରିଛି। ଏଇ ଜୀବନ ରେ ମୁଁ ଜ୍ଞାନ ବଳ ରେ ସବୁକିଛି ପାଇଛି। ସେ ଲୋକ ଜ୍ଞାନୀ କିଅବା ମୂର୍ଖ ହବେ, ଏହା ମୁଁ ଜାଣେ ନାହିଁ। ଏହା ମଧ୍ଯ ଅସାର ଅଟେ।
And who knoweth whether he shall be a wise man or a fool? yet shall he have rule over all my labour wherein I have laboured, and wherein I have shewed myself wise under the sun. This is also vanity.

20 ତେଣୁ ସୂର୍ୟ୍ଯ ତଳେ ମୁଁ ଯେଉଁ ପରିଶଯମ ରେ ପରିଶ୍ରାନ୍ତ ହଲିେ, ସେ ସବୁ ବିଷଯ ରେ ଆପଣା ଅନ୍ତକରଣକୁ ନିରାଶ କରାଇବାକୁ ପ୍ରବୃତ୍ତ ହଲିେ।
Therefore I went about to cause my heart to despair of all the labour which I took under the sun.

21 କାରଣ ଜଣେ ବ୍ଯକ୍ତି ଜ୍ଞାନ, ବିଦ୍ଯା ଓ ଦକ୍ଷତା ସହିତ ପରିଶ୍ରମ କରେ, ତଥାପି ଯେଉଁ ବ୍ଯକ୍ତି ପରିଶ୍ରମ କରି ନାହିଁ, ତାହାର ଅଧିକାର ନିମନ୍ତେ ସେ ତାହା ଛାଡ଼ି ୟିବ। ଏ ମଧ୍ଯ ଅସାର ଏବଂ ପବନକୁ ଧରିବା ପରି।
For there is a man whose labour is in wisdom, and in knowledge, and in equity; yet to a man that hath not laboured therein shall he leave it for his portion. This also is vanity and a great evil.

22 ସୂର୍ୟ୍ଯ ତଳେ ଜଣେ ମନୁଷ୍ଯ ପରିଶ୍ରମ କରି ଓ ହୃଦଯକୁ ଦୁଃଖ ଦଇେ କ'ଣ ପାଏ ?
For what hath man of all his labour, and of the vexation of his heart, wherein he hath laboured under the sun?

23 କାରଣ ତାହାର ଦିନସବୁ କବଳେ ଦୁଃଖମଯ ଓ ତାହାର ଆଯାସ ମନସ୍ତାପ ଜନକ ଅଟେ। ରାତ୍ରି ରେ ହିଁ ତା'ର ହୃଦଯ ବିଶ୍ରାମ ପାଏ ନାହିଁ। ଏହା ମଧ୍ଯ ଅସାର।
For all his days are sorrows, and his travail grief; yea, his heart taketh not rest in the night. This is also vanity.

24 ଏପରି କହେି ଲୋକ ଅଛି କି ଯେ କହେି ମାଠାରୁେ ସୁଖୀ ହବୋ ପାଇଁ ଅଧିକ ଚେଷ୍ଟା କରିଛି।
There is nothing better for a man, than that he should eat and drink, and that he should make his soul enjoy good in his labour. This also I saw, that it was from the hand of God.

25 ଏବଂ ଏହା ଯାହା ମୁଁ ଶିକ୍ଷା କରିଛି, ଏହା ହେଉଛି ସବୁଠାରୁ ଭଲକଥା ଖାଇବା ପିଇବା, ଏବଂ କରିଥିବା କାର୍ୟ୍ଯକୁ ଉପଭୋଗ କରିବା। ମୁଁ ଦେଖୁଛି ଯେ, ଏହା ପରମେଶ୍ବରଙ୍କଠାରୁ ଆ ସେ।
For who can eat, or who else can hasten hereunto, more than I?