Deuteronomy 8

fullscreen1 ଯାହା ମୁ ଆଜି ତୁମ୍ଭକୁ ଆଦେଶ ଦେଉଛି, ତୁମ୍ଭମାନେେ ମାରେ ସମସ୍ତ ଆଦେଶମାନ ମାନିବା ଉଚିତ୍। ତୁମ୍ଭମାନେେ ବଞ୍ଚିବା ପାଇଁ ଓ ବୃଦ୍ଧି ହବୋ ପାଇଁ ଓ ସହେି ସ୍ଥାନ ରେ ପ୍ରବେଶ କରିବା ପାଇଁ ଓ ଅଧିକାର କରିବା ପାଇଁ ଯାହାକି ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣଙ୍କ ନିକଟରେ ଶପଥ କରିଛନ୍ତି।

fullscreen2 ଆଉ ତୁମ୍ଭମାନେେ ସ୍ମରଣ କର ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଯେଉଁ ଚାଳିଶ ବର୍ଷ ପ୍ରାନ୍ତର ମଧିଅରେ ତୁମ୍ଭମାନଙ୍କୁ ଯେଉଁ ଭଳି ଭାବରେ ଗମନ କରାଇ ଅଛନ୍ତି, ସେ ତୁମ୍ଭର ପରୀକ୍ଷା ନବୋ ପାଇଁ ତୁମ୍ଭମାନେେ ତାଙ୍କର ଆଜ୍ଞାପାଳନ କରିବ କି ନାହିଁ ଏବଂ ତୁମ୍ଭର ମନ ଜାଣିବା ପାଇଁ ଏହା କରିଛନ୍ତି।

fullscreen3 ମନକ୍ସ୍ଟଷ୍ଯ ଯେ କବଳେ ରୋଟୀ ରେ ବଞ୍ଚେ ନାହିଁ, ମାତ୍ର ସଦାପ୍ରଭୁଙ୍କ ମକ୍ସ୍ଟଖରକ୍ସ୍ଟ ଯାହା ନିର୍ଗତ ହକ୍ସ୍ଟଏ, ତହିଁରେ ବଞ୍ଚେ। ଏହା ତୁମ୍ଭମାନଙ୍କୁ ଜଣାଇବା ପାଇଁ ସେ ତୁମ୍ଭମାନଙ୍କୁ ନମ୍ର ଓ କ୍ଷକ୍ସ୍ଟଧିତ କରି ଅଛନ୍ତି, ସେ ତୁମ୍ଭକୁ ଓ ତକ୍ସ୍ଟମ୍ଭ ପୂର୍ବପୁରୁଷଗଣଙ୍କକ୍ସ୍ଟ ଅଜ୍ଞାତ ମାନ୍ନା ଦଇେ ପ୍ରତିପାଳନ କରିଅଛନ୍ତି।

fullscreen4 ଏହି ଚାଳିଶ ବର୍ଷ ତୁମ୍ଭମାନଙ୍କ ବସ୍ତ୍ର ଜୀର୍ଣ ହେଲାନାହିଁ ଓ ତୁମ୍ଭମାନଙ୍କର ପାଦ ଫକ୍ସ୍ଟଲିଲା ନାହିଁ।

fullscreen5 ତେଣୁ ତୁମ୍ଭମାନେେ ହୃଦଯର ସହିତ ଜାଣିବା ଉଚିତ୍ ଯେ, ଜଣେ ପିତା ତା'ର ସନ୍ତାନଗଣଙ୍କକ୍ସ୍ଟ ଯେପରି ଅନକ୍ସ୍ଟଶାସିତ କରେ ସହେିପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭକୁ ଅନକ୍ସ୍ଟଶାସିତ କରିଛନ୍ତି।

fullscreen6 ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ଆଦେଶ ମାନି ପାଳନ କରିବ ଓ ତାହାଙ୍କ ପଥରେ ଗମନ କରିବ ଓ ତାହାଙ୍କକ୍ସ୍ଟ ଭୟ କରିବ।

fullscreen7 ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଏକ ଉତ୍ତମ ଦେଶକକ୍ସ୍ଟ ନଇେ ଯାଉଛନ୍ତି, ଯେଉଁ ଭୂମିକି ଜଳରାଶି ରେ ଝରଣା ରେ ଓ ଗଭୀର ଜଳ ସୋର୍ତ ରେ ପୂର୍ଣ୍ଣ, ତାହା ଉପତ୍ୟକା ଓ ପର୍ବତ ଦଇେ ଝରିୟାଏ।

fullscreen8 ଏହି ଦେଶ ଗହମ, ୟବ, ଦ୍ରାକ୍ଷା, ଡିମ୍ବିରି ଓ ଡାଳିମ୍ବ ବୃକ୍ଷମଯ ଅଟେ। ସହେି ଦେଶ ମଧ୍ଯ ଜିତତୈଳ ଓ ମଧକ୍ସ୍ଟମଯ ଅଟେ।

fullscreen9 ସଠାେରେ ତୁମ୍ଭମାନେେ ପ୍ରଚକ୍ସ୍ଟର ପରିମାଣର ଖାଦ୍ୟ ପାଇବ। ସଠାେରେ ତୁମ୍ଭମାନଙ୍କର ଆବଶ୍ଯକ ଦ୍ରବ୍ଯମାନ ଉପଲବ୍ଧ ହବେ। ସହେି ଦେଶର ପଥର ଲକ୍ସ୍ଟଟା ଅଟେ, ତୁମ୍ଭମାନେେ ସଠାେକାର ପର୍ବତରକ୍ସ୍ଟ ପିତ୍ତଳ ଖୋଳି ପାରିବ।

fullscreen10 ଆଉ ତୁମ୍ଭମାନେେ ସଠାେରେ ଖାଦ୍ୟ ରେ ତୃଲ୍ଗ ହବେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଯେଉଁ ଉତ୍ତମ ଦେଶ ଦଇେ ଅଛନ୍ତି, ସେଥିପାଇଁ ତାଙ୍କର ଧନ୍ଯବାଦ କରିବ।

1 All the commandments which I command thee this day shall ye observe to do, that ye may live, and multiply, and go in and possess the land which the Lord sware unto your fathers.

2 And thou shalt remember all the way which the Lord thy God led thee these forty years in the wilderness, to humble thee, and to prove thee, to know what was in thine heart, whether thou wouldest keep his commandments, or no.

3 And he humbled thee, and suffered thee to hunger, and fed thee with manna, which thou knewest not, neither did thy fathers know; that he might make thee know that man doth not live by bread only, but by every word that proceedeth out of the mouth of the Lord doth man live.

4 Thy raiment waxed not old upon thee, neither did thy foot swell, these forty years.

5 Thou shalt also consider in thine heart, that, as a man chasteneth his son, so the Lord thy God chasteneth thee.

6 Therefore thou shalt keep the commandments of the Lord thy God, to walk in his ways, and to fear him.

7 For the Lord thy God bringeth thee into a good land, a land of brooks of water, of fountains and depths that spring out of valleys and hills;

8 A land of wheat, and barley, and vines, and fig trees, and pomegranates; a land of oil olive, and honey;

9 A land wherein thou shalt eat bread without scarceness, thou shalt not lack any thing in it; a land whose stones are iron, and out of whose hills thou mayest dig brass.

10 When thou hast eaten and art full, then thou shalt bless the Lord thy God for the good land which he hath given thee.

Deuteronomy 8 in Tamil and English

1 ଯାହା ମୁ ଆଜି ତୁମ୍ଭକୁ ଆଦେଶ ଦେଉଛି, ତୁମ୍ଭମାନେେ ମାରେ ସମସ୍ତ ଆଦେଶମାନ ମାନିବା ଉଚିତ୍। ତୁମ୍ଭମାନେେ ବଞ୍ଚିବା ପାଇଁ ଓ ବୃଦ୍ଧି ହବୋ ପାଇଁ ଓ ସହେି ସ୍ଥାନ ରେ ପ୍ରବେଶ କରିବା ପାଇଁ ଓ ଅଧିକାର କରିବା ପାଇଁ ଯାହାକି ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣଙ୍କ ନିକଟରେ ଶପଥ କରିଛନ୍ତି।
All the commandments which I command thee this day shall ye observe to do, that ye may live, and multiply, and go in and possess the land which the Lord sware unto your fathers.

2 ଆଉ ତୁମ୍ଭମାନେେ ସ୍ମରଣ କର ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଯେଉଁ ଚାଳିଶ ବର୍ଷ ପ୍ରାନ୍ତର ମଧିଅରେ ତୁମ୍ଭମାନଙ୍କୁ ଯେଉଁ ଭଳି ଭାବରେ ଗମନ କରାଇ ଅଛନ୍ତି, ସେ ତୁମ୍ଭର ପରୀକ୍ଷା ନବୋ ପାଇଁ ତୁମ୍ଭମାନେେ ତାଙ୍କର ଆଜ୍ଞାପାଳନ କରିବ କି ନାହିଁ ଏବଂ ତୁମ୍ଭର ମନ ଜାଣିବା ପାଇଁ ଏହା କରିଛନ୍ତି।
And thou shalt remember all the way which the Lord thy God led thee these forty years in the wilderness, to humble thee, and to prove thee, to know what was in thine heart, whether thou wouldest keep his commandments, or no.

3 ମନକ୍ସ୍ଟଷ୍ଯ ଯେ କବଳେ ରୋଟୀ ରେ ବଞ୍ଚେ ନାହିଁ, ମାତ୍ର ସଦାପ୍ରଭୁଙ୍କ ମକ୍ସ୍ଟଖରକ୍ସ୍ଟ ଯାହା ନିର୍ଗତ ହକ୍ସ୍ଟଏ, ତହିଁରେ ବଞ୍ଚେ। ଏହା ତୁମ୍ଭମାନଙ୍କୁ ଜଣାଇବା ପାଇଁ ସେ ତୁମ୍ଭମାନଙ୍କୁ ନମ୍ର ଓ କ୍ଷକ୍ସ୍ଟଧିତ କରି ଅଛନ୍ତି, ସେ ତୁମ୍ଭକୁ ଓ ତକ୍ସ୍ଟମ୍ଭ ପୂର୍ବପୁରୁଷଗଣଙ୍କକ୍ସ୍ଟ ଅଜ୍ଞାତ ମାନ୍ନା ଦଇେ ପ୍ରତିପାଳନ କରିଅଛନ୍ତି।
And he humbled thee, and suffered thee to hunger, and fed thee with manna, which thou knewest not, neither did thy fathers know; that he might make thee know that man doth not live by bread only, but by every word that proceedeth out of the mouth of the Lord doth man live.

4 ଏହି ଚାଳିଶ ବର୍ଷ ତୁମ୍ଭମାନଙ୍କ ବସ୍ତ୍ର ଜୀର୍ଣ ହେଲାନାହିଁ ଓ ତୁମ୍ଭମାନଙ୍କର ପାଦ ଫକ୍ସ୍ଟଲିଲା ନାହିଁ।
Thy raiment waxed not old upon thee, neither did thy foot swell, these forty years.

5 ତେଣୁ ତୁମ୍ଭମାନେେ ହୃଦଯର ସହିତ ଜାଣିବା ଉଚିତ୍ ଯେ, ଜଣେ ପିତା ତା'ର ସନ୍ତାନଗଣଙ୍କକ୍ସ୍ଟ ଯେପରି ଅନକ୍ସ୍ଟଶାସିତ କରେ ସହେିପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭକୁ ଅନକ୍ସ୍ଟଶାସିତ କରିଛନ୍ତି।
Thou shalt also consider in thine heart, that, as a man chasteneth his son, so the Lord thy God chasteneth thee.

6 ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ଆଦେଶ ମାନି ପାଳନ କରିବ ଓ ତାହାଙ୍କ ପଥରେ ଗମନ କରିବ ଓ ତାହାଙ୍କକ୍ସ୍ଟ ଭୟ କରିବ।
Therefore thou shalt keep the commandments of the Lord thy God, to walk in his ways, and to fear him.

7 ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଏକ ଉତ୍ତମ ଦେଶକକ୍ସ୍ଟ ନଇେ ଯାଉଛନ୍ତି, ଯେଉଁ ଭୂମିକି ଜଳରାଶି ରେ ଝରଣା ରେ ଓ ଗଭୀର ଜଳ ସୋର୍ତ ରେ ପୂର୍ଣ୍ଣ, ତାହା ଉପତ୍ୟକା ଓ ପର୍ବତ ଦଇେ ଝରିୟାଏ।
For the Lord thy God bringeth thee into a good land, a land of brooks of water, of fountains and depths that spring out of valleys and hills;

8 ଏହି ଦେଶ ଗହମ, ୟବ, ଦ୍ରାକ୍ଷା, ଡିମ୍ବିରି ଓ ଡାଳିମ୍ବ ବୃକ୍ଷମଯ ଅଟେ। ସହେି ଦେଶ ମଧ୍ଯ ଜିତତୈଳ ଓ ମଧକ୍ସ୍ଟମଯ ଅଟେ।
A land of wheat, and barley, and vines, and fig trees, and pomegranates; a land of oil olive, and honey;

9 ସଠାେରେ ତୁମ୍ଭମାନେେ ପ୍ରଚକ୍ସ୍ଟର ପରିମାଣର ଖାଦ୍ୟ ପାଇବ। ସଠାେରେ ତୁମ୍ଭମାନଙ୍କର ଆବଶ୍ଯକ ଦ୍ରବ୍ଯମାନ ଉପଲବ୍ଧ ହବେ। ସହେି ଦେଶର ପଥର ଲକ୍ସ୍ଟଟା ଅଟେ, ତୁମ୍ଭମାନେେ ସଠାେକାର ପର୍ବତରକ୍ସ୍ଟ ପିତ୍ତଳ ଖୋଳି ପାରିବ।
A land wherein thou shalt eat bread without scarceness, thou shalt not lack any thing in it; a land whose stones are iron, and out of whose hills thou mayest dig brass.

10 ଆଉ ତୁମ୍ଭମାନେେ ସଠାେରେ ଖାଦ୍ୟ ରେ ତୃଲ୍ଗ ହବେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଯେଉଁ ଉତ୍ତମ ଦେଶ ଦଇେ ଅଛନ୍ତି, ସେଥିପାଇଁ ତାଙ୍କର ଧନ୍ଯବାଦ କରିବ।
When thou hast eaten and art full, then thou shalt bless the Lord thy God for the good land which he hath given thee.