Deuteronomy 7:3 in Oriya

Oriya Oriya Bible Deuteronomy Deuteronomy 7 Deuteronomy 7:3

Deuteronomy 7:3
ତୁମ୍ଭମାନେେ ସମାନଙ୍କେ ବିବାହ ସମ୍ବନ୍ଧ ରଖିବ ନାହିଁ। ତୁମ୍ଭମାନେେ ସମାନଙ୍କେ ପକ୍ସ୍ଟତ୍ରମାନଙ୍କ ସହିତ ଆପଣା କନ୍ଯାମାନଙ୍କୁ ବିବାହ ଦବନୋହିଁ। କିଅବା ଆପଣା ପକ୍ସ୍ଟତ୍ରମାନଙ୍କୁ ସମାନଙ୍କେ କନ୍ଯାମାନଙ୍କ ସହିତ ବିବାହ ଦବେ ନାହିଁ।

Deuteronomy 7:2Deuteronomy 7Deuteronomy 7:4

Deuteronomy 7:3 in Other Translations

King James Version (KJV)
Neither shalt thou make marriages with them; thy daughter thou shalt not give unto his son, nor his daughter shalt thou take unto thy son.

American Standard Version (ASV)
neither shalt thou make marriages with them; thy daughter thou shalt not give unto his son, nor his daughter shalt thou take unto thy son.

Bible in Basic English (BBE)
Do not take wives or husbands from among them; do not give your daughters to their sons, or take their daughters for your sons.

Darby English Bible (DBY)
And thou shalt make no marriages with them: thy daughter thou shalt not give unto his son, nor take his daughter for thy son;

Webster's Bible (WBT)
Neither shalt thou make marriages with them; thy daughter thou shalt not give to his son, nor his daughter shalt thou take to thy son.

World English Bible (WEB)
neither shall you make marriages with them; your daughter you shall not give to his son, nor his daughter shall you take to your son.

Young's Literal Translation (YLT)
`And thou dost not join in marriage with them; thy daughter thou dost not give to his son, and his daughter thou dost not take to thy son,

Neither
וְלֹ֥אwĕlōʾveh-LOH
shalt
thou
make
marriages
תִתְחַתֵּ֖ןtitḥattēnteet-ha-TANE
daughter
thy
them;
with
בָּ֑םbāmbahm
thou
shalt
not
בִּתְּךָ֙bittĕkābee-teh-HA
give
לֹֽאlōʾloh
unto
his
son,
תִתֵּ֣ןtittēntee-TANE
nor
לִבְנ֔וֹlibnôleev-NOH
his
daughter
וּבִתּ֖וֹûbittôoo-VEE-toh
take
thou
shalt
לֹֽאlōʾloh
unto
thy
son.
תִקַּ֥חtiqqaḥtee-KAHK
לִבְנֶֽךָ׃libnekāleev-NEH-ha

Cross Reference

Exodus 34:15
ସାବଧାନ, ତୁମ୍ଭେ ଯେଉଁ ଦେଶ ରେ ବାସ କରିବ ସମାନଙ୍କେ ସହିତ କୌଣସି ଚୁକ୍ତି କରିବ ନାହିଁ। ଯଦି ତୁମ୍ଭେ ଏପରି କର,, ତବେେ ତୁମ୍ଭମାନେେ ସମାନଙ୍କେ ଦବଗେଣମାନଙ୍କର ଅନୁଚର ଦବେ। କିମ୍ବା ସମାନେେ ତୁମ୍ଭମାନଙ୍କୁ ନିମନ୍ତ୍ରଣ କଲେ ତୁମ୍ଭେ ସମାନଙ୍କେ ସହିତ ୟୋଗ ଦବେ। ତୁମ୍ଭେ ସମାନଙ୍କେର ବଳିଦାନ ଭକ୍ଷଣ କରିବ।

1 Kings 11:2
ଏହା ପୂର୍ବରୁ ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କୁ ସତର୍କ କରିଥିଲେ, ତୁମ୍ଭମାନେେ ଅନ୍ୟ ଦେଶର କନ୍ଯାଙ୍କୁ ବିବାହ କରିବ ନାହିଁ। କାରଣ ସମାନେେ ନିଜର ସାଥୀମାନଙ୍କୁ ଅନ୍ୟ ଦବୋ ଦବେୀର ଉପାସନା ପାଇଁ ଆକର୍ଷିତ କରି ପାରନ୍ତି। ମାତ୍ର ଶଲୋମନ ସମାନଙ୍କେ ସହିତ ପ୍ ରମେ କଲେ।

Joshua 23:12
କଦାପି ସଦାପ୍ରଭୁଙ୍କ ଉପଦେଶରକ୍ସ୍ଟ ବିଚକ୍ସ୍ଟ୍ଯତ ହକ୍ସ୍ଟଅ ନାହିଁ। କଦାପି ଅନ୍ୟମାନଙ୍କ ସହିତ ବନ୍ଧକ୍ସ୍ଟ ହକ୍ସ୍ଟଅ ନାହିଁ। ଯେଉଁମାନେ କି ଇଶ୍ରାୟେଲଙ୍କର ଅଂଶ ନକ୍ସ୍ଟହଁନ୍ତି। କୌଣସି ଅନ୍ୟ ବଂଶମାନଙ୍କ ସହିତ ବିବାହ କରନାହିଁ। ଇଶ୍ରାୟେଲ ନକ୍ସ୍ଟହଁନ୍ତି କିନ୍ତୁ ଯଦି ତୁମ୍ଭେ ସମାନଙ୍କେର ବନ୍ଧକ୍ସ୍ଟ ହକ୍ସ୍ଟଅ।

Genesis 6:2
ପରମେଶ୍ବରଙ୍କର ପୁତ୍ରଗଣ ଦେଖିଲେ,

Judges 3:6
ଇଶ୍ରାୟେଲୀୟ ସହେି ଲୋକମାନଙ୍କର ଝିଅମାନଙ୍କୁ ବିବାହ କରିବାକୁ ଆରମ୍ଭ କଲେ। ସମାନେେ ସମାନଙ୍କେର ଝିଅମାନଙ୍କୁ ସହେି ଲୋକମାନଙ୍କର ପକ୍ସ୍ଟଅମାନଙ୍କ ସହିତ ବିବାହ କରିବାକୁ ଅନକ୍ସ୍ଟମତି ଦେଲେ। ଏହା ବ୍ଯତିତ ଇଶ୍ରାୟେଲୀତ ସହେି ଲୋକମାନଙ୍କର ଦବେତାଗଣକକ୍ସ୍ଟ ପୂଜା କଲେ।

Ezra 9:1
ଏହିସବୁ କର୍ମ ସମାପ୍ତ ହେଲାପରେ, ଇଶ୍ରାୟେଲୀୟ ମୁଖ୍ଯମାନେ ଆମ୍ଭ ନିକଟକୁ ଆସିଲେ ଓ ସମାନେେ କହିଲେ, ଏଜ୍ରା, ଇଶ୍ରାୟେଲର ଲୋକମାନେ, ଯାଜକମାନେ ଓ ଲବେୀୟମାନେ ଅନ୍ୟଦେଶୀ ଗୋଷ୍ଠୀଯମାନଙ୍କଠାରୁ ଆପଣାମାନଙ୍କୁ ପୃଥକ ନ କରି ସମାନଙ୍କେର ଅର୍ଥାତ୍ କିଣାନୀଯ, ହିତ୍ତୀଯ, ପରିଷୀଯ ୟିବୂଷୀଯ, ଅେମ୍ମାନୀୟ, ମାୟୋବୀଯ, ମିସ୍ରୀଯ ଓ ଇ ମାରେୀଯମାନଙ୍କର ଘୃଣା ଯୋଗ୍ଯ କର୍ମ ଅନୁସାରେ କରୁଅଛନ୍ତି।

Nehemiah 13:23
ସହେି ସମୟରେ ଯେଉଁ ୟିହୁଦୀଯମାନେ ଅସଦୋଦ୍, ଅମ୍ମାନେ ଓ ମାୟୋବ ଦେଶୀଯ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସମାନଙ୍କେୁ ମୁଁ ଦେଖିଲି।

2 Corinthians 6:14
ଯେଉଁମାନେ ବିଶ୍ବାସ କରନ୍ତି ନାହିଁ, ତୁମ୍ଭମାନେେ ତାହାଙ୍କ ସହିତ ସମାନ ନୁହଁ। ଅତଏବ ସମାନଙ୍କେ ସହିତ ୟୋଗ ଦିଅ ନାହିଁ। ଭଲ ଓ ମନ୍ଦ ଏକାଠି ରୁହନ୍ତି ନାହିଁ। ଆଲୋକ ଓ ଅନ୍ଧକାର ମଧିଅରେ କି ସହଭାଗିତା ଅଛି ?