Deuteronomy 7

fullscreen17 ଯଦି ତୁମ୍ଭମାନେେ ' ସହେି ଦେଶକକ୍ସ୍ଟ ତୁମ୍ଭମାନଙ୍କ ଠାରକ୍ସ୍ଟ ବଳଶାଳି ବୋଲି ବିବଚେନା କର, ତବେେ ତୁମ୍ଭମାନେେ ନିଜେ ଚିନ୍ତା କରିପାର ଆମ୍ଭେ କିପରି ସମାନଙ୍କେୁ ତଡି ଦବୋ? ତଥାପି ତୁମ୍ଭେ ସମାନଙ୍କେୁ ଭୟ କରିବ ନାହିଁ।'

fullscreen18 ତୁମ୍ଭମାନଙ୍କର ମନେଥିବ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଫାରୋ ଓ ସମସ୍ତ ମିଶର ପ୍ରତି ଯେଉଁ କର୍ମମାନ କରିଛନ୍ତି।

fullscreen19 ତୁମ୍ଭମାନେେ ଦେଖିଛ ଯେ ସଦାପ୍ରଭୁ ସମାନଙ୍କେ ପାଇଁ କି ଭୟଙ୍କର କାର୍ୟ୍ଯମାନ କରିଛନ୍ତି। ସେ କି ଆଶ୍ଚର୍ୟ୍ଯ କର୍ମମାନ କରିଛନ୍ତି। ସେ ତାଙ୍କର ପରାକ୍ରାନ୍ତ ହସ୍ତଦ୍ବାରା ତୁମ୍ଭମାନଙ୍କୁ ମିଶରରକ୍ସ୍ଟ ବହାର କରି ଆଣିଛନ୍ତି। ତୁମ୍ଭକୁ ଯେଉଁମାନେ ଭୟ ପ୍ରଦର୍ଶନ କରିବେ ସଦାପ୍ରଭୁ ପରମେଶ୍ବର ସମାନଙ୍କେୁ ସହେିପରି କାର୍ୟ୍ଯମାନ ସମାନଙ୍କେ ପ୍ରତି କରିବେ।

fullscreen20 ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ସମାନଙ୍କେ ପାଇଁ ବିରକ୍ସ୍ଟଡି ପଠାଇବେ, ଯେଉଁମାନେ ତୁମ୍ଭମାନଙ୍କ ହସ୍ତରକ୍ସ୍ଟ ରକ୍ଷା ପାଇବେ। ସେ ସହେି ଲୋକମାନଙ୍କୁ ଧ୍ବଂସ କରିବେ।

fullscreen21 ଏହି ଲୋକମାନଙ୍କୁ ଭୟ କର ନାହିଁ, କାରଣ ସଦାପ୍ରଭୁ ପରମେଶ୍ବର ତୁମ୍ଭମାନଙ୍କ ସହିତ ରହିଛନ୍ତି। ସେ ମହାନ ଓ ଭୟୟକ୍ସ୍ଟକ୍ତ।

fullscreen22 ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତକ୍ସ୍ଟମ୍ଭ ସମ୍ମିଖରକ୍ସ୍ଟ ସହେି ଗୋଷ୍ଠୀଯ ଲୋକମାନଙ୍କୁ ଅଳ୍ପ ଅଳ୍ପ କରି କାଢିବେ। ତୁମ୍ଭେ ସମାନଙ୍କେୁ ଏକା ବେଳେ ବିନାଶ କରିବ ନାହିଁ, କଲେ ବନ ପଶକ୍ସ୍ଟମାନେ ତକ୍ସ୍ଟମ୍ଭ ପ୍ରତିକୂଳ ରେ ବଢି ଉଠିବେ।

fullscreen23 ମାତ୍ର ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତକ୍ସ୍ଟମ୍ଭ ଆଗ ରେ ସମାନଙ୍କେୁ ସମର୍ପଣ କରିବେ ଓ ସମାନେେ ବିନଷ୍ଟ ନ ହବୋୟାଏ ସମାନଙ୍କେୁ ମହାବ୍ଯାକକ୍ସ୍ଟଳତା ରେ ବ୍ଯାକକ୍ସ୍ଟଳ କରିବେ।

fullscreen24 ଆଉ ସେ ସମାନଙ୍କେର ରାଜାଗଣକକ୍ସ୍ଟ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କରିବେ, ଯାହାଫଳ ରେ ତୁମ୍ଭେ ଆକାଶ ମଣ୍ତଳର ତଳକ୍ସ୍ଟ ସମାନଙ୍କେ ନାମ ପୋଛି ଦବେ। ଯେତବେେଳେ ତୁମ୍ଭେ ସମାନଙ୍କେୁ ବିନାଶ କରିବ କହେି ତୁମ୍ଭମାନଙ୍କୁ ଅଟକାଇବାକକ୍ସ୍ଟ ସମର୍ଥ ହବେ ନାହିଁ।

fullscreen25 ତୁମ୍ଭମାନେେ ସମାନଙ୍କେ ଦବଗେଣର ଖାଦେିତ ପ୍ରତିମା ସକଳ ଅଗ୍ନି ରେ ଦଗ୍ଧ କରିବ। ତୁମ୍ଭେ ଯମେନ୍ତ ଫାନ୍ଦ ରେ ନ ପଡିବ ସେଥିପାଇଁ ସେ ସବୁ ରେ ଥିବା ରୂପା କି ସକ୍ସ୍ଟନା ପ୍ରତି ଲୋଭ କରିବ ନାହିଁ। କିଅବା ଆପଣା ନିମନ୍ତେ ତାହା ଗ୍ରହଣ କରିବ ନାହିଁ। କାରଣ ତାହା ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କର ଘୃଣିତ ବସ୍ତକ୍ସ୍ଟ ଅଟେ।

17 If thou shalt say in thine heart, These nations are more than I; how can I dispossess them?

18 Thou shalt not be afraid of them: but shalt well remember what the Lord thy God did unto Pharaoh, and unto all Egypt;

19 The great temptations which thine eyes saw, and the signs, and the wonders, and the mighty hand, and the stretched out arm, whereby the Lord thy God brought thee out: so shall the Lord thy God do unto all the people of whom thou art afraid.

20 Moreover the Lord thy God will send the hornet among them, until they that are left, and hide themselves from thee, be destroyed.

21 Thou shalt not be affrighted at them: for the Lord thy God is among you, a mighty God and terrible.

22 And the Lord thy God will put out those nations before thee by little and little: thou mayest not consume them at once, lest the beasts of the field increase upon thee.

23 But the Lord thy God shall deliver them unto thee, and shall destroy them with a mighty destruction, until they be destroyed.

24 And he shall deliver their kings into thine hand, and thou shalt destroy their name from under heaven: there shall no man be able to stand before thee, until thou have destroyed them.

25 The graven images of their gods shall ye burn with fire: thou shalt not desire the silver or gold that is on them, nor take it unto thee, lest thou be snared therein: for it is an abomination to the Lord thy God.

Deuteronomy 7 in Tamil and English

17 ଯଦି ତୁମ୍ଭମାନେେ ' ସହେି ଦେଶକକ୍ସ୍ଟ ତୁମ୍ଭମାନଙ୍କ ଠାରକ୍ସ୍ଟ ବଳଶାଳି ବୋଲି ବିବଚେନା କର, ତବେେ ତୁମ୍ଭମାନେେ ନିଜେ ଚିନ୍ତା କରିପାର ଆମ୍ଭେ କିପରି ସମାନଙ୍କେୁ ତଡି ଦବୋ? ତଥାପି ତୁମ୍ଭେ ସମାନଙ୍କେୁ ଭୟ କରିବ ନାହିଁ।'
If thou shalt say in thine heart, These nations are more than I; how can I dispossess them?

18 ତୁମ୍ଭମାନଙ୍କର ମନେଥିବ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଫାରୋ ଓ ସମସ୍ତ ମିଶର ପ୍ରତି ଯେଉଁ କର୍ମମାନ କରିଛନ୍ତି।
Thou shalt not be afraid of them: but shalt well remember what the Lord thy God did unto Pharaoh, and unto all Egypt;

19 ତୁମ୍ଭମାନେେ ଦେଖିଛ ଯେ ସଦାପ୍ରଭୁ ସମାନଙ୍କେ ପାଇଁ କି ଭୟଙ୍କର କାର୍ୟ୍ଯମାନ କରିଛନ୍ତି। ସେ କି ଆଶ୍ଚର୍ୟ୍ଯ କର୍ମମାନ କରିଛନ୍ତି। ସେ ତାଙ୍କର ପରାକ୍ରାନ୍ତ ହସ୍ତଦ୍ବାରା ତୁମ୍ଭମାନଙ୍କୁ ମିଶରରକ୍ସ୍ଟ ବହାର କରି ଆଣିଛନ୍ତି। ତୁମ୍ଭକୁ ଯେଉଁମାନେ ଭୟ ପ୍ରଦର୍ଶନ କରିବେ ସଦାପ୍ରଭୁ ପରମେଶ୍ବର ସମାନଙ୍କେୁ ସହେିପରି କାର୍ୟ୍ଯମାନ ସମାନଙ୍କେ ପ୍ରତି କରିବେ।
The great temptations which thine eyes saw, and the signs, and the wonders, and the mighty hand, and the stretched out arm, whereby the Lord thy God brought thee out: so shall the Lord thy God do unto all the people of whom thou art afraid.

20 ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ସମାନଙ୍କେ ପାଇଁ ବିରକ୍ସ୍ଟଡି ପଠାଇବେ, ଯେଉଁମାନେ ତୁମ୍ଭମାନଙ୍କ ହସ୍ତରକ୍ସ୍ଟ ରକ୍ଷା ପାଇବେ। ସେ ସହେି ଲୋକମାନଙ୍କୁ ଧ୍ବଂସ କରିବେ।
Moreover the Lord thy God will send the hornet among them, until they that are left, and hide themselves from thee, be destroyed.

21 ଏହି ଲୋକମାନଙ୍କୁ ଭୟ କର ନାହିଁ, କାରଣ ସଦାପ୍ରଭୁ ପରମେଶ୍ବର ତୁମ୍ଭମାନଙ୍କ ସହିତ ରହିଛନ୍ତି। ସେ ମହାନ ଓ ଭୟୟକ୍ସ୍ଟକ୍ତ।
Thou shalt not be affrighted at them: for the Lord thy God is among you, a mighty God and terrible.

22 ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତକ୍ସ୍ଟମ୍ଭ ସମ୍ମିଖରକ୍ସ୍ଟ ସହେି ଗୋଷ୍ଠୀଯ ଲୋକମାନଙ୍କୁ ଅଳ୍ପ ଅଳ୍ପ କରି କାଢିବେ। ତୁମ୍ଭେ ସମାନଙ୍କେୁ ଏକା ବେଳେ ବିନାଶ କରିବ ନାହିଁ, କଲେ ବନ ପଶକ୍ସ୍ଟମାନେ ତକ୍ସ୍ଟମ୍ଭ ପ୍ରତିକୂଳ ରେ ବଢି ଉଠିବେ।
And the Lord thy God will put out those nations before thee by little and little: thou mayest not consume them at once, lest the beasts of the field increase upon thee.

23 ମାତ୍ର ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତକ୍ସ୍ଟମ୍ଭ ଆଗ ରେ ସମାନଙ୍କେୁ ସମର୍ପଣ କରିବେ ଓ ସମାନେେ ବିନଷ୍ଟ ନ ହବୋୟାଏ ସମାନଙ୍କେୁ ମହାବ୍ଯାକକ୍ସ୍ଟଳତା ରେ ବ୍ଯାକକ୍ସ୍ଟଳ କରିବେ।
But the Lord thy God shall deliver them unto thee, and shall destroy them with a mighty destruction, until they be destroyed.

24 ଆଉ ସେ ସମାନଙ୍କେର ରାଜାଗଣକକ୍ସ୍ଟ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କରିବେ, ଯାହାଫଳ ରେ ତୁମ୍ଭେ ଆକାଶ ମଣ୍ତଳର ତଳକ୍ସ୍ଟ ସମାନଙ୍କେ ନାମ ପୋଛି ଦବେ। ଯେତବେେଳେ ତୁମ୍ଭେ ସମାନଙ୍କେୁ ବିନାଶ କରିବ କହେି ତୁମ୍ଭମାନଙ୍କୁ ଅଟକାଇବାକକ୍ସ୍ଟ ସମର୍ଥ ହବେ ନାହିଁ।
And he shall deliver their kings into thine hand, and thou shalt destroy their name from under heaven: there shall no man be able to stand before thee, until thou have destroyed them.

25 ତୁମ୍ଭମାନେେ ସମାନଙ୍କେ ଦବଗେଣର ଖାଦେିତ ପ୍ରତିମା ସକଳ ଅଗ୍ନି ରେ ଦଗ୍ଧ କରିବ। ତୁମ୍ଭେ ଯମେନ୍ତ ଫାନ୍ଦ ରେ ନ ପଡିବ ସେଥିପାଇଁ ସେ ସବୁ ରେ ଥିବା ରୂପା କି ସକ୍ସ୍ଟନା ପ୍ରତି ଲୋଭ କରିବ ନାହିଁ। କିଅବା ଆପଣା ନିମନ୍ତେ ତାହା ଗ୍ରହଣ କରିବ ନାହିଁ। କାରଣ ତାହା ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କର ଘୃଣିତ ବସ୍ତକ୍ସ୍ଟ ଅଟେ।
The graven images of their gods shall ye burn with fire: thou shalt not desire the silver or gold that is on them, nor take it unto thee, lest thou be snared therein: for it is an abomination to the Lord thy God.