Deuteronomy 6

fullscreen20 ଭବିଷ୍ଯତ ରେ ଯଦି ତୁମ୍ଭର ସନ୍ତାନମାନେ ତୁମ୍ଭକୁ ପଚାରିଲେ, 'ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଯେଉଁ ସବୁ ଆଜ୍ଞା, ବିଧି ଓ ଶାସନ ଦଇେଛନ୍ତି, ସେସବୁର ଅଭିପ୍ରାଯ କ'ଣ?'

fullscreen21 ତୁମ୍ଭମାନେେ ଆପଣା ସନ୍ତାନମାନଙ୍କୁ କହିବ, 'ଆମ୍ଭମାନେେ ମିଶର ରେ ଫାରୋର ବନ୍ଧାଦାସ ଥିଲକ୍ସ୍ଟ, ପକ୍ସ୍ଟଣି ସଦାପ୍ରଭୁ ବଳବାନ୍ ହସ୍ତଦ୍ବାରା ଆମ୍ଭମାନଙ୍କୁ ମିଶରରକ୍ସ୍ଟ ବାହାରକରି ଆଣିଲେ।

fullscreen22 ସଦାପ୍ରଭୁ ଆମ୍ଭମାନଙ୍କ ସାକ୍ଷାତ ରେ ମିଶର ପ୍ରତି, ଫାରୋଙ୍କ ପ୍ରତି ଓ ତାଙ୍କର ସମସ୍ତ ପରିବାର ପ୍ରତି, ମହତ୍ ଓ କ୍ଲେଶଦାୟକ ଚିହ୍ନ ଓ ଆଶ୍ଚର୍ୟ୍ଯକ୍ରିଯା ଦଖାଇେଲେ।

fullscreen23 ପକ୍ସ୍ଟଣି ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଦେଶ ବିଷଯ ରେ ଶପଥ କରିଥିଲେ। ସେ ଦେଶ ରେ ପରମେଶ୍ବର ଆମ୍ଭମାନଙ୍କୁ ପହଞ୍ଚାଇ ତାହା ଦବୋ ନିମନ୍ତେ ମିଶରରକ୍ସ୍ଟ ବାହାର କରି ଆଣିଲେ।

fullscreen24 ଏବଂ ସଦାପ୍ରଭୁ ଆଜିଦିନ ପରି ଯେପରି ଆମ୍ଭମାନଙ୍କୁ ସଜୀବ ରକ୍ଷା କରିପାରିବେ, ଏଥିପାଇଁ ଆମ୍ଭମାନଙ୍କ ନିତ୍ଯ ମଙ୍ଗଳ ନିମନ୍ତେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶଓରଙ୍କୁ ଭୟ କରିବା ପାଇଁ ସେ ଆମ୍ଭମାନଙ୍କ ପାଳନାର୍ଥେ ଏହି ସକଳ ବିଧି ଆମ୍ଭମାନଙ୍କୁ ଆଜ୍ଞା କଲେ।

20 And when thy son asketh thee in time to come, saying, What mean the testimonies, and the statutes, and the judgments, which the Lord our God hath commanded you?

21 Then thou shalt say unto thy son, We were Pharaoh’s bondmen in Egypt; and the Lord brought us out of Egypt with a mighty hand:

22 And the Lord shewed signs and wonders, great and sore, upon Egypt, upon Pharaoh, and upon all his household, before our eyes:

23 And he brought us out from thence, that he might bring us in, to give us the land which he sware unto our fathers.

24 And the Lord commanded us to do all these statutes, to fear the Lord our God, for our good always, that he might preserve us alive, as it is at this day.

Deuteronomy 6 in Tamil and English

20 ଭବିଷ୍ଯତ ରେ ଯଦି ତୁମ୍ଭର ସନ୍ତାନମାନେ ତୁମ୍ଭକୁ ପଚାରିଲେ, 'ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଯେଉଁ ସବୁ ଆଜ୍ଞା, ବିଧି ଓ ଶାସନ ଦଇେଛନ୍ତି, ସେସବୁର ଅଭିପ୍ରାଯ କ'ଣ?'
And when thy son asketh thee in time to come, saying, What mean the testimonies, and the statutes, and the judgments, which the Lord our God hath commanded you?

21 ତୁମ୍ଭମାନେେ ଆପଣା ସନ୍ତାନମାନଙ୍କୁ କହିବ, 'ଆମ୍ଭମାନେେ ମିଶର ରେ ଫାରୋର ବନ୍ଧାଦାସ ଥିଲକ୍ସ୍ଟ, ପକ୍ସ୍ଟଣି ସଦାପ୍ରଭୁ ବଳବାନ୍ ହସ୍ତଦ୍ବାରା ଆମ୍ଭମାନଙ୍କୁ ମିଶରରକ୍ସ୍ଟ ବାହାରକରି ଆଣିଲେ।
Then thou shalt say unto thy son, We were Pharaoh’s bondmen in Egypt; and the Lord brought us out of Egypt with a mighty hand:

22 ସଦାପ୍ରଭୁ ଆମ୍ଭମାନଙ୍କ ସାକ୍ଷାତ ରେ ମିଶର ପ୍ରତି, ଫାରୋଙ୍କ ପ୍ରତି ଓ ତାଙ୍କର ସମସ୍ତ ପରିବାର ପ୍ରତି, ମହତ୍ ଓ କ୍ଲେଶଦାୟକ ଚିହ୍ନ ଓ ଆଶ୍ଚର୍ୟ୍ଯକ୍ରିଯା ଦଖାଇେଲେ।
And the Lord shewed signs and wonders, great and sore, upon Egypt, upon Pharaoh, and upon all his household, before our eyes:

23 ପକ୍ସ୍ଟଣି ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଦେଶ ବିଷଯ ରେ ଶପଥ କରିଥିଲେ। ସେ ଦେଶ ରେ ପରମେଶ୍ବର ଆମ୍ଭମାନଙ୍କୁ ପହଞ୍ଚାଇ ତାହା ଦବୋ ନିମନ୍ତେ ମିଶରରକ୍ସ୍ଟ ବାହାର କରି ଆଣିଲେ।
And he brought us out from thence, that he might bring us in, to give us the land which he sware unto our fathers.

24 ଏବଂ ସଦାପ୍ରଭୁ ଆଜିଦିନ ପରି ଯେପରି ଆମ୍ଭମାନଙ୍କୁ ସଜୀବ ରକ୍ଷା କରିପାରିବେ, ଏଥିପାଇଁ ଆମ୍ଭମାନଙ୍କ ନିତ୍ଯ ମଙ୍ଗଳ ନିମନ୍ତେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶଓରଙ୍କୁ ଭୟ କରିବା ପାଇଁ ସେ ଆମ୍ଭମାନଙ୍କ ପାଳନାର୍ଥେ ଏହି ସକଳ ବିଧି ଆମ୍ଭମାନଙ୍କୁ ଆଜ୍ଞା କଲେ।
And the Lord commanded us to do all these statutes, to fear the Lord our God, for our good always, that he might preserve us alive, as it is at this day.