Deuteronomy 28
1 ବର୍ତ୍ତମାନ ତୁମ୍ଭମାନେେ ଯଦି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ସ୍ବର ଶକ୍ସ୍ଟଣ ଏବଂ ସମସ୍ତ ଆଜ୍ଞା ପାଳନ କର, ଯାହା ମୁ ଆଜି ତୁମ୍ଭକୁ କହକ୍ସ୍ଟଅଛି, ତବେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ପୃଥିବୀର ଅନ୍ୟ ଜାତିଗଣ ଅପେକ୍ଷା ବହକ୍ସ୍ଟ ଉଚ୍ଚ ରେ ରଖିବେ।
2 ଏହି ସମସ୍ତ ଆଶୀର୍ବାଦ ତୁମ୍ଭମାନେେ ଗ୍ରହଣ କରିବ ଏବଂ ସଗେକ୍ସ୍ଟଡିକ ତକ୍ସ୍ଟମ୍ଭ ପାଖକକ୍ସ୍ଟ ଆସିବ। କାରଣ ତୁମ୍ଭମାନେେ ସଦାପ୍ରଭୁ ଆପଣା ପରମେଶ୍ବରଙ୍କର ସ୍ବର ଶକ୍ସ୍ଟଣିଛ।
3 ତକ୍ସ୍ଟମ୍ଭମାନେ ଏହି ନଗର ରେ ଆଶୀର୍ବାଦ ପ୍ରାଲ୍ଗ ହବେ ଓ କ୍ଷେତ୍ର ରେ ମଧ୍ଯ ଆଶୀର୍ବାଦ ପ୍ରାଲ୍ଗ ହବେ।
4 ସଦାପ୍ରଭୁ ତୁମ୍ଭମାନଙ୍କୁ ଆଶୀର୍ବାଦ କରି ବହକ୍ସ୍ଟ ସନ୍ତାନ ଦବେେ। ତୁମ୍ଭମାନଙ୍କୁ ଫସଲ ବେଳେ ଏବଂ ତକ୍ସ୍ଟମ୍ଭ ପଶକ୍ସ୍ଟମାନଙ୍କୁ ମଧ୍ଯ ବହକ୍ସ୍ଟ ଶାବକ ଦବେେ, ସେ ମଧ୍ଯ ତୁମ୍ଭମାନଙ୍କର ବାଛକ୍ସ୍ଟରି ଓ ମେଣ୍ତାମାନଙ୍କୁ ଆଶୀର୍ବାଦ କରିବେ।
5 ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭମାନଙ୍କର ପାତ୍ର ଖାଦ୍ୟ ରେ ପୂର୍ଣ୍ଣ କରିବେ।
6 ଯେତବେେଳେ ତୁମ୍ଭମାନେେ ଆସିବ ଓ ବାହାରକକ୍ସ୍ଟ ୟିବ, ତୁମ୍ଭମାନେେ ଆଶୀର୍ବାଦ ପ୍ରାଲ୍ଗ ହବେ।
7 ସଦାପ୍ରଭୁ ସର୍ବଦା ତୁମ୍ଭମାନଙ୍କୁ ସହାୟ ଓ ତକ୍ସ୍ଟମ୍ଭ ଶତୃମାନଙ୍କୁ ବିନାଶ କରିବେ, ଯେଉଁମାନେ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଉଠିବେ। ସମାନେେ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ଗୋଟିଏ ବାଟରେ ଆସିବେ ଓ ସାତଟି ବାଟରେ ପଳାଯନ କରିବେ।
8 ସଦାପ୍ରଭୁ ତୁମ୍ଭମାନଙ୍କର ଅମାର ପୂର୍ଣ୍ଣ କରିବେ। ସେ ତୁମ୍ଭକୁ ସବୁ କାର୍ୟ୍ଯ ରେ ଆଶୀର୍ବାଦ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭକୁ ଦଇେଥିବା ଦେଶ ଉପରେ ଆଶୀର୍ବାଦ କରିବେ।
9 ସଦାପ୍ରଭୁ ତୁମ୍ଭକୁ ତାଙ୍କର ପବିତ୍ର ଲୋକ ଭାବେ ପ୍ରତିଷ୍ଠା କରିବେ, ଠିକ୍ ଯେପରି ସେ ପ୍ରତିଜ୍ଞା କରିଛନ୍ତି। ସେ ଠିକ୍ ସହେିପରି କରିବେ କାରଣ ତୁମ୍ଭମାନେେ ତାଙ୍କର ଆଦେଶ ମାନ ଓ ତାଙ୍କର ପଥରେ ଗ୍ଭଲ।
10 ଏହାପରେ ତୁମ୍ଭେ ସଦାପ୍ରଭୁଙ୍କ ନାମ ରେ ପ୍ରସିଦ୍ଦ ଅଛ ବୋଲି, ଦେଶର ସମସ୍ତ ଲୋକ ଦେଖିବେ ଓ ସମାନେେ ତକ୍ସ୍ଟମ୍ଭ ବିଷଯ ରେ ଭୟ କରିବେ।
11 ଏବଂ ସଦାପ୍ରଭୁ ତୁମ୍ଭମାନଙ୍କୁ ସମସ୍ତ ଉତ୍ତମ ଦ୍ରବ୍ଯ ରେ ପରିପୂର୍ଣ୍ଣ କରିବେ। ସେ ତୁମ୍ଭକୁ ଅନକେ ସନ୍ତାନ ରେ ପରିପୂର୍ଣ୍ଣ କରିବେ। ସେ ତୁମ୍ଭମାନଙ୍କୁ ଗୋବତ୍ସା ରେ ପରିପୂର୍ଣ୍ଣ କରିବେ। ସେ ତୁମ୍ଭର ଅମାର ଉତ୍ତମ ଫସଲ ରେ ପରିପୂର୍ଣ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କର ପୂର୍ବ ପୁରୁଷମାନଙ୍କୁ ଯେପରି ପ୍ରତିଜ୍ଞା କରିଥିଲେ।
12 ଠିକ୍ ସମୟରେ ଉତ୍ତମ ବର୍ଷା ପ୍ରଦାନ କରିବାକୁ ସଦାପ୍ରଭୁ ତାଙ୍କର ଆକାଶର ଗନ୍ତାଘର ଖାଲିବେେ। ସଦାପ୍ରଭୁ ତୁମ୍ଭର ସମସ୍ତ କର୍ମ ରେ ଆଶୀର୍ବାଦ କରିବେ। ତୁମ୍ଭେ ଅନ୍ୟ ଗୋ୍ଟୀଯ ଲୋକମାନଙ୍କୁ ଋଣ ଦବେ। କିନ୍ତୁ ତୁମ୍ଭେ ସମାନଙ୍କେ ଠାରକ୍ସ୍ଟ କିଛି ଉଧାର ଆଣିବ ନାହିଁ।
13 ସଦାପ୍ରଭୁ ତୁମ୍ଭକୁ ସର୍ବଦା ସମସ୍ତଙ୍କ ଉପରେ ସ୍ଥାପନ କରିବେ କେଉଁଥି ରେ ପଛ କରିବେ ନାହିଁ। ସେ ତୁମ୍ଭକୁ ସର୍ବଦା ମସ୍ତକ କରିବେ ଲାଙ୍ଗକ୍ସ୍ଟଳ କରିବେ ନାହିଁ। ଏହିପରି ସବୁ ହବେ, ଯଦି ତୁମ୍ଭମାନେେ ସଦାପ୍ରଭୁଙ୍କର ସମସ୍ତ ବିଧି ଓ ନିଯମ ମାନି ଚଳିବ। ଯାହା ଆଜି ମୁ ତୁମ୍ଭମାନଙ୍କୁ କହକ୍ସ୍ଟଅଛ।
14 ଆଜି ମୁ ତୁମ୍ଭକୁ ସଦାପ୍ରଭୁଙ୍କର ଯେଉଁ ଶିକ୍ଷା ଦେଉଅଛି ସେଥିରକ୍ସ୍ଟ କବେେ ବିମକ୍ସ୍ଟଖ ହକ୍ସ୍ଟଅ ନାହିଁ। ତୁମ୍ଭେ ଦକ୍ଷିଣ କି ବାମକକ୍ସ୍ଟ ଫରେିବ ନାହିଁ। ତୁମ୍ଭମାନେେ ଅନ୍ୟ ଦବେତାମାନଙ୍କୁ ଅନକ୍ସ୍ଟସରଣ କିଅବା ଉପାସନା କରିବ ନାହିଁ।
1 And it shall come to pass, if thou shalt hearken diligently unto the voice of the Lord thy God, to observe and to do all his commandments which I command thee this day, that the Lord thy God will set thee on high above all nations of the earth:
2 And all these blessings shall come on thee, and overtake thee, if thou shalt hearken unto the voice of the Lord thy God.
3 Blessed shalt thou be in the city, and blessed shalt thou be in the field.
4 Blessed shall be the fruit of thy body, and the fruit of thy ground, and the fruit of thy cattle, the increase of thy kine, and the flocks of thy sheep.
5 Blessed shall be thy basket and thy store.
6 Blessed shalt thou be when thou comest in, and blessed shalt thou be when thou goest out.
7 The Lord shall cause thine enemies that rise up against thee to be smitten before thy face: they shall come out against thee one way, and flee before thee seven ways.
8 The Lord shall command the blessing upon thee in thy storehouses, and in all that thou settest thine hand unto; and he shall bless thee in the land which the Lord thy God giveth thee.
9 The Lord shall establish thee an holy people unto himself, as he hath sworn unto thee, if thou shalt keep the commandments of the Lord thy God, and walk in his ways.
10 And all people of the earth shall see that thou art called by the name of the Lord; and they shall be afraid of thee.
11 And the Lord shall make thee plenteous in goods, in the fruit of thy body, and in the fruit of thy cattle, and in the fruit of thy ground, in the land which the Lord sware unto thy fathers to give thee.
12 The Lord shall open unto thee his good treasure, the heaven to give the rain unto thy land in his season, and to bless all the work of thine hand: and thou shalt lend unto many nations, and thou shalt not borrow.
13 And the Lord shall make thee the head, and not the tail; and thou shalt be above only, and thou shalt not be beneath; if that thou hearken unto the commandments of the Lord thy God, which I command thee this day, to observe and to do them:
14 And thou shalt not go aside from any of the words which I command thee this day, to the right hand, or to the left, to go after other gods to serve them.
Deuteronomy 28 in Tamil and English
1 ବର୍ତ୍ତମାନ ତୁମ୍ଭମାନେେ ଯଦି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ସ୍ବର ଶକ୍ସ୍ଟଣ ଏବଂ ସମସ୍ତ ଆଜ୍ଞା ପାଳନ କର, ଯାହା ମୁ ଆଜି ତୁମ୍ଭକୁ କହକ୍ସ୍ଟଅଛି, ତବେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ପୃଥିବୀର ଅନ୍ୟ ଜାତିଗଣ ଅପେକ୍ଷା ବହକ୍ସ୍ଟ ଉଚ୍ଚ ରେ ରଖିବେ।
And it shall come to pass, if thou shalt hearken diligently unto the voice of the Lord thy God, to observe and to do all his commandments which I command thee this day, that the Lord thy God will set thee on high above all nations of the earth:
2 ଏହି ସମସ୍ତ ଆଶୀର୍ବାଦ ତୁମ୍ଭମାନେେ ଗ୍ରହଣ କରିବ ଏବଂ ସଗେକ୍ସ୍ଟଡିକ ତକ୍ସ୍ଟମ୍ଭ ପାଖକକ୍ସ୍ଟ ଆସିବ। କାରଣ ତୁମ୍ଭମାନେେ ସଦାପ୍ରଭୁ ଆପଣା ପରମେଶ୍ବରଙ୍କର ସ୍ବର ଶକ୍ସ୍ଟଣିଛ।
And all these blessings shall come on thee, and overtake thee, if thou shalt hearken unto the voice of the Lord thy God.
3 ତକ୍ସ୍ଟମ୍ଭମାନେ ଏହି ନଗର ରେ ଆଶୀର୍ବାଦ ପ୍ରାଲ୍ଗ ହବେ ଓ କ୍ଷେତ୍ର ରେ ମଧ୍ଯ ଆଶୀର୍ବାଦ ପ୍ରାଲ୍ଗ ହବେ।
Blessed shalt thou be in the city, and blessed shalt thou be in the field.
4 ସଦାପ୍ରଭୁ ତୁମ୍ଭମାନଙ୍କୁ ଆଶୀର୍ବାଦ କରି ବହକ୍ସ୍ଟ ସନ୍ତାନ ଦବେେ। ତୁମ୍ଭମାନଙ୍କୁ ଫସଲ ବେଳେ ଏବଂ ତକ୍ସ୍ଟମ୍ଭ ପଶକ୍ସ୍ଟମାନଙ୍କୁ ମଧ୍ଯ ବହକ୍ସ୍ଟ ଶାବକ ଦବେେ, ସେ ମଧ୍ଯ ତୁମ୍ଭମାନଙ୍କର ବାଛକ୍ସ୍ଟରି ଓ ମେଣ୍ତାମାନଙ୍କୁ ଆଶୀର୍ବାଦ କରିବେ।
Blessed shall be the fruit of thy body, and the fruit of thy ground, and the fruit of thy cattle, the increase of thy kine, and the flocks of thy sheep.
5 ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭମାନଙ୍କର ପାତ୍ର ଖାଦ୍ୟ ରେ ପୂର୍ଣ୍ଣ କରିବେ।
Blessed shall be thy basket and thy store.
6 ଯେତବେେଳେ ତୁମ୍ଭମାନେେ ଆସିବ ଓ ବାହାରକକ୍ସ୍ଟ ୟିବ, ତୁମ୍ଭମାନେେ ଆଶୀର୍ବାଦ ପ୍ରାଲ୍ଗ ହବେ।
Blessed shalt thou be when thou comest in, and blessed shalt thou be when thou goest out.
7 ସଦାପ୍ରଭୁ ସର୍ବଦା ତୁମ୍ଭମାନଙ୍କୁ ସହାୟ ଓ ତକ୍ସ୍ଟମ୍ଭ ଶତୃମାନଙ୍କୁ ବିନାଶ କରିବେ, ଯେଉଁମାନେ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଉଠିବେ। ସମାନେେ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ଗୋଟିଏ ବାଟରେ ଆସିବେ ଓ ସାତଟି ବାଟରେ ପଳାଯନ କରିବେ।
The Lord shall cause thine enemies that rise up against thee to be smitten before thy face: they shall come out against thee one way, and flee before thee seven ways.
8 ସଦାପ୍ରଭୁ ତୁମ୍ଭମାନଙ୍କର ଅମାର ପୂର୍ଣ୍ଣ କରିବେ। ସେ ତୁମ୍ଭକୁ ସବୁ କାର୍ୟ୍ଯ ରେ ଆଶୀର୍ବାଦ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭକୁ ଦଇେଥିବା ଦେଶ ଉପରେ ଆଶୀର୍ବାଦ କରିବେ।
The Lord shall command the blessing upon thee in thy storehouses, and in all that thou settest thine hand unto; and he shall bless thee in the land which the Lord thy God giveth thee.
9 ସଦାପ୍ରଭୁ ତୁମ୍ଭକୁ ତାଙ୍କର ପବିତ୍ର ଲୋକ ଭାବେ ପ୍ରତିଷ୍ଠା କରିବେ, ଠିକ୍ ଯେପରି ସେ ପ୍ରତିଜ୍ଞା କରିଛନ୍ତି। ସେ ଠିକ୍ ସହେିପରି କରିବେ କାରଣ ତୁମ୍ଭମାନେେ ତାଙ୍କର ଆଦେଶ ମାନ ଓ ତାଙ୍କର ପଥରେ ଗ୍ଭଲ।
The Lord shall establish thee an holy people unto himself, as he hath sworn unto thee, if thou shalt keep the commandments of the Lord thy God, and walk in his ways.
10 ଏହାପରେ ତୁମ୍ଭେ ସଦାପ୍ରଭୁଙ୍କ ନାମ ରେ ପ୍ରସିଦ୍ଦ ଅଛ ବୋଲି, ଦେଶର ସମସ୍ତ ଲୋକ ଦେଖିବେ ଓ ସମାନେେ ତକ୍ସ୍ଟମ୍ଭ ବିଷଯ ରେ ଭୟ କରିବେ।
And all people of the earth shall see that thou art called by the name of the Lord; and they shall be afraid of thee.
11 ଏବଂ ସଦାପ୍ରଭୁ ତୁମ୍ଭମାନଙ୍କୁ ସମସ୍ତ ଉତ୍ତମ ଦ୍ରବ୍ଯ ରେ ପରିପୂର୍ଣ୍ଣ କରିବେ। ସେ ତୁମ୍ଭକୁ ଅନକେ ସନ୍ତାନ ରେ ପରିପୂର୍ଣ୍ଣ କରିବେ। ସେ ତୁମ୍ଭମାନଙ୍କୁ ଗୋବତ୍ସା ରେ ପରିପୂର୍ଣ୍ଣ କରିବେ। ସେ ତୁମ୍ଭର ଅମାର ଉତ୍ତମ ଫସଲ ରେ ପରିପୂର୍ଣ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କର ପୂର୍ବ ପୁରୁଷମାନଙ୍କୁ ଯେପରି ପ୍ରତିଜ୍ଞା କରିଥିଲେ।
And the Lord shall make thee plenteous in goods, in the fruit of thy body, and in the fruit of thy cattle, and in the fruit of thy ground, in the land which the Lord sware unto thy fathers to give thee.
12 ଠିକ୍ ସମୟରେ ଉତ୍ତମ ବର୍ଷା ପ୍ରଦାନ କରିବାକୁ ସଦାପ୍ରଭୁ ତାଙ୍କର ଆକାଶର ଗନ୍ତାଘର ଖାଲିବେେ। ସଦାପ୍ରଭୁ ତୁମ୍ଭର ସମସ୍ତ କର୍ମ ରେ ଆଶୀର୍ବାଦ କରିବେ। ତୁମ୍ଭେ ଅନ୍ୟ ଗୋ୍ଟୀଯ ଲୋକମାନଙ୍କୁ ଋଣ ଦବେ। କିନ୍ତୁ ତୁମ୍ଭେ ସମାନଙ୍କେ ଠାରକ୍ସ୍ଟ କିଛି ଉଧାର ଆଣିବ ନାହିଁ।
The Lord shall open unto thee his good treasure, the heaven to give the rain unto thy land in his season, and to bless all the work of thine hand: and thou shalt lend unto many nations, and thou shalt not borrow.
13 ସଦାପ୍ରଭୁ ତୁମ୍ଭକୁ ସର୍ବଦା ସମସ୍ତଙ୍କ ଉପରେ ସ୍ଥାପନ କରିବେ କେଉଁଥି ରେ ପଛ କରିବେ ନାହିଁ। ସେ ତୁମ୍ଭକୁ ସର୍ବଦା ମସ୍ତକ କରିବେ ଲାଙ୍ଗକ୍ସ୍ଟଳ କରିବେ ନାହିଁ। ଏହିପରି ସବୁ ହବେ, ଯଦି ତୁମ୍ଭମାନେେ ସଦାପ୍ରଭୁଙ୍କର ସମସ୍ତ ବିଧି ଓ ନିଯମ ମାନି ଚଳିବ। ଯାହା ଆଜି ମୁ ତୁମ୍ଭମାନଙ୍କୁ କହକ୍ସ୍ଟଅଛ।
And the Lord shall make thee the head, and not the tail; and thou shalt be above only, and thou shalt not be beneath; if that thou hearken unto the commandments of the Lord thy God, which I command thee this day, to observe and to do them:
14 ଆଜି ମୁ ତୁମ୍ଭକୁ ସଦାପ୍ରଭୁଙ୍କର ଯେଉଁ ଶିକ୍ଷା ଦେଉଅଛି ସେଥିରକ୍ସ୍ଟ କବେେ ବିମକ୍ସ୍ଟଖ ହକ୍ସ୍ଟଅ ନାହିଁ। ତୁମ୍ଭେ ଦକ୍ଷିଣ କି ବାମକକ୍ସ୍ଟ ଫରେିବ ନାହିଁ। ତୁମ୍ଭମାନେେ ଅନ୍ୟ ଦବେତାମାନଙ୍କୁ ଅନକ୍ସ୍ଟସରଣ କିଅବା ଉପାସନା କରିବ ନାହିଁ।
And thou shalt not go aside from any of the words which I command thee this day, to the right hand, or to the left, to go after other gods to serve them.