Deuteronomy 27

fullscreen9 ମାଶାେ ଓ ଯାଜକମାନେ ସମସ୍ତ ଇଶ୍ରାୟେଲକକ୍ସ୍ଟ କହିଲେ, ହେ ଇଶ୍ରାୟେଲ ନୀରବ ରେ ଅନକ୍ସ୍ଟଧ୍ଯାନ କର, ଆଜି ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ବରଙ୍କ ଲୋକ ହେଲ।

fullscreen10 ଏଣୁ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ବରଙ୍କ କଥା ରେ କର୍ଣପାତ କର ଓ ଆଜି ମୁ ତାଙ୍କର ଯେଉଁ ସମସ୍ତ ଆଜ୍ଞା ବିଧି ତକ୍ସ୍ଟମ୍ଭଙ୍କକ୍ସ୍ଟ ଆଜ୍ଞା କରୁଅଛି। ତାହା ପାଳନ କର।

fullscreen11 ସହେି ଦିନ ମାଶାେ ଲୋକମାନଙ୍କୁ କହିଲେ,

fullscreen12 ତୁମ୍ଭେ ୟର୍ଦ୍ଦନ ପାର ହବୋପରେଶିମିଯୋନ, ଲବେୀ, ୟିହକ୍ସ୍ଟଦା, ଇଷାଖର, ଯୋଷଫେ ଓ ବିଦ୍ଯାମୀନ ଗୋଷ୍ଠୀଗଣ ସମସ୍ତ ଲୋକମାନଙ୍କୁ ଆଶୀର୍ବାଦ ନିମନ୍ତେ ଗରିଷୀମ୍ ପର୍ବତ ଉପରେ ନିଶ୍ଚଯ ଛିଡା ହବେ।

fullscreen13 ଏବଂ ରୂବନ୍େ, ଗାଦ୍, ଆଶରେ, ସବୂଲୂନ୍,ଦାନ, ନଲ୍ଗାଲି ଗୋଷ୍ଠୀଯକକ୍ସ୍ଟ ଅଭିଶାପ ଦବୋ ନିମନ୍ତେ ଏବଲ ପର୍ବତ ରେ ଠିଆ ହବେେ।

fullscreen14 ଏବଂ ସମସ୍ତ ଲବେୀୟମାନେ ଖକ୍ସ୍ଟବ୍ ଉଚ୍ଚ ସ୍ବର ରେ ସମସ୍ତ ଇଶ୍ରାୟେଲୀୟ ଲୋକଙ୍କକ୍ସ୍ଟ ଉତ୍ତର ଦଇେ କହିବେ,

fullscreen15 ' ଯେଉଁ ମନକ୍ସ୍ଟଷ୍ଯ କୌଣସି ଖାଦେିତ କିଅବା ଛାଞ୍ଚଢଳା ମୂର୍ତ୍ତୀ ନିର୍ମାଣ କରେ ଯାହା ସଦାପ୍ରଭୁ ଘୃଣା କରନ୍ତି ଏବଂ ଏହାକକ୍ସ୍ଟ ଏକ ଗୋପନ ସ୍ଥାନ ରେ ସ୍ଥାପନ କରେ, ସେ ଶାପଗ୍ରସ୍ତ ହବୋ ଉଚିତ୍।'

fullscreen16 ଲବେୀୟମାନେ କହିବେ, 'ଆପଣା ପିତା ମାତାଙ୍କୁ ୟିଏ ଅବଜ୍ଞା କରେ ଓ ଅସମ୍ମାନ କରେ ସେ ଅଭିଶଲ୍ଗ ହେଉ।'

fullscreen17 ଲବେୀୟମାନେ କହିବେ, ' ଯେଉଁ ଲୋକ ଆପଣା ପ୍ରତିବେଶୀର ଭୂମିର ଚିହ୍ନ ଘକ୍ସ୍ଟଞ୍ଚାଏ, ସେ ଅଭିଶଲ୍ଗ ହେଉ।'

fullscreen18 ଲବେୀୟମାନେ କହିବେ, ' ଯେଉଁ ଲୋକ ଅନ୍ଧକକ୍ସ୍ଟ ବାଟ ଭୂଲାଏ, ସେ ଲୋକ ଅଭିଶଲ୍ଗ ହେଉ।'

fullscreen19 ଲବେୀୟମାନେ କହିବେ, ' ଯେଉଁ ଲୋକ ବିଧବା, ବିଦେଶୀ, ଅନାଥଙ୍କର ନ୍ଯାଯ କରିବା ରେ ବାଧା ଦିଏ ସେ ଅଭିଶଲ୍ଗ ହେଉ।'

fullscreen20 ଲବେୀୟମାନେ କହିବେ, ' ଯେଉଁ ଲୋକ ଆପଣା ପିତାଙ୍କ ଭାର୍ୟ୍ଯା ସହିତ ଶଯନ କରେ ସେ ଅଭିଶଲ୍ଗ ହେଉ। କାରଣ ସେ ଯାହା ତା'ର ପିତାର ସେ ତାକକ୍ସ୍ଟ ଅନାବରଣ କରିଥାଏ।

fullscreen21 ଲବେୀୟମାନେ କହିବେ, ' ଯେଉଁ ଲୋକର କୌଣସି ପଶକ୍ସ୍ଟ ସହିତ ୟୌନ ସଐର୍କ ଥାଏ, ସେ ଅଭିଶଲ୍ଗ ହେଉ।'

fullscreen22 ଲବେୀୟମାନେ କହିବେ, ' ଯେଉଁମାନେ ସମାନଙ୍କେ ଭଉଣୀ ବା ପିତୃକନ୍ଯା ବା ମାତୃକନ୍ଯା ସହିତ ୟୌନ ସଐର୍କ ରେଖ ସେ ଅଭିଶଲ୍ଗ ହେଉ।'

fullscreen23 ଲବେୀୟମାନେ କହିବେ, ଯେ କହେି ଆପଣା ଶାଶକ୍ସ୍ଟ ସଙ୍ଗେ ୟୌନ ସଐର୍କ ରକ୍ଷାକରେ ସେ ଅଭିଶଲ୍ଗ ହେଉ।'

fullscreen24 ଲବେୀୟମାନେ କହିବେ, ଯେଉଁଲୋକ ଆପଣା ପଡ଼ୋଶୀକକ୍ସ୍ଟ ଗୋପନ ରେ ହତ୍ଯା କରେ ସେ ଅଭିଶଲ୍ଗ ହେଉ।'

fullscreen25 ଲବେୀୟମାନେ କହିବେ, ' ଯେଉଁ ଲୋକ ନିର୍ଦ୍ଧୋଷ ପ୍ରାଣୀକକ୍ସ୍ଟ ହତ୍ଯା କରିବାକୁ ଅର୍ଥନିଏ ସେ ଅଭିଶଲ୍ଗ ହେଉ?'

9 And Moses and the priests the Levites spake unto all Israel, saying, Take heed, and hearken, O Israel; this day thou art become the people of the Lord thy God.

10 Thou shalt therefore obey the voice of the Lord thy God, and do his commandments and his statutes, which I command thee this day.

11 And Moses charged the people the same day, saying,

12 These shall stand upon mount Gerizim to bless the people, when ye are come over Jordan; Simeon, and Levi, and Judah, and Issachar, and Joseph, and Benjamin:

13 And these shall stand upon mount Ebal to curse; Reuben, Gad, and Asher, and Zebulun, Dan, and Naphtali.

14 And the Levites shall speak, and say unto all the men of Israel with a loud voice,

15 Cursed be the man that maketh any graven or molten image, an abomination unto the Lord, the work of the hands of the craftsman, and putteth it in a secret place. And all the people shall answer and say, Amen.

16 Cursed be he that setteth light by his father or his mother. And all the people shall say, Amen.

17 Cursed be he that removeth his neighbour’s landmark. And all the people shall say, Amen.

18 Cursed be he that maketh the blind to wander out of the way. And all the people shall say, Amen.

19 Cursed be he that perverteth the judgment of the stranger, fatherless, and widow. And all the people shall say, Amen.

20 Cursed be he that lieth with his father’s wife; because he uncovereth his father’s skirt. And all the people shall say, Amen.

21 Cursed be he that lieth with any manner of beast. And all the people shall say, Amen.

22 Cursed be he that lieth with his sister, the daughter of his father, or the daughter of his mother. And all the people shall say, Amen.

23 Cursed be he that lieth with his mother in law. And all the people shall say, Amen.

24 Cursed be he that smiteth his neighbour secretly. And all the people shall say, Amen.

25 Cursed be he that taketh reward to slay an innocent person. And all the people shall say, Amen.

Deuteronomy 27 in Tamil and English

9 ମାଶାେ ଓ ଯାଜକମାନେ ସମସ୍ତ ଇଶ୍ରାୟେଲକକ୍ସ୍ଟ କହିଲେ, ହେ ଇଶ୍ରାୟେଲ ନୀରବ ରେ ଅନକ୍ସ୍ଟଧ୍ଯାନ କର, ଆଜି ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ବରଙ୍କ ଲୋକ ହେଲ।
And Moses and the priests the Levites spake unto all Israel, saying, Take heed, and hearken, O Israel; this day thou art become the people of the Lord thy God.

10 ଏଣୁ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ବରଙ୍କ କଥା ରେ କର୍ଣପାତ କର ଓ ଆଜି ମୁ ତାଙ୍କର ଯେଉଁ ସମସ୍ତ ଆଜ୍ଞା ବିଧି ତକ୍ସ୍ଟମ୍ଭଙ୍କକ୍ସ୍ଟ ଆଜ୍ଞା କରୁଅଛି। ତାହା ପାଳନ କର।
Thou shalt therefore obey the voice of the Lord thy God, and do his commandments and his statutes, which I command thee this day.

11 ସହେି ଦିନ ମାଶାେ ଲୋକମାନଙ୍କୁ କହିଲେ,
And Moses charged the people the same day, saying,

12 ତୁମ୍ଭେ ୟର୍ଦ୍ଦନ ପାର ହବୋପରେଶିମିଯୋନ, ଲବେୀ, ୟିହକ୍ସ୍ଟଦା, ଇଷାଖର, ଯୋଷଫେ ଓ ବିଦ୍ଯାମୀନ ଗୋଷ୍ଠୀଗଣ ସମସ୍ତ ଲୋକମାନଙ୍କୁ ଆଶୀର୍ବାଦ ନିମନ୍ତେ ଗରିଷୀମ୍ ପର୍ବତ ଉପରେ ନିଶ୍ଚଯ ଛିଡା ହବେ।
These shall stand upon mount Gerizim to bless the people, when ye are come over Jordan; Simeon, and Levi, and Judah, and Issachar, and Joseph, and Benjamin:

13 ଏବଂ ରୂବନ୍େ, ଗାଦ୍, ଆଶରେ, ସବୂଲୂନ୍,ଦାନ, ନଲ୍ଗାଲି ଗୋଷ୍ଠୀଯକକ୍ସ୍ଟ ଅଭିଶାପ ଦବୋ ନିମନ୍ତେ ଏବଲ ପର୍ବତ ରେ ଠିଆ ହବେେ।
And these shall stand upon mount Ebal to curse; Reuben, Gad, and Asher, and Zebulun, Dan, and Naphtali.

14 ଏବଂ ସମସ୍ତ ଲବେୀୟମାନେ ଖକ୍ସ୍ଟବ୍ ଉଚ୍ଚ ସ୍ବର ରେ ସମସ୍ତ ଇଶ୍ରାୟେଲୀୟ ଲୋକଙ୍କକ୍ସ୍ଟ ଉତ୍ତର ଦଇେ କହିବେ,
And the Levites shall speak, and say unto all the men of Israel with a loud voice,

15 ' ଯେଉଁ ମନକ୍ସ୍ଟଷ୍ଯ କୌଣସି ଖାଦେିତ କିଅବା ଛାଞ୍ଚଢଳା ମୂର୍ତ୍ତୀ ନିର୍ମାଣ କରେ ଯାହା ସଦାପ୍ରଭୁ ଘୃଣା କରନ୍ତି ଏବଂ ଏହାକକ୍ସ୍ଟ ଏକ ଗୋପନ ସ୍ଥାନ ରେ ସ୍ଥାପନ କରେ, ସେ ଶାପଗ୍ରସ୍ତ ହବୋ ଉଚିତ୍।'
Cursed be the man that maketh any graven or molten image, an abomination unto the Lord, the work of the hands of the craftsman, and putteth it in a secret place. And all the people shall answer and say, Amen.

16 ଲବେୀୟମାନେ କହିବେ, 'ଆପଣା ପିତା ମାତାଙ୍କୁ ୟିଏ ଅବଜ୍ଞା କରେ ଓ ଅସମ୍ମାନ କରେ ସେ ଅଭିଶଲ୍ଗ ହେଉ।'
Cursed be he that setteth light by his father or his mother. And all the people shall say, Amen.

17 ଲବେୀୟମାନେ କହିବେ, ' ଯେଉଁ ଲୋକ ଆପଣା ପ୍ରତିବେଶୀର ଭୂମିର ଚିହ୍ନ ଘକ୍ସ୍ଟଞ୍ଚାଏ, ସେ ଅଭିଶଲ୍ଗ ହେଉ।'
Cursed be he that removeth his neighbour’s landmark. And all the people shall say, Amen.

18 ଲବେୀୟମାନେ କହିବେ, ' ଯେଉଁ ଲୋକ ଅନ୍ଧକକ୍ସ୍ଟ ବାଟ ଭୂଲାଏ, ସେ ଲୋକ ଅଭିଶଲ୍ଗ ହେଉ।'
Cursed be he that maketh the blind to wander out of the way. And all the people shall say, Amen.

19 ଲବେୀୟମାନେ କହିବେ, ' ଯେଉଁ ଲୋକ ବିଧବା, ବିଦେଶୀ, ଅନାଥଙ୍କର ନ୍ଯାଯ କରିବା ରେ ବାଧା ଦିଏ ସେ ଅଭିଶଲ୍ଗ ହେଉ।'
Cursed be he that perverteth the judgment of the stranger, fatherless, and widow. And all the people shall say, Amen.

20 ଲବେୀୟମାନେ କହିବେ, ' ଯେଉଁ ଲୋକ ଆପଣା ପିତାଙ୍କ ଭାର୍ୟ୍ଯା ସହିତ ଶଯନ କରେ ସେ ଅଭିଶଲ୍ଗ ହେଉ। କାରଣ ସେ ଯାହା ତା'ର ପିତାର ସେ ତାକକ୍ସ୍ଟ ଅନାବରଣ କରିଥାଏ।
Cursed be he that lieth with his father’s wife; because he uncovereth his father’s skirt. And all the people shall say, Amen.

21 ଲବେୀୟମାନେ କହିବେ, ' ଯେଉଁ ଲୋକର କୌଣସି ପଶକ୍ସ୍ଟ ସହିତ ୟୌନ ସଐର୍କ ଥାଏ, ସେ ଅଭିଶଲ୍ଗ ହେଉ।'
Cursed be he that lieth with any manner of beast. And all the people shall say, Amen.

22 ଲବେୀୟମାନେ କହିବେ, ' ଯେଉଁମାନେ ସମାନଙ୍କେ ଭଉଣୀ ବା ପିତୃକନ୍ଯା ବା ମାତୃକନ୍ଯା ସହିତ ୟୌନ ସଐର୍କ ରେଖ ସେ ଅଭିଶଲ୍ଗ ହେଉ।'
Cursed be he that lieth with his sister, the daughter of his father, or the daughter of his mother. And all the people shall say, Amen.

23 ଲବେୀୟମାନେ କହିବେ, ଯେ କହେି ଆପଣା ଶାଶକ୍ସ୍ଟ ସଙ୍ଗେ ୟୌନ ସଐର୍କ ରକ୍ଷାକରେ ସେ ଅଭିଶଲ୍ଗ ହେଉ।'
Cursed be he that lieth with his mother in law. And all the people shall say, Amen.

24 ଲବେୀୟମାନେ କହିବେ, ଯେଉଁଲୋକ ଆପଣା ପଡ଼ୋଶୀକକ୍ସ୍ଟ ଗୋପନ ରେ ହତ୍ଯା କରେ ସେ ଅଭିଶଲ୍ଗ ହେଉ।'
Cursed be he that smiteth his neighbour secretly. And all the people shall say, Amen.

25 ଲବେୀୟମାନେ କହିବେ, ' ଯେଉଁ ଲୋକ ନିର୍ଦ୍ଧୋଷ ପ୍ରାଣୀକକ୍ସ୍ଟ ହତ୍ଯା କରିବାକୁ ଅର୍ଥନିଏ ସେ ଅଭିଶଲ୍ଗ ହେଉ?'
Cursed be he that taketh reward to slay an innocent person. And all the people shall say, Amen.