Deuteronomy 23
1 ଚକ୍ସ୍ଟର୍ଣ୍ଣ କୋଷ କିଅବା ଛିନ୍ନଲିଙ୍ଗ ବ୍ଯକ୍ତି ସଦାପ୍ରଭୁଙ୍କ ସମାଜ ରେ ପ୍ରବେଶ କରିବ ନାହିଁ।
2 ଯଦି କୌଣସି ଲୋକର ପିତାମାତାଙ୍କର ବିବାହ ନିଯମାନକ୍ସ୍ଟୟାଯୀ ହାଇନେଥାଏ ତବେେ ସହେିଲୋକ ଏବଂ ତାଙ୍କର ବଂଶଧରମାନେ ଦଶ ପୁରୁଷ ପର୍ୟ୍ଯନ୍ତ ସଦାପ୍ରଭୁଙ୍କ ଧାର୍ମିକ ସମାଜ ରେ ପ୍ରବେଶ କରିପାରିବେ ନାହିଁ।
3 ଅେମ୍ମାନୀୟ କି ମାୟୋବୀଯ ଲୋକ ଏବଂ ତାଙ୍କର ଦଶ ପୁରୁଷ ପର୍ୟ୍ଯନ୍ତ ମଧ୍ଯ ସଦାପ୍ରଭୁଙ୍କ ଧାର୍ମିକ ସମାଜ ରେ ପ୍ରବେଶ କରିପାରିବ ନାହିଁ।
4 କାରଣ ତୁମ୍ଭମାନେେ ମିଶରରକ୍ସ୍ଟ ବାହାର ହାଇେ ଆସିବା ବେଳେ ସହେି ସମୟରେ ସମାନେେ ଅନ୍ନଜଳ ସହିତ ତୁମ୍ଭମାନଙ୍କୁ ପଥରେ ଭଟେିଲେ ନାହିଁ। ପକ୍ସ୍ଟଣି ସମାନେେ ତୁମ୍ଭମାନଙ୍କୁ ଶାପଦବୋ ନିମନ୍ତେ ମସେୋପଟାମିଆର ପଥୋର ସହର ନିବାସୀ ବିଲିଯମକକ୍ସ୍ଟ ପାରଶ୍ରମିକ ଦେଲେ।
5 ତଥାପି ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ବିଲିଯମର କଥା ଶୁଣିବାକୁ ସମ୍ମତ ହେଲେ ନାହିଁ। ମାତ୍ର ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭକୁ ପ୍ ରମେ କରିବାରକ୍ସ୍ଟ ସହେି ଶାପକକ୍ସ୍ଟ ଲେଉଟାଇ ଆଶୀର୍ବାଦ କଲେ।
6 ତୁମ୍ଭେ ଜାବଜ୍ଜୀବନ ଅନନ୍ତକାଳ ପର୍ୟ୍ଯନ୍ତ ଅେମ୍ମାନୀୟ ଓ ମାୟୋବୀଯ ସନ୍ତାନମାନଙ୍କ ଶାନ୍ତି ଓ ମଙ୍ଗଳ ଲୋଡିବ ନାହିଁ।
1 He that is wounded in the stones, or hath his privy member cut off, shall not enter into the congregation of the Lord.
2 A bastard shall not enter into the congregation of the Lord; even to his tenth generation shall he not enter into the congregation of the Lord.
3 An Ammonite or Moabite shall not enter into the congregation of the Lord; even to their tenth generation shall they not enter into the congregation of the Lord for ever:
4 Because they met you not with bread and with water in the way, when ye came forth out of Egypt; and because they hired against thee Balaam the son of Beor of Pethor of Mesopotamia, to curse thee.
5 Nevertheless the Lord thy God would not hearken unto Balaam; but the Lord thy God turned the curse into a blessing unto thee, because the Lord thy God loved thee.
6 Thou shalt not seek their peace nor their prosperity all thy days for ever.
Deuteronomy 23 in Tamil and English
1 ଚକ୍ସ୍ଟର୍ଣ୍ଣ କୋଷ କିଅବା ଛିନ୍ନଲିଙ୍ଗ ବ୍ଯକ୍ତି ସଦାପ୍ରଭୁଙ୍କ ସମାଜ ରେ ପ୍ରବେଶ କରିବ ନାହିଁ।
He that is wounded in the stones, or hath his privy member cut off, shall not enter into the congregation of the Lord.
2 ଯଦି କୌଣସି ଲୋକର ପିତାମାତାଙ୍କର ବିବାହ ନିଯମାନକ୍ସ୍ଟୟାଯୀ ହାଇନେଥାଏ ତବେେ ସହେିଲୋକ ଏବଂ ତାଙ୍କର ବଂଶଧରମାନେ ଦଶ ପୁରୁଷ ପର୍ୟ୍ଯନ୍ତ ସଦାପ୍ରଭୁଙ୍କ ଧାର୍ମିକ ସମାଜ ରେ ପ୍ରବେଶ କରିପାରିବେ ନାହିଁ।
A bastard shall not enter into the congregation of the Lord; even to his tenth generation shall he not enter into the congregation of the Lord.
3 ଅେମ୍ମାନୀୟ କି ମାୟୋବୀଯ ଲୋକ ଏବଂ ତାଙ୍କର ଦଶ ପୁରୁଷ ପର୍ୟ୍ଯନ୍ତ ମଧ୍ଯ ସଦାପ୍ରଭୁଙ୍କ ଧାର୍ମିକ ସମାଜ ରେ ପ୍ରବେଶ କରିପାରିବ ନାହିଁ।
An Ammonite or Moabite shall not enter into the congregation of the Lord; even to their tenth generation shall they not enter into the congregation of the Lord for ever:
4 କାରଣ ତୁମ୍ଭମାନେେ ମିଶରରକ୍ସ୍ଟ ବାହାର ହାଇେ ଆସିବା ବେଳେ ସହେି ସମୟରେ ସମାନେେ ଅନ୍ନଜଳ ସହିତ ତୁମ୍ଭମାନଙ୍କୁ ପଥରେ ଭଟେିଲେ ନାହିଁ। ପକ୍ସ୍ଟଣି ସମାନେେ ତୁମ୍ଭମାନଙ୍କୁ ଶାପଦବୋ ନିମନ୍ତେ ମସେୋପଟାମିଆର ପଥୋର ସହର ନିବାସୀ ବିଲିଯମକକ୍ସ୍ଟ ପାରଶ୍ରମିକ ଦେଲେ।
Because they met you not with bread and with water in the way, when ye came forth out of Egypt; and because they hired against thee Balaam the son of Beor of Pethor of Mesopotamia, to curse thee.
5 ତଥାପି ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ବିଲିଯମର କଥା ଶୁଣିବାକୁ ସମ୍ମତ ହେଲେ ନାହିଁ। ମାତ୍ର ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭକୁ ପ୍ ରମେ କରିବାରକ୍ସ୍ଟ ସହେି ଶାପକକ୍ସ୍ଟ ଲେଉଟାଇ ଆଶୀର୍ବାଦ କଲେ।
Nevertheless the Lord thy God would not hearken unto Balaam; but the Lord thy God turned the curse into a blessing unto thee, because the Lord thy God loved thee.
6 ତୁମ୍ଭେ ଜାବଜ୍ଜୀବନ ଅନନ୍ତକାଳ ପର୍ୟ୍ଯନ୍ତ ଅେମ୍ମାନୀୟ ଓ ମାୟୋବୀଯ ସନ୍ତାନମାନଙ୍କ ଶାନ୍ତି ଓ ମଙ୍ଗଳ ଲୋଡିବ ନାହିଁ।
Thou shalt not seek their peace nor their prosperity all thy days for ever.