Deuteronomy 21

fullscreen1 ଧରାଯାଉ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭମାନଙ୍କ ଅଧିକାରାର୍ଥେ ସହେି ଦେଶ ରେ ଯେଉଁ କ୍ଷତେ ଦଇେଛନ୍ତି, ସହେି ଭୂମିର କ୍ଷେତ୍ର ମଧିଅରେ ଯବେେ କୌଣସିଠା ରେ ଏକ ମୃତ ଶରୀର ମିଳେ, ତାକକ୍ସ୍ଟ ହତ୍ଯା କରିଥିବା ଲୋକ ଯଦି ଜଣା ନଥାଏ।

fullscreen2 ତବେେ ପ୍ରାଚୀନବର୍ଗ ଓ ବିଗ୍ଭରକର୍ତ୍ତାମାନେ ଯିବେ ଏବଂ ଶବର ଚତକ୍ସ୍ଟପାଶର୍‌ବ ରେ ଥିବା ପ୍ରେତ୍ୟକକ ନଗରକକ୍ସ୍ଟ ମାପିବେ।

fullscreen3 ସହେି ମୃତ ଲୋକଠାରକ୍ସ୍ଟ ଯେଉଁ ନଗର ନିକଟବର୍ତ୍ତୀ ହବେ, ତା'ର ପ୍ରାଚୀନବର୍ଗ ଗୋଠରକ୍ସ୍ଟ ଏପରି ବାଛକ୍ସ୍ଟରୀ ନବେେ ଯାହା କବେେ କାମ କରିନାହିଁ କିଅବା ଜକ୍ସ୍ଟଆଳି ଟାଣି ନାହିଁ।

fullscreen4 ସହେି ନଗରର ପ୍ରାଚୀନବର୍ଗମାନେ ସହେି ଗାଈକକ୍ସ୍ଟ ଏକ ଜଳ ଉପତ୍ଯାକାକକ୍ସ୍ଟ ନବେେ ଯେଉଁଠା ରେ ଜଳପ୍ଲାବିତ ହେଉଥିବ ଓ ସହେି ସ୍ଥାନ କବେେ ଗ୍ଭଷ କରାୟାଇ ନ ଥିବ କିଅବା କୌଣସି ବୃକ୍ଷ ସଠାେରେ ଲଗାୟାଇ ନ ଥିବ। ଏହାପରେ ସହେି ଉପତ୍ୟକା ରେ ଉକ୍ତ ବାଛକ୍ସ୍ଟରୀଟିର ବକେକକ୍ସ୍ଟ ଭାଙ୍ଗି ଦବେେ।

fullscreen5 ଏହାପରେ ଲବେୀ ବଂଶଧର ଯାଜକମାନେ ତାହା ନିକଟକକ୍ସ୍ଟ ଆସିବେ କାରଣ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଆପଣା ସବୋର୍ଥେ ଓ ସଦାପ୍ରଭୁଙ୍କ ନାମ ରେ ଆଶୀର୍ବାଦ କରଣାର୍େଥ ସମାନଙ୍କେୁ ମନୋନୀତ କରିଅଛନ୍ତି। ଏଣୁ ସମାନଙ୍କେ ବାକ୍ଯ ଅନକ୍ସ୍ଟସା ରେ ପ୍ରେତ୍ୟକକ ବି ରୋଧ ରେ ଓ ଆଘାତ ରେ ବିଗ୍ଭର ହବେ।

fullscreen6 ଏହାପରେ ମୃତ ଲୋକର ବନ୍ଧକ୍ସ୍ଟବାନ୍ଧବ ଓ ସହେି ନଗରର ସମସ୍ତ ପ୍ରାଚୀନର୍ଗ, ଉପତ୍ୟକା ରେ ସହେି ବାଛକ୍ସ୍ଟରୀ ଉପରେ ନିଜ ନିଜ ହସ୍ତ ପ୍ରକ୍ଷାଳନ କରିବେ।

fullscreen7 ଏବଂ ସମାନେେ ଉତ୍ତର ଦଇେ କହିବେ, 'ଆମ୍ଭମାନଙ୍କ ହସ୍ତ ଏହି ରକ୍ତପାତ କରିନାହିଁ। କିଅବା ଏହାକକ୍ସ୍ଟ କିଏ ହତ୍ଯା କରିଛି ଆମ୍ଭେ ଏହା ଦେଖି ନାହକ୍ସ୍ଟଁ।

fullscreen8 ହେ ସଦାପ୍ରଭୁ, ତୁମ୍ଭେ ଆପଣାର ଯେଉଁ ଇଶ୍ରାୟେଲର ଲୋକମାନଙ୍କୁ ମକ୍ସ୍ଟକ୍ତ କରିଅଛ, ସମାନଙ୍କେୁ କ୍ଷମା କର। ଆପଣା ଇଶ୍ରାୟେଲ ଲୋକ ମଧିଅରେ ନିରପରାଧର ରକ୍ତପାତ ଦୋଷ ରହିବାକକ୍ସ୍ଟ ଦିଅ ନାହିଁ।' ତହିଁରେ ସମାନଙ୍କେ ପ୍ରତି ସହେି ରକ୍ତପାତ ଦୋଷ କ୍ଷମା ହବେ।

fullscreen9 ତୁମ୍ଭମାନଙ୍କ ମଧ୍ଯରକ୍ସ୍ଟ ନିରୀହମାନଙ୍କର ହତ୍ଯା ଜନିତ ପାପ ମାଚେନର ଏହା ହିଁ ପଥ। କାରଣ ତୁମ୍ଭେ ପରମେଶ୍ବରଙ୍କ ଦୃଷ୍ଟି ରେ ଯଥାର୍ଥ କାର୍ୟ୍ଯ କରିବା ଉଚିତ୍।

1 If one be found slain in the land which the Lord thy God giveth thee to possess it, lying in the field, and it be not known who hath slain him:

2 Then thy elders and thy judges shall come forth, and they shall measure unto the cities which are round about him that is slain:

3 And it shall be, that the city which is next unto the slain man, even the elders of that city shall take an heifer, which hath not been wrought with, and which hath not drawn in the yoke;

4 And the elders of that city shall bring down the heifer unto a rough valley, which is neither eared nor sown, and shall strike off the heifer’s neck there in the valley:

5 And the priests the sons of Levi shall come near; for them the Lord thy God hath chosen to minister unto him, and to bless in the name of the Lord; and by their word shall every controversy and every stroke be tried:

6 And all the elders of that city, that are next unto the slain man, shall wash their hands over the heifer that is beheaded in the valley:

7 And they shall answer and say, Our hands have not shed this blood, neither have our eyes seen it.

8 Be merciful, O Lord, unto thy people Israel, whom thou hast redeemed, and lay not innocent blood unto thy people of Israel’s charge. And the blood shall be forgiven them.

9 So shalt thou put away the guilt of innocent blood from among you, when thou shalt do that which is right in the sight of the Lord.

Deuteronomy 21 in Tamil and English

1 ଧରାଯାଉ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭମାନଙ୍କ ଅଧିକାରାର୍ଥେ ସହେି ଦେଶ ରେ ଯେଉଁ କ୍ଷତେ ଦଇେଛନ୍ତି, ସହେି ଭୂମିର କ୍ଷେତ୍ର ମଧିଅରେ ଯବେେ କୌଣସିଠା ରେ ଏକ ମୃତ ଶରୀର ମିଳେ, ତାକକ୍ସ୍ଟ ହତ୍ଯା କରିଥିବା ଲୋକ ଯଦି ଜଣା ନଥାଏ।
If one be found slain in the land which the Lord thy God giveth thee to possess it, lying in the field, and it be not known who hath slain him:

2 ତବେେ ପ୍ରାଚୀନବର୍ଗ ଓ ବିଗ୍ଭରକର୍ତ୍ତାମାନେ ଯିବେ ଏବଂ ଶବର ଚତକ୍ସ୍ଟପାଶର୍‌ବ ରେ ଥିବା ପ୍ରେତ୍ୟକକ ନଗରକକ୍ସ୍ଟ ମାପିବେ।
Then thy elders and thy judges shall come forth, and they shall measure unto the cities which are round about him that is slain:

3 ସହେି ମୃତ ଲୋକଠାରକ୍ସ୍ଟ ଯେଉଁ ନଗର ନିକଟବର୍ତ୍ତୀ ହବେ, ତା'ର ପ୍ରାଚୀନବର୍ଗ ଗୋଠରକ୍ସ୍ଟ ଏପରି ବାଛକ୍ସ୍ଟରୀ ନବେେ ଯାହା କବେେ କାମ କରିନାହିଁ କିଅବା ଜକ୍ସ୍ଟଆଳି ଟାଣି ନାହିଁ।
And it shall be, that the city which is next unto the slain man, even the elders of that city shall take an heifer, which hath not been wrought with, and which hath not drawn in the yoke;

4 ସହେି ନଗରର ପ୍ରାଚୀନବର୍ଗମାନେ ସହେି ଗାଈକକ୍ସ୍ଟ ଏକ ଜଳ ଉପତ୍ଯାକାକକ୍ସ୍ଟ ନବେେ ଯେଉଁଠା ରେ ଜଳପ୍ଲାବିତ ହେଉଥିବ ଓ ସହେି ସ୍ଥାନ କବେେ ଗ୍ଭଷ କରାୟାଇ ନ ଥିବ କିଅବା କୌଣସି ବୃକ୍ଷ ସଠାେରେ ଲଗାୟାଇ ନ ଥିବ। ଏହାପରେ ସହେି ଉପତ୍ୟକା ରେ ଉକ୍ତ ବାଛକ୍ସ୍ଟରୀଟିର ବକେକକ୍ସ୍ଟ ଭାଙ୍ଗି ଦବେେ।
And the elders of that city shall bring down the heifer unto a rough valley, which is neither eared nor sown, and shall strike off the heifer’s neck there in the valley:

5 ଏହାପରେ ଲବେୀ ବଂଶଧର ଯାଜକମାନେ ତାହା ନିକଟକକ୍ସ୍ଟ ଆସିବେ କାରଣ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଆପଣା ସବୋର୍ଥେ ଓ ସଦାପ୍ରଭୁଙ୍କ ନାମ ରେ ଆଶୀର୍ବାଦ କରଣାର୍େଥ ସମାନଙ୍କେୁ ମନୋନୀତ କରିଅଛନ୍ତି। ଏଣୁ ସମାନଙ୍କେ ବାକ୍ଯ ଅନକ୍ସ୍ଟସା ରେ ପ୍ରେତ୍ୟକକ ବି ରୋଧ ରେ ଓ ଆଘାତ ରେ ବିଗ୍ଭର ହବେ।
And the priests the sons of Levi shall come near; for them the Lord thy God hath chosen to minister unto him, and to bless in the name of the Lord; and by their word shall every controversy and every stroke be tried:

6 ଏହାପରେ ମୃତ ଲୋକର ବନ୍ଧକ୍ସ୍ଟବାନ୍ଧବ ଓ ସହେି ନଗରର ସମସ୍ତ ପ୍ରାଚୀନର୍ଗ, ଉପତ୍ୟକା ରେ ସହେି ବାଛକ୍ସ୍ଟରୀ ଉପରେ ନିଜ ନିଜ ହସ୍ତ ପ୍ରକ୍ଷାଳନ କରିବେ।
And all the elders of that city, that are next unto the slain man, shall wash their hands over the heifer that is beheaded in the valley:

7 ଏବଂ ସମାନେେ ଉତ୍ତର ଦଇେ କହିବେ, 'ଆମ୍ଭମାନଙ୍କ ହସ୍ତ ଏହି ରକ୍ତପାତ କରିନାହିଁ। କିଅବା ଏହାକକ୍ସ୍ଟ କିଏ ହତ୍ଯା କରିଛି ଆମ୍ଭେ ଏହା ଦେଖି ନାହକ୍ସ୍ଟଁ।
And they shall answer and say, Our hands have not shed this blood, neither have our eyes seen it.

8 ହେ ସଦାପ୍ରଭୁ, ତୁମ୍ଭେ ଆପଣାର ଯେଉଁ ଇଶ୍ରାୟେଲର ଲୋକମାନଙ୍କୁ ମକ୍ସ୍ଟକ୍ତ କରିଅଛ, ସମାନଙ୍କେୁ କ୍ଷମା କର। ଆପଣା ଇଶ୍ରାୟେଲ ଲୋକ ମଧିଅରେ ନିରପରାଧର ରକ୍ତପାତ ଦୋଷ ରହିବାକକ୍ସ୍ଟ ଦିଅ ନାହିଁ।' ତହିଁରେ ସମାନଙ୍କେ ପ୍ରତି ସହେି ରକ୍ତପାତ ଦୋଷ କ୍ଷମା ହବେ।
Be merciful, O Lord, unto thy people Israel, whom thou hast redeemed, and lay not innocent blood unto thy people of Israel’s charge. And the blood shall be forgiven them.

9 ତୁମ୍ଭମାନଙ୍କ ମଧ୍ଯରକ୍ସ୍ଟ ନିରୀହମାନଙ୍କର ହତ୍ଯା ଜନିତ ପାପ ମାଚେନର ଏହା ହିଁ ପଥ। କାରଣ ତୁମ୍ଭେ ପରମେଶ୍ବରଙ୍କ ଦୃଷ୍ଟି ରେ ଯଥାର୍ଥ କାର୍ୟ୍ଯ କରିବା ଉଚିତ୍।
So shalt thou put away the guilt of innocent blood from among you, when thou shalt do that which is right in the sight of the Lord.