Deuteronomy 18

fullscreen14 ସହେି ଅନ୍ୟ ଦେଶୀଯ ଲୋକମାନଙ୍କୁ ଯେଉଁମାନଙ୍କୁ ତୁମ୍ଭମାନେେ ଦେଶରକ୍ସ୍ଟ ତଡି ଦେଉଛି। ସହେି ଲୋକମାନେ ମନ୍ତ୍ରଜ୍ଞମାନଙ୍କର ୟାଦକ୍ସ୍ଟକାରୀ କଥା ଶକ୍ସ୍ଟଣନ୍ତି। କିନ୍ତୁ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭମାନଙ୍କୁ ଏପରି କରିବାକୁ ଦବେେ ନାହିଁ।

fullscreen15 ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭମାନଙ୍କ ପାଇଁ ପବିତ୍ର ଭବିଷ୍ଯଦ୍ ବକ୍ତଙ୍କକ୍ସ୍ଟ ପଠାଇବେ। ଏହି ଭବିଷ୍ଯଦ୍ ବକ୍ତାମାନେ ତୁମ୍ଭମାନଙ୍କ ମଧ୍ଯରକ୍ସ୍ଟ ବାଛିବେ। ସେ ମାେ ତକ୍ସ୍ଟଲ୍ଯ ହବେ। ତୁମ୍ଭମାନେେ ସହେି ଭବିଷ୍ଯଦ୍ ବକ୍ତାଙ୍କ କଥାକକ୍ସ୍ଟ ପାଳନ କରିବ।

fullscreen16 ପରମେଶ୍ବର ତୁମ୍ଭମାନଙ୍କ ପାଇଁ ପବିତ୍ର ଭବିଷ୍ଯଦ୍ ବକ୍ତାମାନଙ୍କୁ ପଠାଇବେ। କାରଣ ତକ୍ସ୍ଟମ୍ଭମାନେ ଏପରି କରିବାକୁ କହିଥିଲ। ଯେତବେେଳେ ତୁମ୍ଭମାନେେ ହାରେବେ ପର୍ବତ ନିକଟରେ ଏକତ୍ରିତ ହାଇେଥିଲ, ତୁମ୍ଭମାନେେ ସଦାପ୍ରଭୁ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଥିଲ। ଆମ୍ଭେ ଯମେନ୍ତ ମରକ୍ସ୍ଟ, 'ଏଥିପାଇଁ ସଦାପ୍ରଭୁ ଆମ୍ଭ ପରମେଶ୍ବରଙ୍କ ବାକ୍ଯ ପକ୍ସ୍ଟନର୍ବାର ନ ଶକ୍ସ୍ଟଣ କିଅବା ଏହି ମହାଗ୍ନି ଆଉ ଯେପରି ନ ଦେଖକ୍ସ୍ଟ, ନଚେତ୍ ଆମ୍ଭେ ସବୁ ମରିୟିବକ୍ସ୍ଟ।'

fullscreen17 ସଦାପ୍ରଭୁ ମାେତେ କହିଲେ, ' ସମାନେେ ଯାହା କହିଛନ୍ତି, ତାହା ଭଲ କହିଛନ୍ତି।

fullscreen18 ଆମ୍ଭେ ସମାନଙ୍କେ ନିମନ୍ତେ ସମାନଙ୍କେ ଭାତୃଗଣ ମଧ୍ଯରକ୍ସ୍ଟ ତକ୍ସ୍ଟମ୍ଭ ସଦୃଶ ଜଣେ ଭବିଷ୍ଯଦ୍ ବକ୍ତା ଉତ୍ପନ୍ନ କରିବା ଓ ଆମ୍ଭେ ତାହାଙ୍କ ମକ୍ସ୍ଟଖ ରେ ଆପଣା ବାକ୍ଯ ଦବୋ ଓ ଆମ୍ଭେ ତାହାଙ୍କକ୍ସ୍ଟ ଯେଉଁ ଆଜ୍ଞା ଦବୋ, ତାହା ସେ ସମାନଙ୍କେୁ କହିବେ।

fullscreen19 ଏହି ଭବିଷ୍ଯଦ୍ ବକ୍ତାଗଣ ମାରେ ବାକ୍ଯମାନ ପ୍ରଗ୍ଭର କରିବେ। ଏବଂ ସେ ଯେତବେେଳେ କହିବେ, ଯଦି କୌଣସି ଲୋକ ଏହାକକ୍ସ୍ଟ ଅମାନ୍ଯ କରେ ତବେେ ଆମ୍ଭେ ସହେି ବ୍ଯକ୍ତିକକ୍ସ୍ଟ ଦଣ୍ତ ଦବୋ।'

14 For these nations, which thou shalt possess, hearkened unto observers of times, and unto diviners: but as for thee, the Lord thy God hath not suffered thee so to do.

15 The Lord thy God will raise up unto thee a Prophet from the midst of thee, of thy brethren, like unto me; unto him ye shall hearken;

16 According to all that thou desiredst of the Lord thy God in Horeb in the day of the assembly, saying, Let me not hear again the voice of the Lord my God, neither let me see this great fire any more, that I die not.

17 And the Lord said unto me, They have well spoken that which they have spoken.

18 I will raise them up a Prophet from among their brethren, like unto thee, and will put my words in his mouth; and he shall speak unto them all that I shall command him.

19 And it shall come to pass, that whosoever will not hearken unto my words which he shall speak in my name, I will require it of him.

Deuteronomy 18 in Tamil and English

14 ସହେି ଅନ୍ୟ ଦେଶୀଯ ଲୋକମାନଙ୍କୁ ଯେଉଁମାନଙ୍କୁ ତୁମ୍ଭମାନେେ ଦେଶରକ୍ସ୍ଟ ତଡି ଦେଉଛି। ସହେି ଲୋକମାନେ ମନ୍ତ୍ରଜ୍ଞମାନଙ୍କର ୟାଦକ୍ସ୍ଟକାରୀ କଥା ଶକ୍ସ୍ଟଣନ୍ତି। କିନ୍ତୁ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭମାନଙ୍କୁ ଏପରି କରିବାକୁ ଦବେେ ନାହିଁ।
For these nations, which thou shalt possess, hearkened unto observers of times, and unto diviners: but as for thee, the Lord thy God hath not suffered thee so to do.

15 ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭମାନଙ୍କ ପାଇଁ ପବିତ୍ର ଭବିଷ୍ଯଦ୍ ବକ୍ତଙ୍କକ୍ସ୍ଟ ପଠାଇବେ। ଏହି ଭବିଷ୍ଯଦ୍ ବକ୍ତାମାନେ ତୁମ୍ଭମାନଙ୍କ ମଧ୍ଯରକ୍ସ୍ଟ ବାଛିବେ। ସେ ମାେ ତକ୍ସ୍ଟଲ୍ଯ ହବେ। ତୁମ୍ଭମାନେେ ସହେି ଭବିଷ୍ଯଦ୍ ବକ୍ତାଙ୍କ କଥାକକ୍ସ୍ଟ ପାଳନ କରିବ।
The Lord thy God will raise up unto thee a Prophet from the midst of thee, of thy brethren, like unto me; unto him ye shall hearken;

16 ପରମେଶ୍ବର ତୁମ୍ଭମାନଙ୍କ ପାଇଁ ପବିତ୍ର ଭବିଷ୍ଯଦ୍ ବକ୍ତାମାନଙ୍କୁ ପଠାଇବେ। କାରଣ ତକ୍ସ୍ଟମ୍ଭମାନେ ଏପରି କରିବାକୁ କହିଥିଲ। ଯେତବେେଳେ ତୁମ୍ଭମାନେେ ହାରେବେ ପର୍ବତ ନିକଟରେ ଏକତ୍ରିତ ହାଇେଥିଲ, ତୁମ୍ଭମାନେେ ସଦାପ୍ରଭୁ ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଥିଲ। ଆମ୍ଭେ ଯମେନ୍ତ ମରକ୍ସ୍ଟ, 'ଏଥିପାଇଁ ସଦାପ୍ରଭୁ ଆମ୍ଭ ପରମେଶ୍ବରଙ୍କ ବାକ୍ଯ ପକ୍ସ୍ଟନର୍ବାର ନ ଶକ୍ସ୍ଟଣ କିଅବା ଏହି ମହାଗ୍ନି ଆଉ ଯେପରି ନ ଦେଖକ୍ସ୍ଟ, ନଚେତ୍ ଆମ୍ଭେ ସବୁ ମରିୟିବକ୍ସ୍ଟ।'
According to all that thou desiredst of the Lord thy God in Horeb in the day of the assembly, saying, Let me not hear again the voice of the Lord my God, neither let me see this great fire any more, that I die not.

17 ସଦାପ୍ରଭୁ ମାେତେ କହିଲେ, ' ସମାନେେ ଯାହା କହିଛନ୍ତି, ତାହା ଭଲ କହିଛନ୍ତି।
And the Lord said unto me, They have well spoken that which they have spoken.

18 ଆମ୍ଭେ ସମାନଙ୍କେ ନିମନ୍ତେ ସମାନଙ୍କେ ଭାତୃଗଣ ମଧ୍ଯରକ୍ସ୍ଟ ତକ୍ସ୍ଟମ୍ଭ ସଦୃଶ ଜଣେ ଭବିଷ୍ଯଦ୍ ବକ୍ତା ଉତ୍ପନ୍ନ କରିବା ଓ ଆମ୍ଭେ ତାହାଙ୍କ ମକ୍ସ୍ଟଖ ରେ ଆପଣା ବାକ୍ଯ ଦବୋ ଓ ଆମ୍ଭେ ତାହାଙ୍କକ୍ସ୍ଟ ଯେଉଁ ଆଜ୍ଞା ଦବୋ, ତାହା ସେ ସମାନଙ୍କେୁ କହିବେ।
I will raise them up a Prophet from among their brethren, like unto thee, and will put my words in his mouth; and he shall speak unto them all that I shall command him.

19 ଏହି ଭବିଷ୍ଯଦ୍ ବକ୍ତାଗଣ ମାରେ ବାକ୍ଯମାନ ପ୍ରଗ୍ଭର କରିବେ। ଏବଂ ସେ ଯେତବେେଳେ କହିବେ, ଯଦି କୌଣସି ଲୋକ ଏହାକକ୍ସ୍ଟ ଅମାନ୍ଯ କରେ ତବେେ ଆମ୍ଭେ ସହେି ବ୍ଯକ୍ତିକକ୍ସ୍ଟ ଦଣ୍ତ ଦବୋ।'
And it shall come to pass, that whosoever will not hearken unto my words which he shall speak in my name, I will require it of him.