Deuteronomy 1

fullscreen9 ମାଶାେ କହିଲେ, ସେ ସମୟରେ ମୁ ତୁମ୍ଭମାନଙ୍କୁ କହିଲି, ମୁ ଏକା ତୁମ୍ଭମାନଙ୍କର ଭଲ ମନ୍ଦ ବକ୍ସ୍ଟଝିପାରିବି ନାହିଁ।

fullscreen10 ବର୍ତ୍ତମାନ ତୁମ୍ଭମାନଙ୍କର ସଂଖ୍ଯା ବେଶୀ ଏବଂ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କର ସଂଖ୍ଯା ବୃଦ୍ଧି କରିଛନ୍ତି, ତେଣୁ ତୁମ୍ଭମାନେେ ଆକାଶର ତାରାମାନଙ୍କ ତକ୍ସ୍ଟଲ୍ଯ ବହକ୍ସ୍ଟତ।

fullscreen11 ତୁମ୍ଭମାନେେ ଏବେ ଯେତେ ଅଛ, ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷ ପରମେଶ୍ବର ତୁମ୍ଭମାନଙ୍କୁ ସହସ୍ରଗକ୍ସ୍ଟଣ କରନ୍ତକ୍ସ୍ଟ। ସେ ଯେପରି ତୁମ୍ଭମାନଙ୍କୁ ପ୍ରତିଜ୍ଞା କରିଛନ୍ତି, ସହେିପରି ଆଶୀର୍ବାଦ କରନ୍ତକ୍ସ୍ଟ।

fullscreen12 କିନ୍ତୁ ମୁ ଏକାକି ତୁମ୍ଭମାନଙ୍କର ସମସ୍ଯା, ବିବାଦ ଓ ଭାର ବକ୍ସ୍ଟଝି ପାରିବ ନାହିଁ।

fullscreen13 ତେଣୁ ମୁ କହିଲି, 'ତୁମ୍ଭମାନେେ ତୁମ୍ଭମାନଙ୍କ ପ୍ରେତ୍ୟକକ ଗୋଷ୍ଠୀରୁ ବକ୍ସ୍ଟଦ୍ଧିମାନ ଓ ବିଖ୍ଯାତ ଲୋକମାନଙ୍କୁ ଜଣଜଣକକ୍ସ୍ଟ ବାଛ। ମୁ ସମାନଙ୍କେୁ ତୁମ୍ଭମାନଙ୍କ ଉପରେ ନେତା ରୂପେ ନିୟକ୍ସ୍ଟକ୍ତି କରିବି। ଏହିପରି ଲୋକମାନଙ୍କୁ ମନୋନୀତ କର, ଯେଉଁମାନେ ବକ୍ସ୍ଟଦ୍ଧିମାନ, ବିଚାରଶୀଳ, ଜ୍ଞାନି ଓ ଅଭିଜ୍ଞ ହାଇେଥିବେ।'

fullscreen14 ଏବଂ ତୁମ୍ଭମାନେେ କହିଥିଲ, 'ଏହା ଆମ୍ଭମାନଙ୍କର କରିବା ଭଲ।'

fullscreen15 ତେଣୁ ମୁ ତୁମ୍ଭମାନଙ୍କ ଗୋଷ୍ଠୀ ସମୂହ ମଧ୍ଯରକ୍ସ୍ଟ ଜ୍ଞାନି ଓ ଅଭିଜ୍ଞ ଲୋକମାନଙ୍କୁ ତୁମ୍ଭମାନଙ୍କ ଉପରେ ନେତାରୂପେ ନିୟକ୍ସ୍ଟକ୍ତି କଲି। ଏହିରୂପେ ତୁମ୍ଭମାନଙ୍କ ଉପରେ ସହସ୍ରପତି, ଶତପତି, ପଞ୍ଚାଶତପତି, ଦଶପତିମାନଙ୍କୁ ନିୟକ୍ସ୍ଟକ୍ତି କଲି, ଏବଂ ପ୍ରେତ୍ୟକକ ଗୋଷ୍ଠୀ ପାଇଁ ଅଧ୍ଯକ୍ଷମାନଙ୍କୁ ମଧ୍ଯ ନିୟକ୍ସ୍ଟକ୍ତି ଦଲେି।

fullscreen16 ସହେି ସମୟରେ, ମୁ ତୁମ୍ଭର ବିଚାରପତି ମାନଙ୍କୁ କହିଥିଲି, 'ତୁମ୍ଭେ ତୁମ୍ଭର ଲୋକମାନଙ୍କର ବିବାଦ ଶକ୍ସ୍ଟଣ ଓ ତାହାର ଯଥାର୍ଥ୍ଯ ବିଚାରକର। ଏହା ଇଶ୍ରାୟେଲୀୟ ଓ ଇଶ୍ରାୟେଲୀୟମାନଙ୍କ ମଧିଅରେ ହେଉ ବା ଇଶ୍ରାୟେଲୀୟ ଓ ବିଦେଶୀମାନଙ୍କ ମଧିଅରେ ହେଉ, ତୁମ୍ଭର ବିଚାର ନିରପେକ୍ଷ ହବେ।

fullscreen17 ତୁମ୍ଭେ ଯେତବେେଳେ ବିଚାର କରୁଛ ସେତବେେଳେ କୌଣସି ଲୋକକୁ ପ୍ରାଧାନ୍ଯ ଦିଅ ନାହିଁ, ସମସ୍ତଙ୍କକ୍ସ୍ଟ ସମାନ ନ୍ଯାଯ ଦିଅ। ତୁମ୍ଭେ କାହାରିକକ୍ସ୍ଟ ଭୟକର ନାହିଁ, କାରଣ ତୁମ୍ଭର ବିଚାର ପରମେଶ୍ବରଙ୍କଠାରକ୍ସ୍ଟ ଆସିଥାଏ। କିନ୍ତୁ କୌଣସି ବିଚାର ଯଦି ତୁମ୍ଭକୁ କଷ୍ଟ ହକ୍ସ୍ଟଏ ବା ଜଟିଳ ହକ୍ସ୍ଟଏ, ତବେେ ସେ ସମସ୍ଯା ମାେ ପାଖକକ୍ସ୍ଟ ଆଣିବ, ମୁ ତା'ର ସମାଧାନ କରି ଦବେି।'

fullscreen18 ସହେି ସମୟରେ, ମୁ ମଧ୍ଯ ତୁମ୍ଭମାନଙ୍କୁ କହିଥିଲି, ତୁମ୍ଭର କର୍ତ୍ତବ୍ଯ ଓ କର୍ମ ବିଷଯ ରେ।

9 And I spake unto you at that time, saying, I am not able to bear you myself alone:

10 The Lord your God hath multiplied you, and, behold, ye are this day as the stars of heaven for multitude.

11 (The Lord God of your fathers make you a thousand times so many more as ye are, and bless you, as he hath promised you!)

12 How can I myself alone bear your cumbrance, and your burden, and your strife?

13 Take you wise men, and understanding, and known among your tribes, and I will make them rulers over you.

14 And ye answered me, and said, The thing which thou hast spoken is good for us to do.

15 So I took the chief of your tribes, wise men, and known, and made them heads over you, captains over thousands, and captains over hundreds, and captains over fifties, and captains over tens, and officers among your tribes.

16 And I charged your judges at that time, saying, Hear the causes between your brethren, and judge righteously between every man and his brother, and the stranger that is with him.

17 Ye shall not respect persons in judgment; but ye shall hear the small as well as the great; ye shall not be afraid of the face of man; for the judgment is God’s: and the cause that is too hard for you, bring it unto me, and I will hear it.

18 And I commanded you at that time all the things which ye should do.

Deuteronomy 1 in Tamil and English

9 ମାଶାେ କହିଲେ, ସେ ସମୟରେ ମୁ ତୁମ୍ଭମାନଙ୍କୁ କହିଲି, ମୁ ଏକା ତୁମ୍ଭମାନଙ୍କର ଭଲ ମନ୍ଦ ବକ୍ସ୍ଟଝିପାରିବି ନାହିଁ।
And I spake unto you at that time, saying, I am not able to bear you myself alone:

10 ବର୍ତ୍ତମାନ ତୁମ୍ଭମାନଙ୍କର ସଂଖ୍ଯା ବେଶୀ ଏବଂ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କର ସଂଖ୍ଯା ବୃଦ୍ଧି କରିଛନ୍ତି, ତେଣୁ ତୁମ୍ଭମାନେେ ଆକାଶର ତାରାମାନଙ୍କ ତକ୍ସ୍ଟଲ୍ଯ ବହକ୍ସ୍ଟତ।
The Lord your God hath multiplied you, and, behold, ye are this day as the stars of heaven for multitude.

11 ତୁମ୍ଭମାନେେ ଏବେ ଯେତେ ଅଛ, ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷ ପରମେଶ୍ବର ତୁମ୍ଭମାନଙ୍କୁ ସହସ୍ରଗକ୍ସ୍ଟଣ କରନ୍ତକ୍ସ୍ଟ। ସେ ଯେପରି ତୁମ୍ଭମାନଙ୍କୁ ପ୍ରତିଜ୍ଞା କରିଛନ୍ତି, ସହେିପରି ଆଶୀର୍ବାଦ କରନ୍ତକ୍ସ୍ଟ।
(The Lord God of your fathers make you a thousand times so many more as ye are, and bless you, as he hath promised you!)

12 କିନ୍ତୁ ମୁ ଏକାକି ତୁମ୍ଭମାନଙ୍କର ସମସ୍ଯା, ବିବାଦ ଓ ଭାର ବକ୍ସ୍ଟଝି ପାରିବ ନାହିଁ।
How can I myself alone bear your cumbrance, and your burden, and your strife?

13 ତେଣୁ ମୁ କହିଲି, 'ତୁମ୍ଭମାନେେ ତୁମ୍ଭମାନଙ୍କ ପ୍ରେତ୍ୟକକ ଗୋଷ୍ଠୀରୁ ବକ୍ସ୍ଟଦ୍ଧିମାନ ଓ ବିଖ୍ଯାତ ଲୋକମାନଙ୍କୁ ଜଣଜଣକକ୍ସ୍ଟ ବାଛ। ମୁ ସମାନଙ୍କେୁ ତୁମ୍ଭମାନଙ୍କ ଉପରେ ନେତା ରୂପେ ନିୟକ୍ସ୍ଟକ୍ତି କରିବି। ଏହିପରି ଲୋକମାନଙ୍କୁ ମନୋନୀତ କର, ଯେଉଁମାନେ ବକ୍ସ୍ଟଦ୍ଧିମାନ, ବିଚାରଶୀଳ, ଜ୍ଞାନି ଓ ଅଭିଜ୍ଞ ହାଇେଥିବେ।'
Take you wise men, and understanding, and known among your tribes, and I will make them rulers over you.

14 ଏବଂ ତୁମ୍ଭମାନେେ କହିଥିଲ, 'ଏହା ଆମ୍ଭମାନଙ୍କର କରିବା ଭଲ।'
And ye answered me, and said, The thing which thou hast spoken is good for us to do.

15 ତେଣୁ ମୁ ତୁମ୍ଭମାନଙ୍କ ଗୋଷ୍ଠୀ ସମୂହ ମଧ୍ଯରକ୍ସ୍ଟ ଜ୍ଞାନି ଓ ଅଭିଜ୍ଞ ଲୋକମାନଙ୍କୁ ତୁମ୍ଭମାନଙ୍କ ଉପରେ ନେତାରୂପେ ନିୟକ୍ସ୍ଟକ୍ତି କଲି। ଏହିରୂପେ ତୁମ୍ଭମାନଙ୍କ ଉପରେ ସହସ୍ରପତି, ଶତପତି, ପଞ୍ଚାଶତପତି, ଦଶପତିମାନଙ୍କୁ ନିୟକ୍ସ୍ଟକ୍ତି କଲି, ଏବଂ ପ୍ରେତ୍ୟକକ ଗୋଷ୍ଠୀ ପାଇଁ ଅଧ୍ଯକ୍ଷମାନଙ୍କୁ ମଧ୍ଯ ନିୟକ୍ସ୍ଟକ୍ତି ଦଲେି।
So I took the chief of your tribes, wise men, and known, and made them heads over you, captains over thousands, and captains over hundreds, and captains over fifties, and captains over tens, and officers among your tribes.

16 ସହେି ସମୟରେ, ମୁ ତୁମ୍ଭର ବିଚାରପତି ମାନଙ୍କୁ କହିଥିଲି, 'ତୁମ୍ଭେ ତୁମ୍ଭର ଲୋକମାନଙ୍କର ବିବାଦ ଶକ୍ସ୍ଟଣ ଓ ତାହାର ଯଥାର୍ଥ୍ଯ ବିଚାରକର। ଏହା ଇଶ୍ରାୟେଲୀୟ ଓ ଇଶ୍ରାୟେଲୀୟମାନଙ୍କ ମଧିଅରେ ହେଉ ବା ଇଶ୍ରାୟେଲୀୟ ଓ ବିଦେଶୀମାନଙ୍କ ମଧିଅରେ ହେଉ, ତୁମ୍ଭର ବିଚାର ନିରପେକ୍ଷ ହବେ।
And I charged your judges at that time, saying, Hear the causes between your brethren, and judge righteously between every man and his brother, and the stranger that is with him.

17 ତୁମ୍ଭେ ଯେତବେେଳେ ବିଚାର କରୁଛ ସେତବେେଳେ କୌଣସି ଲୋକକୁ ପ୍ରାଧାନ୍ଯ ଦିଅ ନାହିଁ, ସମସ୍ତଙ୍କକ୍ସ୍ଟ ସମାନ ନ୍ଯାଯ ଦିଅ। ତୁମ୍ଭେ କାହାରିକକ୍ସ୍ଟ ଭୟକର ନାହିଁ, କାରଣ ତୁମ୍ଭର ବିଚାର ପରମେଶ୍ବରଙ୍କଠାରକ୍ସ୍ଟ ଆସିଥାଏ। କିନ୍ତୁ କୌଣସି ବିଚାର ଯଦି ତୁମ୍ଭକୁ କଷ୍ଟ ହକ୍ସ୍ଟଏ ବା ଜଟିଳ ହକ୍ସ୍ଟଏ, ତବେେ ସେ ସମସ୍ଯା ମାେ ପାଖକକ୍ସ୍ଟ ଆଣିବ, ମୁ ତା'ର ସମାଧାନ କରି ଦବେି।'
Ye shall not respect persons in judgment; but ye shall hear the small as well as the great; ye shall not be afraid of the face of man; for the judgment is God’s: and the cause that is too hard for you, bring it unto me, and I will hear it.

18 ସହେି ସମୟରେ, ମୁ ମଧ୍ଯ ତୁମ୍ଭମାନଙ୍କୁ କହିଥିଲି, ତୁମ୍ଭର କର୍ତ୍ତବ୍ଯ ଓ କର୍ମ ବିଷଯ ରେ।
And I commanded you at that time all the things which ye should do.