Sign in / My account

Daniel 8:15-26 in Oriya

Daniel 8:15
ଅନନ୍ତର ମୁଁ ଦାନିୟେଲ, ଏହି ଦର୍ଶନ ପାଇଲା ପ ରେ ତାହା ବୁଝିବା ପାଇଁ ଚେଷ୍ଠା କଲି। ଏବଂ ଜଣେ ମନୁଷ୍ଯ ପରି ଦଖାଯାେଉଥିବା ପ୍ରାଣୀ ମାେ ସମ୍ମୁଖ ରେ ଆର୍ବିଭାବ ହୋଲା।

Daniel 8:16
ପୁଣି ଉଲଯ ନଦୀ ମଧ୍ଯରୁ ମୁଁ ଏକ ମନୁଷ୍ଯର ସ୍ବର ଶୁଣିଲି। ସେ ଡାକି କହିଲା, ହେ ଗାବ୍ରିଯଲେ, ଏହି ମନୁଷ୍ଯକୁ ଦର୍ଶନର ତାତ୍ପର୍ୟ୍ଯ ବୁଝାଇ ଦିଅ।

Daniel 8:17
ମନୁଷ୍ଯାକୃତି ସ୍ବର୍ଗଦୂତ ଗାବ୍ରିଯଲେ ମାେ ନିକଟକୁ ଆସିଲେ। ମୁଁ ଭୟଭୀତ ହାଇେ ତାଙ୍କ ପାଦତଳେ ପଡିଗଲି। ମାତ୍ର ସେ ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ବୁଝ, ଏହି ଦର୍ଶନ ଶଷେକାଳ ବିଷଯକ ଅଟେ।

Daniel 8:18
ସେ ମାେତେ କହିଲା ବେଳେ ମୁଁ ଭୂମିରେ ମୁହଁ ମାଡି ଗଭୀର ନିଦ୍ରା ରେ ଶାଇଗେଲି, ମାତ୍ର ସେ ମାେତେ ସ୍ପର୍ଶ କରି ଠିଆ କରାଇଲେ।

Daniel 8:19
ଗାବ୍ରିଯଲେ କହିଲେ, ମୁଁ ତୁମ୍ଭକୁ ଦର୍ଶନ ସମ୍ବନ୍ଧ ରେ ବୁଝାଇବି, ଭବିଷ୍ଯତ ରେ କ'ଣ ଘଟିବ ଓ ତୁମ୍ଭର ଏହି ଦର୍ଶନ ନିରୂପିତ ଶଷେକାଳର କଥା ବୋଲି ଜଣାଇବି।

Daniel 8:20
ତୁମ୍ଭେ ମଷେର ଯେଉଁ ଦୁଇ ଶିଙ୍ଗ ଦେଖିଲ ସେଥିରୁ ଜଣେ ମାଦୀଯ ଓ ଅନ୍ୟ ଜଣେ ପାରସିକ ରାଜା।

Daniel 8:21
ଆଉ ସେ ଛାଗ ହେଉଛି ୟବନ ଦେଶର ରାଜା। ସହେି ଛାଗର ଦୁଇ ଚକ୍ଷୁ ମଧିଅରେ ଥିବା ବୃହତ୍ ଶିଙ୍ଗଟି ପ୍ରଥମ ରାଜା।

Daniel 8:22
ଆଉ ଯେଉଁ ଶିଙ୍ଗ ଭଗ୍ନ ହାଇେ ସେ ସ୍ଥାନ ରେ ଗ୍ଭରିଶିଙ୍ଗ ଉତ୍ପନ୍ନ ହେଲା, ଏଥିରୁ ସହେି ଦେଶୀଯମାନଙ୍କ ମଧ୍ଯରୁ ଗ୍ଭରି ରାଜ୍ଯ ଉତ୍ପନ୍ନ ହବୋର ଜାଣିବ, ମାତ୍ର ସଗେୁଡିକ ପ୍ରଥମ ପରି ଶକ୍ତିଶାଳୀ ହବେେ ନାହିଁ।

Daniel 8:23
ଯେତବେେଳେ ସହେି ରାଜ୍ଯଗୁଡିକର ଶଷେ ସମୟ ଆସିବ ସେତବେେଳେ ଜଣେ ଅତି ସାହସୀ ଓ ନିଷ୍ଠୁର ରାଜା ଜନ୍ମ ହବେେ। ଆଉ ସେ ରାଜା ଅତି କୌଶଳୀ ହବେେ ମାତ୍ର ସେତବେେଳେ ବହୁ ପାପୀଷ୍ଠ ବ୍ଯକ୍ତି ଜନ୍ମ ନଇେଥିବେ।

Daniel 8:24
ସେ ବଳ ରେ ଅତି ପରାକ୍ରମୀ ହବେ। ମାତ୍ର ତାହାର ନିଜ ବଳ ରେ ନୁହେଁ। ସେ ଭୟଙ୍କର ବିନାଶର କାରଣ ହବେ ଓ ଶକ୍ତିଶାଳୀ ହାଇେ ସ୍ବେଚ୍ଛାଗ୍ଭରୀ ଭାବରେ କାର୍ୟ୍ଯ କରିବ। ଆଉ ସେ ପରାକ୍ରମୀ ଓ ପବିତ୍ର ଲୋକମାନଙ୍କୁ ବିନାଶ କରିବ।

Daniel 8:25
ପୁଣି ସେ ନିଜର କୌଶଳ, ଛଳ, ଜ୍ଞାନ ଓ ମିଥ୍ଯା ବଳ ରେ ସଫଳକାମୀ ହବେ। ସେ ନିଜ ଅନ୍ତଃକରଣ ରେ ନିଜକୁ ବଡ ମନେ କରିବ ଓ ନରାପଦ ସମୟରେ ଅନକଙ୍କେୁ ବିନାଶ କରିବ। ଆଉ ଅଧିପତିଙ୍କର ଅଧିପତିଙ୍କ ପ୍ରତିକୂଳ ରେ ଠିଆ ହବେ। ମାତ୍ର ସେ ମଣିଷ ହସ୍ତ ରେ ବିନାଶ ହବେ ନାହିଁ।

Daniel 8:26
ସେ ସମୟରେ ଦର୍ଶନ ବିଷଯ ରେ ମୁଁ ଯାହା କହିଲି ସେସବୁ ସତ୍ଯ, ମାତ୍ର ତୁମ୍ଭେ ସହେି ଦର୍ଶନ ମୁଦ୍ରାଙ୍କିତ କର। କାରଣ ତାହା ଆଗାମୀ ବହୁଦିନ ପର୍ୟ୍ଯନ୍ତ ଘଟିବ ନାହିଁ।

Oriya Bible