Daniel 5:28 in Oriya

Oriya Oriya Bible Daniel Daniel 5 Daniel 5:28

Daniel 5:28
ଉପାରସୀନର ଅର୍ଥ, ଆପଣଙ୍କ ରାଜ୍ଯ ବିଭକ୍ତ ହାଇେଅଛି ଆଉ ମାଦୀଯ ଓ ପାରସିକମାନଙ୍କୁ ଦତ୍ତ ହାଇେଅଛି।

Daniel 5:27Daniel 5Daniel 5:29

Daniel 5:28 in Other Translations

King James Version (KJV)
PERES; Thy kingdom is divided, and given to the Medes and Persians.

American Standard Version (ASV)
PERES; thy kingdom is divided, and given to the Medes and Persians.

Bible in Basic English (BBE)
Peres; your kingdom has been cut up and given to the Medes and Persians.

Darby English Bible (DBY)
PERES, Thy kingdom is divided, and given to the Medes and Persians.

World English Bible (WEB)
PERES; your kingdom is divided, and given to the Medes and Persians.

Young's Literal Translation (YLT)
Divided -- Divided is thy kingdom, and it hath been given to the Medes and Persians.'

PERES;
פְּרֵ֑סpĕrēspeh-RASE
Thy
kingdom
פְּרִיסַת֙pĕrîsatpeh-ree-SAHT
is
divided,
מַלְכוּתָ֔ךְmalkûtākmahl-hoo-TAHK
given
and
וִיהִיבַ֖תwîhîbatvee-hee-VAHT
to
the
Medes
לְמָדַ֥יlĕmādayleh-ma-DAI
and
Persians.
וּפָרָֽס׃ûpārāsoo-fa-RAHS

Cross Reference

Isaiah 13:17
ପରମେଶ୍ବର କୁହନ୍ତି, ବାବିଲର ବିପକ୍ଷ ରେ ଆକ୍ରମଣ ପାଇଁ ମୁଁ ମାଦୀଯମାନଙ୍କୁ ନିଯୋଜିତ କରିବି। ରେ ୗପ୍ୟ ଓ ସୁବର୍ଣ୍ଣ ଲାଞ୍ଚ ପାଇଲେ ମଧ୍ଯ ମାଦୀଯର ସୈନ୍ଯମାନେ କବେେ ଆକ୍ରମଣରୁ ନିବୃତ୍ତ ହବେେ ନାହିଁ।

Daniel 6:28
ଏହିରୂପେ ଦାନିୟେଲ ଦାରିଯାବସର ରାଜତ୍ବ କାଳ ରେ ଓ ପାରସିକ କୋରସର ରାଜତ୍ବକାଳ ରେ ସଫଳକାମୀ ହେଲେ।

Isaiah 21:2
ମୁଁ ଦେଖିଅଛି ଏକ ଭୟଙ୍କର ଦୁଃଖଦାୟକ ଘଟଣା ଘଟିବ। ବିଶ୍ବାସ ଘାତକ ତୁମ୍ଭମାନଙ୍କ ପ୍ରତି ବିଶ୍ବାସଘାତକତା କରୁଅଛି ଓ ଲୁଣ୍ଠନକାରୀ ଲୁଣ୍ଠନ କରୁଅଛି। ସେ ଏଲମ୍! ୟାଅ ୟୁଦ୍ଧ କର। ହେ ମାଦିଯେ, ତୁମ୍ଭ ସୈନ୍ଯବାହିନୀ ଦ୍ବାରା ନଗରକୁ ଅବରୋଧ କର ଓ ପରାସ୍ତ କର। ମୁଁ ସହେି ନଗରରୁ ଦୁଃଖ ଓ ହାହାକାର ଦୂର କରିଅଛି।

Daniel 5:31
ପୁଣି ମାଦୀଯ ଦାରିଯାବସ ରାଜ୍ଯ ପ୍ରାପ୍ତ ହେଲା। ସେ ସମୟରେ ତାହାର ବଯସ ବାଷଠି ବର୍ଷ ହାଇେଥିଲା।

Isaiah 45:1
ସଦାପ୍ରଭୁ ନିଜ ଅଭିଷିକ୍ତ ବ୍ଯକତିର ଅର୍ଥାତ୍ କୋରସ ବିଷଯ ରେ ଏହିକଥା କୁହନ୍ତି, ଆମ୍ଭେ ତାହା ସମ୍ମୁଖ ରେ ନାନା ଗୋଷ୍ଠୀକୁ ପରାସ୍ତ କରିବା ପାଇଁ ତାହାର ଦକ୍ଷିଣ ହସ୍ତ ଧରିଅଛୁ ଓ ଆମ୍ଭେ ରାଜାମାନଙ୍କର କଟିବନ୍ଧନ ଫିଟାଇବା। ପୁଣି ତାହା ସମ୍ମୁଖ ରେ କବାଟସବୁ ମୁକ୍ତ କରିବା ଓ ନଗରଦ୍ବାର ସବୁ ବନ୍ଦ ରହିବ ନାହିଁ।

Daniel 9:1
ଦାରିଯାବସଙ୍କ ରାଜତ୍ବର ପ୍ରଥମ ବର୍ଷ ରେ ଏହିସବୁ ଘଟଣାମାନ ଘଟିଲା। ଦାରିଯାବସ୍ ମାଦୀଯ ବଂଶର ଉତ୍ତରାଧିକାରୀ ଥିଲେ। ତାଙ୍କର ପିତା ଅକ୍ଷଶ୍ବରେସର ଥିଲେ। ସେ କଲଦୀଯର ରାଜା ପଦ ରେ ଉପଯୋଗୀ ହେଲେ।

Daniel 8:3
ଆଉ ମୁଁ ଦେଖିଲି ଯେ, ନଦୀର ଗୋଟିଏ ପାଶର୍‌ବ ରେ ଏକ ଅଣ୍ତିରା ମଷେ ଠିଆ ହାଇେଅଛି। ତାହାର ଗୋଟିଏ ଲମ୍ବା ଶିଙ୍ଗ ଓ ଗୋଟିଏ ଅନ୍ୟଠାରୁ ଅଧିକ ଲମ୍ବା। ଆଉ ଲମ୍ବା ଶିଙ୍ଗଟି ଅନ୍ୟ ଶିଙ୍ଗ ଅପେକ୍ଷା ପଛକୁ ଥିଲା।

Daniel 8:20
ତୁମ୍ଭେ ମଷେର ଯେଉଁ ଦୁଇ ଶିଙ୍ଗ ଦେଖିଲ ସେଥିରୁ ଜଣେ ମାଦୀଯ ଓ ଅନ୍ୟ ଜଣେ ପାରସିକ ରାଜା।