Daniel 12:9
ତେଣୁ ସେ କହିଲେ, ' ହେ ଦାନିୟେଲ, ତୁମ୍ଭେ ଆପଣା ପଥରେ ଗମନ କର। କାରଣ ଶଷେକାଳ ପର୍ୟ୍ଯନ୍ତ ଏହି ବାକ୍ଯ ସକଳ ବନ୍ଦ ଓ ମୁଦ୍ରିତ ହାଇେଅଛି।
Daniel 12:9 in Other Translations
King James Version (KJV)
And he said, Go thy way, Daniel: for the words are closed up and sealed till the time of the end.
American Standard Version (ASV)
And he said, Go thy way, Daniel; for the words are shut up and sealed till the time of the end.
Bible in Basic English (BBE)
And he said, Go on your way, Daniel: for the words are secret and shut up till the time of the end;
Darby English Bible (DBY)
And he said, Go thy way, Daniel; for these words are closed and sealed till the time of the end.
World English Bible (WEB)
He said, Go your way, Daniel; for the words are shut up and sealed until the time of the end.
Young's Literal Translation (YLT)
And he saith, `Go, Daniel; for hidden and sealed `are' the things till the time of the end;
| And he said, | וַיֹּ֖אמֶר | wayyōʾmer | va-YOH-mer |
| way, thy Go | לֵ֣ךְ | lēk | lake |
| Daniel: | דָּנִיֵּ֑אל | dāniyyēl | da-nee-YALE |
| for | כִּֽי | kî | kee |
| the words | סְתֻמִ֧ים | sĕtumîm | seh-too-MEEM |
| up closed are | וַחֲתֻמִ֛ים | waḥătumîm | va-huh-too-MEEM |
| and sealed | הַדְּבָרִ֖ים | haddĕbārîm | ha-deh-va-REEM |
| till | עַד | ʿad | ad |
| the time | עֵ֥ת | ʿēt | ate |
| of the end. | קֵֽץ׃ | qēṣ | kayts |
Cross Reference
Daniel 12:4
ମାତ୍ର ହେ ଦାନିୟେଲ, ତୁମ୍ଭେ ଶଷେକାଳ ପର୍ୟ୍ଯନ୍ତ ଏହି ବାକ୍ଯ ସକଳ ବନ୍ଦ କରି ଓ ଏହି ପୁସ୍ତକ ମୁଦ୍ରିତ କରି ରଖ। ଅନକେ ଏଣତେଣେେ ପ୍ରକୃତ ଜ୍ଞାନର ଅନ୍ବଷେଣ କରିବେ ଓ ଜ୍ଞାନର ବୃଦ୍ଧି ହବେ।'
Isaiah 8:16
ଯିଶାଇୟ କହିଲେ, ତୁମ୍ଭେ ଏକ ଚୁକ୍ତିକର ଓ ଏହାକୁ ମୁଦ୍ରିତ କର। ମାରେ ଶିକ୍ଷାଗୁଡ଼ିକୁ ଭବିଷ୍ଯତ ପାଇଁ ରକ୍ଷାକର। ମାରେ ଶିଷ୍ଯମାନଙ୍କ ପାଇଁ ଏହା କର।
Isaiah 29:11
ସେସବୁ ଜିନିଷର ଦୃଶ୍ଯବଦ୍ଧ ପୁସ୍ତକ ପରି ! ଯଦି ତୁମ୍ଭେ ତାକୁ କୌଣସି ଜଣକୁ ଦବେ ୟିଏ ପଢ଼ିପାରିବ ଏବଂ କହିବ, ଏହାକୁ ପଢ଼। ସେ କହିବ, ମୁଁ କରି ନ ପା ରେ, ଏହା ବନ୍ଦ ଅଛି।'
Daniel 8:26
ସେ ସମୟରେ ଦର୍ଶନ ବିଷଯ ରେ ମୁଁ ଯାହା କହିଲି ସେସବୁ ସତ୍ଯ, ମାତ୍ର ତୁମ୍ଭେ ସହେି ଦର୍ଶନ ମୁଦ୍ରାଙ୍କିତ କର। କାରଣ ତାହା ଆଗାମୀ ବହୁଦିନ ପର୍ୟ୍ଯନ୍ତ ଘଟିବ ନାହିଁ।
Revelation 10:4
ମୁଁ ଏହା ଲେଖିବାକୁ ପ୍ରସ୍ତୁତ ହଲିେ। ସେତବେେଳେ ମାେତେ ଆକାଶବାଣୀ ଶୁଭିଲା, ସାତ ବଜ୍ର ଯାହା କହିଲେ, ତାହା ଲେଖ ନାହିଁ। ସଗେୁଡ଼ିକ ଗୁପ୍ତ ରଖ।