Bible

Colossians 3 - WEB (Oriya)

1 If then you were raised together with Christ, seek the things that are above, where Christ is, seated on the right hand of God.ତୁମ୍ଭମାନେେ ଖ୍ରୀଷ୍ଟଙ୍କ ସହିତ ମୃତ୍ଯୁରୁ ଜୀବିତ ହାଇେଛ। ଅତଏବ ସ୍ବର୍ଗ ରେ ଥିବା ବିଷୟଗୁଡ଼ିକ ପାଇବା ପାଇଁ ଯତ୍ନଶୀଳ ହୁଅ। ଯେଉଁଠା ରେ ଖ୍ରୀଷ୍ଟ, ପରମେଶ୍ବରଙ୍କ ଡାହାଣ ରେ ବସିଛନ୍ତି।

2 Set your mind on the things that are above, not on the things that are on the earth.ସବୁବେଳେ ସହେି ସ୍ବର୍ଗର ବିଷୟଗୁଡ଼ିକ ଅନ୍ବଷେଣ କର, ମର୍ତ୍ତ୍ଯର ବିଷୟଗୁଡ଼ିକ ପାଇଁ ନୁହେଁ।

3 For you died, and your life is hidden with Christ in God.ତୁମ୍ଭମାନଙ୍କର ପୁରାତନ ପାପପୂର୍ଣ୍ଣ ସ୍ବଭାବର ମୃତ୍ଯୁ ହାଇଯୋଇଛି ଓ ପରମେଶ୍ବରଙ୍କଠା ରେ ଖ୍ରୀଷ୍ଟଙ୍କ ସହିତ ତୁମ୍ଭମାନଙ୍କର ନୂତନ ଜୀବନ ସୁରକ୍ଷିତ ଅଛି।

4 When Christ, our life, is revealed, then you will also be revealed with him in glory.ଖ୍ରୀଷ୍ଟ ହେଉଛନ୍ତି ତୁମ୍ଭମାନଙ୍କର ଜୀବନ। ତେଣୁ ଯେତବେେଳେ ସେ ଆଉ ଥରେ ଆସିବେ, ତାହାଙ୍କ ମହିମା ରେ ତୁମ୍ଭମାନେେ ଅଂଶ ପାଇବ।

5 Put to death therefore your members which are on the earth: sexual immorality, uncleanness, depraved passion, evil desire, and covetousness, which is idolatry;ଅତଏବ, ୟୌନ ପାପଗୁଡ଼ିକ କରିବା, ମନ୍ଦକର୍ମ କରିବା, କାମନାର ବାଶୀଭୂତ ହବୋ, ମନ୍ଦ ଇଚ୍ଛା ରଖିବା ଓ ସର୍ବଦା ଲୋଭୀ ହାଇେ ରହିବା, ଯାହା ଏକ ମିଥ୍ଯା ଦବେତାକୁ ପୂଜା କରିବା ସଦୃଶ, ସଭେିଳ ବିଷୟଗୁଡ଼ିକୁ ନିଜ ଜୀବନଠାରୁ ଦୂର ରେ ରଖ। ଏହିଭଳି ଇଚ୍ଛାଗୁଡ଼ଇକ ଥିବାର ଅର୍ଥ ହେଲା ଯେ, ଜଣେ ମିଥ୍ଯା ଦବେତାର ସବୋ କରୁଛି।

6 for which things' sake the wrath of God comes on the children of disobedience.ଏହି ବିଷୟଗୁଡ଼ିକ ପରମେଶ୍ବରଙ୍କୁ କୋରଧିତ କରେ।

7 You also once walked in those, when you lived in them;ତୁମ୍ଭମାନଙ୍କର ପୂର୍ବ ପାପପୂର୍ଣ୍ଣ ଜୀବନ ରେ ମଧ୍ଯ ତୁମ୍ଭମାନେେ ଏହି କାମଗୁଡ଼ିକ କରିଥିଲ।

8 but now you also put them all away: anger, wrath, malice, slander, and shameful speaking out of your mouth.କିନ୍ତୁ ଏବେ, ଏହି ସମସ୍ତ ବିଷୟ ନିଜ ଜୀବନରୁ ବାହାର କରିଦିଅ : କୋରଧ, ଉତ୍ତଜେନା, ଅନ୍ୟ କାହାକୁ ବାଧିଲା ଭଳି କାର୍ୟ୍ଯ କରିବା ବା କଥା କହିବା, କହିଲା ବେଳେ ଅପଶବ୍ଦ ବ୍ଯବହାର କରିବା।

9 Don't lie to one another, seeing that you have put off the old man with his doings,ପରସ୍ପରକୁ ମିଛ କଥା କୁହ ନାହିଁ, କାରଣ ତୁମ୍ଭମାନେେ ପୂର୍ବ ଜୀବନର ପାପପୂର୍ଣ୍ଣ ଆଚରଣ ଛାଡ଼ି ଦଇେଛ।

10 and have put on the new man, that is being renewed in knowledge after the image of his Creator,ତୁମ୍ଭମାନେେ ନୂତନ ଜୀବନ ଆରମ୍ଭ କରିଛ। ନୂତନ ଜୀବନ ରେ ତୁମ୍ଭମାନେେ ନୂଆ ହେଉଅଛ। ତୁମ୍ଭମାନେେ ତୁମ୍ଭମାନଙ୍କର ସହେି ସୃଷ୍ଟିକର୍ତ୍ତାଙ୍କ ଭଳି ହାଇଯୋଉଛ। ଏହି ନୂତନ ଜୀବନ ଦ୍ବାରା ତୁମ୍ଭମାନେେ ପରମେଶ୍ବରଙ୍କ ବିଷୟ ରେ ପ୍ରକୃତ ଜ୍ଞାନ ପ୍ରାପ୍ତ ହେଉଛ।

11 where there can't be Greek and Jew, circumcision and uncircumcision, barbarian, Scythian, bondservant, freeman; but Christ is all, and in all.ଏହି ନୂତନ ଜୀବନ ରେ ୟିହୁଦୀ ଓ ଅଣୟିହୁଦୀମାନଙ୍କ ମଧିଅରେ କୌଣସି ତଫାତ୍ ନାହିଁ। ସୁନ୍ନତ ଲୋକ ବା ଅସୁନ୍ନତ ଲୋକ, ବିଦେଶୀ ବା ସ୍ତଥୀୟମାନଙ୍କ ମଧିଅରେ କୌଣସି ତଫାତ୍ ନାହିଁ। କ୍ରୀତଦାସ ବା ସ୍ବାଧୀନ ଭିତ ରେ ମଧ୍ଯ ତଫାତ୍ ନାହିଁ। କିନ୍ତୁ ଖ୍ରୀଷ୍ଟ ସମସ୍ତଙ୍କଠା ରେ ଅଛନ୍ତି। ଯାହା ମହତ୍ତ୍ବପୂର୍ଣ୍ଣ, ତାହା ଖ୍ରୀଷ୍ଟ ଅଟନ୍ତି।

12 Put on therefore, as God's chosen ones, holy and beloved, a heart of compassion, kindness, lowliness, humility, and perseverance;ପରମେଶ୍ବର ତୁମ୍ଭମାନଙ୍କୁ ବାଛିଛନ୍ତି ଓ ନିଜର ପବିତ୍ର ଲୋକ ବୋଲି ଗ୍ରହଣ କରିଛନ୍ତି। ସେ ତୁମ୍ଭମାନଙ୍କୁ ପ୍ ରମେ କରନ୍ତି। ଅତଏବ ତୁମ୍ଭମାନେେ ସର୍ବଦା ନିମ୍ନୋକ୍ତ କାର୍ୟ୍ଯମାନ କର : ଲୋକଙ୍କୁ ଦୟା କର, କରୁଣାମୟ ହୁଅ, ନମ୍ର ହୁଅ, ଭଦ୍ର ହୁଅ, ର୍ଧୈୟ୍ଯବାନ ହୁଅ।

13 bearing with one another, and forgiving each other, if any man has a complaint against any; even as Christ forgave you, so you also do.ପରସ୍ପର ପ୍ରତି କୋର୍ଧ କର ନାହିଁ, ବରଂ ପରସ୍ପରକୁ କ୍ଷମା ଦିଅ। ଯଦି ଜଣେ ତୁମ୍ଭ ପ୍ରତି ଭୁଲ କାମ କରେ, ତାକୁ କ୍ଷମା ଦିଅ। ପ୍ରଭୁ ତୁମ୍ଭକୁ କ୍ଷମା କରିଛନ୍ତି, ସେଥିପାଇଁ ତୁମ୍ଭମାନେେ ମଧ୍ଯ ଅନ୍ୟ ଲୋକମାନଙ୍କୁ କ୍ଷମା ଦିଅ।

14 Above all these things, walk in love, which is the bond of perfection.ଏହିସବୁ କର, କିନ୍ତୁ ସବୁଠାରୁ ମୁଖ୍ଯ ବିଷୟ ହେଲା, ପରସ୍ପରକୁ ପ୍ ରମେ କରିବା। ପ୍ ରମେ ତୁମ୍ଭମାନଙ୍କୁ ଏକତା ରେ ଏକାଠି ବାନ୍ଧି ରେଖ।

15 And let the peace of God rule in your hearts, to which also you were called in one body; and be thankful.ଖ୍ରୀଷ୍ଟଙ୍କ ଦ୍ବାରା ପ୍ରଦତ୍ତ ଶାନ୍ତି, ତୁମ୍ଭ ବିଚାରକୁ ସଂୟମ କରିବ। ତୁମ୍ଭମାନେେ ଶାନ୍ତି ପାଇବା ପାଇଁ ଗୋଟିଏ ଶରୀର ରେ ଡକା ହାଇେଛ। ସବୁବେଳେ ଧନ୍ଯବାଦୀ ରୁହ।

16 Let the word of Christ dwell in you richly; in all wisdom teaching and admonishing one another with psalms, hymns, and spiritual songs, singing with grace in your heart to the Lord.ଖ୍ରୀଷ୍ଟଙ୍କ ଶିକ୍ଷା ତୁମ୍ଭଠା ରେ ପ୍ରଚୁର ଭାବରେ ରହିଥାଉ। ପରସ୍ପରକୁ ଶିକ୍ଷା ଦବୋ ଓ ଶକ୍ତିଶାଳୀ କରିବା ପାଇଁ ସମସ୍ତ ଜ୍ଞାନର ବ୍ଯବହାର କର। ନିଜ ହୃଦୟ ରେ ପରମେଶ୍ବରଙ୍କ ପାଇଁ କୃତଜ୍ଞତାର ସଂଗୀତ, ଭଜନ, ଆଧ୍ଯାତ୍ମିକ ଗୀତମାନ ଗାଅ।

17 Whatever you do, in word or in deed, do all in the name of the Lord Jesus, giving thanks to God the Father, through him.ତୁମ୍ଭମାନେେ ଯାହା କହୁଛ, ଯାହା କିଛି ବା କରୁଛ, ସେ ସବୁ ତୁମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କ ପାଇଁ କର ଏବଂ ଏହି ସମସ୍ତ କାର୍ୟ୍ଯ ମଧିଅରେ ପରମପିତା ପରମେଶ୍ବରଙ୍କୁ ଯୀଶୁଙ୍କ ମାଧ୍ଯମ ରେ ଧନ୍ଯବାଦ ଜଣାଅ।

18 Wives, be in subjection to your husbands, as is fitting in the Lord.ପତ୍ନୀଗଣ ! ତୁମ୍ଭର ପତିଙ୍କ ପ୍ରତି ବଶୀଭୂତା ରୁହ। ପ୍ରଭୁଙ୍କ ଅନୁଗାମୀମାନଙ୍କ ଭଳି ଏହା କରିବା ଉଚିତ ଅଟେ।

19 Husbands, love your wives, and don't be bitter against them.ପତିଗଣ ! ତୁମ୍ଭମାନଙ୍କ ପତ୍ନୀଙ୍କୁ ପ୍ ରମେ କର। ସମାନଙ୍କେ ପ୍ରତି ଭଦ୍ର ବ୍ଯବହାର କର।

20 Children, obey your parents in all things, for this pleases the Lord.ସନ୍ତାନଗଣ ! ପ୍ରେତ୍ୟକକ କଥା ରେ ମାତା-ପିତାଙ୍କ ଆଜ୍ଞା ପାଳନ କର। ଏହା ପ୍ରଭୁଙ୍କୁ ପ୍ରସନ୍ନ କରେ।

21 Fathers, don't provoke your children, so that they won't be discouraged.ପିତାଗଣ ! ତୁମ୍ଭମାନଙ୍କ ସନ୍ତାନମାନଙ୍କୁ ବିରକ୍ତ କର ନାହିଁ। ଯଦି ତୁମ୍ଭେ ଅଧିକ ଆଶା କର, ତା' ହେଲେ ସମାନେେ ହତାଶ ହାଇଯେିବେ।

22 Servants, obey in all things those who are your masters according to the flesh, not just when they are looking, as men-pleasers, but in singleness of heart, fearing God.ସବେକଗଣ ! ଏହି ପୃଥିବୀ ରେ ପ୍ରେତ୍ୟକକ କଥା ରେ ନିଜର ମାଲିକମାନଙ୍କ ଆଜ୍ଞା ପାଳନ କର। ଯେତବେେଳେ ମାଲିକ ଦେଖୁ ନାହାଁନ୍ତି, ସେତବେେଳେ ମଧ୍ଯ ଓ ସର୍ବଦା ତାହାଙ୍କ ଆଜ୍ଞା ପାଳନ କର। ଏପରି କରିବା ଦ୍ବାରା ତୁମ୍ଭମାନେେ ପ୍ରକୃତ ରେ ମନୁଷ୍ଯକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁ ନାହଁ, ବରଂ ପ୍ରଭୁଙ୍କୁ ସମ୍ମାନ ଦେଉଥିବାରୁ, ତୁମ୍ଭମାନେେ ନିଷ୍ଠାପର ସହିତ ଆଜ୍ଞା ପାଳନ କର।

23 And whatever you do, work heartily, as for the Lord, and not for men,ସମସ୍ତ କାମଗୁଡ଼ିକ କଲା ବେଳେ ସବୁଠାରୁ ଭଲ କରିବ ପାଇଁ ଚେଷ୍ଟା କର। ପ୍ରଭୁଙ୍କର ସବୋ କରୁଛ, ଲୋକମାନଙ୍କର ନୁହେଁ ବୋଲି ଭାବି କାମ କର।

24 knowing that from the Lord you will receive the reward of the inheritance; for you serve the Lord Christ.ମନରେଖ ! ତୁମ୍ଭମାନେେ ତୁମ୍ଭମାନଙ୍କର ପୁରସ୍କାର ପ୍ରଭୁଙ୍କଠାରୁ ପାଇବ। ସେ ତାଙ୍କ ଲୋକଙ୍କୁ ଯାହା ପ୍ରତିଶୃତି ଦଇେଛନ୍ତି, ତାହା ତୁମ୍ଭମାନଙ୍କୁ ଦବେେ। ତୁମ୍ଭମାନେେ ପ୍ରଭୁ ଖ୍ରୀଷ୍ଟଙ୍କ ସବୋ କରୁଛ।

25 But he who does wrong will receive again for the wrong that he has done, and there is no partiality.ମନରେଖ ! ଭୁଲ କର୍ମ ପାଇଁ, ପ୍ରେତ୍ୟକକ ଲୋକ ଦଣ୍ଡ ପାଇବ। ପ୍ରଭୁ ପ୍ରେତ୍ୟକକ ଲୋକକୁ ସମାନ ଭାବରେ ଦେଖନ୍ତି।

Oriya Bible